ଜଣେ ଫ୍ୟାନ୍ଙ୍କ ଉପରେ ହଠାତ୍ ରାଗିଗଲେ ଶାହରୁଖ ଖାନ୍। ପୁଅ ଆର୍ଯ୍ୟନ ତାଙ୍କୁ ସମ୍ଭାଳିନେଲେ। କାହିଁକି ରାଗିଲେ ଆସନ୍ତୁ ଜାଣିବା।
ବଲିଉଡ୍ର ସବୁଠୁ ଦକ୍ଷ ଓ ପ୍ରତିଭାବାନ କଳାକାର ହେଲେ ଆମୀର ଖାନ। ଇଣ୍ଡଷ୍ଟ୍ରୀରେ ତାଙ୍କର ନିଆରା ଖାତିର। ଏଯାଏ ପହଞ୍ଚିବାକୁ ତାଙ୍କୁ କମ କଷ୍ଟ କରିବାକୁ ପଡିନି। ଆସନ୍ତୁ ଜାଣିବା ତାଙ୍କର ସେହି ସଂଘର୍ଷ ଦିନର କାହାଣୀ।
ମେଳାରେ ଦୋଳିରେ ବସିଥିଲେ ଛାତ୍ରୀ। ତଳେ ଖସିପଡିଲେ। ଶରୀର ଦୁଇ ଖଣ୍ଡ ହୋଇଗଲା। ୨୨ ଦିନ କୋମାରେ ସଂଘର୍ଷ କଲେ। ପୁଣି ଫେରି ପାଇଲେ ନୂଆ ଜୀବନ।
ଆମ ଭିତରେ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ କେବଳ ଅହରହ ସଂଘର୍ଷ କରି ଜୀବନକୁ ଆଗକୁ ବଢାଇଥାନ୍ତି, କିଛି ଭିନ୍ନ କାମ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥାନ୍ତି। ସେମିତି ଜଣେ ନାରୀ ହେଲେ ଶୁଭାରାଣୀ ଦାଶ। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ
ସ୍ୱଦେଶୀ ପ୍ରଚାର ପ୍ରସାର ଲକ୍ଷ୍ୟରେ ପାଳନ ହେଉଛି ସ୍ୱତନ୍ତ୍ର ଦିନ। ପ୍ରୋତ୍ସାହନ ଅଭାବରୁ ଦୁର୍ଦ୍ଦିନରେ ରାଜ୍ୟର ହସ୍ତତନ୍ତ କାରିଗର। ଆର୍ଥିକ କି ସାମାଜିକ ଅବସ୍ଥାରେ ଆସିପାରୁନି ପରିବର୍ତ୍ତନ।
ସିବିଏସ୍ଇ ଯୁଗ୍ମ ସଚିବ ଏବଂ ଅନ୍ୟାନ୍ୟ ପଦବୀ ପୂରଣ କରିବାକୁ ଆବେଦନ ଜାରି କରିଛି। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ ୫ ରୁ ଆରମ୍ଭ ହୋଇଯାଇଛି। ଜାଣନ୍ତୁ କେବେ ଅଛି ଶେଷ ତାରିଖ।
ଭାରତୀୟ ପୁରାଣରେ ଅନେକ ବନ୍ଧୁତାର କାହାଣୀ ଅଛି ଯାହାକୁ ଅନେକ ସମୟରେ ଉଦାହରଣ ଭାବେ ନିଆଯାଏ। ଏହିସବୁ ଉଦାହରଣ ବନ୍ଧୁତାରେ ଦେଖାଦେଇଥିବା ଫାଟକୁ ମଧ୍ୟ ଭରଣ କରିଦିଏ। ତେବେ ଆସନ୍ତୁ ସେମିତି କିଛି ଉଦାହରଣ ଉପରେ ନଜର ପକେଇ ନେବା।
ଆଜି ହେଉଛି ବନ୍ଧୁତ୍ୱର ଦିବସ। ପ୍ରତିବର୍ଷ ଅଗଷ୍ଟ ପ୍ରଥମ ରବିବାରରେ ଏହି ଦିବସ ପାଳନ କରାଯାଏ। ବଲିଉଡ୍ ଇଣ୍ଡଷ୍ଟ୍ରିରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ଖାସ୍ ବନ୍ଧୁ ମଧ୍ୟ ଅଛନ୍ତି। ତେବେ ଆସନ୍ତୁ ସେମାନଙ୍କୁ ଜାଣିନେବା।
ସାଙ୍ଗକୁ ନେଇ ବଲିଉଡ୍ରେ ତିଆରି ହୋଇଛି ଅନେକ ଫିଲ୍ମ। କିନ୍ତୁ ଏମିତି କିଛି ଫିଲ୍ମ ଅଛି ଯେଉଁଥିରେ ବନ୍ଧୁତାକୁ ଖୁବ୍ ଚମତ୍କାର ଭାବେ ଚିତ୍ରିତ କରାଯାଇଛି। ଆସନ୍ତୁ ଏମିତି ୫ ଫିଲ୍ମ ଉପରେ ନଜର ପକେଇ ନେବା।
ଭାରତରେ ଏମିତି ଏକ ସଂପ୍ରଦାୟର ଲୋକେ ବାସ କରନ୍ତି ଯେଉଁମାନଙ୍କ ସଂସ୍କୃତିରେ ରହିଛି ଏକ ନିଆରା ବିବାହ ଉତ୍ସବ। ଏଠାକାର ଜଣେ ମହିଳା ଆଉ ଜଣେ ମହିଳାଙ୍କୁ ବିବାହ କରନ୍ତି। ତେବେ ଏହା ପଛରେ କି କାରଣ ରହିଛି ଆସନ୍ତୁ ଜାଣିବା।
ଭାରତର ଏହି ବଜାରରେ ବିକ୍ରିହୁଏ ବର। ଝିଅମାନେ ବଜାରକୁ ଯାଆନ୍ତି, ସେମାନଙ୍କ ବର ବାଛନ୍ତି। ଦାମ ଯେତେ ଅଧିକ ହେବ ସେତେ ଭଳ ବର ମିଳିବ।
ଏସ୍ଏସ୍ସି ଅଧୀନରେ ଅଧିକାରୀ ପଦବୀ ପୂରଣ ପାଇଁ ଭାରତୀୟ ନୌସେନା ଆବେଦନ ଜାରି କରିଛି। ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ ୫ରୁ ଆରମ୍ଭ ହୋଇଯାଇଛି। ଜାଣନ୍ତୁ କେତେ ପଦବୀ ଖାଲି ଆଉ ଆବେଦନର ଶେଷ ତାରିଖ।
ହଲିଉଡ୍ରେ ସାଉଥ୍ ସୁପର୍ଷ୍ଟାର୍ ଧନୁଷ। ତାଙ୍କୁ ଏକ ହତ୍ୟାକାରୀ ଭାବେ ଦେଖିବାକୁ ମିଳେ। ଏହାର ସିକ୍ୱେଲକୁ ନେଇ କ’ଣ କହୁଛନ୍ତି ଏହି ଅଭିନେତା ଆସନ୍ତୁ ଜାଣିବା।
‘ଲାଲ୍ ସିଂହ ଚଡ୍ଢା’କୁ ନେଇ ଆମୀରଙ୍କ ଫ୍ୟାନ ଉତ୍ସାହର ସହ ଚାହିଁ ବସିଛନ୍ତି। ଖୁବ୍ ଶୀଘ୍ର ଏହା ରିଲିଜ୍ ହେବ। ହେଲେ ଏହାକୁ ନେଇ ଆମୀର ଯେତିକି ଉତ୍ସାହିତ ଅଛନ୍ତି ସେତିକି ଭୟଭୀତ ମଧ୍ୟ। ହେଲେ କାହିଁକି…
ବିଜ୍ଞାନ ଯେତେ ଆଗକୁ ଗଲେ ବି ଜଣଙ୍କ ମନ କଥା ଜାଣିବାରେ ବିଫଳ। କିନ୍ତୁ ଏମିତି ଏକ ଥେରାପି ଅଛି ଯାହା ନିଜ ଅତୀତକୁ ମନେପକେଇ ଦେବ ଆଉ ବର୍ତ୍ତମାନକୁ କରିଦେବ ପରିବର୍ତ୍ତନ। ଆସନ୍ତୁ ଜାଣିବା ସେହି ରାଜ୍ ବିଷୟରେ।
ଜାଣିଲେଣି କି ମଦ ଜୋତା ବିଷୟରେ? ଏକ ବିୟର କମ୍ପାନୀ ଏହାକୁ ପ୍ରସ୍ତୁତ କରୁଛି। ଏହା ଏମିତି ଜୋତା ଯେଉଁଥିରେ ମଦ ଭରି ଯେକୌଣସି ଜାଗାକୁ ବି ନେଇ ହେବ।
ଚକ୍ରାସନ ଶରୀର ସହିତ ମାନସିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଚିନ୍ତା-ଚାପଜନିତ ସମସ୍ୟାରେ ପୀଡିତ ଲୋକମାନେ ଏହି ଆସନର ନିୟମିତ ଅଭ୍ୟାସ କରି ଲାଭ ମଧ୍ୟ ପାଇପାରିବେ। ଜାଣନ୍ତୁ ଏହାର ଉପାୟ ଓ ଅନ୍ୟାନ୍ୟ ଫଳାଫଳ।
ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଏମିତି ଏକ ଭିଡିଓ, ଯେଉଁଥିରେ ଲୁହ ଗଡେଇ କାନ୍ଦୁଛନ୍ତି ଅକ୍ଷୟ କୁମାର। ତାଙ୍କ ସହ ଏମିତି କ’ଣ ହେଲା ଯେ ସେ ନିଜ ଲୁହକୁ ପାରିଲେନି ରୋକି। ଆସନ୍ତୁ ଜାଣିବା…
'ମିଷ୍ଟର ପର୍ଫେକ୍ସନିଷ୍ଟ୍'ଙ୍କ ନାଁ ଉଠିଲେ ଆଖି ସାମ୍ନାକୁ ଚାଲିଆସେ ଆମୀର୍ ଖାନଙ୍କ ଚେହେରା। ବଲିଉଡ୍ରେ ତାଙ୍କ ଦକ୍ଷତା ଓ ଅଭିନୟ ଆଗରେ ଆଉ ସବୁ ପଡିଯାଆନ୍ତି ଫିକା। ଜାଣିଛନ୍ତି କି ତାଙ୍କ ଶିକ୍ଷାଗତ ଯୋଗ୍ୟତା କେତେ!
କାଜୋଲଙ୍କୁ ଆଜି ୪୮ ବର୍ଷ ହୋଇଯାଇଛି। ଜାଣିଛନ୍ତି କି କିପରି ହୋଇଥିଲା ତାଙ୍କ ପ୍ରେମ? ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିନେବା ତାଙ୍କ ପ୍ରେମ କାହାଣୀକୁ ନେଇ ଅଜୟ ଦେବଗନଙ୍କ ସହ ଜଡିତ ଏକ ରୋଚକ କଥା।