ଯେଉଁ ବୟସରେ ହାତ ଗୋଡ ଉଠିବା ବି କଷ୍ଟକର ହୋଇପଡେ ସେହି ବୟସରେ ସେ ହୋଇଛନ୍ତି ବଡି ବିଲ୍ଡର। ତାଙ୍କୁ ବୟସ ଏବେ ୭୦, ହେଲେ କମିଯାଇନି ଜୋସ୍। ତାଙ୍କୁ ଦେଖିଲେ ଯେ କେହିବି କହିବେ ସତେ ଯେମିତି ତାଙ୍କ ପାଖରୁ ଯୌବନ ଯାଇନି।
ପୋଲିସ୍ରେ ସବ୍ ଇନ୍ସପେକ୍ଟର ପଦରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୩୫ଟି ପଦବୀ ପୂରଣ ହେବ। ଜାଣନ୍ତୁ କେବେ କରିବେ ଆବେଦନ।
ପ୍ରେମ ଓ ରୋମାନ୍ସରେ ଭରା ପରେଶ ରାୱଲଙ୍କ ବାସ୍ତବ ଜୀବନ। ବ୍ରହ୍ମାଣ୍ଡ ସୁନ୍ଦରୀଙ୍କୁ ଭଲ ପାଇଥିଲେ ଆଉ ଚ୍ୟାଲେଞ୍ଜ୍ ମାରି ବାହା ହୋଇଥିଲେ। ଆସନ୍ତୁ ଜାଣିବା ପୂରା କାହାଣୀ।
ଆସୁଛି ବିଦ୍ୟୁତ ଜାମୱାଲଙ୍କ ନୂଆ ଫିଲ୍ମ 'ଖୁଦା ହାଫିଜ ଚାପ୍ଟର୍ ୨'। ଜବରଦସ୍ତ ଆକ୍ସନ ନେଇ ଆସୁଛନ୍ତି ବିଦ୍ୟୁତ ଜାମୱାଲ। ଜାଣନ୍ତୁ ଫିଲ୍ମର କାହାଣୀ
ନିଜ ଚେହେରାରେ ଚମକ ଆଣିବା ନେଇ ଲୋକେ ପାର୍ଲର ଯାଆନ୍ତି, ବିଭିନ୍ନ ବ୍ୟୁଟି ପ୍ରଡକ୍ଟ ମଧ୍ୟ ବ୍ୟବହାର କରନ୍ତି। ଏନେଇ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ ହୁଏ। ବିନା ଟଙ୍କା ଖର୍ଚ୍ଚରେ ମଧ୍ୟ ଏହି ଫାଇଦା ମିଳିପାରିବ। ଜାଣନ୍ତୁ କେମିତି?
ଆଜି ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ପିଟି ଉଷା। ଖେଳ ଦୁନିଆ ପାଇଁ ତାଙ୍କର ଅବଦାନ ତାଙ୍କୁ ଆଜି ଏଠାରେ ପହଞ୍ଚାଇ ପାରିଛି। ତେବେ ଆସନ୍ତୁ ଜାଣିବା ତାଙ୍କ ପୂରା କାହାଣୀ।
ରାଜ୍ୟସଭାକୁ ମନୋନୀତ ହେଲେ ଦୌଡ଼ରାଣୀ ପିଟି ଉଷା। ପିଟି ଉଷାଙ୍କ ସମେତ କଳା, ସାହିତ୍ୟ, ବିଜ୍ଞାନ ଓ ସମାଜସେବା ଆଦି ବିଭିନ୍ନ କ୍ଷେତ୍ରରୁ ମୋଟ ୪ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି ରାଷ୍ଟ୍ରପତି।
ରଶ୍ମିରେଖାଙ୍କ ବୟଫ୍ରେଣ୍ଡ ସନ୍ତୋଷଙ୍କ ଆତ୍ମହତ୍ୟା । ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ। ଘୋର ଅବସାଦରେ ପୁଅ ଥିଲା ବୋଲି କହିଛନ୍ତି ସନ୍ତୋଷଙ୍କ ମାଆ।
ଆଗେ ଭକ୍ତ ଦାବି କଲେ । ପରେ ସେବାୟତ ସମର୍ଥନ କଲେ । ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଓ ସୁରକ୍ଷାକୁ ନେଇ ଏବେ ଖୋଦ୍ ଗଜପତି ବି ମୁହଁ ଖୋଲିଲେ।
୬୦ ବର୍ଷରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଗଲା। ତାଙ୍କର କେହି ନଥିବା ବେଳେ ଜଣେ ମହିଳା ପୋଲିସ ତାଙ୍କ ପାଖରେ ଠିଆହେଲେ ଓ ନିଜ କାନ୍ଧରେ ଶବକୁ ବୋହି ଅନ୍ତିମ ସଂସ୍କାର କଲେ।
ଟଙ୍କା ଭର୍ତ୍ତି ATM ଭ୍ୟାନ୍କୁ ନେଇ ଫେରାର ହେଲା ଡ୍ରାଇଭର। ୫୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ନେଇ ଫେରାର ସୂଚନା।
ରେଳବାଇରେ ବାହାରିଛି ଚାକିରି। ପୂରଣ ହେବ ୧୬୫୯ ପଦବୀ। ଏହାର ଶିକ୍ଷାଗତ ଯୋଗ୍ୟତା ଓ କିପରି ଆବେଦନ କରିବେ ଜାଣିବା ପାଇଁ ପଢନ୍ତୁ।
ବିବାଦୀୟ ‘କାଲୀ’ ପୋଷ୍ଟର୍କୁ ନେଇ ଲୀନା ମଣିମେକଲାଇଙ୍କୁ ହତ୍ୟା ଧମକ ଦେଇଛନ୍ତି ମହନ୍ତ ରାଜୁଦାସ। କହିଛନ୍ତି, ଆପଣ ବି ଚାହୁଁଛନ୍ତି କି ଆପଣଙ୍କ ମୁଣ୍ଡ ଶରୀରରୁ ଅଲଗା ହୋଇଯାଉ...
ପଞ୍ଚାୟତରେ ରହିଛି ୧୫ ଟି ଲାଇବ୍ରେରୀ। ସେଗୁଡିକ ମଧ୍ୟରୁ କିଛି ରାଜ୍ୟ ଲାଇବ୍ରେରୀ ପରିଷଦ ସହିତ ଜଡିତ। ଏଠାକୁ ଆସୁଛନ୍ତି ଅନେକ ପାଠକ। ଜାଣନ୍ତୁ କୋଇଠି ଅଛି?
ହିନ୍ଦୁ ମୁସଲମାନ ଭାଇ ଭାଇ ବୋଲି ପ୍ରମାଣିତ ହୋଇଛି। ଜଣେ ହିନ୍ଦୁ ବୃଦ୍ଧଙ୍କ ଶେଷକୃତ୍ୟରେ ସାମିଲ ହୋଇ ମୁସଲମାନ ପରିବାର ‘ରାମ ନାମ ସତ୍ୟ ହେ’ କହିଛନ୍ତି।
ଖଟ ଉପରେ ଶୋଇଛି ମାଙ୍କଡ। ହାତରେ ରହିଛି ମୋବାଇଲ୍। ମଣିଷଙ୍କ ପରି ଧ୍ୟାନର ସହିତ ଦେଖୁଛି ମୋବାଇଲରେ ଭିଡିଓ।
ହୃଦ୍ରୋଗ ସମଗ୍ର ବିଶ୍ୱରେ ମୃତ୍ୟୁର ମୁଖ୍ୟ କାରଣ ଭାବରେ ଜଣାଶୁଣା। କିନ୍ତୁ ଯୋଗାସନ ଆପଣଙ୍କ ଭିତରେ ଏହି ସମସ୍ୟାର ବିପଦକୁ ବହୁ ପରିମାଣରେ ହ୍ରାସ କରିଥାଏ।
ମାଂସ ବିକି ଜେଲ୍ ଗଲେ ମୁସଲମାନ୍ ଯୁବକ। ହିନ୍ଦୁ ଦେବଦେବୀ ଥିବା ଖବରକାଗଜରେ ମାଂସ ଗୁଡେଇ ଦେବାରୁ ଏମିତି ମିଳିଲା ଦଣ୍ଡ।
ଆର୍ମିରେ ଅଫିସର୍ ହେବାକୁ ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ ଟେରିଟୋରିଆଲ୍ ଆର୍ମି ଅଧିକାରୀ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ୧୩ଟି ପଦବୀ ପୂରଣ ହେବ।
ଫସିଗଲେ KRK। ଅଜୟ ଦେବଗନଙ୍କୁ ଟାର୍ଗେଟ୍ କରି ଏମିତି ଭୁଲ୍ କଲେ ଯେ ଲୋକେ ଖପ୍ପା। ଜାଣନ୍ତୁ କ’ଣ କହିଲେ।