ISRO, SDSC SHARରେ PRT, PGT, TGT ସମେତ ବିଭିନ୍ନ ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ବାହାରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଅଗଷ୍ଟ ୨୮ ରହିଛି ଶେଷ ତାରିଖ। ଅନ୍ୟାନ୍ୟ ସୂଚନା ଜାଣିବା ପାଇଁ ପଢନ୍ତୁ।
ଜଣାଶୁଣା କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି। ତାଙ୍କ ବ୍ରେନ୍ ଡେଡ୍ ହୋଇଥିବା ଡାକ୍ତର କହିଛନ୍ତି। କୌଣସି ଔଷଧ କାମ ଦେଉନି। ତାଙ୍କ ବନ୍ଧୁ ଏହସାନ କୁରେଶୀ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।
ବଲିଉଡ୍କୁ ସବୁବେଳେ ଜଟିଳ ଫିଲ୍ମ ଦେଉଥିବା ଅନୁରାଗ କଶ୍ୟପ ପୁଣି 'ଦୋବାରା' ମାଧ୍ୟମରେ ପୁଣି ଫେରିଛନ୍ତି। ତେବେ ଏହି ଫିଲ୍ମ ମାଧ୍ୟମରେ ସେ ତାଙ୍କ ପୁରୁଣା ଫର୍ମକୁ ଫେରି ପାଇବାକୁ ଚେଷ୍ଟା କରୁଥିବା ଜଣାଯାଏ। ସେ ଏଥିରେ ସଫଳ ହେବେ ତ…
ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ ଗୋପାଳ ରୂପକୁ ପୂଜା କରାଯାଏ। ଏହି ଦିନ ଭଗବାନ କୃଷ୍ଣଙ୍କୁ ରାତିରେ ପୂଜା କରାଯାଏ ବୋଲି ବିଶ୍ୱାସ କରାଯାଏ। କୁହାଯାଏ ଭଗବାନ କୃଷ୍ଣ ରାତିରେ ଜନ୍ମ ହୋଇଥିଲେ। ଆସନ୍ତୁ ଜାଣିବା ରାତିରେ କାହିଁକି ଜନ୍ମ ନେଲେ ଶ୍ରୀକୃଷ୍ଣ?
ଶ୍ରୀକୃଷ୍ଣଙ୍କ ଅଣନାତି ବଜ୍ରନାଭ ମଥୁରାରେ ଶ୍ରୀକୃଷ୍ଣଙ୍କ ପ୍ରଥମ ମନ୍ଦିର ନିର୍ମାଣ କରିଥିଲେ। ଏହା ପରେ ଆଉ ତିନି ଥର ଏହାର ନିର୍ମାଣ ହୋଇଛି। ଔରଙ୍ଗଜେବଙ୍କ ଶାସନ କାଳରେ ଏହାକୁ ଭାଙ୍ଗି ଦିଆଯାଇଥିଲା।
ଭଗବାନ ଶ୍ରୀହରିଙ୍କ ଦୁଇ ମାନବ ଅବତାର ହେଲା ଶ୍ରୀରାମ ଓ ଶ୍ରୀକୃଷ୍ଣ। ଶ୍ରୀରାମଙ୍କ ପାଖରେ ୧୨ କଳା ଥିବାବେଳେ ଶ୍ରୀକୃଷ୍ଣଙ୍କ ପାଖରେ କିପରି ରହିଲା ୧୬ କଳା? ଶ୍ରୀହରିଙ୍କ ଏହି ଦୁଇ ଅବତାରରେ କିଏ ଶ୍ରେଷ୍ଠ?
ଏକ କୁକୁଡା ସ୍ୱତନ୍ତ୍ର ଅଣ୍ଡା ଦେଇଛି। ଏହି ଅଣ୍ଡାର ଡିମାଣ୍ଡ୍ ଏମିତି ବଢୁଛି ଯେ ଏହାର ମାଲିକ ଗୋଟିଏ ଅଣ୍ଡାକୁ ୫୦ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଏହି ଅଣ୍ଡାରେ ଏମିତି କ’ଣ ଅଛି ଯାହା ଏତେ ମହଙ୍ଗା ଆସନ୍ତୁ ଜାଣିବା।
ଚାଷୀ ମୁଣ୍ଡର ଝାଳ ତୁଣ୍ଡରେ ମାରି ସୁନାର ଫସଲ ଫଳାଇବ ବୋଲି ଆଶା ରଖିଥିଲା। ହେଲେ ଏବେ ପରିବା କିଆରୀ କହିଲେ ପାଣି ଉପରକୁ ମୁଣ୍ଡ ଟେକିଥିବା ଗଣ୍ଡାଗଣ୍ଡା ବାଉଁଶ ଖୁଣ୍ଟ, ଆଉ ଧାନବିଲ। ଯାହା ନଜରକୁ ଆସୁଛି, ତାକୁ ସହଜେ ବିଶ୍ୱାସ କରିବା କଷ୍ଟ।
ମହାନଦୀରେ ବଡ଼ ବନ୍ୟା। କ’ଣ ହୋଇପାରେ ଏହା ପଛର କାରଣ ? ଛତିଶଗଡ ଏକାଧିକ ବ୍ୟାରେଜ୍ ନିର୍ମାଣ ? ନା ହୀରାକୁଦ ଡ୍ୟାମ୍ ପଙ୍କରେ ପୋତି ହୋଇପଡୁଥିବାରୁ ସୃଷ୍ଟି ହେଉଛି ସମସ୍ୟା? ଆସନ୍ତୁ ଜାଣିବା…
ବନ୍ୟା କୋପରୁ ବାଦ୍ ପଡ଼ିନି ରାଜଧାନୀ ଭୁବନେଶ୍ୱର। ଦୟା ନଦୀର ପଛୁଆ ପାଣିରେ ଜଳମଗ୍ନ ହୋଇଛି ସହର ଉପକଣ୍ଠ। ସୁନ୍ଦରପଦା, କୁଆ କଣ୍ଟିଲୋ, ବାଲିପାଟଣା, ଧଉଳି ହୋଇଛି ଜଳମଗ୍ନ। ପ୍ରାକୃତିକ ଜଳାଶୟ ଜବରଦଖଲ ଓ ବେଆଇନ ନିର୍ମାଣ ସହରୀ ବନ୍ୟାର କାରଣ ବୋଲି କୁହାଯାଉଛି।
ଆପଣ ୧୦ମ ପାଶ୍ କରି ସରକାରୀ ଚାକିରି ଖୋଜୁଛନ୍ତି କି? ତେବେ ଏହି ସୂଚନା ଆପଣଙ୍କ ପାଇଁ। HAL ରେ ରହିଛି ଚାକିରି ସୁଯୋଗ। ଏହି ଖବର ପଢି ତୁରନ୍ତ ଆବେଦନ କରନ୍ତୁ।
ଅନୁରାଗ କଶ୍ୟପ ତାଙ୍କ ପୂର୍ବତନ ଦୁଇ ପତ୍ନୀଙ୍କ ସହ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ତାଙ୍କ ଦୁଇ ପତ୍ନୀଙ୍କ କାନ୍ଧରେ ହାତ ରଖିଛନ୍ତି। ଲେଖିଛନ୍ତି ମୋର ଦୁଇ ପିଲାର୍।
ଆମିର ଖାନ୍ଙ୍କୁ ନେଇ ସାରା ଦେଶରେ ବିରୋଧ ସୃଷ୍ଟି ହେଉଥିବା ବେଳେ ବଲିଉଡ୍ ତରଫରୁ ତାଙ୍କୁ ମିଳୁଛି ଆଶ୍ୱାସନା। ସବୁ କଳାକାର ତାଙ୍କୁ ସହଯୋଗର ହାତ ବଢଉଛନ୍ତି। ଏବେ ଏକତା କପୁର କହିଛନ୍ତି ଯେ ଆମିର ଖାନ୍ଙ୍କୁ ବୟକଟ୍ କରାଯାଇ ପାରିବ ନାହିଁ।
ଭାରତୀୟଙ୍କ ପାଇଁ ଜାତୀୟ ସଂଗୀତ ପରିବେଷଣ କଲେ ପାକିସ୍ତାନୀ କଳାକାର। ‘ଜନ ଗଣ ମନ’କୁ ବଜେଇ ସେ ଭାରତୀୟଙ୍କ ପ୍ରୀୟ ହୋଇଯାଇଛନ୍ତି। ପ୍ରତି ଭାରତୀୟଙ୍କ ପାଖରୁ ଛୁଟୁଛି ପ୍ରଶଂସାର ସୁଅ।
ନାରୀ ଆଜି ସଫଳତାର ଶୀର୍ଷରେ। ନିଜର ପରିଶ୍ରମ ଏବଂ ଉଦ୍ୟମ ବଳରେ ସେ ଆଜି ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିପାରିଛି। ଆମ ଭିତରେ ଏମିତି ଅନେକ ନାରୀ ଅଛନ୍ତି ଯେଉଁମାନେ ଓଡ଼ିଶାର କଳା, ସଂସ୍କୃତି ଓ ପରଂପରାକୁ ଆଗକୁ ନେବା ସହିତ ବିଶ୍ୱବନ୍ଦିତ ହୋଇପାରିଛନ୍ତି। ସେମିତି...
ବାବା ଭେଙ୍ଗା ଏଭଳି ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ସତ ହୋଇସାରିଛି। ୨୦୨୨ ପାଇଁ ସେ ୬ଟି ଭବିଷ୍ୟବାଣୀ କରିଛନ୍ତି, ୨ଟି ସତ ହେଲାଣି। ଚଳିତ ବର୍ଷ ଭାରତ ପାଇଁ ରହିଛି ଏହି ଭୟଙ୍କର ଭବିଷ୍ୟବାଣୀ, ଜାଣନ୍ତୁ…
ଭାରତର ଉଦ୍ବେଗକୁ ଶ୍ରୀଲଙ୍କାର ଅଣଦେଖା। ହାମ୍ବାନଟୋଟା ବନ୍ଦରରେ ପ୍ରବେଶ ଲାଗି ଚୀନ୍ ସ୍ପାଏ ସିପ୍ ୟୁଆନ୍ ଓ୍ୱାଙ୍ଗ-ଫାଇଭ୍କୁ ଅନୁମତି ଦେଇଛନ୍ତି ସେଠିକାର ସରକାର। ଏକାଧିକ ଆଧୁନିକ ରାଡାର୍ ଖଞ୍ଜାଥିବା ଏହି ସ୍ପାଏ ସିପ୍ ଶ୍ରୀଲଙ୍କାକୁ ଆସିବା ଯୋଗୁଁ ଭାରତର ଦକ୍ଷିଣରେ ଥିବା ବିଭିନ୍ନ ସାମରିକ ଓ କ୍ଷେପଣାସ୍ତ୍ର...
NALCO ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନିଂ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୧ରୁ ଆରମ୍ଭ ହୋଇଯାଇଛି। ଜାଣନ୍ତୁ ଆବେଦନର ଶେଷ ତାରିଖ ଓ ଅନ୍ୟାନ୍ୟ ସୂଚନା।
ସମସ୍ତ ବିରୋଧ ପରେ ମଧ୍ୟ ପର୍ଫେକ୍ଟନିଷ୍ଟ ଆମିରଙ୍କ ଫିଲ୍ମକୁ ପ୍ରଶଂସା କରାଯାଉଛି। ସମାଲୋଚକମାନେ ଏହି ଫିଲ୍ମକୁ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି। ଫିଲ୍ମ ଆରମ୍ଭ ଦିନର ଆୟ ଆଶା ଠାରୁ କମ୍ ଥିଲା ଏବଂ ଦ୍ୱିତୀୟ ଦିନରେ ଏହାର ଆୟରେ ମଧ୍ୟ ହ୍ରାସ ଘଟିଥିଲା।
ସୋସିଆଲ୍ ମିଡିଆରେ ବିପାଶା ବସୁ ଏମିତି ଏକ ଫଟୋ ଶେୟାର କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ସେ ତାଙ୍କ ବେବି ବମ୍ପ୍ ଫଟୋ ଶେୟାର କରିଛନ୍ତି। ଏହା ଦେଖି ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି ‘ପୋଷାକ ତ ପିନ୍ଧନ୍ତୁ’।