ବ୍ୟକ୍ତିଙ୍କର ଅଜବ ନିଶା। ଦୁନିଆର ସବୁଠାରୁ ଛୋଟ କାର୍ରେ ସାରା ବ୍ରିଟେନ୍ ଭ୍ରମଣ କରିନେଲେ। ଯାତ୍ରା ସମୟରେ ଅନେକ କଷ୍ଟ ଆସିଥିଲେ ବି ଏହାକୁ ଚାଲେଞ୍ଜ ଭାବେ ନେଇ ସଫଳତାର ସହ କରିନେଲେ ଯାତ୍ରା।
ମାଙ୍କଡ ବି କରିପାରେ ମଣିଷଙ୍କ ଭଳି କାମ। ସୋସିଆଲ୍ ମିଡିଆରେ ଏବେ ମାଙ୍କଡର ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଏହା ପ୍ରମାଣିତ ହେଉଛି ଯେ ମଣିଷ ହିଁ ମାଙ୍କଡର ବଂଶଧର।
ଭାସୁଛି ଦାନାପାଣି, ଉଜୁଡ଼ା କ୍ଷେତ ଦେଖି ମ୍ରିୟମାଣ ଚାଷୀ। ଜଓ୍ୱାଦଜନିତ ବର୍ଷା ଦୁଃଖ ଯାଇ ନଥିବା ବେଳେ ପୁଣି ଅନ୍ନଦାତାଙ୍କୁ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ଦୁର୍ଦ୍ଦଶା ଦେଇଛି ଟ୍ରପ୍ ଲାଇନ୍ ବର୍ଷା। କେଉଁଠି ଧାନ ଚାଷ ନଷ୍ଟ ହେବାକୁ ବସିଛି ତ ପୁଣି କେଉଁ ପନିପରିବା...
ଚିନ୍ତାରେ ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା । ମହାମାରୀ ଓ ଅନ୍ୟ ଅଭାବ ଅସୁବିଧା ପାଇଁ ଧୀରେ ଧୀରେ ପାଠରୁ ଦୂରଉଛନ୍ତି ବିଦ୍ୟାଳୟ ଛାତ୍ରଛାତ୍ରୀ। ପାଠପଢ଼ା ଓ ପିଲାଙ୍କ ମଧ୍ୟରେ ମହାମାରୀ କରୋନା ବିଶାଳ ବ୍ୟବଧାନ ସୃଷ୍ଚି କରିବା ପରେ ସଙ୍କଟରେ ରହିଛି ପ୍ରାଥମିକ ଶିକ୍ଷା।
୨୦୨୦ ମସିହା ପାଇଁ ଘୋଷଣା ହୋଇଛି ‘ଟାଇମପାସ୍ ବୁକର୍ ପୁରସ୍କାର’। ଏନେଇ ଦୁଇ ସ୍ରଷ୍ଟାଙ୍କୁ ମନୋନୀତ କରାଯାଇଛି। ଏହା ସହିତ ‘ଟାଇମ୍ପାସ୍ ବେଷ୍ଟ୍ସେଲର୍ ପୁରସ୍କାର’ ଓ ‘ଟାଇମ୍ପାସ୍ ବହିବନ୍ଧୁ ସମ୍ମାନ’ ମଧ୍ୟ ଘୋଷଣା ହୋଇଛି। ଅଧିକ ଜାଣିବା ପାଇଁ ପଢନ୍ତୁ…
ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟରେ ହାଜର ହୋଇଛନ୍ତି IIC। ପୁନଃତଦନ୍ତ ରିପୋର୍ଟ ସହ ସିଡିଆର୍ ଦାଖଲ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଥିଲା। ତେବେ କୋର୍ଟରେ ଆଜି କ’ଣ ତଥ୍ୟ ରଖୁଛନ୍ତି ଥାନାଧିକାରୀ ତା’ ଉପରେ ନଜର ରହିଛି।
ନୂଆବର୍ଷ ପାଖେଇ ଆସିଲେ ସମସ୍ତଙ୍କ ମନରେ ଉତ୍ସାହ ଓ ଉଦ୍ଦିପନା ଜାଗିଉଠେ। ନୂଆବର୍ଷକୁ ସବୁ ଦୃଷ୍ଟିରୁ ମଙ୍ଗଳମୟ କରିବା ନେଇ ଲୋକେ କେତେ କ’ଣ କରନ୍ତି। କିନ୍ତୁ ଜ୍ୟୋତିର୍ବିଦଙ୍କ ଭବିଷ୍ୟବାଣୀ ଅନୁଯାୟୀ ୨୦୨୨ ଆରମ୍ଭରେ କାଳସର୍ପ ଯୋଗ ରହିଛି।
ସମସ୍ତଙ୍କ ହୃଦୟକୁ ଛୁଇଁଛି ଫିଲ୍ମ ‘ଜୟ ଭୀମ୍’। ଏନେଇ ଫିଲ୍ମକୁ ମିଳିଛି ସଫଳତା। ଆଇଏମ୍ଡିବିର ୨୦୨୧ର ଟପ୍ ଫିଲ୍ମ ତାଲିକାର ଶୀର୍ଷରେ ରହିଛି। ଏନେଇ ଖୁସିରେ କ’ଣ କୁହନ୍ତି ଫିଲ୍ମର ମୁଖ୍ୟ ନାୟକ ତଥା ନିର୍ମାତା ସୂର୍ଯ୍ୟା ଆସନ୍ତୁ ଜାଣିବା।
ବୃଦ୍ଧଙ୍କର ଏହି ସାଧନା ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଦୀର୍ଘ ୧ ଘଣ୍ଟା ଧରି ସେ ଆଖିର ବିନା ପଲକରେ ସୂର୍ଯ୍ୟଙ୍କୁ ଚାହିଁ ରହି କରିଛନ୍ତି ରେକର୍ଡ।
ଯେଉଁ ପୋଷାକ ପିନ୍ଧନ୍ତି ସେଇ ପୋଷାକ ଭଡାରେ ଦିଅନ୍ତି। ଏହି ବ୍ୟବସାୟ କରି ଯୁବତୀ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏହି ରୋଜଗାରରେ କିଣିପାରିଛନ୍ତି ୩.୫ କୋଟିର ଘର। ତେବେ ଜାଣନ୍ତୁ କେମିତି କରନ୍ତି ବ୍ୟବସାୟ ଓ ଗୋଟିଏ ପୋଷାକରେ କେତେ ହୁଏ ରୋଜଗାର?
ଏ ପୃଥିବୀରେ ଏମିତି ଏକ ଘର ଅଛି ଯାହା ଶହ ଶହ ବର୍ଷ ଧରି ବନ୍ଦ ହୋଇ ପଡିଛି। ଏହା ସମୁଦ୍ର ପତ୍ତନ ଠାରୁ ପ୍ରାୟ ୯ ହଜାର ଫୁଟ ଉପରେ ରହିଛି। ତେବେ ଏହାକୁ କିଏ, କେତେବେଳେ, କେଉଁଠି ଓ କାହିଁକି ନିର୍ମାଣ କଲା ଆସନ୍ତୁ ଜାଣିବା।
ସିଡିଏସ୍ ଜେନେରାଲ୍ ବିପିନ୍ ରାଓ୍ୱତଙ୍କର ରହିଛି ସ୍ମୃତିଭରା ଓଡ଼ିଶା ଲିଙ୍କ୍। ମହାପ୍ରଭୁ ଜଗନ୍ନାଥଙ୍କର ବି ସେ ଜଣେ ପରମଭକ୍ତ ଥିଲେ ବୋଲି ବଖାଣିଛନ୍ତି। ତାଙ୍କୁ ଦୁଇ ଦୁଇ ଥର ଠାକୁର ଦର୍ଶନ କରାଇଥିବା ଡିଫେନ୍ସ ପଣ୍ଡା ତା ସହ କହିଛନ୍ତି କିଛିଦିନ ତଳେ ଆଉଥରେ ପୁରୀ ଆସିବାକୁ ରାଓ୍ୱତ୍ଙ୍କୁ...
ରୀବ ଓ ଅନାଥଙ୍କ ପାଇଁ ମାଳ ମାଳ ସରକାରୀ ଯୋଜନା । ହେଲେ ସବୁ ବାଟବଣା। ବଢୁଥିବା ଭିକାରିଙ୍କ ସ୍ଥିତିକୁ ଦେଖିଲେ ଏହା ହିଁ କୁହାଯିବ। ରାଜଧାନୀରୁ ରାଜ୍ୟବ୍ୟାପି ସଂଖ୍ୟା ଛୁଇଁବାକୁ ବସିଛି ୭ ହଜାର ପାଖାପାଖି।
ସିଡିଏସ୍ ବିପିନ୍ ରାୱତଙ୍କ ଚପର୍ କ୍ରାସ୍ ଘଟଣା ପରେ ଏବେ ଦେଶର ଭିଆଇପିମାନଙ୍କ ପାଇଁ ବିମାନ ଏବଂ ଚପର୍ ଯାତ୍ରାକୁ ନେଇ ଭୟ ସୃଷ୍ଟି ହୋଇଛି। ବିମାନ ଏବଂ ଚପର୍ ଯାତ୍ରା ନିୟମ ଜାଣିବା ମଧ୍ୟ ଜରୁରୀ ହୋଇପଡିଛି। ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା।
ଏକ ଅଧ୍ୟୟନ ଅନୁସାରେ ଭାରତରେ କମିବାକୁ ଯାଉଛି ଜନସଂଖ୍ୟା। ଏନେଇ ରହିଛି ବିଭିନ୍ନ କାରଣ। ତେବେ ଏହି କାରଣଗୁଡିକ କ’ଣ? କେବେ ଓ କେତେ ପରିମାଣରେ ହ୍ରାସ ପାଇବ ଜନସଂଖ୍ୟା ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ।
କ୍ୟାଟ୍ରିନା କୈଫ୍ଙ୍କ ପିଲାଦିନ ଥିଲା ବହୁ ଦୁଃଖମୟ। ସେ ଛୋଟ ଥିଲା ବେଳେ ତାଙ୍କ ବାପା-ମା’ଙ୍କର ହୋଇଥିଲା ବିଛେଦ। ତେବେ ଏହା ପରେ କ’ଣ ହୋଇଥିଲା, କିପରି ହୋଇଥିଲା ତାଙ୍କ ଜୀବନ ଯାପନ ଆସନ୍ତୁ ସେ ବିଷୟରେ ଜାଣିନେବା।
ଆତ୍ମହତ୍ୟାକୁ ରୋକିବା ନେଇ ସାରା ବିଶ୍ୱ ପ୍ରୟାସ କରୁଥିବା ବେଳେ ଏମିତି ଏକ ଦେଶ ଅଛି ଯିଏ ଏ ଦିଗରେ ପ୍ରୋତ୍ସାହିତ କରୁଛି। ଏନେଇ ଏକ ଆତ୍ମହତ୍ୟା ମେସିନକୁ ଦେଇଛି ମଞ୍ଜୁରୀ, ଯାହା ନିମିଷରେ ନେବ ଜୀବନ।
ଭାଇଙ୍କର ଥିଲା ବିବାହ ପାର୍ଟି। ବଳିପଡିଲା ଅନେକ ଖାଦ୍ୟ। ନଷ୍ଟ ହେବା ଭାବି ସହିପାରିଲେ ନାହିଁ ମହିଳା। ଉଠିଲେ, ଖାଦ୍ୟ ଧରି ସିଧା ଚାଲିଲେ ରେଳ ଷ୍ଟେସନ ଆଉ ଗରିବଙ୍କୁ ବାଣ୍ଟିଦେଲେ। ଏହା ଦେଖି ଲୋକେ କହିଲେ ସାବାସ୍।
ଭାଗ୍ୟବାନ ବିଲେଇ। ରହୁଛି ରାଜକୀୟ ଠାଣିରେ। ପିନ୍ଧୁଛି ଲକ୍ଷ ଲକ୍ଷ ଟଙ୍କାର ସୁନା ଚେନ୍ ଆଉ କରୁଛି ସ୍ପା।
ଭିକୀ କୌଶଲ ଓ କ୍ୟାଟ୍ରୀନା କୈଫ୍ଙ୍କ ବିବାହକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଉଭୟଙ୍କ ମଧ୍ୟରେ କେବେ, କେଉଁଠି ଓ କିପରି ହୋଇଯାଇଥିଲା ପ୍ରେମ ତାହା କେହି ଜାଣିପାରି ନଥିଲେ। ତେବେ ଆସନ୍ତୁ ଜାଣିବା ଏହି ଦୁଇ ତାରକାଙ୍କ ପ୍ରେମ କାହାଣୀ ବିଷୟରେ।