• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Aamir Khan fees for laal singh chaddha
‘ଲାଲ୍‌ ସିଂହ ଚଡ୍‌ଢା’ ପାଇଁ ଏତେ ନେଇଥିଲେ ଆମିର ଖାନ

‘ଲାଲ୍‌ ସିଂହ ଚଡ୍‌ଢା’ ବକ୍ସ ଅଫିସ୍‌ରେ ଫ୍ଲପ୍ ହେଇଛି। ସୋସିଆଲ୍‌ ମିଡିଆ ‘ବୟକଟ୍’ ଟ୍ରେଣ୍ଡ୍ ଯୋଗୁଁ ସେମିତି ଭଲ ରୋଜଗାର କରିପାରିନି ଏହି ଫିଲ୍ମ। କିନ୍ତୁ ଏହି ଫିଲ୍ମ କରିବାକୁ ଆମିର୍ ଖାନ ଯେତିକି ଟଙ୍କା ନେଇଥିଲେ ତାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ।

Song on lord Ganesh
ଗଣେଶ ପୂଜାକୁ ଆହୁରି ଜମେଇ ଦେବ ବଲିଉଡ୍‌ର ଏହି ଗୀତ

ଗଣେଶ ପୂଜାରେ ଆଜି ଉତ୍ସବମୁଖର ହୋଇପଡିଛି ସାରା ଭାରତ। ସମସ୍ତଙ୍କ ମନରେ ଖୁସିର ମାହୋଲ୍। ବଲିଉଡ୍‌ରେ ଏମିତି କିଛି ଗୀତ ଅଛି ଯାହା ଏହି ମାହୋଲ୍‌କୁ ଆହୁରି ଦ୍ୱିଗୁଣିତ କରିଦେବେ। ଜାଣନ୍ତୁ ସେହି ଗୀତଗୁଡିକ କ’ଣ।

Man sets world record by travelling 61 km in a pumpkin
କଖାରୁରେ ନୌକା ଯାତ୍ରା କରି ରେକର୍ଡ କଲେ ବୃଦ୍ଧ

ଡଙ୍ଗାରେ ବସି ଦୀର୍ଘ ଯାତ୍ରା କରିବା ଏକ ସାହସ ଓ ବିପଦପୂର୍ଣ୍ଣ କାର୍ଯ୍ୟ। କିନ୍ତୁ ଜଣେ ୬୦ ବର୍ଷର ବୃଦ୍ଧ ଦୀର୍ଘ ୬୧ କିମି ନୌକା ଯାତ୍ରା କରିଛନ୍ତି। ତାହା ପୁଣି କୌଣସି ଯନ୍ତ୍ରଚାଳିତ ଡଙ୍ଗା କି କାଠ ଡଙ୍ଗାରେ ନୁହେଁ, ଏକ କଖାରୁରେ। ଦେଖନ୍ତୁ…

Malpractices in India
ଦୁର୍ନୀକ୍ତିମୁକ୍ତ ଦେଶ ଜର୍ଜିଆଠୁ ଭାରତକୁ ଶିକ୍ଷା

ଦେଶ ସାଧୀନତା ପର ଠାରୁ ଭ୍ରଷ୍ଟାଚାର ବଢି ବଢି ଚାଲିଛି। ପୂର୍ବରୁ ନିମ୍ନତମ କର୍ମଚାରୀମାନେ ଦୁର୍ନୀତିରେ ଲିପ୍ତ ରହୁଥିବା ବେଳେ ଏବେ ଉଚ୍ଚ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀମାନେ ଭ୍ରଷ୍ଟାଚାରର ଆଗରେ ଅଛନ୍ତି। କିଏ ଏହାକୁ ଉଠେଇବ?

last Brazilian tribe dies
ଆମାଜନ୍‌ ଜଙ୍ଗଲର ଶେଷ ଆଦିମାନବଙ୍କ ମୃତ୍ୟୁ

ବ୍ରାଜିଲ୍‌ରେ ରହୁଥିବା ଶେଷ ଆଦିମାନବଙ୍କ ମୃତ୍ୟୁ ହୋଇଛି। ବାହାର ସମାଜ ସହ ତାଙ୍କର କୌଣସି ସଂପର୍କ ନଥିବା ବେଳେ ସେ ଜଙ୍ଗଲରେ ହିଁ ରହୁଥିଲେ। ଜାଣନ୍ତୁ ସେ କିପରି ରହୁଥିଲେ ଓ କ’ଣ ଖାଉଥିଲେ।

Sand art of Lord Ganesh by Manas Kumar Sahu
ବାଲୁକା କଳାରେ ଶ୍ରୀଗଣେଶଙ୍କୁ ଭକ୍ତି ନୈବେଦ୍ୟ

ଆଜି ଗଣେଶ ପୂଜା। ସମସ୍ତେ ନିଜ ନିଜ ତରିକାରେ ଗଜାନନଙ୍କ ପାଖରେ ନିଜକୁ ସମର୍ପି ଦେବା ସହିତ ଭକ୍ତି କରୁଛନ୍ତି। ବାଲୁକା ଶିଳ୍ପୀ ମାନସ କୁମାର ସାହୁ ମଧ୍ୟ ନିଜ କଳା ମାଧ୍ୟମରେ ଗଜାନନଙ୍କୁ ଭକ୍ତି ବାଢିଛନ୍ତି।

Lord ganesha wrote Mahabharata in cave of uttarakhand
ଭାରତର ଏହି ଜାଗାରେ ଗଣେଶ ମହାଭାରତ ଲେଖିଥିଲେ

ମହର୍ଷି ବ୍ୟାସଙ୍କ ମୁଖନିସୃତ ମହାଭାରତର କାହାଣୀକୁ ଲେଖିଥିଲେ ଶ୍ରୀଗଣେଶ। ଭାରତର କେଉଁ ଜାଗାରେ ଏହି ମହାଭାରତ ରଚନା ହୋଇଥିଲା ଆପଣ ଜାଣିଛନ୍ତି କି? ଜାଣିବା ପାଇଁ ପଢନ୍ତୁ…

Railway Recruitment 2022
ରେଳବାଇରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଖୁସି ଖବର; ବିନା ପରୀକ୍ଷାରେ ଚାକିରି

ପଶ୍ଚିମୀ ରେଳବାଇ ତରଫରୁ ଲେବଲ୍ ୨, ୩, ୪ ଏବଂ ୫ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଠାରୁ ଆବେଦନ ଜାରି କରାଯାଇଛି। ରହିଛି ଭଲ ଦରମା। ଏହି ଯୋଗ୍ୟତା ଥିଲେ ବିନା ପରୀକ୍ଷାରେ ମିଳିବ ଚାକିରି।

Shah Rukh Khan rejcted don-3 scripte
'ଡନ୍ ୩' କରିବାକୁ ମନାକଲେ ଶାହରୁଖ; ଫ୍ଲପ୍‌ର ଭୟ କି?

'ଡନ୍ ୩'ର ସ୍କ୍ରିପ୍ଟକୁ ମନାକରି ଦେଇଛନ୍ତି ଶାହରୁଖ ଖାନ୍। ଏହାର ସ୍କ୍ରିପ୍ଟ ଫର୍‌ହାନ୍‌ ଅଖତର ଲେଖିଛନ୍ତି। ତେବେ ଏହି ସ୍କ୍ରିପ୍ଟକୁ ନେଇ ସେ ସନ୍ତୁଷ୍ଟ ନୁହନ୍ତି ନା ବକ୍ସ ଅଫିସ୍ ଫ୍ଲପ୍‌କୁ ନେଇ ରହିଛି ଭୟ!

Last touch by artisans
କାଲି ଗଣେଶ ପୂଜା, ଶେଷ ସ୍ପର୍ଶରେ ବ୍ୟସ୍ତ କାରିଗର

ଆସନ୍ତା କାଲି ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବ୍ୟବସାୟ ଅନୁଷ୍ଠାନ ପର୍ଯ୍ୟନ୍ତ ସମସ୍ତେ କରିବେ ଗଜାନନଙ୍କ ପୂଜା। ଏନେଇ ସହର ଠାରୁ ବଜାର ଆଜିଠାରୁ ହୋଇପଡିଲାଣି ଚଳଚଞ୍ଚଳ। କାରିଗରମାନେ ମଧ୍ୟ ଗଣେଶ ମୂର୍ତ୍ତିର ଶେଷ ସ୍ପର୍ଶରେ ବ୍ୟକ୍ତ।

Kamal Rashid Khan arrested by Mumbai police for his controversy twit
ବିବାଦୀୟ ଟ୍ୱିଟ୍ ପାଇଁ ଗିରଫ ହେଲେ KRK, ୧୪ ଦିନ ଖାଇବେ ଜେଲ୍ ହାୱା

ଅଡୁଆରେ ପଡିଲେ KRK। ନିଜର ବିବାଦୀୟ ଟ୍ୱିଟ୍ ପାଇଁ ଫସିଯାଇଛନ୍ତି। ମୁମ୍ବାଇ ପୋଲିସ୍ ତାଙ୍କୁ ଗିରଫ କରିଛି। ଏବେ ୧୪ ଦିନ ଖାଇବେ ଜେଲ୍ ହାୱା। ଜାଣନ୍ତୁ ସେ କ’ଣ ଟ୍ୱିଟ୍ କରିଥିଲେ।

The struggle life of Bamboo and cane Artist Kadambari Mallick
ନିଜ ଗୋଡରେ ଠିଆ ହେବାରେ ଇଛା କାଦମ୍ବରୀଙ୍କୁ ଦେଇଛି ନୂଆ ପରିଚୟ

ମନରେ ଅସୁମାରୀ ସ୍ୱପ୍ନ ଓ ଦୃଢ ଇଛାଶକ୍ତି ତାଙ୍କୁ କରିଛି ସ୍ୱାବଲମ୍ବୀ। ତାଙ୍କ ହାତ ସ୍ପର୍ଶରେ ରୂପନେଉଛି ସୂକ୍ଷ୍ମ କାରିଗରୀ। ଏସବୁ କେବଳ ସମ୍ଭବ ହୋଇପାରିଛି କାଦମ୍ବରୀ ମଲ୍ଲିକଙ୍କ ଉଦ୍ୟମ ଯୋଗୁ। ଏହି ବାଉଁଶ ଏବଂ ବେତରେ ନିଜର କଳା ଓ କୌଶଳକୁ ଉପଯୋଗ କରି ଅନେକ...

An young is making money by selling thin air for 400 rupees
ପବନ ବିକ୍ରିକରି ଭଲ ରୋଜଗାର କରୁଛନ୍ତି ଯୁବକ; ବୋତଲ ୪୦୦ ଟଙ୍କା

ବ୍ୟବସାୟ ଅନେକ ପ୍ରକାରର କରାଯାଇପାରେ। ଏଥିପାଇଁ କେବଳ କୌଶଳ ଦରକାର। ଜଣେ ଯୁବକ ଏମିତି ଏକ ବ୍ୟବସାୟ କରି ନାଁ କରିଛନ୍ତି ଯାହାକୁ ଅନ୍ୟ କେହି ଭାବି ବି ପାରିବେ ନାହିଁ। ସେ ପବନକୁ ବୋତଲରେ ଭରି ବିକ୍ରି କରୁଛନ୍ତି। ତେବେ ଏହି ଯୁବକ କିଏ ଓ କେଉଁଠିକାର...

Demolition of Twin Tower
୯ ସେକେଣ୍ଡରେ ମାଟିରେ ମିଶିଲା ଟ୍ୱିନ୍ ଟାଓ୍ୱାର

ଇତିହାସ ପାଲଟିଲା ଉତ୍ତରପ୍ରଦେଶ। ନୋଏଡ଼ାସ୍ଥିତ ବହୁଚର୍ଚ୍ଚିତ ସୁପରଟେକ୍ ଟ୍ୱିନ୍ ଟାଓ୍ୱାର୍। ସେକ୍ଟର ୯୩ରେ ଥିବା ଏହି ଆପେକ୍ସ ଓ ସେୟାନ୍ ଟାଓ୍ୱାର୍ ନିର୍ମାଣକୁ ସୁପ୍ରିମ୍‌କୋର୍ଟ ବେଆଇନ ଦର୍ଶାଇବା ପରେ, ଏହାକୁ ନିୟନ୍ତ୍ରିତ ବିସ୍ଫୋରଣ ଜରିଆରେ ମାଟିରେ ମିଶାଇ ଦେଇଛି ପ୍ରଶାସନ।

Ganesh Idol Controversy
ଗଣେଶ ମୂର୍ତ୍ତିକୁ ନେଇ ବିବାଦ; ଶିଳ୍ପୀଙ୍କୁ ପୋଲିସ ତାଗିଦ

ଗଣେଶ ପୂଜାକୁ ଆଉ ମାତ୍ର ଦୁଇ ଦିନ। ନା ମୂର୍ତ୍ତି କାରିଗରଙ୍କୁ ତର ଅଛି ନା ପୂଜା କମିଟିକୁ ସମୟ ଅଛି। ଏହାରି ଭିତରେ କଟକରେ ସାମ୍ନାକୁ ଆସିଛି ନୂଆ ବିବାଦ। ଗଣେଶ ମୂର୍ତ୍ତିକୁ ବିକୃତ କରିବା ଅଭିଯୋଗରେ କିଛି ଶିଳ୍ପୀଙ୍କୁ ଥାନାକୁ ଡାକି ପୋଲିସ ତାଗିଦ କରିବା...

If you are 10th pass and graduate then govt job will be available in aai
ଆପଣ ଯଦି ୧୦ମ ପାଶ୍‌ ଓ ଗ୍ରାଜୁଏଟ୍ ତେବେ ଏଇଠି ମିଳିପାରେ ସରକାରୀ ଚାକିରି

AAI ଜୁନିଅର ଆସିଷ୍ଟାଣ୍ଟ ଏବଂ ସିନିୟର ଆସିଷ୍ଟାଣ୍ଟ ପଦବୀ ପୂରଣ କରିବାକୁ ଆବେଦନ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଅନେକଗୁଡିଏ ପଦବୀ ପୂରଣ ହେବାକୁ ଥିବାବେଳେ ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା।

Allu Arjun takes 125 cr and Rashmika Mandanna 5 cr for Pushpa part 2
‘ପୁଷ୍ପା ୨’ ପାଇଁ ଅଲ୍ଲୁ ଅର୍ଜୁନଙ୍କ ଚାର୍ଜ ୧୨୫ କୋଟି; ଜାଣନ୍ତୁ କେତେ ନେବେ ରଶ୍ମିକା ମନ୍ଦାନା

‘ପୁଷ୍ପା’ର ପ୍ରଥମ ଭାଗର ଜବରଦସ୍ତ ସଫଳତା ପରେ ଏବେ ଦ୍ୱିତୀୟ ଭାଗ ପାଇଁ ଚାଲିଛି ଯୋଜନା। ଏହି ଫିଲ୍ମ ପାଇଁ ଅଲ୍ଲୁ ଅର୍ଜୁନ ୧୨୫ କୋଟି ଟଙ୍କା ନେଉଥିବା ବେଳେ ତାଙ୍କ ବିପକ୍ଷରେ ଥିବା ରଶ୍ମିକା ମନ୍ଦାନା କେତେ ନେଉଛନ୍ତି ଜାଣିବା ପାଇଁ ପଢନ୍ତୁ।

Ekan Anekan prisoner writes movie script from jail
ଜେଲ୍‌ରେ ବସି ବସି ଲେଖିଦେଲେ ଫିଲ୍ମର କାହାଣୀ

ଖୁବ ଶୀଘ୍ର ରିଲିଜ୍ ହେବ ‘ଏକନ ଅନେକନ’। ଯିଏ ଏହାର ସ୍କ୍ରିପ୍ଟ ଲେଖିଛନ୍ତି ସେ ଜଣେ କଏଦୀ। କୌଣସି ଏସି ରୁମ୍‌ରେ ବସି ନୁହେଁ ବରଂ ଜେଲ୍‌ର ଚାରିକାନ୍ଥ ଭିତରେ ରହି ସେ ଏହି ଫିଲ୍ମର କାହାଣୀ ଲେଖି ଦେଇଛନ୍ତି। ଆସନ୍ତୁ ଏ ବିଷୟରେ ଜାଣିବା…

Stray animals second biggest reason for road accidents
‘ସଡକ ଦୁର୍ଘଟଣାର ଦ୍ୱିତୀୟ ମୁଖ୍ୟ କାରଣ ବୁଲା ପଶୁ’

ଅଧିକାଂଶ ସଡକ ଦୁର୍ଘଟଣା 'ଅନ୍ୟ ଡ୍ରାଇଭର' ଯୋଗୁଁ ହେଉଥିବା ବେଳେ ଦ୍ୱିତୀୟ ସର୍ବାଧିକ ଦୁର୍ଘଟଣାର କାର୍ଣ ହେଉଛନ୍ତି ବୁଲା ପଶୁ। କୁକୁର ଏବଂ ମଇଁଷି ଯୋଗୁଁ ୨୫.୪% ଦୁର୍ଘଟଣା ହୋଇଥାଏ।

Nuakhai leave controversy
ପଶ୍ଚିମ ଓଡ଼ିଶାରେ ଘନଉଛି ନୂଆଖାଇ ଛୁଟି ବିବାଦ

ବଢୁଛି ନୂଆଖାଇ ଛୁଟି ବିବାଦ। ପଶ୍ଚିମ ଓଡ଼ିଶାରେ ତୀବ୍ର ହେଉଛି ବିକ୍ଷୋଭ ସହ ଆନ୍ଦୋଳନ। କେଉଁଠି ଜିଲ୍ଲାପାଳଙ୍କ ଅଫିସ୍‌ରେ ପଶି ହଙ୍ଗାମା କଲେଣି ତ ଆଉ କେଉଁଠି ସ୍ମାରକପତ୍ର ଦେଇ ଚେତାବନୀ ଶୁଣାଇଲେ। ବରଗଡ଼ରୁ ବଲାଙ୍ଗିର, ସମ୍ବଲପୁରରୁ ସୁବର୍ଣ୍ଣପୁର ସବୁଠି ଦେଖାଦେଇଛି ଅସନ୍ତୋଷର ବାତାବରଣ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।