• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Women crossing river carrying heavy containers on head
ଜୀବନ ସହ ସଂଘର୍ଷ : ନଦୀ ପାର ପାଇଁ କେବଳ ଗୋଟିଏ ପାଉଁଶ ସାହା

ବର୍ଷା ଆସିଲେ ବଢିଯାଏ ଏମାନଙ୍କ ସମସ୍ୟା। ଚାରିଆଡେ ପାଣି ଯୋଗୁଁ ମୁଣ୍ଡରେ ଭାରୀ ଜିନିଷ ଧରି ନଦୀ ପାର ହେବାକୁ ବାଉଁଶରେ ଯିବାକୁ ହୁଏ।

Babusan won heart of all by singing song for mother
ଦିନେ ମା’ ପାଇଁ ଗୀତ ଗାଇ ସମସ୍ତଙ୍କ ମନ କିଣିଥିଲେ ବାବୁସାନ

ପ୍ରକୃତି-ତୃପ୍ତି-ବାବୁସାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଦେଖିବାକୁ ମିଳିଛି ମା’ ଅପରାଜିତାଙ୍କ ପ୍ରତି ଥିବା ତାଙ୍କର ଭଲ ପାଇବା। ଦିନେ ସେ ତାଙ୍କ ମା’ଙ୍କ ପାଇଁ ଏକ ଗୀତ ଗାଇ ସମସ୍ତଙ୍କୁ ଭାବ ପ୍ରବଣ କରିଦେଇଥିଲେ। ଶୁଣନ୍ତୁ ଏହି ଗୀତଟି…

Indian air force had some such helicopters
ଭାରତୀୟ ବାୟୁସେନା ପାଖରେ ଥିଲା ହାତୀ ଆକୃତି ହେଲିକପ୍ଟର

ବାୟୁସେନାର ଏକ ପୁରୁଣା ହେଲିକପ୍ଟର ଭାଇରାଲ୍ ହେଉଛି। ଏହି ହେଲିକପ୍ଟର ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଏମିତି ବି ଏକ ହେଲିକପ୍ଟର ଥିଲା! ଏହା ଦେଖିବାକୁ ଠିକ୍ ହାତୀ ଭଳି।

Passport Office Recruitment 2022
ବିନା ପରୀକ୍ଷାରେ ହୁଅନ୍ତୁ ପାସ୍‌ପୋର୍ଟ ଅଫିସର୍‌

ଭାରତ ସରକାରଙ୍କ ଅଧିନସ୍ଥ କାର୍ଯ୍ୟାଳୟରେ ପାସ୍‌ପୋର୍ଟ ଅଫିସର ଏବଂ ଆସିଷ୍ଟାଣ୍ଟ ପାସ୍‌ପୋର୍ଟ ଅଫିସର ପଦ ପୂରଣ ପାଇଁ ଆବେଦନ ଜାରି ହୋଇଛି। ପରୀକ୍ଷା ନ ନେଇ ପ୍ରାର୍ଥୀମାନେ ଏଠି କରିପାରିବେ ଚାକିରି।

Ashish shah did nude photoshoot of Ranveer Singh
କେବେ, କେଉଁଠି ଓ କିଏ କରିଥିଲେ ରଣବୀରଙ୍କ ନ୍ୟୁଡ୍ ଫଟୋସୁଟ୍

ରଣବୀର ସିଂହଙ୍କ ନ୍ୟୁଡ୍ ଫଟୋସୁଟ୍‌କୁ ନେଇ ଏବେ ବିବାଦ ବଢିବାରେ ଲାଗିଛି। ଏନେଇ ରଣବୀର ମଧ୍ୟ ଟ୍ରୋଲ୍ ହେଉଛନ୍ତି। ଅନେକଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସୁଥିବ ଏହି ବିବାଦୀୟ ଫଟୋ କେଉଁଠାରେ, କିଏ, କେବେ ସୁଟ୍ କରିଥିଲେ। ଆସନ୍ତୁ ଜାଣିବା…

Telugu producers stop shooting from aug 1
ବିପଦରେ ତେଲୁଗୁ ଶିଳ୍ପ : ଅଗଷ୍ଟ ୧ରୁ ସବୁ ସୁଟିଂ ବନ୍ଦ

ସଙ୍କଟରେ ତେଲୁଗୁ ପିଲ୍ମ ଶିଳ୍ପ। ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ନିର୍ମାତାମାନେ। ଏନେଇ ଅଗଷ୍ଟ ୧ରୁ ସବୁ ଫିଲ୍ମ ସୁଟିଂ ବନ୍ଦ କରିବାକୁ ନିଆଯାଇଛି ନିଷ୍ପତ୍ତି।

Four easy yoga asanas for flexibility and healthy after age 50
ଏହି ୪ ସହଜ ଆସନ କରି ଚିରଦିନ ଯୁବକ ରୁହନ୍ତୁ

ବୟସ ବଢିବା ସହ ବାର୍ଦ୍ଧକ୍ୟର ଯନ୍ତ୍ରଣା ମାଡିଆସେ। ଶରୀର ଧିରେ ଧିରେ ନିଷ୍କ୍ରିୟ ହୋଇଯାଏ। କିନ୍ତୁ ଆପଣ ଯଦି ଏହି ୪ଟି ଆସନକୁ ପ୍ରତିଦିନ କରୁଛନ୍ତି ତେବେ କେବେ ବି ଛୁଇଁବନି ବାର୍ଦ୍ଧକ୍ୟ।

Meet kerala woman Shyja who flaunts her moustache
ନିଜ ନିଶକୁ ନେଇ ଗର୍ବ ଅନୁଭବ କରନ୍ତି ଏହି ଭାରତୀୟ ମହିଳା

ସବୁ ମହିଳା ନିଜ ମୁହଁକୁ ଚିକ୍କଣ ରଖିବାକୁ ଭଲ ପାଆନ୍ତି। ମୁହଁରେ ଟିକେ ରୁମ ରଖିବାକୁ ଦିଅନ୍ତି ନାହିଁ। କିନ୍ତୁ ଏଇ ଭାରତରେ ଏମିତି ଜଣେ ମହିଳା ଅଛନ୍ତି ଯିଏ ନିଶ ରଖିବାକୁ ଭଲ ପାଆନ୍ତି। ତାଙ୍କର ଏହି ନିଶ ପାଇଁ ସେ ଗର୍ବ ଅନୁଭବ କରନ୍ତି।

DSSSB Recruitment 2022
DSSSBରେ ପୂରଣ ହେବ ୫୦୦ ପଦବୀ; ତୁରନ୍ତ ଆବେଦନ କରନ୍ତୁ

DSSSB ପ୍ରାର୍ଥୀମାନଙ୍କ ଠାରୁ TGT, PGT ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୫୦୦ରୁ ଅଧିକ ପଦବୀ ପୂରଣ ହେବ।

Ram Gopal Varma supported Ranveer Singh’s bold photoshoot
ମହିଳାମାନେ ସେକ୍ସୀ ଶରୀରକୁ ଦେଖେଇ ପାରିବେ, ପୁରୁଷ କାହିଁକି ନୁହେଁ : ରାମ ଗୋପାଳ ବର୍ମା

ରଣବୀର ସିଂହଙ୍କ ବୋଲ୍ଡ ଫଟୋସୁଟ୍‌କୁ ନେଇ ବିବାଦ ଉଠିଥିବା ବେଳେ ଏହାକୁ ସମର୍ଥନ କରିଛନ୍ତି ଗୋପାଳ ବର୍ମା। ସେ ଉଠେଇଛନ୍ତି ଲିଙ୍ଗଗତ ସମାନତା କଥା। ନାରୀମାନେ ସେମାନଙ୍କ ବୋଲ୍ଡନେସ୍ ଦେଖଉଥିବା ବେଳେ ପୁରୁଷମାନେ କାହିଁକି ନୁହେଁ ବୋଲି କହିଛନ୍ତି

Shamshera is going to flop
ରଣବୀର କପୁରଙ୍କ ଡବଲ ରୋଲ୍ ସତ୍ତ୍ୱେ ଫ୍ଲପ୍‌ ହେବ ବି 'ଶମ୍‌ଶେରା'

ନିର୍ମାତା ଏବଂ ପ୍ରଶଂସକମାନେ ରଣବୀର କପୁରଙ୍କ ଅଭିନୀତ ଚଳଚ୍ଚିତ୍ର 'ଶମଶେରା'ରୁ ବହୁତ ଆଶା କରିଥିଲେ। କିନ୍ତୁ ପ୍ରତିକ୍ରିୟାରୁ ଏହା ସ୍ପଷ୍ଟ ହୋଇଛି ଯେ ଦର୍ଶକ ଏହି ଚଳଚ୍ଚିତ୍ରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଫିଲ୍ମର କାହାଣୀ ଅତି ଦୁର୍ବଳ ବୋଲି ମନେ ହେଉଛି।

Droupadi not my original name said Droupadi Murmu
ଦ୍ରୌପଦୀ ମୋର ପ୍ରକୃତ ନାଁ ନୁହେଁ; ଏମିତି କାହିଁକି କହିଲେ ମ୍ୟାଡମ ମୁର୍ମୁ

ଦ୍ରୌପଦୀ ତାଙ୍କର ପ୍ରକୃତ ନାଁ ନୁହେଁ। ଏହା ତାଙ୍କ ଶିକ୍ଷକଙ୍କ ଦ୍ୱାରା ଦିଆଯାଇଥିଲା। କିନ୍ତୁ ତାଙ୍କ ପ୍ରକୃତ ନାମ କ’ଣ ଥିଲା, ଶିକ୍ଷକ ତାଙ୍କୁ ଏ ନାଁ କାହିକି ଦେଲେ ଜାଣିବା ପାଇଁ ପଢନ୍ତୁ…

Whatsapp shortly launching new feature
ହ୍ୱାଟ୍ସଆପ୍ ବ୍ୟବହାରୀଙ୍କ ପାଇଁ ଖୁସି ଖବର; ମିଳିବ ଏହି ନୂଆ ଫିଚର୍

ହ୍ୱାଟ୍ସସ୍‌ଆପ୍ ଏକ ନୂଆ 'କେପ୍ଟ ମେସେଜ୍' ଫିଚର୍ ବିକାଶ କରୁଥିବା ଜଣାଯାଇଛି। ଏହାକୁ ଆଣ୍ଡ୍ରଏଡ୍, ଆଇଓଏସ୍ ଏବଂ ଡେସ୍କଟପ୍ ପାଇଁ ହ୍ୱାଟ୍ସସ୍‌ଆପ୍ ବିଟାର ଭବିଷ୍ୟତର ଅପ୍‌ଡେଟ୍ ପାଇଁ ଯୋଜନା କରାଯାଇଛି।

Practice these yoga asanas for healthy liver
ଲିଭର ସମସ୍ୟାରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ସବୁ ଯୋଗାସନ

ଲିଭର ମଣିଷର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାକୁ ସୁସ୍ଥ ରଖିବା ଏବଂ ହେପାଟାଇଟିସ୍ ଭଳି ରୋଗକୁ ରୋକିବା ପାଇଁ ଆସନ୍ତୁ ଜାଣିବା କିଛି ଉପକାରୀ ଯୋଗାସନ ବିଷୟରେ।

10 big things in the first-speech
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣର ୧୦ ଟି ବଡ କଥା

ଦେଶର ୧୫ତମ ରାଷ୍ଟ୍ରପତି ଭାବରେ ଶପଥ ନେଇଛନ୍ତି ଦ୍ରୌପଦୀ ମୁର୍ମୁ। ତାଙ୍କର ପ୍ରଥମ ସମ୍ବୋଧନ ୧୮ ମିନିଟ ଧରି ଚାଲିଥିଲା। ଏଥିରେ ଭାରତକୁ ନେଇ ସେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କ ଭାଷଣର ୧୦ ଟି ବଡ କଥା...

NABARD Recruitment 2022
ଏହି ସବୁ ଯୋଗ୍ୟତା ଥିଲେ NABARDରେ କରିପାରିବେ ଚାକିରି

NABARDରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୭୦ଟି ପଦବୀ ପୂରଣ ହେବ।

Akshay Kumar education and career
ଏମିତି ବି ଦିନ ଥିଲା ରୋଜଗାର ପାଇଁ ଅକ୍ଷୟ କୁମାର ସାଜିଥିଲେ ରୋଷେୟା

ଆଜିକାଲି ବଲିଉଡ୍‌ର ଜଣେ ଆଗଧାଡିର କଳାକାର ହେଲେ ଅକ୍ଷୟ କୁମାର। ସେ ବଲିଉଡ୍‌କୁ ଅନେକ ହୀଟ୍ ଫିଲ୍ମ୍ ଦେଇଛନ୍ତି। ଏହି ମହାନ କଳାକାରଙ୍କ ଜୀବନ ବି ଦିନେ ଥିଲା ସଂଘର୍ଷରେ ପରିପୂର୍ଣ୍ଣ। ଟଙ୍କା ପାଇଁ ତାଙ୍କୁ ସାଜିବାକୁ ପଡିଥିଲା ରୋଷେୟା।

Screw Dheela announcement watch the tiger shroff action
ଆସୁଛି ‘ସ୍କ୍ରୁ ଢିଲା’; ଦେଖିବାକୁ ମିଳିଲା ଟାଇଗର୍‌ଙ୍କ ଜବରଦସ୍ତ ଆକ୍ସନ୍

ପୁଣି ଆକ୍ସନ୍ ଅନ୍ଦାଜ୍‌ରେ ଟାଇଗର୍। ରିଲିଜ୍ ହୋଇଛି ଟିଜର୍। ବିଦେଶୀ ଗୁଣ୍ଡାମାନକୁ ମାରୁଥିବା ବେଳେ ଟାଇଗର୍‌ଙ୍କ୍ ଜବରଦସ୍ତ ଆକ୍ସନ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ।

Draupadi Murmur biography
ପିଲାଟି ଦିନରୁ ଉଦାର ଥିଲେ ଦ୍ରୌପଦୀ ମୁର୍ମୁ; ୨୫୫ ଟଙ୍କାରୁ ଆରମ୍ଭ କରିଥିଲେ ଚାକିରି

ଆଜି ସର୍ବୋଚ୍ଚ ଆସନରେ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ। ଜଣେ ପଛୁଆ ବର୍ଗରୁ ଆସି ଆଜି ଦେଶର ଏକ ସମ୍ମାନସ୍ପଦ ପଦରେ ପହଞ୍ଚିବା ନେଇ ତାଙ୍କୁ କରିବାକୁ ପଡିନି କମ ସଂଘର୍ଷ। ତେବେ ଆସନ୍ତୁ ଜାଣିନେବା ତାଙ୍କର ସେହି ସଂଘର୍ଷର କାହାଣୀ ବିଷୟରେ।

In world athletics championship Annu Rani finished seventh position
ଜାଭେଲିନ୍ ଥ୍ରୋ ଫାଇନାଲରେ ପ୍ରବେଶ କରିଥିବା ଭାରତର ପ୍ରଥମ ମହିଳା ଆଥ୍‌ଲେଟ୍

ଭାରତର ପ୍ରଥମ ମହିଳା ଆଥ୍‌ଲେଟ୍ ଯିଏ ଜାଭେଲିନ୍ ଥ୍ରୋରେ ବିଶ୍ୱ ଆଥ୍‌ଲେଟିକ୍ ଚମ୍ପିୟନସିପ୍‌ ଫାଇନାଲ ନିଜର ଜାଗା ସଂରକ୍ଷଣ କରିନେଇଛନ୍ତି। ଆସନ୍ତୁ ଜାଣିବା ସେ କିଏ?

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।