ନିକଟରେ ଏକ ପୁତ୍ର ସନ୍ତାନର ମା’ ହୋଇଥିବା ସୋନମ କପୁର ତାଙ୍କ ପ୍ୟାରେଣ୍ଟିଂ ଡ୍ୟୁଟି ଏବଂ ପିଲାର ସ୍କୁଲ୍ ଶିକ୍ଷାକୁ ନେଇ ଯୋଜନା କରୁଥିବା କହିଛନ୍ତି। ଏହାରି ଭିତରେ ସେ ତାଙ୍କ ମାଟର୍ନିଟୀ ଫଟୋସୁଟ୍କୁ ନେଇ ହେଉଥିବା ଟ୍ରୋଲ୍ର ଜବାବ ଦେଇଛନ୍ତି।
ଏକ ଫ୍ୟାଶନ ଶୋ’ରେ ରାମ୍ପ୍ରେ ଚାଲିଛନ୍ତି କପିଲ୍ ଶର୍ମା। ଏଠି ବି ସେ କମେଡି କରିଛନ୍ତି। ତାଙ୍କ ଲୁକ୍ ଏତେ ବଦଳିଯାଇଛି ଯେ ସେ ଆହୁରି ଯୁବକ ଲାଗୁଛନ୍ତି, ତାଙ୍କୁ ଚିହ୍ନିବା ମୁସ୍କିଲ୍।
ଅବିବାହିତାମାନେ ବି ଭୃଣ ହତ୍ୟା (ଗର୍ଭପାତ) କରିପାରିବେ। ଚିକିତ୍ସା ବିଶେଷଜ୍ଞମାନେ ଏଥିପାଇଁ ତାଙ୍କୁ ମନା କରିପାରିବେ ନାହିଁ। ଏ ପ୍ରସଙ୍ଗରେ ମାନ୍ୟବର କୋର୍ଟଙ୍କ ମତ ଦେଇଛନ୍ତି। ଜାଣନ୍ତୁ କୋର୍ଟ କ’ଣ କହିଛନ୍ତି…
ସୁନ୍ଦର ଚେହେରା ପାଇଁ ଅଧ ଘଣ୍ଟା ସୂର୍ଯ୍ୟକିରଣରେ ଶୋଇପଡିଲେ ଯୁବତୀ। ଉଠିଲା ପରେ ଯାହା ଦେଖିଲେ ତାଙ୍କ ହୋସ୍ ଉଡିଗଲା। ମୁହଁର ଚମଡା ପ୍ଲାଷ୍ଟିକ୍ ଭଳି ତରଳିଯାଇଥିଲା। ଧିରେ ଧିରେ ଝଡିବାକୁ ଲାଗିଲା।
ଜଣେ ମହିଳାଙ୍କୁ ଚାକିରି ନ ମିଳିବାରୁ ସେ କମ୍ପାନୀ ବିରୋଧରେ ଭେଦଭାବ ମାମଲା ଦାୟର କରିଥିଲେ। ସେ କ୍ଷମା ପ୍ରାର୍ଥନା ଏବଂ କ୍ଷତିପୂରଣ ଦାବି କରିଥିଲେ। ଏନେଇ ତାଙ୍କୁ ୩ ଲକ୍ଷ ୭୮ ହଜାର ଟଙ୍କା କ୍ଷତିପୂରଣ ମିଳିଛି।
ଗୋଟିଏ ପଟେ ବର୍ଷା ଅନ୍ୟପଟେ ନାଳର ପ୍ରଖର ସୁଅ, ତା’ରି ଭିତରେ ବହୁ କଷ୍ଟ ସହି ଶବ ସତ୍କାର କରିବାର ଯନ୍ତ୍ରଣା ଅଙ୍ଗେ ନିଭାଇଛନ୍ତି ପରିବାର ଓ ସମ୍ପର୍କୀୟ। ଆସନ୍ତୁ ଜାଣିବା କେଉଁଠି ଘଟିଛି ଏଭଳି ଦୁର୍ଦ୍ଦଶା।
ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜ୍ରେ ଖୋଲିଛି ୧୬ଟି ଗେଟ୍। ମୟୂରଭଞ୍ଜ ଓ ବାଲେଶ୍ୱରକୁ ମାଡ଼ି ଆସୁଛି ୬ ଲକ୍ଷ କ୍ୟୁସେକ୍ ପାଣି। ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଆଜି ରାତିରୁ ବିପତ୍ତି।
ଜଳବନ୍ଦୀ ସମସ୍ୟା ଭିତରେ ସାନିଟାରୀ ନାପ୍କିନ୍ ଚିନ୍ତା। କପଡ଼ା ବ୍ୟବହାର ଯୋଗୁଁ ବଢୁଛି ସଂକ୍ରମଣ ଆଶଙ୍କା। ରିଲିଫ୍ ସାମଗ୍ରୀରେ ମହିଳାଙ୍କୁ ପ୍ୟାଡ୍ ଦେବାକୁ ଦାବି।
RCFL ମ୍ୟାନେଜ୍ମେଣ୍ଟ୍ ଟ୍ରେନୀ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ହାତରେ ଆଉ ମାତ୍ର ୧୦ ଦିନ ବାକି ଅଛି।
ତାପସୀ ପନ୍ନୁଙ୍କୁ ଟାର୍ଗେଟ୍ କେଆର୍କେଙ୍କୁ ପଡିଲା ମହଙ୍ଗା। ସାମ୍ନା କରିବାକୁ ହେଲା ବାକ୍ ଯୁଦ୍ଧ। କିଏ କହୁଛି 'ପେଡ୍ ମନ୍ଷ୍ଟର୍' ତ କିଏ କହୁଛି ମୂର୍ଖ।
ବୟକଟ୍ ଧାରା ଯୋଡିହେଲା 'ଲାଇଗର'। ନିକଟରେ ‘ଲାଲ ସିଂହ ଚଡ୍ଢା’କୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ ବିଜୟ ଦେବରକୋଣ୍ଡା। ଆମିର ଖାନଙ୍କ ଫିଲ୍ମକୁ ମଧ୍ୟ ସମର୍ଥନ କରିଥିଲେ। ଏନେଇ ସେ ଫସିଛନ୍ତି।
NFHSର ରିପୋର୍ଟରୁ ଜଣାପଡିଛି ଯେ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କର ଅଧିକ ସେକ୍ସ ପାର୍ଟନର୍ ଅଛନ୍ତି। ଦେଶର ୭୦୭ଟି ଜିଲ୍ଲାର ୧.୧ ଲକ୍ଷ ମହିଳା ଏବଂ ୧ ଲକ୍ଷ ପୁରୁଷଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଏଥିରେ ଗ୍ରାମୀଣ ମହିଳା ଅଧିକ ଅଛନ୍ତି
ଦିନଠୁ ବଳି ରାତିର ଦୁଃଖ। ପାଣିରେ ଘରଦ୍ୱାର ବୁଡ଼ିଛି, ଜରିପାଲ ପାଲଟିଛି ସାହାରା। ଗୃହପାଳିତ ପଶୁ ସହ ନଦୀବନ୍ଧ ଓ ଉଚ୍ଚସ୍ଥାନରେ କଟୁଛି ବିପନ୍ନଙ୍କ ରାତି। ରାତି ହେଲେ ବଇରି ସାଜୁଛି ପେଟର ଭୋକ, ଆଖିର ନିଦ।
ଭୟଙ୍କର ଦୁର୍ଦ୍ଦଶା ଆଣିଛି ଲଘୁଚାପ ବର୍ଷା। ଦିନ ଦିନ ଧରି ବତୁରି ରହିଥିବା କାନ୍ଥ ଭୁଶୁଡ଼ି ଜୀବନ ଯାଇଛି। ପାଞ୍ଚ ଜଣଙ୍କ ପ୍ରାଣହାନୀ ହୋଇଥିବା ଅଭିଯୋଗ ହେଉଛି। ଲଗାଣ ବର୍ଷାରେ ରାସ୍ତାଘାଟ ଧୋଇଯାଇ ବହୁ ଗାଁ ବିଚ୍ଛିନ୍ନ ହୋଇଛି।
ଏବେ ବି ପ୍ଲପ୍ ହେଇନି ଆମିରଙ୍କ ଲାଲ୍ ସିଂହ ଚଡ୍ଢା'। ତାଙ୍କ ହାତରେ ଏମିତି ଏକ ସୁଯୋଗ ଅଛି ଯାହା ତାଙ୍କ ଫିଲ୍ମକୁ ସୁପର୍ହିଟ୍ କରିପାରିବ। ଏହି ସୁଯୋଗ ହିଁ ପୂର୍ବରୁ ତାଙ୍କର ଅନେକ ଫିଲ୍ମକୁ ସୁପର୍ହିଟ୍ କରିବାରେ ସହଯୋଗ କରିଛି। ଜାଣନ୍ତୁ ସେହି ସୁଯୋଗଟି କ’ଣ…
ସେକ୍ସ ଲାଇଫ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ପବିତ୍ର ରିସ୍ତା ଫେମ୍ କନିଷ୍କ ସୋନୀ। ସେ ଏବେ ନିଜକୁ ନିଜେ ବିବାହ କରିଥିବା ବେଳେ ଜଣେ ମହିଳା ସେକ୍ସ ପାଇଁ ପୁରୁଷର ଆବଶ୍ୟକତା କରେ ନାହିଁ ବୋଲି କହିଛନ୍ତି। ଏହାକୁ ନେଇ ତାଙ୍କୁ ଦମଦାର ଟ୍ରୋଲ୍ କରାଯାଉଛି।
ଶରୀର ଓ ମନକୁ ନିୟନ୍ତ୍ରଣ କରିବାରେ ମୟୂରାସନ ଅନେକ ଲାଭ ଦେଇଥାଏ। ଆସନ୍ତୁ ଜାଣିବା ଏହି ଆସନକୁ କିପରି କରାଯାଏ ଓ ଏଥିରୁ କେଉଁସବୁ ଫାଇଦା ମିଳେ।
ଆଇଏଏସ୍ ହେବା ପାଇଁ ଦୀର୍ଘ ୬ ବର୍ଷ ପରିଶ୍ରମ କଲେ। ୩ ଥର ବିଫଳ ହେଲେ। ମନ କିନ୍ତୁ ଭାଙ୍ଗି ନଥିଲା। ସରକାରୀ ଚାକିରି ଛାଡିଲେ। ଶେଷ ଚେଷ୍ଟା ଦେଲା ସଫଳତା। ଜାଣନ୍ତୁ ତାଙ୍କ ସଫଳତାର ଟିପ୍ସ।
ବାସ୍ତୁ ବ୍ୟକ୍ତି ଉପରେ ଅନେକ ସକାରାତ୍ମକ ପ୍ରଭାବ ପକେଇ ଥାଏ। ଏଥିରେ ବ୍ୟତିକ୍ରମ ହେଲେ ଏହା ଓଲଟା ଫଳ ଦେଇଥାଏ। ତେବେ ବାସ୍ତୁ ମତରେ ପଢାଘର କିପରି ହେବା ଦରକାର ଆସନ୍ତୁ ଜାଣିବା।
ସାମ୍ପ୍ରଦାୟିକ ଦଙ୍ଗା ସତ୍ତ୍ୱେ ଆଜି ବି ଭାରତରେ ରହିଛି ଭାଇଚାରା। ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଜଣେ ମୁସଲମାନ ମା’ ତାଙ୍କ ପୁଅକୁ କରିଛନ୍ତି କୁନି କୃଷ୍ଣ।