କର୍ମଚାରୀ ଚୟନ ଆୟୋଗ (SSC)ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। SSC ଏନେଇ ବାହାର କରିଛି ବିଜ୍ଞପ୍ତି। ଏହି ନିଯୁକ୍ତି ପ୍ରକ୍ରିୟାରେ ସିନିୟର୍ ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ/ଅପର୍ ଡିଭିଜନ୍ କ୍ଲର୍କ ଓ ଜୁନିଅର ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ/ଲୋୟର ଡିଭିଜନ୍ କ୍ଲର୍କ ଗ୍ରେଡ୍ ନିଯୁକ୍ତି ପରୀକ୍ଷା ୨୦୨୩ ଏବଂ ୨୦୨୪ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି।
ଏହି ପଦବୀ ପାଇଁ ଅନ୍ଲାଇନ୍ ଆବେଦନ ଆରମ୍ଭ ହୋଇଗଲାଣି। ଏହି ନିଯୁକ୍ତି ମାଧ୍ୟମରେ ମୋଟ୍ ୨୨୦ଟି ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SSCର ଅଫିସିଆଲ୍ ୱେବସାଇଟ୍ ssc.nic.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Senior Secretariat Assistant/Upper Division Clerk Notification ଓ Junior Secretariat Assistant/Lower Division Clerk Notification ଉପରେ କ୍ଲିକ୍ କରି ଦେଖିପାରିବେ।
Also Read
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୦୨ ଫେବୃଆରୀ ୨୦୨୪
- ଅନ୍ଲାଇନ୍ ଆବେଦନ ଶେଷ – ୨୧ ଫେବୃଆରୀ ୨୦୨୪
- ଅନ୍ଲାଇନ୍ ପରୀକ୍ଷା – ୧୦ ମେ / ୧୩ ମେ ୨୦୨୪(ପରିବର୍ତ୍ତନ ହୋଇପାରେ)
ଶିକ୍ଷାଗତ ଯୋଗ୍ୟତା:
- ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ପାଶ୍
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା:
- ସର୍ବନିମ୍ନ ବୟସ – ୪୫ ବର୍ଷ
- ସର୍ବାଧିକ ବୟସ – ୫୦ ବର୍ଷ
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ମାସିକ ଦରମା:
- ସିନିୟର୍ ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ/ଅପର୍ ଡିଭିଜନ୍ କ୍ଲର୍କ – ୨୫,୫୦୦ ରୁ ୮୧,୧୦୦ଟଙ୍କା
- ଜୁନିଅର ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ/ଲୋୟର ଡିଭିଜନ୍ କ୍ଲର୍କ – ୧୯,୯୦୦ ରୁ ୬୩,୨୦୦ଟଙ୍କା
ଆବଶ୍ୟକୀୟ ଡକ୍ୟୁମେଣ୍ଟ୍:
- ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର
- ଦସ୍ତଖତ
- PWD ସାର୍ଟିଫିକେଟ୍
ଚୟନ ପ୍ରକ୍ରୀୟା:
- କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା
- ପେପର-୧(Subjective)
- ପେପର-୨(Objective)
- ପ୍ରତ୍ୟେକ ଭୁଲ ଉତ୍ତର ପାଇଁ ୦.୨୫ ମାର୍କ କଟାଯିବ