• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Health Tips how to reduce salt in daily food
Health Tips:ଅଧିକ ଲୁଣ ଖାଇଛନ୍ତି କି, ହୁସିଆର୍ ! ହୋଇପାରେ ସାଙ୍ଘାତିକ ସମସ୍ୟା

ଲୁଣକୁ ନେଇ ନିକଟରେ ICMR-NCDIR ଏକ ଅଧ୍ୟୟନ ଆଲୋଡ଼ନ ସୃଷ୍ଟି କରିଛି। ଏହି ଅଧ୍ୟୟନ ଅନୁଯାୟୀ, ଭାରତୀୟ ଲୋକମାନେ WHO ଦ୍ୱାରା ଠିକ କରାଯାଇଥିବା ପରିମାଣ ଅପେକ୍ଷା ଦୈନନ୍ଦିନ ଜୀବନରେ ଅଧିକ ଲୁଣ ଖାଉଛନ୍ତି, ଯାହା ସାଂଘାତିକ ହୋଇପାରେ।

pakistan national tree devdar which is very holy in india
ଭାରତର ଏହି ପବିତ୍ର ଗଛ ପାକିସ୍ତାନର ଜାତୀୟ ବୃକ୍ଷ; ଶିବଙ୍କର ଏହା ଅତି ପ୍ରିୟ

ପାକିସ୍ତାନର ଜାତୀୟ ବୃକ୍ଷ ହେଉଛି ସେହି ବୃକ୍ଷ, ଯାହା ଆମ ଦେଶରେ ଭଗବାନ ଶିବଙ୍କର ପ୍ରିୟ ବୃକ୍ଷମାନଙ୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଆଜି ବି ଏହି ବୃକ୍ଷ ହିନ୍ଦୁ ଧର୍ମରେ ଶୁଦ୍ଧତା, ଶାନ୍ତି ଏବଂ ଆଧ୍ୟାତ୍ମିକତା ସହିତ ଜଡିତ।

more than 3000 posts vacancy in indian railway
Railway Recruitment 2023: ଭାରତୀୟ ରେଳବାଇରେ ପୂରଣ ହେବ ୩ ହଜାରରୁ ଅଧିକ ପଦବୀ

ଭାରତୀୟ ରେଳବାଇ ବମ୍ପର ନିଯୁକ୍ତି ଘୋଷଣା କରିଛି। ରେଳବାଇ ନିଯୁକ୍ତି ସେଲ୍ (ପୂର୍ବାଞ୍ଚଳ ରେଳବାଇ) ୩ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ୧୦ମ ପାଶ ପ୍ରାର୍ଥୀ ଆବେଦନ କରିପାରିବେ।

ganptah teaser out tiger shroff action impress you
Ganpath Teaser: ଆସିଲା 'ଗଣପତ'ର ଦମଦାର ଟିଜର୍; ଫିଲ୍ମ ଦେବ ଅନେକ ସର୍‌ପ୍ରାଇଜ୍

'ଗଣପତ'ର ଆକ୍ସନ୍-ପ୍ୟାକ୍ ଟିଜର୍‌ ଲଞ୍ଚ ହୋଇଯାଇଛି। ଟିଜର୍‌ଟି ଖୁବ ଦମଦାର୍ ମଧ୍ୟ ହୋଇଛି। ଏହାର ଚିତ୍ରଣ ଖୁବ ଆକର୍ଷଣୀୟ। ଆନ୍ତର୍ଜାତୀୟ ଚଳଚ୍ଚିତ୍ର ନିର୍ମାଣକୁ ଟକ୍କର ଦେଲା ଭଳି ଏହାର ଭିଜୁଆଲ୍ ଗୁଡିକ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ।

chandramukhi-2 bang opening kangana ranaut magic worked in south
Chandramukhi 2: ସାଉଥ୍‌ରେ ହଇଚଇ କଲେ କଙ୍ଗନା; ‘ଚନ୍ଦ୍ରମୁଖୀ ୨’ର ଗ୍ରାଣ୍ଡ୍ ଓପେନିଂ

ସ୍କନ୍ଧା’ ସହିତ ଟକ୍କର ଦେବାକୁ ବଲିଉଡ୍‌ ତାରକା କଙ୍ଗନା ରାଣାୱତ ‘ଚନ୍ଦ୍ରମୁଖୀ ୨’ ସହିତ ବକ୍ସ ଅଫିସରେ ଏଣ୍ଟ୍ରୀ କରିଛନ୍ତି। ପ୍ରଥମ ଦିନରେ ଏରେ କୋଟି ଟଙ୍କାରେ ଖାତା ଖୋଲିଛି ଫିଲ୍ମ।

World Heart Day 2023 date theme history and significance
World Heart Day 2023 : କେବେ ଏବଂ କିଏ ପ୍ରଥମେ ପାଳନ କରିଥିଲେ ‘ହୃଦୟ ଦିବସ’...

ଲୋକମାନେ ପ୍ରାୟ ହୃଦଘାତର ଗମ୍ଭୀରତାକୁ ସେପର୍ଯ୍ୟନ୍ତ ବୁଝନ୍ତି ନାହିଁ ଯେପର୍ଯ୍ୟନ୍ତ ସେମାନେ ଏହାର ଶିକାର ହୋଇ ନାହାନ୍ତି। ଏହି କାରଣରୁ, ହୃଦଘାତ ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ମାସରେ ‘ବିଶ୍ୱ ହୃଦୟ ଦିବସ’ ପାଳନ କରାଯାଏ।

Why onions were used in nuclear test
ପରମାଣୁ ପରୀକ୍ଷଣ ବେଳେ କାହିଁକି ବ୍ୟବହାର ହୁଏ ପିଆଜ; ଏଥିରେ ରହିଛି କି ଶକ୍ତି…

ଆମେ ପିଆଜକୁ କେବଳ ଖାଦ୍ୟ ଭାବେ ବ୍ୟବହାର କରୁ। ବିହାର ଏବଂ ୟୁପି ସମେତ ଦେଶର ଅନେକ ଅଞ୍ଚଳରେ ଲୋକମାନେ ଏହାକୁ ଲୁ’ରୁ ରକ୍ଷା ପାଇଁ କିମ୍ବା ଜ୍ୱରର ଚିକିତ୍ସା ପାଇଁ ବ୍ୟବହାର କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ପରମାଣୁ ପରୀକ୍ଷଣ ପାଇଁ ପିଆଜ ମଧ୍ୟ ଅତ୍ୟନ୍ତ...

naseeruddin shah targets south cinema says he could not watch rrr and pushpa
ପୁରୁଷତ୍ୱ ପ୍ରଦର୍ଶନ କରୁଥିବା ଚଳଚ୍ଚିତ୍ର ଉପରେ ଅଧିକ ଗୁରୁତ୍ୱ ଦିଆଯାଉ: ନାସିରୁଦ୍ଦିନ ଶାହା

ନାସିରୁଦ୍ଦିନ ଶାହା କୌଣସି ଏକ ଇଭେଣ୍ଟକୁ ଯିବା ଆଉ ସେଠାରେ ଏମିତି କିଛି ବିବାଦୀୟ କଥା କହି ଚର୍ଚ୍ଚା ହେବା ଏକ ସାଧାରଣ କଥା ହୋଇଗଲାଣି। ପୂର୍ବରୁ ସେ ବଲିଉଡକୁ ଟାର୍ଗେଟ୍ କରିଥିବା ବେଳେ ବର୍ତ୍ତମାନେ ସେ ସାଉଥ୍ ସିନେମାକୁ ଟାର୍ଗେଟ୍‌କୁ ନେଇଛନ୍ତି।

Tiger 3 teaser out power packed action film release on diwali
Tiger 3 Teaser Out: “ଯେ ପର୍ଯ୍ୟନ୍ତ ଟାଇଗର ମରି ନାହିଁ, ସେ ପର୍ଯ୍ୟନ୍ତ ଟାଇଗର ହାରି ନାହିଁ”

ସଲମାନ ଖାନ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ 'ଟାଇଗର ୩'ର ଟିଜର୍ ରିଲିଜ୍ କରିଛନ୍ତି। ଏଥିରେ ତାଙ୍କର ଦମଦାର ଡାଏଲଗ୍ ସାଙ୍ଗକୁ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଏହାକୁ ଦେଖିଲା ପରେ ଆପଣ ନିଶ୍ଚିତ କହିବେ ଯେ ଭାଇଜାନଙ୍କ ଆଶାର ଭାଗ୍ୟ ପୁଣି ଖୋଲିବାକୁ ଯାଉଛି।

world tourism day 2023 date history significance and theme
World Tourism Day 2023: ଦେଶର ଅର୍ଥନୀତିର ଏକ ପ୍ରମୁଖ ଅଙ୍ଗ ପର୍ଯ୍ୟଟନ ସ୍ଥଳ

ଦେଶର ଅର୍ଥନୀତିରେ ପର୍ଯ୍ୟଟନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ‘ବିଶ୍ୱ ପର୍ଯ୍ୟଟନ ଦିବସ’ ଅନ୍ତର୍ଜାତୀୟ ସ୍ତରରେ ପର୍ଯ୍ୟଟନକୁ ବୃଦ୍ଧି କରିବାରେ ସାହାଯ୍ୟ କରେ, ଯାହା ଦ୍ୱାରା ପର୍ଯ୍ୟଟନ ଦୃଷ୍ଟିରୁ ଦେଶଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ ହୋଇପାରିବେ। ଆସନ୍ତୁ ଜାଣିବା ବିଶ୍ୱ ପର୍ଯ୍ୟଟନ ଦିବସର ତାରିଖ, ଇତିହାସ ଏବଂ...

World tourism day 2023 cheapest foreign countries for Indian trip
World Tourism Day 2023: ଖୁବ କମ ଖର୍ଚ୍ଚରେ ବୁଲିପାରିବେ ଏହି ୫ ବିଦେଶ

ଅଧିକାଂଶ ଭାରତୀୟ ପ୍ରାୟ ବିଦେଶ ଭ୍ରମଣ କରିବାର ସ୍ୱପ୍ନ ଦେଖନ୍ତି। ବିଦେଶ ଯିବା ପାଇଁ କିନ୍ତୁ ଅଧିକ ଖର୍ଚ୍ଚ କାରଣରୁ ଏହି ସ୍ୱପ୍ନକୁ ସାକାର କରିବାକୁ ସେମାନେ ବଞ୍ଚିତ ହେଉଛନ୍ତି। କିନ୍ତୁ ଏପରି ଅନେକ ବିଦେଶୀ ସ୍ଥାନ ଅଛି ଯେଉଁଠାରେ ଭାରତୀୟମାନେ ଖୁବ କମ ଖର୍ଚ୍ଚରେ ଭ୍ରମଣର ଉପଭୋଗ...

The cost estimate for tourism but development is zero
World Tourisim Day 2023: ପର୍ଯ୍ୟଟନ ସ୍ଥଳ ଉନ୍ନତି ପାଇଁ ହେଉଛି ବ୍ୟୟ ଅଟ୍ଟକଳ, ହେଲେ କାମ ଶୂନ

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ। ଓଡିଶାରେ ଏମିତି ଅନେକ ମନୋରମ ଜାଗା ଅଛି ଯାହା କେବଳ ରାଜ୍ୟବାସୀଙ୍କୁ ନୁହେଁ, ଅନ୍ୟ ରାଜ୍ୟ ଓ ବିଦେଶର ଲୋକଙ୍କୁ ମଧ୍ୟ ଆକୃଷ୍ଟ କରେ। କେତେକ ସ୍ଥାନକୁ ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେଇ ଏହାର ଉନ୍ନତି କରଣ କରୁଛି ସତ, ହେଲେ ଏହାରି...

world tourism day 2023 5 beautiful tourist places of banaras
World Tourism Day 2023: ବନାରସର ୫ ପ୍ରସିଦ୍ଧ ତୀର୍ଥସ୍ଥଳ, ସମସ୍ତେ ବୁଲିବା ଜରୁରୀ

ଯଦିଓ ପର୍ଯ୍ୟଟକମାନେ ପାହାଡିଆ ଅଞ୍ଚଳ ପ୍ରତି ଅଧିକ ଆକର୍ଷିତ ହୁଅନ୍ତି, କିନ୍ତୁ ଆପଣ ଜାଣନ୍ତି କି ପ୍ରତି ମାସରେ ଭାରତ ତଥା ବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ କାଶୀ ଧାର୍ମିକ ତଥା ସାଂସ୍କୃତିକ ସହରରକୁ ଛୁଟି ଆସନ୍ତି। ବନାରସ ସହରର ଚାରିପାଖରେ ଏପରି ଅନେକ ସ୍ଥାନ ଅଛି ଯାହାକି...

Suryaputra Karana teaser out chiyaan vikram play karna role
Teaser Out: ଆସୁଛି ‘ବାହୁବଲୀ’ ଠାରୁ ବଡ ଫିଲ୍ମ; ଦେଖିବାକୁ ମିଳିବ ବିକ୍ରମଙ୍କ ଜବରଦସ୍ତ ଭୂମିକା

ଏବେ ଆଉ ଏକ ପାନ ଇଣ୍ଡିଆ ଫିଲ୍ମ ସାଉଥ୍‌ରୁ ଆସିବାକୁ ଯାଉଛି। ଏହାର ଟିଜର ମଧ୍ୟ ରିଲିଜ୍ ହୋଇଛି। ଏହି ଫିଲ୍ମର କାହାଣୀ ଧାର୍ମିକ ଗ୍ରନ୍ଥ 'ମହାଭାରତ'ର କର୍ଣ୍ଣଙ୍କ ଉପରେ ଆଧାରିତ। ଏହି ଫିଲ୍ମର ନା’ ହେଉଛି ‘ସୂର୍ଯ୍ୟପୁତ୍ର କର୍ଣ୍ଣ’। ଏଥିରେ 'ଆଇ' ଫେମ୍ ସମସ୍ତଙ୍କ ପ୍ରିୟ ତାରକା...

Salaar will clash with dunki on box office
ଏହି ଦିନ ବକ୍ସ ଅଫିସରେ ହେବ ସଂଘର୍ଷ; ଶାହରୁଖଙ୍କ ସହ ଲଢିବେ ପ୍ରଭାସ

ବକ୍ସ ଅଫିସରେ ହେବ ବଡ ସଂଘର୍ଷ। ଗୋଟିଏ ଦିନରେ ରିଲିଜ୍ ହେବ ‘ସାଲାର’ ଓ ‘ଡଙ୍କି’। ଏହି ସଂଘର୍ଷକୁ ନେଇ ଏତିକି କୁହାଯାଇ ପାରିବ ଯେ ବକ୍ସ ଅଫିସରେ ଯାହା ବି ହେଉ ଦର୍ଶକ କିନ୍ତୁ ଖୁବ ଉପଭୋଗ କରିବାକୁ ଯାଉଛନ୍ତି କାରଣ ଉଭୟ ଫିଲ୍ମ ଭିନ୍ନ ପ୍ରକାରର।

5 Benefits Of Peanut Oil
Benefits Of Peanut Oil: ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ ଦୂର କରିବ ବାଦାମ ତେଲ; ଚୁଟି ବି ଝଡ଼ିବ ନାହିଁ

ଅଧିକାଂଶ ଘରେ ଖାଦ୍ୟରେ ସୋରିଷ ତେଲ ବ୍ୟବହାର କରାଯାଏ। କିନ୍ତୁ ଆପଣ ଜାଣନ୍ତି କି ଖାଦ୍ୟରେ ବାଦାମ ତେଲ ବ୍ୟବହାର କରାଯାଇପାରିବ। ଏହି ତେଲରୁ ପ୍ରସ୍ତୁତ ଡିସ୍ ଖାଇବା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ ଏବଂ ପେଟରେ ଜମା ହୋଇଥିବା ଚର୍ବି ମଧ୍ୟ ସହଜରେ କମିଯାଏ।

How to carry gown to get best look and avoid common mistakes
Fashion Tips: ଗାଉନ୍ ପିନ୍ଧୁଥିଲେ କରନ୍ତୁ ନାହିଁ ଏହି ଭୁଲ୍; ପାର୍ଟିରେ ଲୋକହସା ହେବେ

ଶାଢୀ ଅପେକ୍ଷା ଗାଉନ୍ ପିନ୍ଧିବା ମହିଳାଙ୍କ ପାଇଁ ସହଜ ହୋଇଥାଏ। ଏଥି ସହିତ, ମହିଳାମାନେ ମଧ୍ୟ ଗାଉନରେ ନିଜକୁ ଆରାମ ଅନୁଭବ କରନ୍ତି। ତେବେ କେବଳ ଯେ ଗାଉନ ପିନ୍ଧି ଏକ ପାର୍ଟୀରେ ଯୋଗଦେବା ଯଥେଷ୍ଟ ନୁହେଁ। ଏନେଇ କିଛି ଗୁରୁତ୍ୱପୂର୍ଣ୍ଣ ଫ୍ୟାଶନ୍ ଟିପ୍ସ ମଧ୍ୟ ରହିଛି, ଯାହା...

Jiggery tea boosts immunity and reduces weight
Health Tips: ପ୍ରତିଦିନ ପିଅନ୍ତୁ ଗୁଡ ଚା’, ଓଜନ କମିବ, ଥଣ୍ଡା ଦୂର ହେବ

ଆପଣ ପ୍ରତିଦିନ ସକାଳେ ଉଠିବା ପରେ କ୍ଷୀର ଚା’ ପିଉଥିବେ । ଏହାକୁ ମିଠା କରିବା ପାଇଁ ଆପଣ ଚିନି ମଧ୍ୟ ବ୍ୟବହାର କରୁଥିବେ, କିନ୍ତୁ ଯଦି ଆପଣ ସୁସ୍ଥ ରହିବାକୁ ଚାହାଁନ୍ତି, ତେବେ ଆପଣଙ୍କ ଚା’ରେ ଚିନି ବଦଳରେ ଗୁଡ ମିଶାଇବା ଆରମ୍ଭ କରନ୍ତୁ। ଏହାର କାରଣ...

Always deserved to be reserved amul post on historic women reservation bill
Viral Story: ‘ସବୁବେଳେ ଆରକ୍ଷିତ ରହିବାକୁ ଯୋଗ୍ୟ’: ମହିଳା ଆରକ୍ଷଣ ବିଲ୍‌ ପାରିତ ପରେ ଅମୁଲର ମଜ୍ଜାଳିଆ ଡୁଡଲ୍

ଲୋକପ୍ରିୟ ଡାଏରୀ ବ୍ରାଣ୍ଡ୍‌ ଅମୁଲ ଏହାର ଆଇକନିକ୍ ଏବଂ ଆକର୍ଷଣୀୟ ଡୁଡଲ୍ସ ପାଇଁ ମଧ୍ୟ ଜଣାଶୁଣା। ବର୍ତ୍ତମାନ ପୁଣି ଥରେ କମ୍ପାନୀ ସଂସଦରେ ଐତିହାସିକ ମହିଳା ସଂରକ୍ଷଣ ବିଲ୍ ପାରିତ ହେବାର ଉତ୍ସବ ପାଳନ କରୁଥିବା ବେଳେ ଏକ ସ୍ୱତନ୍ତ୍ର ଡୁଡଲ୍ ଶେୟାର କରିଛି।

Tiger Shroff shared a glimpse of this dystopian world of Ganpath
ପାୱାର୍ ପ୍ୟାକ୍ ଅବତାରରେ ଆସୁଛନ୍ତି ଟାଇଗର ଶ୍ରଫ୍‌; ଏହି ଦିନ ରିଲିଜ୍ ହେବ 'ଗଣପତ’

ଟାଇଗର ଶ୍ରଫ୍‌ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଗଣପତ: ଏ ହିରୋ ଇଜ୍ ବର୍ଣ୍ଣ' କୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ। ଏହି ଚଳଚ୍ଚିତ୍ରରେ ସେ ନିଜର ପାୱାର୍ ପ୍ୟାକ୍ ଅବତାର ସହିତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିବାକୁ ପ୍ରସ୍ତୁତ ହୋଇ ଆସୁଛନ୍ତି। କ୍ରିତି ସାନନ୍ ଏବଂ ଅମିତାଭ ବଚ୍ଚନଙ୍କ ଅଭିନୀତ...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।