ଟାଇଗର ଶ୍ରଫ୍ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଗଣପତ: ଏ ହିରୋ ଇଜ୍ ବର୍ଣ୍ଣ' କୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ। ଏହି ଚଳଚ୍ଚିତ୍ରରେ ସେ ନିଜର ପାୱାର୍ ପ୍ୟାକ୍ ଅବତାର ସହିତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିବାକୁ ପ୍ରସ୍ତୁତ ହୋଇ ଆସୁଛନ୍ତି। କ୍ରିତି ସାନନ୍ ଏବଂ ଅମିତାଭ ବଚ୍ଚନଙ୍କ ଅଭିନୀତ...
ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର ନିର୍ମାତା ବିଶାଲ ଭରଦ୍ୱାଜ ଏପର୍ଯ୍ୟନ୍ତ 'ଦ କାଶ୍ମୀର ଫାଇଲ୍ସ' ଏବଂ 'ଦ କେରଳ ଷ୍ଟୋରୀ' ଦେଖି ନାହାଁନ୍ତି। ଏହି ଦୁଇଟି ଚଳଚ୍ଚିତ୍ର ବକ୍ସ ଅଫିସ୍ରେ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲେ ବି ସେ ଏହାକୁ ପ୍ରଚାରଧର୍ମୀ ଚଳଚ୍ଚିତ୍ର ବୋଲି କହିଛନ୍ତି।
ଗର୍ଭବତୀ ନହେବା କିମ୍ବା ଗର୍ଭଧାରଣ ନ କରିବା ପଛରେ ଅନେକ କାରଣ ଅଛି, କିନ୍ତୁ ଗତ ଦୁଇ ଦଶନ୍ଧି ଧରି ମହିଳାମାନଙ୍କଠାରେ ଏକ ବିଶେଷ ଧାରା ଦେଖାଯାଉଛି। ଚାପଗ୍ରସ୍ତ ଏବଂ ବ୍ୟସ୍ତବହୁଳ ଜୀବନଶୈଳୀରେ ରହୁଥିବା ମହିଳାମାନଙ୍କଠାରେ ଗର୍ଭଧାରଣ ନ କରିବା ପଛରେ ରକ୍ତରେ ଶର୍କରା ସ୍ତର ସବୁଠାରୁ ବଡ...
ଏ ଦୁନିଆରେ ଅନେକ ନଦୀ ଅଛି ଏବଂ ପ୍ରତ୍ୟେକ ନଦୀର ନିଜସ୍ୱ ଚମତ୍କାର କାହାଣୀ ମଧ୍ୟ ଅଛି। ସାରା ଦେଶରେ ପ୍ରବାହିତ ନଦୀଗୁଡ଼ିକ ସେମାନଙ୍କର ଗୌରବ ଏବଂ ସୌନ୍ଦର୍ଯ୍ୟର କାହାଣୀ ଗାନ କରନ୍ତି। ତେବେ ଆସନ୍ତୁ ଭାରତର ଏମିତି କିଛି ପବିତ୍ର ନଦୀ ବିଷୟରେ ଜାଣିନେବା।
ଲକ୍ଷାଧିକ ଟଙ୍କାର ଦରମା ସହିତ ମନ୍ତ୍ରଣାଳୟରେ ଚାକିରି ପାଇବା ପାଇଁ ଏକ ବଡ଼ ସୁଯୋଗ ଆସିଛି। ଏହି ପଦବୀ ଭାରତ ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶ ପାଇଛି। ଅଧିକ ଜାଣିବା ପାଇଁ ପଢନ୍ତୁ।
ଶାହରୁଖ ପ୍ରଥମ ଭାରତୀୟ ଅଭିନେତା ହୋଇପାରିଛନ୍ତି ଯିଏ ଗୋଟିଏ ବର୍ଷରେ ବିଶ୍ୱବ୍ୟାପୀ ୨୦୦୦କୋଟି ଟଙ୍କା ରୋଜଗାର କରିଛନ୍ତି। ଶାହରୁଖ ଏହି ରେକର୍ଡ କରି ପ୍ରଭାସଙ୍କୁ ମଧ୍ୟ ପଛରେ ପକେଇ ଦେଇଛନ୍ତି।
ଆଜି ପରିଣୀତି ଚୋପ୍ରା ବଲିଉଡର ଏକ ନାଁକରା ଅଭିନେତ୍ରୀ। ତାଙ୍କୁ ଆଜି ସମସ୍ତେ ସମ୍ମାନ ଦେଉଛନ୍ତି। କିନ୍ତୁ ସ୍କୁଲ୍ରେ ପଢିବା ବେଳେ ପୁଅମାନେ ତାଙ୍କୁ ହଇରାଣ କରୁଥିଲେ। ଏମିତି କି ତାଙ୍କ ସ୍କର୍ଟ ମଧ୍ୟ ଉଠାଇବାକୁ ଚେଷ୍ଟା କରିଥିଲେ। ଜାଣନ୍ତୁ ପୂରା ଘଟଣା।
ଖାଦ୍ୟକୁ ସୁସ୍ୱାଦୁ କରିବା ନେଇ ଲୋକେ ତେଜପତ୍ରର ବ୍ୟବହାର କରନ୍ତି। ଭାରତୀୟ ରୋଷେଇ ଘରେ ଶୁଖିଲା ତେଜପତ୍ର ଏକ ସାଧାରଣ ମସଲା। ଆପଣ ହୁଏତ ଖାଦ୍ୟକୁ ସୁସ୍ୱାଦୁ କରିବାରେ ତେଜପତ୍ର ବ୍ୟବହାର କରନ୍ତି, କିନ୍ତୁ ଆପଣ ଜାଣନ୍ତି କି ଏହା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ?
ଆକଳନ ଅନୁଯାୟୀ ୨୦୫୦ ସୁଦ୍ଧା ପ୍ରତ୍ୟେକ ଦଶ ଜଣରେ ଜଣଙ୍କ ପାଖରେ ଶୁଣିବାରେ ସମସ୍ୟା ହେବ। ସେଥିପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଅଧିକରୁ ଅଧିକ ଲୋକ ସାଙ୍କେତିକ ଭାଷା ବୁଝିବା ଜରୁରୀ, କାରଣ ବଧିରମାନଙ୍କ କ୍ଷେତ୍ରରେ କଥିତ ଭାଷା ଶିଖିବାର ବିକଳ୍ପ ନାହିଁ।
ଯେଉଁମାନେ କଥାବାର୍ତ୍ତା କିମ୍ବା ଶୁଣିବାରେ ଅସମର୍ଥ ସେମାନଙ୍କ ପାଇଁ ସାଙ୍କେତିକ ଭାଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିରେ, ଶରୀରର ହାବଭାବ ମାଧ୍ୟମରେ ବ୍ୟକ୍ତିଙ୍କ ସହିତ ବାର୍ତ୍ତାଳାପ କରାଯାଇଥାଏ। ଆସନ୍ତୁ ଜାଣିବା ଏହାର ଇତିହାସ ଓ ମହତ୍ତ୍ୱ।
OSSSC ନୂତନ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ବିଭିନ୍ନ ଜିଲ୍ଲା ପ୍ରତିଷ୍ଠାନ ତଥା ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ହେବ। ଜିଲ୍ଲା କ୍ୟାଡର ଗ୍ରୁପ୍ ସି ପଦବୀରେ ୪୦୦ ଉପରେ ରେଡିଓଗ୍ରାଫରଙ୍କ ନିଯୁକ୍ତି ହେବ।
ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂହ ନିଜ୍ଜରର ହତ୍ୟା ମାମଲାକୁ ନେଇ ଆଜିକାଲି ଭାରତ ଏବଂ କାନାଡା ପରସ୍ପର ସହିତ ମୁହାଁମୁହିଁ ହୋଇଛନ୍ତି। ଏହାରି ଭିତରେ କାନାଡାର ପ୍ରସିଦ୍ଧ ଗାୟକ-ରାପର ଶୁଭନୀତ ସିଂହ ଉର୍ଫ ଶୁଭ ଭାରତକୁ ନେଇ ଯେଉଁ ମତ ଦେଇଛନ୍ତି ଜାଣିଲେ ଆଖି ଛଳ ଛଳ ହୋଇଯିବ।
ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଯାଇଛି। ଧୂମ୍ଧାମ୍ରେ ହେବ ବିବାହ। ମେହେନ୍ଦି ସେଲିବ୍ରେସନ ଆଜି ଦେଖିବାକୁ ମିଳିବ।
ଆଜି ଆମେ ଆପଣଙ୍କୁ ଏପରି ୫ ଟି ଖାଦ୍ୟ ବିଷୟରେ କହିବୁ, ଯାହା ହାଡକୁ ମଜବୁତ କରିବାରେ ବହୁତ ସହାୟକ ହୋଇପାରେ। ଏହିସବୁ ଖାଦ୍ୟରୁ ଚିକେନ୍ ଏବଂ ମଟନ୍ ଅପେକ୍ଷା ଅଧିକ କ୍ୟାଲସିୟମ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ମିଳିପାରିବ। ଏହି ସବୁ ଖାଦ୍ୟ ଆପଣଙ୍କ ହାଡକୁ ଲୁହା...
ଦନ୍ତେୱାଡ଼ା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ। ଦନ୍ତେୱାଡ଼ାର ନାହାଡ଼ି ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର। ମାଓ କ୍ୟାମ୍ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚଢ଼ାଉ। ପୋଲିସ୍ ଉପରକୁ ଆକ୍ରମଣ କରିଥିଲେ ନକ୍ସଲ।
'ସରଦାର ଉଧମ ସିଂହ'ରେ ଭିକି କୌଶଲଙ୍କ ଜବରଦସ୍ତ ଅଭିନୟ ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ଜିତିବେ ବୋଲି ବିଶ୍ୱାସ କରାଯାଉଥିଲା, କିନ୍ତୁ ତାହା ହେଲା ନାହିଁ। ଫିଲ୍ମ 'ପୁଷ୍ପା' ପାଇଁ ଅଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି। ଏହାକୁ...
ଲୋକସଭାରେ ଚାଲିଛି ମହିଳା ସଂରକ୍ଷଣ ବିଲ୍ ଉପରେ ଆଲୋଚନା। ଏହି ଅବସରରେ ଆସନ୍ତୁ ଜାଣିନେବା, ଲୋକସଭାରେ ଆଗତ ହୋଇଥିବା ମହିଳା ସଂରକ୍ଷଣ ବିଲ୍ ଉପରେ। ଯଦି ବିଲ୍ ଆଇନରେ ପରିଣତ ହୁଏ ତା’ହେଲେ କଣ ସବୁ ପରିବର୍ତ୍ତନ ହେବ।
ଚାଟ୍ ମସଲା ଭାରତୀୟ ରୋଷେଇ ଘରେ ଏକ ଗୁରୁତ୍ୱପୂର୍ଣ୍ଣ ମସଲା ଏବଂ ଅଧିକାଂଶ ଘରେ ଏହା ବଜାରରୁ କିଣାଯାଇଥାଏ। ଯଦି ଆପଣ ଚାହାଁନ୍ତି ତେବେ ଆପଣ ଘରେ ମଧ୍ୟ ଚାଟ୍ ମସଲା ତିଆରି କରିପାରିବେ। ଜାଣନ୍ତୁ ତିଆରି କରିବାର ତରିକା।
ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗ ପରେ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତ କାନାଡାର ବରିଷ୍ଠ କୂଟନୀତିଜ୍ଞଙ୍କୁ ପାଞ୍ଚ ଦିନ ମଧ୍ୟରେ ଦେଶ ଛାଡିବାକୁ କହିଛି।
୨୦୦ ଛୁଇଁଲା ସ୍କ୍ରବ୍ ଟାଇଫସ୍। ସୁନ୍ଦରଗଡ଼ରେ ଆଉ ୭ ସ୍କ୍ରବ୍ ଟାଇଫସ୍ ପଜିଟିଭ ଚିହ୍ନଟ। ଚିହ୍ନଟ ନେଇ ସୂଚନା ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ।