‘ବ୍ରହ୍ମାସ୍ତ୍ର’କୁ ନେଇ ଏମିତି କହିଲେ ଜୁନିୟର୍ ଏନ୍ଟିଆର୍। ସେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି ଯେ ବ୍ରହ୍ମାସ୍ତ୍ର ପ୍ରକୃତରେ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବ୍ରହ୍ମାସ୍ତ୍ର ରୂପେ ଉଭା ହେଉ ବୋଲି କହିବା ସହ ଚ୍ୟାଲେଞ୍ଜକୁ ଗ୍ରହଣ କରିବା ନେଇ ମତ ଦେଇଛନ୍ତି।
ବଲିଉଡ୍ ଅଭିନେତ୍ରୀ ସନୀ ଲିଓନୀଙ୍କୁ ଆପଣ ସବୁବେଳେ ବୋଲ୍ଡ ଅବତାରରେ ଦେଖିଥିବେ। ସେ ମଧ୍ୟ ପାରମ୍ପରିକ ପୋଷାକରେ ଖୁବ ସୁନ୍ଦର ଲାଗନ୍ତି। ତାଙ୍କର ଏମିତି କିଛି ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଆପଣ ବି ଦେଖିଲେ ପ୍ରଶଂସା ନ କରି ରହିପାରିବେ ନାହିଁ।
ଆଜିର ଦିନରେ ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ହୋଇଯାଇଛି। ନିଜ ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ୍ କରିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ଆପଣ ଏହା ଯଦି କରି ନାହାନ୍ତି ତେବେ ଜାଣନ୍ତୁ କେମିତି କରିବେ…
ପାଦ ଶରୀରର ଏକ ମୁଖ୍ୟ ଅଙ୍ଗ ହୋଇଥିଲେ ବି ଏହାର ସୁସ୍ଥତାକୁ ପ୍ରାୟ ଅଣଦେଖା କରିଥାନ୍ତି। ଏହି କାରଣରୁ ଆର୍ଥ୍ରାଇଟିସ୍ ଏବଂ ମାଂସପେଶୀ ସହିତ ଜଡିତ ଅନ୍ୟାନ୍ୟ ସମସ୍ୟା ଦେଖାଦିଏ। ତେବେ କେଉଁ ଯୋଗ ଏଥିରୁ ମୁକ୍ତି ଦେବ ଆସନ୍ତୁ ଜାଣିବା।
ବାସ୍ତୁରେ ଅନିୟମିତତା ହେଲେ ଓଭର୍ହେଡ୍ ପାଣି ଟାଙ୍କି ଆଣିଥାଏ ଘୋର ଆର୍ଥିକ ସମସ୍ୟା। ଖାଲି ଏମିତି ନୁହେଁ, ଘରେ ବିବାଦ ସୃଷ୍ଟି କରିବା ସହ ସମ୍ମାନରେ ମଧ୍ୟ ହାନୀ ଆଣିଥାଏ। ତେବେ ଏନେଇ କ’ଣ ରହିଛି ବାସ୍ତୁ ନିୟମ ଆସନ୍ତୁ ଜାଣିବା।
ପାଇଲଟ୍ ଦେଖେଇଲେ ଉଦାରତା। ପରିବାରର ଅନ୍ୟ ସଦସ୍ୟମାନେ ବିମାନରେ ଚଢିଯାଇଥିବା ବେଳେ ରହିଯାଇଥିଲେ ବାପା ଝିଅ। ଏହା ଦେଖି ରନ୍ୱେରୁ ବିମାନକୁ ଫେରେଇ ଆଣିଲେ ପାଇଲଟ୍। ଜାଣନ୍ତୁ ପୂରା କାହାଣୀ।
ନଡିଆର ଗୁଣକୁ ବୁଝି ବିଶ୍ୱ ଆଜି ପାଳନ କରୁଛି ନଡିଆ ଦିବସ। ନଡିଆ ଯେ ଖାଲି ଏକ ସୁସ୍ୱାଦୁ ଖାଦ୍ୟ, ତା’ ନୁହେଁ ଏଥିରେ ରହିଛି ଅନେକ ପୋଷକ ତତ୍ତ୍ୱ। ଏହାକୁ ‘ଜୀବନ ଗଛ’ ବି କୁହାଯାଏ। ତେବେ ଆସନ୍ତୁ ଜାଣିବା ନଡିଆରେ ଏମିତି କ’ଣ ଅଛି ଯାହା...
AWES ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୦୫ । ଏବେ ଜାଣନ୍ତୁ କ’ଣ ରହିଛି ବୟସ ସୀମା ଓ ଶିକ୍ଷାଗତ ଯୋଗ୍ୟତା।
କପିଲ ଶର୍ମା ଖୁବ ଶୀଘ୍ର ଏକ ଫିଲ୍ମରେ ନଜର ଆସିବେ। ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ରିଲିଜ୍ କରିବାବେଳେ ସେ ଫିଲ୍ମର ଟ୍ରେଲର ରିଲିଜ ତାରିଖ ମଧ୍ୟ କହିଛନ୍ତି। ଏହି ଫିଲ୍ମରେ ତାଙ୍କ ସହିତ ନଜର ଆସିବେ ସାଉଥ୍ର ଖୁବ ଜଣାଶୁଣା ଏହି ନାୟିକା। ଆସନ୍ତୁ ଜାଣିବା।
ଆଜିକାଲି ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ପାଇଁ ହେଡ୍ଲାଇନ୍ରେ ଅଛନ୍ତି ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ । ପିଲାଦିନରୁ ଜ୍ୟାକ୍ଲିନ୍ ଫିଲ୍ମ ଜଗତରେ ନିଜର ସ୍ଥାନ ସୃଷ୍ଟି କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଅଭିନୟ ପାଠ ମଧ୍ୟ ପଢିଛନ୍ତି। ଆପଣ ଜାଣନ୍ତି କି ତାଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଜାଣନ୍ତୁ…
ଉଭୟ ମାନସିକ ଓ ଶାରିରୀକ ସୁସ୍ଥତା ପାଇଁ ନଟରାଜାସନ ଅନ୍ୟତମ। କିପରି କରିବେ ଏହି ଆସନ ଜାଣିଛନ୍ତି କି? ଆସନ୍ତୁ ଏହାର ପଦ୍ଧତି ଓ ଉପକାର ବିଷୟରେ ଜାଣିନେବା।
NASA ର ନୂଆ ଆବିଷ୍କାର। ଅନୁସନ୍ଧାନକାରୀଙ୍କ ଏକ ଦଳ ପୃଥିବୀଠାରୁ ପ୍ରାୟ ୧୦୦ ଆଲୋକ ବର୍ଷ ଦୂରରେ ଏକ ଗ୍ରହ ଆବିଷ୍କାର କରିଛନ୍ତି। ସେଠାରେ ପାଣି ରହିଛି। ଏହା ସାଜିବ କି ପୃଥିବୀର ବିକଳ୍ପ?
ଭାରତରେ ଅଛି ଏମିତି ଗାଁ ଯେଉଁଠି ପ୍ରାୟ ଘରେ ଦେଖାଯାଆନ୍ତି ଜଣେ ଜଣେ ୟୁଟ୍ୟୁବର୍। ଏହି ଗାଁ ଏବେ ୟୁଟ୍ୟୁବ୍ ହବ୍ ପାଲଟିଛି। ୟୁଟ୍ୟୁବର୍ ହେବା ପାଇଁ ଲୋକେ ସରକାରୀ ଚାକିରି ମଧ୍ୟ ଛାଡିଦେଉଛନ୍ତି। ଜାଣନ୍ତୁ ଏହି ଗାଁ କେଉଁଠି…
SBI ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୭୧୪ଟି ପଦବୀ ପୂରଣ ହେବ। ତୁରନ୍ତ ଆବେଦନ କରନ୍ତୁ।
କିମ୍ବଦନ୍ତୀ ଅଭିନେତା ତଥା ଗାୟକ କିଶୋର କୁମାରଙ୍କ ଘରକୁ ଭଡାରେ ନେଇଛନ୍ତି ବିରାଟ କୋହଲି। ସେ ଏଠାରେ ଖୁବ ଶିଘ୍ର ନିଜର ଏକ ସଂସ୍ଥା ଖୋଲିବାକୁ ଯାଉଛନ୍ତି। ତେବେ କ’ଣ ତାଙ୍କ ସଂସ୍ଥା ଆସନ୍ତୁ ଜାଣିବା।
ଟଲିଉଡ୍ ଆଗରେ ପୁଣି ଫେଲ୍ ମାରିଲା ବଲିଉଡ୍। ‘ଲାଇଗର୍’କୁ ପଛରେ ପକେଇ 'କାର୍ତ୍ତିକେୟ ୨' ଆଗେଇ ଚାଲିଛି। ୧୫ ରୁ୨୦ କୋଟି ବଜେଟ୍ରେ ପ୍ରସ୍ତୁତ ଫିଲ୍ମ ଏବେ ସୁଦ୍ଧା ଏତେ ରୋଜଗାର କରି ସାରିଲାଣି। ଜାଣନ୍ତୁ ପୂରା ଖବର…
'ଲାଲ ସିଂହ ଚଡ୍ଢା'ର ବିବାଦ ପରେ ଆମିର ଖାନ କ୍ଷମା ମାଗିଛନ୍ତି। ତେବେ ଏହା ପ୍ରଥମ ଥର ନୁହେଁ ସେ ତାଙ୍କ ଭୁଲ ପାଇଁ ସର୍ବସାଧାରଣରେ କ୍ଷମା ମାଗୁଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ ସେ ତିନିଥର କ୍ଷମା ମାଗିଲେଣି। କେବେ ଓ କେଉଁଥି ପାଇଁ ସେ କ୍ଷମା...
ଭାରତୀୟ ଝିଅଙ୍କ ନାମରେ ନିଆରା ବିଶ୍ୱ ରେକର୍ଡ। ପାଠ ପଢି ସେ ରେକର୍ଡ ତିଆରି କରିଛନ୍ତି। ଗୋଟିଏ ଦିନରେ ଏତେ ସାର୍ଟିଫିକେଟ୍ ହାସଲ କରିଦେଲେ ଯେ ସେ ବିଶ୍ୱର ଏକ ନମ୍ବର ହୋଇଗଲେ। ଆସନ୍ତୁ ଜାଣିବା ଏହି ଝିଅ କିଏ ଓ କେଉଁଠିକାର।
ସାଧାରଣତଃ ଗୋଟିଏ ବାଇକ୍ରେ କେବଳ ୨ ଜଣ ବସିବାର ନିୟମ ରହିଛି। ବେଳେବେଳେ ଜରୁରୀକାଳୀନ ପରିସ୍ଥିତିରେ ୩ ଜଣ ବସିବା ସମସ୍ତେ ଦେଖିଥିବେ। ତେବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓରେ ଗୋଟିଏ ବାଇକ୍ରେ ୭ ଜଣ ବସିଥିବା ଦେଖାଯାଏ।
FCI ରେ ବାହାରିଛି ଅନେକଗୁଡିଏ ପଦବୀ। ଏହି ଦିନ ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ୫୦୪୩ ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।