/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738582027.jpg)
Photos red carpet arrivals at the 2025 grammy awards
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738582027.jpg)
1/9
ଟେଲର ସ୍ୱିଫ୍ଟ: ଲସ୍ ଆଞ୍ଜେଲସ୍ରେ ଆୟୋଜିତ ଗ୍ରାମୀ ପୁରସ୍କାର୍ରେ ଟେଲର ସ୍ୱିଫ୍ଟ ତାଙ୍କର ଦମଦାର ଏଣ୍ଟ୍ରୀ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପପ୍ ସୁପର୍ଷ୍ଟାର୍ ଏକ ଲାଲ୍ ହଟ୍ ମିନୀରେ ହଇଚଇ ସୃଷ୍ଟି କରିଥିଲେ। ସବୁଠାରୁ ବେଶୀ ଆକର୍ଷିତ କରିଥିଲା ତାଙ୍କ ପୋଷାକରେ ଜଙ୍ଘରେ ଝୁଲୁଥିବା ଛୋଟ 'ଟି' ଗାର୍ଟର ଚେନ୍।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738582073.jpg)
2/9
ବିୟାଂକା ସେନ୍ସରୀ: ୬୭ତମ ଗ୍ରାମୀ ପୁରସ୍କାରରେ ବିୟାଂକା ସେନ୍ସରୀ ଯୋଗ ଦେଇଥିଲେ। ସେ ତୁରନ୍ତ ତାଙ୍କ ଫ୍ୟାଶନ୍ ସହିତ କ୍ୟାମେରାର ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଗ୍ରାଣ୍ଡ୍ ଇଭେଣ୍ଟରେ ସେ ଏକ ଟ୍ରାନ୍ସପାରେଣ୍ଟ୍ ଡ୍ରେସ୍ ପିନ୍ଧିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738582113.jpg)
3/9
ସର୍ବୀନା କାର୍ପେଣ୍ଟର୍: ଆମେରିକୀୟ ଗାୟକ-ଗୀତିକାର ସର୍ବୀନା କାର୍ପେଣ୍ଟର୍ ପ୍ରମାଣ କରିଦେଇଛନ୍ତି ଯେ ଫ୍ୟାଶନରେ ତାଙ୍କର ଜଲୱା ଅତୁଳନୀୟ। ସେ ୨୦୨୫ ଗ୍ରାମୀ ପୁରସ୍କାରର ରେଡ୍ କାର୍ପେଟରେ ଏକ କଷ୍ଟମ୍ ଗାଉନରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738582140.jpg)
4/9
ଅନୁଷ୍କା ଶଙ୍କର: ବ୍ରିଟିଶ-ଆମେରିକୀୟ ସୀତାର ବାଦକ ଅନୁଷ୍କା ଶଙ୍କର ଗ୍ରାମୀ ପୁରସ୍କାରରେ ତାଙ୍କର ସୁନ୍ଦର ଚେହେରା ସହିତ ରେଡ୍ କାର୍ପେଟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅନୁଷ୍କା ରେଡ୍ କାର୍ପେଟରେ ଏକ ସୁନ୍ଦର କଷ୍ଟମ୍ ଥିବା ହଳଦିଆ ଗାଉନ୍ ପିନ୍ଧିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738582173.jpg)
5/9
ଲେଡି ଗାଗା: ଲେଡି ଗାଗା ତାଙ୍କର ଚମତ୍କାର ଲୁକ୍ ସହିତ ୨୦୨୫ ଗ୍ରାମୀ ପୁରସ୍କାରକୁ ଚମକେଇ ଥିଲେ। ସେ ଏକ କଳା ୱେଷ୍ଟଉଡ୍ ଗାଉନରେରେ ସମସ୍ତଙ୍କ ମନ ଚୋରି କରିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738582504.jpg)
6/9
ଅଲିଭିଆ ରୋଡ୍ରିଗୋ: ଅଲିଭିଆ ରୋଡ୍ରିଗୋ ମଧ୍ୟ ୨୦୨୫ ଗ୍ରାମୀ ପୁରସ୍କାର ରେଡ କାର୍ପେଟ୍ରେ ବ୍ଲାକ୍ ଡ୍ରେସ୍ରେ ସମସ୍ତଙ୍କୁ ପାଗଳ କରିଦେଇଛନ୍ତି। ସେ ଏହି ପୋଷାକରେ ଖୁବ ହଟ୍ ଲାଗୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738582533.jpg)
7/9
କାର୍ଡି ବି: ଗ୍ରାମୀ ବିଜେତା କାର୍ଡି ବି ମଧ୍ୟ ରେଡ୍ କାର୍ପେଟ୍ ଚାଲିଥିଲେ। କାର୍ଡି ବି ଶ୍ରେଷ୍ଠ ରାପ୍ ପ୍ରଦର୍ଶନ ପାଇଁ ମନୋନୀତ ହୋଇଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738582568.jpg)
8/9
ପ୍ୟାରିସ୍ ହିଲଟନ୍: ରିଅଲିଟି ସିରିଜ୍ ବ୍ୟକ୍ତିତ୍ୱ ତଥା ଗାୟକ ପ୍ୟାରିସ୍ ହିଲଟନ୍ ମଧ୍ୟ ନିଜ ହଟ୍ ଲୁକ୍ରେ ଶୋ ଚୋରି କରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738582724.jpg)
9/9
ଚାର୍ଲି xcx: ଗାୟକ-ଗୀତିକାର ଚାର୍ଲି xcx ୨୦୨୫ ଗ୍ରାମୀ ପାଇଁ ରେଡ୍ କାର୍ପେଟରେ ଚାଲିଥିଲେ। ସେ ତାଙ୍କ ଷ୍ଟାଇଲିସ୍ ଲୁକ୍ରେ ସମସ୍ତଙ୍କୁ ମୋହିତ କରିଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)