• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

UPSC Recruitment 2023 applications for these posts
UPSC Recruitment 2023 : UPSC ବାହାର କରିଛି ଏହିସବୁ ପଦବୀ, ତୁରନ୍ତ କରନ୍ତୁ ଆବେଦନ

UPSC ଆନୁଷ୍ଠାନିକ ଭାବରେ ସିଷ୍ଟମ୍‌ ଆନାଲିଷ୍ଟ, ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ ଏବଂ ସହକାରୀ ପ୍ରଫେସର ସମେତ ବିଭିନ୍ନ ପଦବୀ ପାଇଁ ଅନ୍‌ଲାଇନ୍ ଆବେଦନ ଗ୍ରହଣ କରିବା ଆରମ୍ଭ କରିଛି। ଜାଣନ୍ତୁ ଶେଷ ତାରିଖ, ଯୋଗ୍ୟତା, ବୟସ ଇତ୍ୟାଦି।

Shah Rukh Khan Jawan highest opening day in hindi net
Jawan box office collection day 1: ପ୍ରଥମ ଦିନରେ ରେକର୍ଡ ଭଙ୍ଗା ରୋଜଗାର କଲା ‘ଜବାନ’

‘ଜବାନ’ର ରୋଜଗାର କେତେ ହେବ? ଫିଲ୍ମ ସାରା ବିଶ୍ୱରେ କେତେ ରୋଜଗାର କରିବ? ‘ଜବାନ’ର ସମୀକ୍ଷା କିପରି ହେବ? ଏହାକୁ ନେଇ ଅନେକ ଲୋକ କିଛି ନା କିଛି ଚିନ୍ତା କରୁଥିବେ। ଏହାରି ଭିତରେ ଆସନ୍ତୁ ଜାଣିବା ଏହାର ପ୍ରଥମ ଦିନର ରୋଜଗାର।

Literacy is a powerful weapon to break the cycle of poverty and inequality
International Literacy Day: ବିଶ୍ୱରୁ ଦାରିଦ୍ର୍ୟ ଓ ଅସମାନତା ଦୂର କରିବ ସାକ୍ଷରତା, ଜାଣିବା ଏହାର ଇତିହାସ

ପ୍ରତିବର୍ଷ ୮ ସେପ୍ଟେମ୍ବରରେ ପାଳନ କରାଯାଉଥିବା ‘ଆନ୍ତର୍ଜାତୀୟ ସାକ୍ଷରତା ଦିବସ’ ହେଉଛି ବ୍ୟକ୍ତିଗତ ବିକାଶ, ସାମାଜିକ ବିକାଶ ତଥା ଦେଶ ତଥା ବିଶ୍ୱର ଆର୍ଥିକ ପ୍ରଗତିର ଗୁରୁତ୍ୱକୁ ଦର୍ଶାଇବା ପାଇଁ ଏକ ବିଶ୍ୱସ୍ତରୀୟ ପଦକ୍ଷେପ। ସାକ୍ଷରତା କେବଳ ଏକ ମୌଳିକ ଅଧିକାର ନୁହେଁ ବରଂ ଦାରିଦ୍ର୍ୟ ତଥା ଅସମାନତାର...

5 amazing foods to increase platelet count in few hours during dengue fever
National Nutrition Week 2023: ଦୈନିକ ଖାଦ୍ୟରେ ସାମିଲ କରନ୍ତୁ ଏହି ୫ ଜିନିଷ, ପାଖ ମାଡିବନି ଡେଙ୍ଗୁ...

ବର୍ତ୍ତମାନ ଡେଙ୍ଗୁ ଜ୍ୱରକୁ ନେଇ ଚାରିଆଡେ ଆତଙ୍କ ସୃଷ୍ଟି ହୋଇଛି। ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବ୍ୟାପକ ହେଉଥିବାରୁ ପ୍ରଶାସନ ଏହାକୁ ଆୟତ୍ତ କରିବାରେ ବିଫଳ ହେଉଥିବା ଦେଖିଯାଉଛି। ତେବେ ‘ଜାତୀୟ ପୋଷଣ ସପ୍ତାହ’ ଅବସରରେ ଆସନ୍ତୁ ଏପରି କିଛି ଖାଦ୍ୟ ବିଷୟରେ ଜାଣିନେବା ଯାହାର ବ୍ୟବହାର ଯୋଗୁଁ ଖୁବ୍...

କିପରି ହୋଇଥିଲା ‘ଭାରତ’, କିଏ କଲା ‘ଇଣ୍ଡିଆ’; କ’ଣ କୁହେ ପୁରାଣ ଆଉ ଇତିହାସ
କିପରି ହୋଇଥିଲା ‘ଭାରତ’, କିଏ କଲା ‘ଇଣ୍ଡିଆ’; କ’ଣ କୁହେ ପୁରାଣ ଆଉ ଇତିହାସ

ଭାରତ ବନାମ ଇଣ୍ଡିଆ। ଏହାକୁ ନେଇ ଚାଲିଛି ରାଜନୈତିକ ଝଡ। ତେବେ ଏହାରି ଭିତରେ ଆସନ୍ତୁ ଜାଣିନେବା କିପରି ହୋଇଥିଲା ଭାରତ ଶବ୍ଦର ଉତ୍ପତ୍ତି ଆଉ କାହିଁକି ହେଲା ଇଣ୍ଡିଆ।

11 countries that have officially changed their names
ନାଁ ବଦଳେଇ ନୂଆ ନାଁରେ ପରିଚିତ ହେଉଛନ୍ତି ଏହି ୧୧ ଦେଶ, ଜାଣନ୍ତୁ ଇତିହାସ...

ସଂସଦର ସ୍ୱତନ୍ତ୍ର ଅଧିବେଶନରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଇଣ୍ଡିଆର ସରକାରୀ ନାମକୁ 'ଭାରତ' ରେ ପରିବର୍ତ୍ତନ କରିବାକୁ ଏକ ପ୍ରସ୍ତାବ ଆଣିବାର ସମ୍ଭାବନା ରହିଛି। ଏହାରି ଭିତରେ ‘ଇଣ୍ଡିଆ’କୁ ବଦଳେଇ ‘ଭାରତ’ ହେବ କି ନାହିଁ ତାହା ତ ପରକଥା, ତେବେ ଏବେ ଆସନ୍ତୁ ଜାଣିନେବା...

How to control diabetes in home remedies
National Nutrition Week 2023: ରୋଷେଇ ଘରର ଏହି ୪ଟି ଜିନିଷ ମଧୁମେହର ପରମ ଶତ୍ରୁ

ଆୟୁର୍ବେଦରେ ଅନେକ ଔଷଧ ଅଛି ଯାହା ମଧୁମେହକୁ ଭଲ କରିପାରେ। ଏହି ଔଷଧଗୁଡ଼ିକ ରୋଷେଇ ଘରେ ସହଜରେ ମିଳିଯାଏ। କିନ୍ତୁ ଏହି ଜିନିଷଗୁଡ଼ିକ ରକ୍ତ ଶର୍କରାକୁ ଶୀଘ୍ର ନିୟନ୍ତ୍ରଣ କରିବା ଆରମ୍ଭ କରନ୍ତି। ଆସନ୍ତୁ ଏମିତି ୪ଟି ଜିନିଷ ଉପରେ ନଜର ପକେଇନେବା।

Janmashtami 2023 Lord Krishna is the symbol of joy
Janmashtami 2023: ଶ୍ରୀକୃଷ୍ଣ ଆନନ୍ଦର ପ୍ରତୀକ; ଯାହା ଆଗରେ ଅହଂକାର ତିଷ୍ଠିପାରେ ନାହିଁ

ଶ୍ରୀମଦ୍ ଭଗବତ ପୁରାଣଙ୍କ ଅନୁଯାୟୀ, ଭଗବାନ ଶ୍ରୀକୃଷ୍ଣ ମଧ୍ୟରାତ୍ରିରେ ରୋହିଣୀ ନକ୍ଷତ୍ର ଏବଂ ବୃଷ ରାଶିରେ ଭାଦ୍ର କୃଷ୍ଣ ଅଷ୍ଟମୀ ତିଥିରେ ଜନ୍ମ ହୋଇଥିଲେ। ଆଜି ଏହି ପବିତ୍ର ଦିନ ଥିବାରୁ ଆସନ୍ତୁ ଶ୍ରୀକୃଷ୍ଣଙ୍କ ଜନ୍ମ ରହସ୍ୟ ବିଷୟରେ ଜାଣିନେବା।

On Teacher's day, the teacher protested on the rain
ଗୁରୁଦିବସରେ ବର୍ଷାରେ ଭିଜିଭିଜି ପ୍ରତିବାଦ କଲେ ଗୁରୁ

ଆଜି ପବିତ୍ର ଗୁରୁଦିବସରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ଶିକ୍ଷକମାନେ। ଭୁବନେଶ୍ୱରସ୍ଥ ଲୋୟର ପିଏମ୍‌ଜିରେ ଆନ୍ଦୋଳନ କରିଛନ୍ତି ଶିକ୍ଷକ। ବର୍ଷାରେ ଭିଜି ଭିଜି କଲେ ଆନ୍ଦୋଳନ। ଦାବି ପୂରଣ ନହେଲେ ଭୋଟ୍ ବାକ୍ସରେ ଜବାବ ଦେବାକୁ ଶିକ୍ଷକ ସଂଘ ଚେତାବନୀ ଦେଇଛି।

Baahubali kattappa becomes super human
‘ସୁପର ହ୍ୟୁମାନ ୱିପନ’ର ଟିଜର୍‌ ରିଲିଜ୍‌; ସୁପର ହ୍ୟୁମାନ୍‌ ହେଇ ଆସୁଛନ୍ତି କଟ୍ଟପ୍ପା

କଟ୍ଟପ୍ପା ଖୁବ୍ ଶୀଘ୍ର ତାଙ୍କ ନୂଆ ରୂପରେ ପରଦାରେ ରାଜ୍ କରିବାକୁ ଯାଉଛନ୍ତି। ତାଙ୍କୁ ଦେଖି କେହିବି ପ୍ରଶଂସା କରିବାରେ ଥକିବେ ନାହିଁ। ନିକଟରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସୁପର ହ୍ୟୁମାନ ୱିପନ’ର ଟିଜର୍‌ ରିଲିଜ ହୋଇଛି।

5 best pulses for heart health and energy
National Nutrition Week 2023: ହାର୍ଟଆଟାକ୍‌ରୁ ରକ୍ଷା ପାଇବା ପାଇଁ ଖାଦ୍ୟରେ ସାମିଲ୍ କରନ୍ତୁ ଏହି ୫ ଡାଲି

ଭାରତ ଏବେ ପାଳନ କରୁଛି ‘ଜାତୀୟ ପୋଷଣ ସପ୍ତାହ’। ଶରୀରକୁ ସୁସ୍ଥ ଆଉ ଫିଟ୍ ରଖିବାକୁ ହେଲେ କେଉଁସବୁ ଖାଦ୍ୟ ଖାଇବା ଜରୁରୀ ସେ ବିଷୟରେ ବିଭିନ୍ନ ସ୍ତରରେ ଲୋକଙ୍କୁ ବୁଝାଯାଉଛି। ଏହି ଅବସରରେ ଡାଲି ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ଆସନ୍ତୁ ସେ ବିଷୟରେ ଜାଣିନେବା।

ONGC Recruitment: Apply for 2,500 posts
ONGC Recruitment 2023: ଆସିଲା ବଡ଼ ନିଯୁକ୍ତି ସୁଯୋଗ ; ONGCରେ ପୂରଣ ହେବ ୨,୫୦୦ ପଦବୀ

ONGC ଆପ୍ରେଣ୍ଟିସ୍ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୨,୫୦୦ ପଦବୀ ପୂରଣ ହେବ। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୨୦

Some Motivational quotes in teachers day
Teacher’s Day 2023: ଜାଣିନିଅନ୍ତୁ ଗୁରୁ-ଶିଷ୍ୟ ପରମ୍ପରା ସହ ଜଡ଼ିତ କେତେକ ମୂଲ୍ୟବାନ ବାଣୀ

ଗୁରୁଙ୍କୁ କେତେକ ସ୍ଥାନରେ ବ୍ରହ୍ମା, ବିଷ୍ଣୁ, ମହେଶ ଏବଂ କେତେକ ସ୍ଥାନରେ ଗୋବିନ୍ଦ ମଧ୍ୟ କୁହାଯାଏ। ତେବେ ଆଜିର ଏହି ପବିତ୍ର ଗୁରୁଦିବସ ଅବସରରେ ଆସନ୍ତୁ ଗୁରୁ ପରମ୍ପରା ସହିତ ଜଡିତ କେତେକ ମୂଲ୍ୟବାନ ବାଣୀ ବିଷୟରେ ଜାଣିନେବା।

Ten famous pauranik guru shishya stories
Teacher’s Day 2023: ଭାରତର ୧୦ ମହାନ ଗୁରୁ, ଯେଉଁମାନଙ୍କ ପାଇଁ ଦେଶ ଗର୍ବ କରେ

ଗୁରୁ ବିନା ସଫଳତା ନାହିଁ। ଅନ୍ଧାରରେ ଆଲୋକ ଗୁରୁ ହିଁ ଦେଖେଇଥାନ୍ତି। ସେ ବତେଇ ଦେଇଥାନ୍ତି ସଫଳତାର ଶୀର୍ଷରେ ପହଞ୍ଚିବାର ରାସ୍ତା। ଭାରତୀୟ ପୁରାଣରେ ଅନେକ ମହାନ ଗୁରୁଙ୍କ ଉଦାହରଣ ରହିଛି ଯେଉଁମାନଙ୍କ ଶିକ୍ଷା ସେମାନଙ୍କ ଶିଷ୍ୟମାନଙ୍କୁ କରିଛି ଶକ୍ତିଶାଳୀ। ଆସନ୍ତୁ ସେମିତି କିଛି ଗୁରୁଙ୍କ ବିଷୟରେ ଜାଣିନେବା।

International Day of Charity
International Day of Charity: ଆପଣଙ୍କର କିଛି ଦାନ ଅଭାବୀ ମଣିଷର ମୁହଁରେ ହସ ଫୁଟାଏ

ଦାନଠାରୁ ବଡ଼ ଧର୍ମ ଆଉ କିଛି ନାହିଁ। ଦାନର ଏହି ମହତ୍ତ୍ୱକୁ ଜଣାଇବା ଲକ୍ଷ୍ୟରେ, ପ୍ରତିବର୍ଷ ସେପ୍ଟେମ୍ବର ୫ରେ ‘ଆନ୍ତର୍ଜାତୀୟ ଚାରିଟି ଡେ’ ବା ‘ଆନ୍ତର୍ଜାତୀୟ ଦାନ ଦିବସ’ ସମଗ୍ର ବିଶ୍ୱରେ ପାଳନ କରାଯାଏ।

The educational institution has been transformed from a two-room asbestos house into a mahadrum
Teacher’s Day 2023: ଦୁଇ ବଖରା ଆଜ୍‌ବେଷ୍ଟସ୍‌ ଘରରୁ ମହାଦ୍ରୁମରେ ପରିଣତ ହୋଇଛି ଏହି ଶିକ୍ଷାନୁଷ୍ଠାନ

ନିଲାମ ଟଙ୍କାରେ ସେ ତିଆରି କରିଥିଲେ ମଣିଷ ତିଆରି କାରଖାନା। ଦୁଇ ବଖରା ଆଜ୍‌ବେଷ୍ଟସ୍‌ ଘରୁ ଆରମ୍ଭ ହୋଇଥିବା ସେହି ଶିକ୍ଷାନୁଷ୍ଠାନ ଏବେ ମହାଦ୍ରୁମରେ ପରିଣତ ହୋଇଛି। ସେ ହେଲେ ଢେଙ୍କାନାଳ ପରଜଙ୍ଗ ବ୍ଲକ ସାଆନ୍ଦା ଆଞ୍ଚଳିକ ମହାବିଦ୍ୟାଳୟର ଆଦର୍ଶ ଶିକ୍ଷକ ଶିଶିର ଦେହୁରୀ। ତେବେ ଆସନ୍ତୁ ଆଜି...

Physical Handicapped Teacher is teaching without money
Teacher’s Day 2023: ଦିବ୍ୟାଙ୍ଗ ଗୁରୁ; ବିନା ଅର୍ଥରେ କରୁଛନ୍ତି ଶିକ୍ଷାଦାନ, ଭବିଷ୍ୟତ ଗଢ଼ିବା ଏକ ମାତ୍ର ଲକ୍ଷ୍ୟ

ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଢ଼ିବାରେ ଶିକ୍ଷକମାନଙ୍କ ଅବଦାନ କିଛି କମ୍ ନୁହେଁ। ଅନେକ ସମୟରେ ଏ ସମାଜ ଏମିତି କିଛି ଗୁରୁଙ୍କୁ ପାଏ ଯେଉଁମାନେ ସବୁଦିନ ପାଇଁ ଉଦାହରଣ ହୋଇ ରହିଯାଆନ୍ତି। ସେମିତି ଜଣେ ଗୁରୁ ହେଲେ ମୟୂରଭଞ୍ଜର କଙ୍କ ମୁର୍ମୁ। ସେ ଦିବ୍ୟାଙ୍ଗ ସତ, ହେଲେ ବିନା ଅର୍ଥରେ...

Teacher’s Day 2023
Teacher’s Day 2023: ଜାଣନ୍ତୁ, କାହିଁକି ସେପ୍ଟେମ୍ବର ୫ରେ ପାଳନ ହୁଏ ଗୁରୁ ଦିବସ ?

ପ୍ରତିବର୍ଷ ସେପ୍ଟେମ୍ବର ୫କୁ ସାରାଦେଶ ଗୁରୁ ଦିବସ ଭାବେ ପାଳନ କରେ। ଗୁରୁ ହିଁ ଜଣେ ବ୍ୟକ୍ତିଙ୍କୁ ଜୀବନର ସଫଳତାର ଶିଖରକୁ ନେଇ ଯାଆନ୍ତି। ଜଣେ ଗୁରୁଙ୍କ ଆଶୀର୍ବାଦରେ ହିଁ ଆମେ ଅଜ୍ଞତାର ଅନ୍ଧକାରରୁ ଜ୍ଞାନର ଆଲୋକକୁ ଯାଇଥାଉ।

Indian Coast Guard Navik Recruitment 2023 Registration for 350 posts
Indian Coast Guard Navik Recruitment: ଇଣ୍ଡିଆନ୍ କୋଷ୍ଟଗାର୍ଡରେ ପୂରଣ ହେବ ୩୫୦ଟି ପଦବୀ

କେନ୍ଦ୍ର ସରକାର ଅଧିନରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନାବିକ ପଦବୀରେ ନିଯୁକ୍ତି ପାଇଁ ଇଣ୍ଡିଆନ୍ କୋଷ୍ଟଗାର୍ଡ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୫୦ଟି ପଦବୀ ପୂରଣ ହେବ।

Shah rukh khan jawan sells over 5 lakh tickets
Jawan: ରିଲିଜ୍ ହେବାକୁ ୨ ଦିନ ବାକି ; ରୋଜଗାର କଲାଣି ୧୭ କୋଟି !

ଲୋକମାନେ ଶାହରୁଖ ଖାନଙ୍କ ‘ଜବାନ’କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନିକଟରେ ଲଞ୍ଚ୍‌ ହୋଇଥିବା ଏହାର ଟ୍ରେଲର ଏହି ଉତ୍ସାହକୁ ଆହୁରି ବଢେଇଦେଇଛି। ନୂଆ ତଥ୍ୟ ଅନୁଯାୟୀ ‘ଜବାନ’ର ଉଦ୍‌ଘାଟନୀ ଦିନରେ ୫ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ହୋଇସାରିଛି।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।