Advertisment

SSC CGL Vacancy: ଗ୍ରାଜୁଏସନ କରିଥିଲେ ସୁବର୍ଣ୍ଣ ସୁଯୋଗ; SSCରେ ପୂରଣ ହେବ ୧୭୭୦୦ରୁ ଅଧିକ ପଦବୀ

କର୍ମଚାରୀ ଚୟନ ଆୟୋଗ (SSC) ର ମିଳିତ ସ୍ନାତକ ସ୍ତର ପରୀକ୍ଷା (CGL) ମାଧ୍ୟମରେ ଅନେକଗୁଡିଏ ପଦବୀ ପୂରଣ ହେବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ମଧ୍ୟ ସୋମବାର ଠାରୁ ଆରମ୍ଭ ହୋଇଯାଇଛି। ଆପଣ ଏହାର ସୁଯୋଗ ନେଇପାରିବେ।

author-image
Pramod Behera
ଅଦ୍ୟତନ ହୋଇଛି
SSC CGL Vacancy 2024 Post Vaccancy 17727

SSC CGL Vacancy 2024 Post Vaccancy 17727

କର୍ମଚାରୀ ଚୟନ ଆୟୋଗ (SSC) ର ମିଳିତ ସ୍ନାତକ ସ୍ତର ପରୀକ୍ଷା (CGL) ମାଧ୍ୟମରେ ଅନେକଗୁଡିଏ ପଦବୀ ପୂରଣ ହେବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ମଧ୍ୟ ସୋମବାର ଠାରୁ ଆରମ୍ଭ ହୋଇଯାଇଛି। ଆପଣ ଏହାର ସୁଯୋଗ ନେଇପାରିବେ।

Advertisment

ଏହା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ, ବିଭାଗ ଏବଂ କାର୍ଯ୍ୟାଳୟରେ ଗ୍ରୁପ୍ ବି ଏବଂ ସି ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଗ୍ରାଜୁଏସନ ପାଶ୍ କରିଥିବା ପ୍ରାର୍ଥୀମାନେ ଏହାର ସୁଯୋଗ ନେଇପାରିବେ। ଏହା ମାଧ୍ୟମରେ ମୋଟ ୧୭୭୨୭ ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: Indian Navy Recruitment 2024: ଭାରତୀୟ ନୌସେନାରେ ନିଯୁକ୍ତି ସୁଯୋଗ; ଫାଇଦା ନେବେ ଦଶମ ପିଲା

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SSC ର ଅଫିସିଆଲ୍ ୱେବ୍‌ସାଇଟ୍‌ ssc.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ SSC CGL Vacancy 2024 Post Vaccancy 17727 Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

 

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୪ ଜୁନ୍ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୪ ଜୁଲାଇ ୨୦୨୪
  • ପରୀକ୍ଷା – ସେପ୍ଟେମ୍ବରରୁ ଡିସେମ୍ବର ଭିତରେ

ଶିକ୍ଷାଗତ ଯୋଗ୍ୟତା:

  • ବିଭିନ୍ନ ପଦବୀ ପାଇଁ ଯୋଗ୍ୟତା ମଧ୍ୟ ଭିନ୍ନ
  • ତେବେ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଗ୍ରାଜୁଏସନ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: North Eastern Railway Recruitment: ଭାରତୀୟ ରେଳବାଇରେ ଚାକିରି ସୁଯୋଗ; ପୂରଣ ହେବ ୧୦୦୦ରୁ ଅଧିକ ପଦବୀ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୩୨ ବର୍ଷ
  • ବୟସ ଗଣନା ୦୧ ଅଗଷ୍ଟ ୨୦୨୪ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ମାସିକ ଦରମା – ୨୫, ୫୦୦ ଟଙ୍କା
  • ସର୍ବାଧିକ ମାସିକ ଦରମା – ୯୨, ୩୦୦ ଟଙ୍କା

ଆବେଦନ ଶୁଳ୍କ:

  • SC/ST/PWBD/ESM/ମହିଳା – ଦେୟ ମୁକ୍ତ
  • ଅନ୍ୟମାନେ – ୧୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • କମ୍ପ୍ୟୁଟର ଆଧାରିତ ପରୀକ୍ଷା
  • ଡମ୍ୟୁମେଣ୍ଟ୍ ଯାଞ୍ଚ

ଅଧିକ ପଢ଼ନ୍ତୁ: Bank Of Baroda Recruitment 2024: BOBରେ ପୂରଣ ହେବ ମ୍ୟାନେଜର୍‌ ପଦବୀ; ଗ୍ରାଜୁଏସନ୍ କରିଥିଲେ ସୁଯୋଗ

SSC Govt Jobs SSC Jobs SSC Recruitment
Advertisment
Advertisment