• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

talented Girl
ଝିଅ ଏଯାଏ ସ୍କୁଲ ଯାଇନି.. ରେକର୍ଡ ପରେ ରେକର୍ଡ କଲାଣି..

ଏଡିକି ବକଟେ ଛୁଆ. ଜାଣିଛି ଦୁନିଆ ଯାକର କଥା.. ଭଲକରି କଥା କହିପାରୁନି, ହେଲେ ଜିତୁଛି ଗୋଟିଏ ପରେ ଗୋଟିଏ ମେଡାଲ୍

Migrant labourer
ଆଶ୍ଚର୍ଯ୍ୟ ! ନିଜ ମୃତ୍ୟୁର ନିଜେ ରଚିଥିଲେ ଷଡଯନ୍ତ୍ର

ଇଏ କେମିତିକା ମଣିଷ? ନିଜ ମୃତ୍ୟୁର ନିଜେ ରଚିଥିଲେ ଷଡଯନ୍ତ୍ର । ଘରକୁ ପଠାଉଥିଲେ ଗୁରୁତର ଆହତ ହେବାର ଫଟୋ । ହେଲେ ସବୁ ସତ ଜାଣିବା ପରେ ବାନ୍ଧିଲା ପୋଲିସ୍‌

Today Panchang
Today Panchang 17th March 2023: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଗୃହ ପ୍ରବେଶ କରନ୍ତୁ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Hospital staff asks Rs 800 bribe
'ଯଦି ପୋଷ୍ଟମର୍ଟମ କରିବ, ତେବେ ୮ଶହ ବାହାର କର... ମାଲ୍‌ ମାରିକି ଶବ କାଟିଦେବୁ..’

ବାପା ଆଗରେ ଚାଲିଗଲା ପିଲା । ପୋଷ୍ଟମର୍ଟମ ପାଇଁ ମେଡିକାଲ ପହଞ୍ଚିବା ପରେ...ଶବ କାଟିବାକୁ ୮ ଶହ ଟଙ୍କା ମାଗିଲେ ମେଡିକାଲ କର୍ମଚାରୀ । ସିଧାସିଧା କହିଲେ ଟଙ୍କା ଦେବା ପରେ ଆମେ ମାଲ୍‌ ମାରିବୁ, ପରେ କାଟିବୁ । ଏବେ ଭାଇରାଲ ହେଲା ଭିଡିଓ

Youth attempts to kill minor gir
ଛି ଛି ! ଏମିତି ପ୍ରେମିକକୁ ଶତଧିକ୍

ଏମିତି ପ୍ରେମିକ ଆପଣ ଜୀବନରେ ଦେଖିନଥିବେ। ପ୍ରେମିକା ସହ ଆରମ୍ଭ ହୋଇଥିବା ତା ପ୍ରେମ, ଶେଷରେ ଗୁଳିକାଣ୍ଡରେ ଶେଷ ହୋଇଛି… ପ୍ରେମ କଲା ଜଣକୁ, ବାହା ହେଲା ଆଉ ଜଣକୁ। ଆଉ ବାହା ହେଲାପରେ ପୁଣି ପ୍ରେମ କରୁଥିବା ଝିଅ ସହ ସଂପର୍କ ରଖିବାକୁ ଚାହିଁଲାରୁ ଏତେ କାଣ୍ଡ...

Today Panchang
Today Panchang 16th March 2023: କେଉଁ ମୂହୁର୍ତ୍ତ ହେବ ଶୁଭ, ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

News Fuse
ଇଏ ଥାନା ନା ଦାରୁଖାନା !

ଥାନା ଭିତରେ ଚାଖଣା ତାଟିଆ କ’ଣ କରୁଛି ? ଖଟ ଉପରେ ଯେତିକି ବୋତଲ ଅଛନ୍ତି ତଳେ ବି ସେତିକି!

divyang girl
ନବମ ଛାତ୍ରୀ ଦେଲେ ମାଟ୍ରିକ୍ ପରୀକ୍ଷା

ଗୋଟିଏ ପରୀକ୍ଷା ସଜାଡିବ ଦୁଇ ଜଣଙ୍କ ଭାଗ୍ୟ। ପାସ ହେଲେ ଜଣେ କଲେଜ୍ ଯିବେ ଆଉ ଅନ୍ୟ ଜଣଙ୍କ ଆତ୍ମ ବିଶ୍ୱାସ ଦୃଢ ହେବ। କିନ୍ତୁ ଏବେ ଉଭୟେ ସମାଜ ପାଇଁ ପ୍ରେରଣା ସାଜିଛନ୍ତି।

This sarpanch in Nayagarh
ସରପଞ୍ଚ ହେବ ତ ଏମିତି

ସରପଞ୍ଚ ହେବ ତ ଏମିତି..ହାତରେ କୋଦାଳ, ମନରେ ସବୁଜ ବନାନୀର ସ୍ୱପ୍ନ

 Asia's 1st woman loco pilot
ଦିନେ ଲୋକେ ପାଇଲଟ୍‌ ଥିଲେ, ଏବେ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ସାରଥୀ

ଦିନେ ଲୋକୋ ପାଇଲଟ୍‌ ଥିଲେ, ଏବେ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ସାରଥୀ । ଜାଣନ୍ତୁ କେମିତି ଥିଲା ସଫଳତାର ଏହି ଯାତ୍ରା

Today Panchang
Today Panchang 15th March 2023: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ପୂଜା

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

 Peacock
ପୁଅ ପରି ପାଳୁଛୁ ମୟୂର

ପୁଅ ପରି ପାଳୁଛୁ ମୟୂର, ନିର୍ଭୟରେ ବିଚରଣ କରୁଛନ୍ତି ହଜାର ହଜାର ମୟୂର

Gold Price Today
Gold Price Today 14th March 2023: ବଢିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୭,୯୮୦ ଟଙ୍କା ହୋଇଛି।

Asst professor's daredevil bike stunts leave all stunned
ଜିନା ମ୍ୟାଡାମଙ୍କ ବୁଲେଟ୍ ଷ୍ଟଣ୍ଟ୍, ଲୋକେ କହୁଛନ୍ତି ଓ୍ୱାଃ ଓ୍ୱାଃ

ଜିନା ମ୍ୟାଡାମ୍ ଏପଟେ କ୍ଲାସରେ ପିଲାଙ୍କୁ ଇତିହାସ ପଢାନ୍ତି.. ସେପଟେ ଦୁଃସାହସିକ ବୁଲେଟ୍ ଷ୍ଟଣ୍ଟ୍ କରନ୍ତି.. ଇଏ ହେଉଛନ୍ତି ଫକୀରମୋହନ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଜିନା ପ୍ରିୟଙ୍କା ଜେଠୀ

 Panchang
Today Panchang 14th March 2023: ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତରେ ନୂତନ ଜିନିଷ କ୍ରୟ କରନ୍ତୁ

ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

News Fuse
ହଇରେ ନାରଣ..ସହଜେ ଗ୍ୟାସ ଦର ଯାହା ସରକାରକୁ ଆସିଲେ କହିଲେଣି ଆହୁରି ବଢେଇବେ...

ହେ ପ୍ରଭୁ କେଉଁଠି ମୁଣ୍ଡ ପିଟିବି, ସହଜେ ଗ୍ୟାସ ଦର ଯାହା ସରକାରକୁ ଆସିଲେ କହିଲେଣି ଆହୁରି ବଢେଇବେ

3 kids to join Indian Army
କୋରାପୁଟରେ ଦଙ୍ଗଲ କାହାଣୀ

ନିଜେ ସେନାରେ ସାମିଲ ହୋଇ ଦେଶ ସେବା କରିବାକୁ ସ୍ୱପ୍ନ ଦେଖିଥିଲେ ହେଲେ ନିରାଶ ହେଲେ । ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବାକୁ ଏବେ ପିଲାମାନେ ଅଣ୍ଟା ଭିଡ଼ିଛନ୍ତି ୩ ଭାଇ ଭଉଣୀ ।

potato farming
ଜୈବିକ ପଦ୍ଧତିରେ ପଥୁରିଆ ମାଟିରୁ ଉତ୍ପାଦନ ହେଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଆଳୁ

ସାର୍ଥକ ହେଲା ଶ୍ରମ ଦାନ । ଯାହା ଅସମ୍ଭବ କୁହାଯାଉଥିଲା, ତାହାକୁ ସମ୍ଭବ କରି ଦେଖାଇଲେ ଚାଷୀ । ପୁଣି ଜୈବିକ ପଦ୍ଧତିରେ ପଥୁରିଆ ମାଟିରୁ ଉତ୍ପାଦନ କଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଆଳୁ।

Gold Price Today
Gold Price Today 13th March 2023: ସୁନା କିଣିବା ପୂର୍ବରୁ ନଜର ପକାନ୍ତୁ ଆଜି କେତେ ରହିଛି ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୭,୨୨୦ ଟଙ୍କା ହୋଇଛି।

Today Panchang
Today Panchang 13th March 2023: ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।