Advertisment

Malaika Arora: ବୋଲ୍ଡ ଅବତାରରେ ମଲାଇକା; ଲାଲ୍ ହଟ୍ ବଡିକନ୍‌ରେ ପ୍ରଶଂସକଙ୍କୁ ବାୟା କଲେ

ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଖବରରେ ରୁହନ୍ତି। ନିଜ ଫିଟ୍‌ନେସ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ଅଭିନେତ୍ରୀଙ୍କର ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ଆସିବା ମାତ୍ରେ ଭାଇରାଲ୍ ହେବା ଆରମ୍ଭ କରେ।

author-image
Pramod Behera
Malaika arora look super stylish in bodycon dress

Malaika arora look super stylish in bodycon dress

Bollywood
Advertisment
Advertisment