ରଥଟଣାର ଅନେକ ଚମତ୍କାରିତା ମଧ୍ୟରେ ରଥ ଦଉଡିର ରହିଛି ବିଶେଷ ଆକର୍ଷଣ। ଏହି ପବିତ୍ର ଦଉଡ଼ିକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମଣିଥାନ୍ତି। ଆସନ୍ତୁ ଜାଣିବା ଏହି ଦଉଡିର ରହସ୍ୟ।
ରଥଯାତ୍ରାରେ ପୁରୀ ଦାଣ୍ଡରେ ଗଡେ ତିନି ରଥ। ଜଗନ୍ନାଥ ନନ୍ଦିଘୋଷରେ ବିଜେ ହୋଇ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରନ୍ତି। ଆସନ୍ତୁ ନନ୍ଦିଘୋଷକୁ ନେଇ କିଛି ରୋଚକ କଥା ଜାଣିନେବା।
ମହାପ୍ରଭୁ ଜଗନ୍ନାଥ ନନ୍ଦିଘୋଷ ରଥ ଓ ବଡ ଠାକୁର ବଳଭଦ୍ର ତାଳଧ୍ୱଜ ରଥରେ ଶ୍ରୀଗୁଣ୍ଡିଚା ଯାତ୍ରା କରୁଥିବା ବେଳେ ମା ସୁଭଦ୍ରା ଦେବଦଳନ ରଥରେ ବିରାଜମାନ କରନ୍ତି। ଆସନ୍ତୁ ଜାଣିବା ଦେବଦଳନର କିଛି ଅଜଣା କଥା।
୧୦ ପାସ୍ କରିଥିଲେ ଭାରତୀୟ ନୌସେନାରେ ଚାକିରି ସୁଯୋଗ। ଏହି ନିଯୁକ୍ତି ପ୍ରକ୍ରିୟା ଅନୁଯାୟୀ ମୋଟ ୩୩୮ଟି ପଦବୀ ପୂରଣ ହେବ। ପୂରା ସୂଚନା ଜାଣିବା ପାଇଁ ପଢନ୍ତୁ…
ପାନ ଇଣ୍ଡିଆ ଚଳଚ୍ଚିତ୍ର ଏକ ନୂଆ ସଫଳତା ହାସଲ କରିଛି। ରାଜାମୌଲିଙ୍କ ଫିଲ୍ମ RRR ହଲିଉଡ୍ କ୍ରିଟିକ୍ସ ଆସୋସିଏସନ୍ର ମିଡ୍ ସିଜନ ପୁରସ୍କାର ପାଇଁ ନାମାଙ୍କନ ତାଲିକାରେ ସାମିଲ ହୋଇଛି।
ହସି ହସେଇ ଜୀବନକୁ ଉପଭୋଗ କରୁଥିବା ଅଭିନେତାମାନଙ୍କ ମଧ୍ୟରେ ଗୋବିନ୍ଦା ଜଣେ। ସେ ଏବେ ତାଙ୍କ ଜୀବନର ଅଜଣା କାହାଣୀ ଶୁଣେଇଛନ୍ତି। ଦିନେ ତାଙ୍କୁ ଏମିତି ଏକ ରୋଗ ହୋଇଥିଲା, ଯାହା ବଞ୍ଚିବାର ଆଶା ନଥିଲା।
ଜଗନ୍ନାଥ ପରମବ୍ରହ୍ମ ହେଲେ, ତାଙ୍କ ମହାପ୍ରସାଦ ସେଇ ଅମୃତ ଯାହାକୁ ପାଇବା ପାଇଁ ମଣିଷ କ’ଣ, ଦେବତାମାନେ ବି ଆତୁର। ସଂଜୀବନି ତୁଲ୍ୟ ସେ ମହାପ୍ରସାଦ, ଯାହାକୁ ପାଇବା ପାଇଁ ସମସ୍ତେ ଅଧୀର।
ଶ୍ରୀମନ୍ଦିରରେ ସବୁଠୁ ଅଧିକ ପ୍ରକାରର ଭୋଗ ମକର ସଂକ୍ରାନ୍ତିରେ ହିଁ ଲାଗି ହୋଇଥାଏ। ସେହିଦିନ ପାଖାପାଖେି ୮୪ ପ୍ରକାର ଭୋଗ ଠାକୁରଙ୍କୁ ଲାଗିହୁଏ।
ବିଭିନ୍ନ ପ୍ରକାର ଭୋଗ ପାଇଁ ଏଥି ରହିଛି ରୋଷଘରର ପ୍ରାଚୀନ ଶୈଳୀ ଯାହା ଆଜିବି ବଜାୟ ରହିଚି। ମେଘନାଦ ପାଚେରୀର ଦକ୍ଷୀଣପୂର୍ବ କୋଣରେ ଥିବା ରୋଷଘରକୁ ପୃଥିବୀର ବୃହତ୍ତମ ରୋଷଘର କୁହାଯାଇଥାଏ।
କୁହାଯାଏ ଶ୍ରୀମନ୍ଦିରରେ ଅନ୍ନକୁ ନଷ୍ଟ କରାଯାଏନି। ଲକ୍ଷ୍ମୀ ଅନ୍ନର ଦେବୀ। ତେଣୁ ଏଠି ଅନ୍ନ ବଳିଲେ ତାକୁ ନିର୍ମାଲ୍ୟ ଖଳାକୁ ପଠାଯାଏ।
HCL ରେ ଚାକିରି ସୁଯୋଗ। ୧୦ମ ପାସ୍ ଓ ITI କରିଥିଲେ ବିନା ପରୀକ୍ଷାରେ କରିପାରିବେ ଚାକିରି। ୨୭୦ ପଦବୀ ଖାଲି ଅଛି।
ପ୍ରଥମ ପ୍ରେମକୁ ବାଣ୍ଟିଲେ ଅମୀର। ନିଜ ପାଖରେ ଯେତେବେଳେ ପ୍ରେମିକା ବିଦେଶ ଚାଲିଗଲେ ଅମୀର ପାଗଳ ହୋଇଯାଇଥିଲେ। ପୁଣି କ’ଣ ହେଲା ଜାଣନ୍ତୁ…
ରେକର୍ଡ ଭଙ୍ଗା ରୋଜଗାର କରିଛି 'KGF ୨'। ଚଳିର ବର୍ଷର ସବୁଠାରୁ ଚର୍ଚ୍ଚିତ ଫିଲ୍ମ ହୋଇଛି। କିନ୍ତୁ କାଟି ପାରିନି ସଲ୍ମାନ୍ ଖାନ୍ଙ୍କ ରେକର୍ଡ। ଆଜି ବି ଭାଇଜାନ ଆଗରେ।
ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରେ। ପିଲାଟିଏ ମରିଗଲା ପରେ ଗଛ ହୋଇଯାଏ। କେମିତି ଏହା ହୁଏ ଜାଣିବା ପାଇଁ ଦେଖନ୍ତୁ।
ନିକଟରେ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଜଣେ ଝିଅ ଏକୁଟିଆ ଏକ ପଥର ଉପରେ ବସି ପାଠ ପଢୁଛି। ଏହି ଫଟୋକୁ ଦେଖି ଯେ କେହି ବି ଆନୁପ୍ରାଣିତ ହୋଇପାରନ୍ତି।
ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟକୁ ଠିକ୍ ରଖିବା ନେଇ ଯୋଗାସନ ଏକ ଭଲ ଅଭ୍ୟାସ। ତେବେ ଆସନ୍ତୁ ୩ ସହଜ ଯୋଗାସନ ବିଷୟରେ ଜାଣିବା ଯାହାକୁ ସମସ୍ତେ କରି ପାରିବେ।
PGCIL ବିଭିନ୍ନ ପରିଚାଳନାଗତ ପଦବୀ ପାଇଁ ଆବେଦନ ଜାରି କରିଛି। ସମୁଦାୟ ୩୨ ଟି ପଦବୀ ପୂରଣ ହେବ। ତୁରନ୍ତ ଆବେଦନ କରନ୍ତୁ…
ଭାଇରାଲ୍ ହେଉଛି ଜ୍ୟାକି-ଟାଇଗର୍ ଭିଡିଓ। କଳା ପୋଷାକରେ ଦର୍ଶକଙ୍କ ମନକୁ କିଣୁଛନ୍ତି ବାପ-ପୁଅ। ଦେଖନ୍ତୁ ଭିଡିଓ…
ନିଜ ସଂଘର୍ଷର କାହାଣୀ ବଖାଣିଛନ୍ତି ଈଶା ଗୁପ୍ତା। ଷ୍ଟାର୍ କିଡ୍ଙ୍କୁ ନେଇ କରିଛନ୍ତି ଟାର୍ଗେଟ୍। ସେମାନେ ଖରାପ ହେଲେ ଚଳିବ, ଫ୍ଲପ୍ ଦେଲେ ଚଳିବ ବୋଲି ସେ କହିଛନ୍ତି।
ଶ୍ରୀଜଗନ୍ନାଥ ଏକାଧାରାରେ ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟର ପ୍ରତୀକ। ନୂଆ ନୂଆ ବେଶରେ ସେ ଭକ୍ତଙ୍କୁ ଦେଇଥାନ୍ତି ଦର୍ଶନ। ତାଙ୍କର ପ୍ରତିଟି ବେଶରେ ରହିଛି ଏକ ନିଆରା ଆକର୍ଷଣ।