• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Burce Lee know about the reason of death
କେମିତି ହୋଇଥିଲା ବ୍ରୁସ୍ ଲିଙ୍କ ମୃତ୍ୟୁ; କରାଯାଇଥିଲା କି ହତ୍ୟା?

ବ୍ରୁସ୍ ଲିଙ୍କ ପରି ଫାଇଟର୍ ପ୍ରାୟ ଏ ଦୁନିଆରେ ଦେଖା ଯାଆନ୍ତି ନାହିଁ। ଲୋକଙ୍କ ଦେହରେ ତାଙ୍କ ପଞ୍ଚ୍ ବାଜିବା ପୂର୍ବରୁ ହିଁ ସେମାନେ ଗଳିପଡୁଥିଲେ। ହେଲେ ହଠାତ କେମିତି ହେଲା ତାଙ୍କର ମୃତ୍ୟୁ….

Becoming the father of orphan ducks the dog showed affection and kindness
ଅନାଥ ବତକଙ୍କ ବାପା ହୋଇ ସାହାରା ହେଲା କୁକୁର

କେବେ ଦେଖିଛନ୍ତି ଭିନ୍ନ ପ୍ରଜାତୀର ପଶୁମାନଙ୍କ ସ୍ନେହ ପ୍ରେମ! ସାଧାରଣତଃ ଦେଖାଯାଏ ଯେ ବତକ ଛୁଆମାନଙ୍କୁ କୁକୁର ଦେଖିଲ୍ ମାରିଦିଏ ଅନାଥ ବତକଙ୍କ ବାପା ହୋଇ ସାହାରା ହେଲା କୁକୁର ଦେଖିଲେ ମାରିଦିଏ। କିନ୍ତୁ ଏଠି ଦେଖାଯାଏ ଯେ ଏକ କୁକୁର କିପରି ଅନାଥ ବତକଙ୍କ ବାପା ହୋଇ...

Head constable cried like child after seeing injection
ଡାକ୍ତରଙ୍କ ହାତରେ ଇଞ୍ଜେକ୍‌ସନ୍‌ ଦେଖି ଭୋ ଭୋ ହୋଇ କାନ୍ଦିଲେ ପୋଲିସ୍

କୁହାଯାଏ ପୋଲିସ୍ ସାହସର ପ୍ରତୀକ। ଯଦି ଜଣେ ପୋଲିସ୍ ଡରିଯାଏ ତେବେ କଥା ସରିଲା। କିନ୍ତୁ ଜଣେ ପୋଲିସ୍ କର୍ମଚାରୀ ଡାକରଙ୍କ ହାତରେ ଇଞ୍ଜେକ୍‌ସନ ଦେଖି ଏମିତି କାନ୍ଦୁଛନ୍ତି ଯେ ଆପଣ ଦେଖିଲେ ହସି ହସି ଗଡିଯିବେ।

Mother of 3 children don’t like clothes
ଏହି ମହିଳାଙ୍କୁ ପସନ୍ଦ ନୁହେଁ ପୋଷାକ, ସାରା ଶରୀର ଟାଟୁରେ ଆଚ୍ଛାଦିତ

୩ ସନ୍ତାନର ଏହି ମହିଳା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ। ସାରା ଶରୀରକୁ ଲୁଚେଇବା ପାଇଁ ରଙ୍ଗ ବୋଲି କରିଛନ୍ତି ଟାଟୁ। ଦେଖିଲେ ଆଶ୍ଚର୍ଯ୍ୟ ହେବେ।

British pm race love story of rishi sunak and akshata
ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଦୌଡରେ ଥିବା ରିଷି ସୋନକ୍‌ଙ୍କ ପ୍ରେମ କାହାଣୀ

ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ହୋଇପାରନ୍ତି ରିଷି ସୋନକ। ଏମିତି ହେଲେ ଏହା ପ୍ରଥମ ଥର ହେବ ଯେ ଭାରତୀୟ ମୂଳ ବ୍ୟକ୍ତି ସେହି ଗୋରାମାନଙ୍କ ଉପରେ ଶାସନ କରିବେ ଯେଉଁମାନେ ଏକଦା ଭାରତକୁ ସେମାନଙ୍କର ଦାସ କରିଥିଲେ।

ICF Railway Recruitment 2022
୧୦ମ ପାଶ୍ କରିଥିଲେ ରେଳବାଇରେ ଚାକିରି ସୁଯୋଗ

ରେଳବାଇରେ ଚାକିରି ସୁଯୋଗ। ୧୦ମ ପାଶ୍ କରିଥିଲେ ଏହିସବୁ ପଦବୀରେ କରିପାରିବେ ଚାକିରି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୮୭୬ ଟି ପଦବୀ ପୂରଣ ହେବ।

Amitabh Bachchan funny fashion style
ଅମିତାଭ ବଚ୍ଚନ ଏମିତି ଦେଖେଇଲେ ଷ୍ଟାଇଲ୍, ଲୋକେ କାବା!

ଚର୍ଚ୍ଚାରେ ବିଗ୍ ବି’ଙ୍କ ଷ୍ଟାଇଲ୍। ଲୋକେ ଯେତିକି ହସୁଛନ୍ତି ସେତିକି ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି। କେହି କେହି ତାଙ୍କୁ ରଣବୀର ସିଂହଙ୍କ ସହ ମଧ୍ୟ ତୁଳନା କରୁଚନ୍ତି।

Alia Bhatt expecting twins
ଆଲିଆ ହେବେ ଯାଆଁଳା ଶିଶୁର ମା! ଜାଣନ୍ତୁ କ’ଣ କହିଲେ ରଣବୀର

ଯାଆଁଳା ପିଲାର ମାଆ ହେବେ କି ଆଲିଆ ଭଟ୍ଟ? ଏକ ସାକ୍ଷାତକାରରେ ରଣବୀର କପୁର ଏମିତି କିଛି କହିଛନ୍ତି ଯାହା ଲୋକଙ୍କୁ ଏହା ଭାବିବାକୁ ବାଧ୍ୟ କରୁଛି।

how much time we should do yoga daily
ଦିନକୁ କେତେ ସମୟ ଯୋଗ କରିବା ଜରୁରୀ

ଯୋଗାସନ ମନ ଓ ଶରୀର ପାଇଁ ଅତ୍ୟନ୍ତ ଉପକାରୀ। କିନ୍ତୁ ଅନେକଙ୍କ ମନରେ ପ୍ରଶ୍ନ ଆସେ ଯେ ଦିନକୁ କେତେ ସମୟ ଯୋଗ କରିବା ଉଚିତ। ଆସନ୍ତୁ ଜାଣିବା…

Japanese pop star married to her 27 year older fan
ନିଜ ପ୍ରତି ପ୍ରେମ ଦେଖି ୨୭ ବର୍ଷ ବଡ ଫ୍ୟାନ୍‌ଙ୍କୁ ବାହାହୋଇଗଲେ ପପ୍‌ଷ୍ଟାର୍‌

ପ୍ରେମ ଆଗରେ ହାର ମାନିଲା ବୟସ। ନିଜ ପ୍ରତି ଅହେତୁକ ଭଲ ପାଇବା ଦେଖି ୨୭ ବର୍ଷ ବଡ ନିଜ ଫ୍ୟାନକୁ ବାହା ହେଇଗଲେ ପପ୍‌ଷ୍ଟାର୍ ଯୁବତୀ। ସେମାନଙ୍କ ପ୍ରେମ କାହାଣୀ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ।

Chandigarh girl trolled for crowdfunding donation
ବିଦେଶ ଯିବାକୁ ଟଙ୍କା ମାଗି ଟ୍ରୋଲ୍ ହେଉଛନ୍ତି ଯୁବତୀ

କ୍ରାଉଡ୍‌ଫଣ୍ଡିଂକୁ ନେଇ ଜଣେ ଯୁବତୀ ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ୍। ଯୁବତୀ ଜଣଙ୍କ ଲୋକଙ୍କ ଆର୍ଥିକ ସହାୟତା ଚାହୁଁଛନ୍ତି, କିନ୍ତୁ କୌଣସି ରୋଗର ଚିକିତ୍ସା ପାଇଁ ନୁହେଁ ବରଂ ବିଦେଶ ଯିବା ପାଇଁ। ଜାଣନ୍ତୁ ଏହି ଯୁବତୀ କିଏ ଓ କୋଉଠିକାର।

America hostaged aliens in area 51
ଏଲିଏନ୍‌ମାନଙ୍କୁ କଏଦ କରି ରଖିଛି ଆମେରିକା

ଆମେରିକାର ଏରିଆ ୫୧କୁ ଯିବା କାହାକୁ ଅନୁମତି ନାହିଁ। ଏଠାରେ ଏଲିଏନମାନଙ୍କୁ କଏଦ କରି ରହିଛି ଆମେରିକା। ଏରିଆ ୫୧ରେ କାମ କରିଥିବା ଜଣେ ଇଞ୍ଜିନିୟର ଏମିତି କହିଛନ୍ତି।

ITBP SI Recruitment 2022
୧୦ମ ପାଶ୍ କରିଥିଲେ ଇଣ୍ଡୋ ତିବ୍ଦତୀୟ ସୀମା ପୋଲିସରେ ଚାକିରି ସୁଯୋଗ

ITBP ସବ୍ ଇନ୍ସପେକ୍ଟର ପଦବୀ ପୂରଣ ପାଇଁ ଆବେଦନକୁ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୭ଟି ପଦବୀ ପୂରଣ ହେବ। ଜାଣନ୍ତୁ କେବେ ଅଛି ଶେଷ ତାରିଖ।

Brahmastra kesariya song out
'ବ୍ରହ୍ମାସ୍ତ୍ର'ର ପ୍ରଥମ ଗୀତ ରିଲିଜ୍; ରୋମାଣ୍ଟିକ୍ ମୁଡ୍‌ରେ ରଣବୀର-ଆଲିଆ

ରିଲିଜ୍ ହୋଇଛି 'ବ୍ରହ୍ମାସ୍ତ୍ର'ର ପ୍ରଥମ ଗୀତ। ଗୀତରେ ଆଲିଆ ଏବଂ ରଣବୀରଙ୍କ ମଧ୍ୟରେ ରୋମାଣ୍ଟିକ୍‌ର ଦୃଶ୍ୟ ଦେଖିବାକୁ ମିଳେ। ଗୀତରେ ଉଭୟଙ୍କ ବଣ୍ଡିଂ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି।

Know the struggle story of Ravi Kishan
ଦିନେ ଗୋଟିଏ ରୁମ୍‌ରେ ୧୨ଜଣ ସହ ରହୁଥିବା ରବି କିଶନ ଆଜି କୋଟି କୋଟିର ମାଲିକ

ସେ ଆସିଥିଲେ ଗରିବ ପରିବାରରୁ। ମୁମ୍ବାଇର ମାୟାନଗରୀରେ ଗୋଟିଏ ଘରେ ୧୨ଜଣ ସହ ରହି ଦେଖିଥିଲେ ସିଲିବ୍ରେଟୀର ସ୍ୱପ୍ନ। ଆଜି ସେ ଆଲିସାନ ବଙ୍ଗଳା ଓ ଗାଡିର ମାଲିକ।

Yoga is in the air in this Karnataka village
ଏମିତି ଗାଁ, ଯେଉଁଠି ସମସ୍ତେ କରନ୍ତି ଯୋଗ; କାହାକୁ ଛୁଇଁନି କରୋନା ଭାଇରସ୍‌

ଭାରତରେ ଅଛି ଏମିତି ଗାଁ ଯେଉଁଠି କାହାକୁ ବି ଛୁଇଁନି କରୋନା ଭାଇରସ୍। ଏହି ଗାଁର ସମସ୍ତେ କରନ୍ତି ଯୋଗ। ଯୋଗ ହିଁ ସେମାନଙ୍କୁ ଭାଇରସରୁ ରକ୍ଷା କରିଛି ବୋଲି ସେମାନେ କୁହନ୍ତି। ଜାଣନ୍ତୁ ଏହି ଗାଁ କେଉଁଠି…

Baba Vanga 6 deadly predictions for 2022
ବାବା ଭଙ୍ଗାଙ୍କ ୨୦୨୨ର ୬ ଭବିଷ୍ୟବାଣୀ, ହେଲାଣି ୨ ସତ

୨୦୨୨ ମସିହା ପାଇଁ ବାବା ଭଙ୍ଗା କରିଥିଲେ ୬ ଭବିଷ୍ୟବାଣୀ। ସେଥିରୁ ୨ଟି ସତ ହୋଇସାରିଲାଣି। ବାକି ଥିବା ୪ ଭବିଷ୍ୟବାଣୀକୁ ନେଇ ଲୋକେ ଏବେ ଭୟଭୀତ। ଏଥିରେ ବି ଅଛି ଏଲିଏନ୍‌ମାନଙ୍କର ପୃଥିବୀ ଆକ୍ରମଣ।

Bahubali samosa of meerut
ଗୋଟିଏ ସିଙ୍ଗେଡା ଖାଇଦେଲେ ୫୧ ହଜାର ଟଙ୍କା ପୁରସ୍କାର

ଏହି ଦୋକାନରେ ମିଳୁଛି ବାହୁବଳି ସିଙ୍ଗେଡା। ଯିଏ ଅଧ ଘଣ୍ଟାରେ ଗୋଟିଏ ସିଙ୍ଗେଡା ଖାଇ ଶେଷ କରିଦେବେ ତାଙ୍କୁ ମିଳିବ ୫୧ ହଜାର ଟଙ୍କା ପୁରସ୍କାର। ଦୋକାନ ଆଗରେ ଜମୁଛି ଭିଡ…

The woman is going to give birth to a cousin
ଭାଇର ମା’ ହେବେ ମହିଳା; କହିଲେ ଏହା ପରୋପକାର

ଭାଇର ମା’ ହେବାକୁ ନେଇ ଏମିତି କହିଲେ ମହିଳା। ସେ ପରୋପକାର କରିଛନ୍ତି। ଏହାକୁ ନେଇ ସେ ଖୁବ୍ ଖୁସି ବୋଲି କହିଛନ୍ତି।

DRDO Recruitment 2022
DRDOରେ ପୂରଣ ହେବ ବୈଜ୍ଞାନିକ ପଦବୀ

DRDO ବୈଜ୍ଞାନିକ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୬୩୦ ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ସୂଚନା।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।