• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

30 thousand types of Ganesha idols Made of metal, grain, stone and waste
Ganesh Puja 2023: ୩୦ ହଜାର ପ୍ରକାର ଗଣେଶ ମୂର୍ତ୍ତି; ଧାତୁ, ଶସ୍ୟ, ପଥର, ବର୍ଜ୍ୟବସ୍ତୁରେ ତିଆରି

ଏଠି ୩୦ ହଜାର ପ୍ରକାର ଗଣେଶ ମୂର୍ତ୍ତି ପ୍ରଦର୍ଶନ ହୋଇଛି। ଏକ ସ୍କୁଲରେ ଏହିସବୁ ଗଣେଶ ମୂର୍ତ୍ତି ପ୍ରଦର୍ଶନ ହୋଇଛି। ଏଗୁଡିକ ବିଭିନ୍ନ ଧାତୁ, ଶସ୍ୟ, ପଥର, ବର୍ଜ୍ୟବସ୍ତୁରେ ନିର୍ମାଣ ହୋଇଛି।

Nuakhai the Social integration
Nuakhai 2023: ସାମାଜିକ ଏକତାର କଥା କହେ ନୂଆଖାଇ; ମତଭେଦକୁ କରିଦିଏ ସମାଧାନ

ପଶ୍ଚିମାଞ୍ଚଳର ପାରମ୍ପରିକ ଗଣପର୍ବ ନୂଆଖାଇ। ଏହି ସମୟରେ ଗ୍ରାମବାସୀ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଇଥାନ୍ତି। ପରିବାର ମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ। ସମସ୍ତେ ପୁଣି ଏକଜୁଟ ହୋଇଯାଆନ୍ତି ଆଉ ମିଳିମିଶି ରହନ୍ତି। ଏହା ହେଉଛି ନୂଆଖାଇ ପର୍ବର...

Rain due to low pressure
ଲଘୁଚାପ ପ୍ରଭାବରେ ବର୍ଷା, ଆହୁରି ୨ଦିନ ବର୍ଷିବ

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା। ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି।

Second trial run of Vande Bharat Express
Vande Bharat Express: ବନ୍ଦେ ଭାରତ ଏକ୍ସପ୍ରେସର ଦ୍ୱିତୀୟ ଟ୍ରାଏଲ ରନ୍

ବନ୍ଦେ ଭାରତ ଏକ୍ସପ୍ରେସର ଆଜି ହେଲା ଦ୍ୱିତୀୟ ଟ୍ରାଏଲ ରନ୍। ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍। ସେମି ହାଇସ୍ପିଡ୍ ଟ୍ରେନ୍‌ରେ ରହିଛି ୮ଟି କୋଚ୍।

3 are still missing after the boat capsized in Paradip
ପାରାଦୀପ ମୁହାଣରେ ବୋଟ୍ ଓଲଟିବା ଘଟଣାରେ ଏବେ ବି ୩ ନିଖୋଜ

ପାରାଦୀପ ମୁହାଣରେ ବୋଟ୍ ଓଲଟିବା ଘଟଣା। ଏବେ ବି ୩ ଜଣ ମତ୍ସ୍ୟଜୀବୀ ନିଖୋଜ। କୋଷ୍ଟଗାର୍ଡ ହେଲିକପ୍ଟର୍‌ରେ ଖୋଜାଖୋଜି ସତ୍ତ୍ୱେ ମିଳୁନି ପତ୍ତା।

Nuakhai 2023 Western Odisha is all excited
Nuakhai 2023: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲାଗି ସବୁଠି ଉତ୍ସାହ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲାଗି ସବୁଠି ଉତ୍ସାହ। ନୂଆ ଫସଲକୁ ଇଷ୍ଟ ଦେବଦେବୀଙ୍କୁ ଅର୍ପଣ କରିବ ଚାଷୀ।ମା’ ସମଲେଶ୍ୱରୀଙ୍କ ନିକଟରେ କରାଯିବ ନବାନ୍ନ ଅର୍ପଣ। ଘରେ ଘରେ ନୂଆ ଖାଇବେ ପଶ୍ଚିମ ଓଡ଼ିଶାବାସୀ

Nuakhai 2023 How to decide lagna
Nuakhai 2023: କିପରି ସ୍ଥିର ହୁଏ ନୂଆଖାଇ ଲଗ୍ନ; ସେଦିନ ଓ ଆଜି

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷରେ ପାଳନ କରାଯାଇଥାଏ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ନୂଆଖାଇ ପର୍ବ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି। ଆସନ୍ତୁ ଜାଣିବା କିପରି ସ୍ଥିର ହୁଏ ଏହାର ଲଗ୍ନ।

Cricket World Cup 2023 how was the 1975 Cricket World Cup
Cricket World Cup 2023: କିପରି ଥିଲା ୧୯୭୫ର ବିଶ୍ୱକପ୍ କ୍ରିକେଟ୍; ଗାଭାସ୍କର କାହିଁକି ଖେଳିଥିଲେ ଧିମା ଇନିଂସ୍

ବର୍ତ୍ତମାନ ଭାରତ ଅତି ସହଜରେ ଏସିଆ କପ୍ ଟାଇଟଲ୍ ଜିତିଥିବାରୁ ଏଥର ବିଶ୍ୱକପ୍ ଟାଇଟଲ୍ ଜିତିବା ପାଇଁ ଭାରତୀୟ ଟିମ୍ ମୁଖ୍ୟ ଦାବିଦାର ହେବା ଆଶା ଆହୁରି ବଢିଯାଇିଛି। ଏହି କଳ୍ପନା ଜଳ୍ପନା ଭିତରେ ଆସନ୍ତୁ କ୍ରିକେଟ୍ ବିଶ୍ୱକପ୍‌କୁ ନେଇ ଏହାର ଇସିହାସ ଜାଣିନେବା।

OSEPA Recruitment 2023 posting for 20,000 Junior Teacher
Teacher Recruitment : ଓଡ଼ିଶାରେ ଚାକିରି; ପୂରଣ ହେବ ୨୦,୦୦୦ ଜୁନିଅର ଶିକ୍ଷକ ପଦବୀ

ଓଡ଼ିଶାରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଜୁନିଅର ଶିକ୍ଷକ ନିଯୁକ୍ତି ପାଇଁ OSEPA ଏକ ଚାକିରି ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସାରା ଓଡ଼ିଶାରେ ମୋଟ ୨୦,୦୦୦ ପଦବୀ ପୂରଣ ହେବ।

SS Rajamouli announce his new biopic film made in india
ଏପଟେ ‘ଭାରତ ବନାମ ଇଣ୍ଡିଆ’ ବିବାଦ, ସେପଟେ ଆସୁଛି ‘ମେଡ୍‌ ଇନ୍ ଇଣ୍ଡିଆ’

ଏସ୍ଏସ୍ ରାଜାମୌଲି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ଯେତେବେଳେ ସେ 'ଭାରତୀୟ ସିନେମା ଉପରେ ବାୟୋପିକ୍' କରିବାକୁ ଘୋଷଣା କରିଛନ୍ତି। ଏହାର ଟିଜର ମଧ୍ୟ ରିଲିଜ୍ ହୋଇଛି। ‘ଭାରତ ବନାମ ଇଣ୍ଡିଆ’ ବିବାଦ ଭିତରେ ସେ ‘ମେଡ୍‌ ଇନ୍ ଇଣ୍ଡିଆ’ ଫିଲ୍ମ ଆଣୁଛନ୍ତି।

Rajinikanth is fear and worried after success of jailer
Jailer: 'ଜେଲର' ସଫଳତା ପରେ ଚିନ୍ତାରେ ରଜନୀକାନ୍ତ, କହିଲେ କାରଣ…

'ଜେଲର'ର ସୁପର-ଡୁପର ହେଲା ପରେ ସାଉଥ୍ ଇଣ୍ଡଷ୍ଟ୍ରୀ ପୂରା ଖୁସି। ଏହା କିନ୍ତୁ ରଜନୀକାନ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଯାଇଛି। ଫିଲ୍ମକୁ ନେଇ ସମସ୍ତେ ଖୁସି ମନଉଥିବା ବେଳେ ରଜନୀକାନ୍ତଙ୍କ ନିଦ ହଜିଯାଇଛି, ସେ ଏବେ ଡରରେ ଅଛନ୍ତି ବୋଲି କହିଛନ୍ତି। ହେଲେ କାହିଁକି…

Yoga practice very beneficial for fat loss
Health Tips: ମୋଟାପଣ କମେଇବାର ସରଳ ଉପାୟ; ଦିନସାରା ରହିବେ ଫୂର୍ତ୍ତି

ଯଦି ଆପଣ ଆଜିଠାରୁ ଯୋଗ ଅଭ୍ୟାସ ଆରମ୍ଭ କରନ୍ତି, ତେବେ କେବଳ ଯେ ରୋଗ ଆପଣଙ୍କ ଜୀବନରୁ ଦୂରେଇ ଯିବ ତାହା ନୁହେଁ, ବରଂ ଆପଣ ଏକ ସୁସ୍ଥ ଏବଂ ଦୀର୍ଘ ଜୀବନ ସହିତ ଏକ ସୁଖମୟ ଜୀବନ ବିତାଇବାକୁ ସକ୍ଷମ ହେବେ। ଆସନ୍ତୁ କିଛି ଯୋଗାସନ ଉପରେ...

Why we get angry at ourselves know reasons how to stop it
ନିଜ ଉପରେ କାହିଁକି ଆସେ କ୍ରୋଧ; ଜାଣନ୍ତୁ ଦୂର କରିବାର ୫ ଉପାୟ

ଯେତେବେଳେ ନିଜ ଉପରେ କ୍ରୋଧ ଆସେ, ଏହା ଏକ ଜଟିଳ ପରିସ୍ଥିତି ତିଆରି କରେ। ବେଳେବେଳେ ଏହା ମାନସିକ ସମସ୍ୟାର କାରଣ ମଧ୍ୟ ହୋଇପାରେ। ଯଦି ଏହି ସମସ୍ୟାର ସଠିକ୍ ସମୟରେ ସମାଧାନ ନହୁଏ, ତେବେ ମାନସିକ ଯାତନା ଏତେ ବଢିଯାଏ ଲୋକମାନେ ନିଜର ମଧ୍ୟ କ୍ଷତି କରିବାକୁ...

Ganesh Chaturthi
Ganesh Chaturthi 2023: ଏଠି ଗଣେଶଙ୍କୁ କାହିଁକି କୁହାଯାଏ ଗୁଡିଆ ଗଣେଶ, ପଢନ୍ତୁ ଜାଣିବେ

ଆପଣମାନେ ହୁଏତ ଅନେକ ଗଣେଶଙ୍କ ଅଜବ ନାଁ ଶୁଣିଥିବେ। ଯେମିତି କି ଡ୍ୟାନ୍ସିଂ ଗଣେଶ, ବୁଢ଼ା ଗଣେଶ, ପେଟା ଗଣେଶ ଇତ୍ୟାଦି। ପୁରୀର ଏହି ଜାଗାରେ ଅଛନ୍ତି ଭଣ୍ଡ ଗଣେଶ। ଏହି ନାମକରଣର ରହସ୍ୟ କ’ଣ ଆସନ୍ତୁ ଜାଣିନେବା।

SBI SCO Recruitment 2023 apply for 442 manager specialist posts
SBI Recruitment: SBI ରେ ପୂରଣ ହେବ ୪୪୨ SCO ପୋଷ୍ଟ୍; ଦରମା ୧ ଲକ୍ଷ ଉପରେ

SBI ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିରେ ପୂରଣ ହେବ ୪୪୨ SCO ପୋଷ୍ଟ୍। ଲିଖିତ ପରୀକ୍ଷା ଓ ସାକ୍ଷାରକାର ମାଧ୍ୟମରେ ପ୍ରାର୍ଥୀ ଚୟନ ହେବ। ପ୍ରାର୍ଥୀ ମାସକୁ ୧ ଲକ୍ଷ ଟଙ୍କା ଦରମା ପାଇବେ।

Shah rukh khan physically challenged fan watched jawan on ventilator
Viral Video: ଏମିତି ଫ୍ୟାନ, ଭେଣ୍ଟିଲେଟର୍‌ରେ ଥାଇ ବି ଦେଖିଲେ 'ଜବାନ'; ଭିଡିଓ ହେଲା ଭାଇରାଲ୍

'ଜବାନ' ରିଲିଜ ହେବାର ୧୧ ଦିନ ବିତିଯାଇଥିଲେ ବି ଏହାର କ୍ରେଜ୍ କମୁନି। SRKଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ଉପଭୋଗ କରିବା ପାଇଁ କ୍ରମାଗତ ଭାବରେ ପ୍ରେକ୍ଷାଳୟକୁ ଆସୁଛନ୍ତି। ଏହାରି ଭିତରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଦିବ୍ୟାଙ୍ଗ...

Success of gadar 2 blockbuster movie dhadkan sequel will be make
‘ଗଦର ୨’ ସଫଳତା ପରେ ସିକ୍ୱେଲ୍ କରିବାକୁ ଅଣ୍ଟା ଭିଡିଲେଣି ନିର୍ମାତା; ଲାଇନ୍‌ରେ ଅକ୍ଷୟ-ସୁନିଲ୍‌ଙ୍କ ଏହି ଫିଲ୍ମ

‘ଗଦର ୨’ ବଡ ପରଦାରେ ହଇଚଇ ଖେଳେଇ ଦେଇଛି ଆଉ ଏହା ଭିତରେ ୬୭୪ କୋଟିରୁ ଅଧିକ ରୋଜଗାର କରିସାରିଲାଣି। ‘ଗଦର ୨’ ର ସଫଳତା ପରେ ଅନ୍ୟ ଚଳଚ୍ଚିତ୍ର ନିର୍ମାତାମାନେ ମଧ୍ୟ ପୁରୁଣା ଚଳଚ୍ଚିତ୍ରର ସିକ୍ୱେଲ ତିଆରି କରିବାକୁ ଅଣ୍ଟା ଭିଡିଲେଣି।

 If you overeat biscuits cakes crisps increase risk of heart attack
Health Tips: ବିସ୍କୁଟ, କେକ୍ ଆଦି ଖାଉଥିଲେ ସାବଧାନ! ହୋଇପାରେ ହାର୍ଟ୍ ଆଟାକ୍; ଜାଣନ୍ତୁ କାରଣ

ଆପଣ ଯେତେ ସୁସ୍ଥ ଖାଦ୍ୟ ଖାଆନ୍ତୁ ନା କାହିଁକି, ଯଦି ଆପଣଙ୍କର ବିସ୍କୁଟ, କେକ୍, କୁର୍‌କୁରି ଆଦି ଜିନିଷ ଖାଇବାର ଅଭ୍ୟାସ ଅଛି ତେବେ ଏହା ହୃଦଘାତ କିମ୍ବା ଷ୍ଟ୍ରୋକ୍‌ର ଆଶଙ୍କା ହୋଇପାରେ। ଏ କଥା ଆମେ ନୁହେଁ ବରଂ ବ୍ରିଟେନରେ କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି।

how to take care of elders to make them always healthy and happy
Take Care of Older: ବୟସ୍କମାନଙ୍କ ଯତ୍ନ ନେବାର ୫ଟି ଉପାୟ; ରହିବେ ସୁସ୍ଥ ଆଉ ଫିଟ୍

ବୟସ୍କମାନଙ୍କ ଯତ୍ନ ନେବା କନିଷ୍ଠମାନଙ୍କ କର୍ତ୍ତବ୍ୟ। ଏନେଇ ଘରର ବୟସ୍କମାନଙ୍କୁ ସୁସ୍ଥ ରଖିବା ପାଇଁ ଲୋକମାନେ ଡାକ୍ତର ଏବଂ ଔଷଧର ସାହାଯ୍ୟ ନିଅନ୍ତି। ତେବେ ବୃଦ୍ଧମାନଙ୍କର ଖୁସିର ରହସ୍ୟ ହେଉଛି ଘରର ସଦସ୍ୟ।

Apply for 600 Junior Assistant Manager posts in IDBI
IDBI ବ୍ୟାଙ୍କରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ; ପୂରଣ ହେବ ୬୦୦ଟି ପୋଷ୍ଟ

ବ୍ୟାଙ୍କରେ ଚାକିରି ଖୋଜୁଥୁବା ବ୍ୟକ୍ତିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। IDBI ବ୍ୟାଙ୍କ ଜୁନିଅର ଆସିଷ୍ଟାଣ୍ଟ ମ୍ୟାନେଜର ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୬୦୦ଟି ପଦବୀରେ ନିଯୁକ୍ତି ଦିଆଯିବ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।