• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

If you have this degree then you will get govt job in coal india
କୋଲ୍ ଇଣ୍ଡିଆରେ ଚାକିରି ସୁଯୋଗ; ଏହି ଯୋଗ୍ୟତା ଥିଲେ ନିଶ୍ଚିତ ଚାକିରି

କୋଲ୍ ଇଣ୍ଡିଆରେ ବିଭିନ୍ନ ପଦବୀ ପାଇଁ ଚାକିରି ବାହାରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୪୮୧ଟି ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।

Meet Salman khan first girlfriend shaheen banu
ସଲମାନଙ୍କ ପ୍ରଥମ ପ୍ରେମ ସଙ୍ଗୀତା, ଐଶ୍ୱର୍ଯ୍ୟା କି କ୍ୟାଟ୍ରିନା ନୁହେଁ; ଜାଣନ୍ତୁ କିଏ

ସଲମାନଙ୍କ ପ୍ରେମିକାଙ୍କ ତାଲିକା ଖୁବ୍ ଲମ୍ବା। ତାଙ୍କ ଜୀବନରେ ଅନେକ ଝିଅ ଆସିଛନ୍ତି ସତ କିନ୍ତୁ କେହି ରହିପାରି ନାହାନ୍ତି। ସଂଗୀତା ବିଜଲାନୀ ସଲମାନଙ୍କ ପ୍ରଥମ ପ୍ରେମିକା ବୋଲି କୁହାଯାଉଥିଲେ ମଧ୍ୟ ତାଙ୍କ ପୂର୍ବରୁ ଆଉ ଜଣେ ସୁନ୍ଦରୀ ତାଙ୍କ ଜୀବନରେ ଆସିଥିଲେ। ଜାଣନ୍ତୁ ସେ କିଏ?

Kaun Banega Crorepati-14 will starts from 7 august
କୋଟିପତି ହେବାକୁ ପ୍ରସ୍ତୁତ ହୋଇଯାଆନ୍ତୁ; ଏହି ଶୋ’ ନେଇ ଆସୁଛନ୍ତି ଅମିତାଭ

ପୁଣି କୋଟିପତି ହେବାର ସୁବର୍ଣ୍ଣ ସୁଯୋଗ ଆସିଯାଇଛି। ଅମିତାଭ ବଚ୍ଚନ ତାଙ୍କର ସବୁଠାରୁ ଲୋକପ୍ରିୟ ଶୋ’ ‘କୌନ୍ ବନେଗା କରୋଡ୍‌ପତି' ନେଇ ଆସୁଛନ୍ତି। ଜାଣନ୍ତୁ କେବେ ଓ କେତେବେଳେ ଏହା ପ୍ରସାରଣ ହେବାକୁ ଯାଉଛି।

Sri Lanka economic crisis 6 million people suffering from food shortage
ଶ୍ରୀଲଙ୍କା ସଂକଟ; କିଏ ଖାଦ୍ୟ ଛାଡିଲେଣି ତ କିଏ କମେଇଲେଣି

ଶ୍ରୀଲଙ୍କାରେ ଦେଖାଦେଇଛି ଖାଦ୍ୟ ସଂକଟ। ଲୋକେ ଏବେ ନିଜର ଖାଦ୍ୟର ପରିମାଣକୁ କମେଇ ଦେଲେଣି। ଅନେକ ଲୋକ ନିଜ ପିଲାମାନଙ୍କୁ ଖାଇବାକୁ ଦେବା ନେଇ ନିଜେ ଖାଇବା ମଧ୍ୟ ଛାଡି ଦେଲେଣି।

After 13 time failed  awanish sharan cleared UPSC exam
୧୩ ଥର ଫେଲ୍ ହେବା ପରେ ହୋଇଗଲେ IAS

କୌଣସି ପରୀକ୍ଷାରେ ଫେଲ୍ ହୋଇଗଲେ ଅନେକ ଭାଙ୍ଗି ପଢନ୍ତି। କେହି କେହି ଆତ୍ମହତ୍ୟା ମଧ୍ୟ କରନ୍ତି। କିନ୍ତୁ ଜଣେ ବ୍ୟକ୍ତି ୧୩ ଫେଲ୍ ହେଲା ପରେ ବି ହାରି ନଥିଲେ ସାହସ। ତାଙ୍କ ପ୍ରୟାସ ତାଙ୍କୁ କରିଦେଲା IAS।

Rakhi Sawant says she get only rape and kissing scene in movie
ମୁଁ କାହିଁକି ରେପ୍ ସିନ୍ କରିବି, ମୋତେ ଅଭିନୟ କରିବାର ସୁଯୋଗ ମିଳୁ : ରାଖି ସାୱନ୍ତ

ବଲିଉଡ୍‌କୁ ଟାର୍ଗେଟ୍ କରିଛନ୍ତି ରାଖି ସାୱନ୍ତ। ସେ କୋଉ ଷ୍ଟାର୍ କିଡ୍ ହୋଇ ନଥିବାରୁ ତାଙ୍କୁ ଭଲ ଭୂମିକା ମିଳୁନି ବୋଲି ସେ ଅଭିଯୋଗ କରିଛନ୍ତି। ରେପ୍ ଓ କିସ୍ ସିନ୍‌କୁ ନେଇ ଏମିତି କହିଛନ୍ତି ରାଖୀ।

Bhabiji ghar par hai actor Deepesh Bhan passes away
ଆଉ ନାହାନ୍ତି 'ଭାବିଜୀ ଘର ପର୍‌ ହୈ'ର ଏହି କଳାକାର

ଆର ପାରିରେ ଦୀପେଶ ଭାନ। 'ଭାବିଜୀ ଘର ପର୍‌ ହୈ'ରେ ମଲଖାନ୍‌ ଭୂମିକାରେ ଅଭିନୟ କରି ଲୋକଙ୍କୁ ବେଶ ହସେଇବାରେ ସେ ମାହିର ଥିଲେ। ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କେମିତି ଏମିତି ହେଲା ଆସନ୍ତୁ ଜାଣିବା।

Yoga for thyroid disease
ଥାଇରଏଡ୍ ସମସ୍ୟାରୁ ମୁକ୍ତି ଦେବ ଏହି ଆସନ

ଶରୀରର ଥାଇରଏଡ୍ ଗ୍ରନ୍ଥି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏଥିରେ ସମସ୍ୟା ଦେଖାଦେଲେ ଅନେକ ଶାରିରୀକ କ୍ଷତି ହୋଉଥାଏ। ଏହାକୁ ସୁସ୍ଥ ରଖିବା ପାଇଁ କେଉଁ ସବୁ ଯୋଗାସନ କରିବା ଜରୁରୀ ଆସନ୍ତୁ ଜାଣିବା।

Why National film award to Kali Pain Kalira Cinema
‘କାଲି ପାଇଁ କାଲିର ସିନେମା’କୁ କାହିଁକି ଜାତୀୟ ଫିଲ୍ମ ପୁରସ୍କାର

ସୂର୍ଯ୍ୟ ଦେଓଙ୍କ ପୁସ୍ତକ ‘କାଲି ପାଇଁ କାଲିର ସିନେମା’କୁ ମିଳିଛି ‘ବେଷ୍ଟ୍‌ ବୁକ୍ ଅନ୍ ସିନେମା ସ୍ପେଶାଲ୍ ମେନ୍‌ସନ୍ ସମ୍ମାନ’। ଏହାକୁ ନେଇ ଲେଖକ ଖୁବ ଖୁସି ଥିବା ବେଳେ ଏହି ବହି ପଛର ଉଦ୍ଦେଶ୍ୟ କ’ଣ ତାହା କହିଛନ୍ତି।

Cross voting analysis for President Election
ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ବିରୋଧୀ କ୍ୟାମ୍ପରୁ ବିପୁଳ ସମର୍ଥନ

ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ବିରୋଧୀ କ୍ୟାମ୍ପରୁ ବିପୁଳ ସମର୍ଥନ। କ୍ରସ୍ ଭୋଟିଂରୁ ଆସିଛି ୧୨୫ ଏମ୍‌ଏଲ୍‌ଏ ଓ ୧୭ ଏମ୍‌ପିଙ୍କ ଭୋଟ୍ । ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇଥିବାରୁ ମହମ୍ମଦ ମୋକିମଙ୍କୁ ପିସିସି ସଭାପତିଙ୍କ ନୋଟିସ୍।

CBSE Result, Trivendram in Top
ସିବିଏସ୍ଇର ସମସ୍ତ ରିଜିଅନ୍ ମଧ୍ୟରୁ ତ୍ରିଭେନ୍ଦ୍ରମ୍ ଆଗରେ

ପ୍ରକାଶ ପାଇଲା ସିବିଏସଇ ରେଜଲ୍ଟ। ଦ୍ୱାଦଶରେ ୯୨.୭୧ ପ୍ରତିଶତ, ଦଶମରେ ୯୪.୪୦ ପାସ୍‌ ହାର। ଉଭୟରେ ଟପ୍‌ରେ ତ୍ରିଭେନ୍ଦ୍ରମ୍ ରିଜିଅନ୍। ଏଥର ବି ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ।

More than 6500 posts are vacant in central universities
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ୬,୫୪୯ ଅଧ୍ୟାପକ ପଦବୀ

ଦେଶର ବିଭିନ୍ନ ଶାଖାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପୂରଣ ହେବ ୬,୫୪୯ ଅଧ୍ୟାପକ ପଦବୀ। ଏନେଇ ଆବେଦନ ଆରମ୍ଭ ହେବ। ଜାଣନ୍ତୁ କେଉଁଠି ରହିଛି କେତେ ପଦବୀ।

Karan Johar education Karan Johar biography
ପିଲାଦିନେ ଲାଜକୁଳା ଥିବା କରଣ ଜୋହର କେତେ ପାଠ ପଢ଼ିଛନ୍ତି ?

ବଲିଉଡ୍‌ର ଚର୍ଚ୍ଚିତ ଚେହେରା ଭିତରେ କରଣ ଜୋହର ଅନ୍ୟତମ। ପିଲାଦିନେ କାହା ସହ ମିଶିପାରୁ ନଥିଲେ। ଭାବୁଥିଲେ ସେ ଅନ୍ୟମାନଙ୍କଠାରୁ ଅଲଗା। ଶିକ୍ଷାଗତ ଯୋଗ୍ୟତା ଥିଲା…

Ranveer Singh latest without clothes photos
ସୋସିଆଲ୍ ମିଡିଆକୁ ହୁଲ୍‌ସ୍ତୁଲ୍ କଲା ରଣବୀର ସିଂହଙ୍କ ନ୍ୟୁଡ୍ ଫଟୋ

ସବୁବେଳେ ନିଜ ଫ୍ୟାଶନ ସେନ୍ସକୁ ନେଇ ଚର୍ଚ୍ଚାରେ ରହୁଥିବା ରଣବୀର ସିଂହ ଏବେ ଏମିତି ଫଟୋସୁଟ୍ କରିଛନ୍ତି ଯାହାକୁ ଦେଖି ଆପଣ ନ ହସି ରହିପାରିବେ ନାହିଁ। ତାଙ୍କ ନ୍ୟୁଡ୍ ଫଟୋକୁ ନେଇ ଅନେକ ମୀମ୍ସ କରୁଛନ୍ତି।

IAS Nidhi Siwach success story
ଘର ଲୋକ ବିବାହର ସର୍ତ୍ତ ରଖିବାରୁ UPSC ଟପ୍ ହେଲେ ଯୁବତୀ

ପରୀକ୍ଷାରେ ଭଲ କରିବା ପାଇଁ ଘର ଲୋକେ ଅନେକ ପ୍ରକାର ଲୋଭ ଦେଖେଇ ଥା’ନ୍ତି। କିନ୍ତୁ ଜଣେ ଯୁବତୀଙ୍କୁ ପରିବାର ଲୋକ ବାହା କରେଇ ଦେବାକୁ କହିବାରୁ ସେ UPSC ପରୀକ୍ଷାରେ ସଫଳତା ପାଇଗଲେ।

Violence gradually increasing in India
ସମ୍ମାନ ଓ ଅସ୍ମିତାର ପ୍ରତୀକ ଭାରତବର୍ଷ

ଦେଶର ସାର୍ବଭୌମକତା, ଏକତା ଓ ଅଖଣ୍ଡତାକୁ ହନନ କରୁଥିବା ଶକ୍ତିଙ୍କ ସକ୍ରିୟ ସହଯୋଗରେ ଦେଶରେ ବିଦ୍ରୋହ, ଉତ୍ତେଜନା, ବିବାଦ, ଆନ୍ଦୋଳନ, ହିଂସା ଆଦି ବଢିଚାଲିଛି। କେବେକେବେ ଜାତିର ଦ୍ୱାହି ଦେଇ ତ ବେଳେବେଳେ ଧର୍ମ, ପୁଣି କେତେବେଳେ ଭାଷା, ରାଜ୍ୟ କିମ୍ବା ବ୍ୟବସ୍ଥା ନେଇ ବିଛିନ୍ନତାବାଦ ଓ ସନ୍ତ୍ରାସବାଦ...

Village lost in flood 82 years ago now resurfaced
ପାଣିରେ ଲୀନ ହୋଇଯାଇଥିଲା ଏହି ଗାଁ, ୮୨ ବର୍ଷ ପରେ ସାମ୍ନାକୁ ଆସିଲା

ପ୍ରକୃତି ଯେବେ ଦେଖାଏ ତାଣ୍ଡବ, ସବୁ କିଛି ହୋଇଯାଏ ଛାରଖାର୍। ଦିନେ ଏହି ଗାଁ ହୋଇଯାଇଥିଲା ଜଳମଗ୍ନ। ଏବେ ଦୀର୍ଘ ୮୨ ବର୍ଷ ପରେ ଦେଖାଯାଉଛି ଏହାର ଝଲକ।

Couple married at 70 shares how is romance between them
୭୦ ବର୍ଷରେ ମିଳିଗଲା ସଚ୍ଚା ପ୍ରେମ; ହୋଇଗଲେ ବାହା

ପ୍ରେମ କେଉଁଠି ଓ କେବେ ହୁଏ ତାହା କେହି କହିପାରିବେ ନାହିଁ। ଖାଲି ଯେ ଯୁବକମାନେ ପ୍ରେମରେ ପଡନ୍ତି ଆଉ ବିବାହ କରନ୍ତି ତାହା ନୁହେଁ। ପରିଣତ ବୟସରେ ବି ପ୍ରେମ ହୁଏ ଆଉ ବାହାଘର ବି ହୁଏ। ଏମିତି ଘଟିଛି ଏକ ୭୦ ବର୍ଷୀୟ ଦମ୍ପତିଙ୍କ କ୍ଷେତ୍ରରେ।

If you have this degree then you will get govt job
ଏହି ଯୋଗ୍ୟତା ଥିଲେ NTPC ରେ କରିପାରିବେ ଚାକିରି

NTPC ରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ। ବାହାରିଛି ଅନେକଗୁଡିଏ ପଦବୀ। ଆବେଦନ କରିବାକୁ ଦେଖନ୍ତୁ ଏହି ଖବର।

Hrithik Roshan planning for second wedding with saba azad
ବାହା ହେବେ ହ୍ରିତିକ ରୋଶନ-ସବା ଆଜାଦ!

ଆଜିକାଲି ହ୍ରିତିକ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଲଗାତର ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ପ୍ରାୟ ସମୟରେ ଅଭିନେତ୍ରୀ-ଗାୟକ ସବା ଆଜାଦଙ୍କ ସହ ଦେଖିବାକୁ ମିଳେ। ଏବେ ଖବର ଆସୁଛି ଯେ ହ୍ରିତିକ ସବାଙ୍କ ସହ ବିବାହ କରିବାକୁ ଯାଉଛନ୍ତି।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।