• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

No blackboard
ଏଣିକି କ୍ଲାସ୍‌ ରୁମରେ ଆଉ ରହିବନି କଳାପଟା !

ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ବଡ଼ ଖବର । ଏଣିକି କ୍ଲାସରୁମ୍‌ରେ ଲାଗିବନି କଳାପଟା । ସାଙ୍ଗ ହୋଇ ଗ୍ରୁପରେ ପାଠ ପଢିବେ ପିଲାଏ । ଜାଣନ୍ତୁ ଏମିତି ନିୟମ କେବେଠୁ ହେବ ଲାଗୁ

Flower lover
ଫୁଲ ପାଇଁ ଚାକିରି ଛାଡ଼ିଲେ...ଘରେ ରହି ଗଛର ଯତ୍ନ ନେଲେ

ପାଗଳ କରିଛି ଫୁଲ । ମୋଟା ଦରମା ପାଉଥିଲେ ବି ଛାଡ଼ି ଦେଲେ ଚାକିରି । ଏବେ ଘରେ ରହି ଗଛର ନେଉଛନ୍ତି ଯତ୍ନ । ପୂରା ଏରିଆରେ ରଶ୍ମିତାଙ୍କୁ ନେଇ ବଢିଲା ଚର୍ଚ୍ଚା

Panchang
Today Panchang 9th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

jawan death
ଭେଣ୍ଡିଆ ପୁଅ ଚାଲିଗଲା, ମାଆ ପାଗଳି

ସୀମାରେ ସୈନିକ ଥିଲେ, ପରିବାର ଚଳାଉଥିଲେ । ଅଧା ରାସ୍ତାରେ ସ୍ତ୍ରୀ, ପିଲା..ମାଆଙ୍କୁ ଛାଡ଼ି ଚାଲିଗଲେ । ଭେଣ୍ଡିଆ ପୁଅକୁ ହରାଇ ପାଗଳି ପ୍ରାୟ ମାଆ । ଭୂଇଁରେ ମୁଣ୍ଡ ବାଡ଼େଇ କାନ୍ଦୁଛି ସ୍ତ୍ରୀ

Gold Price Today
Gold Price Today 7th April 2023: ସୁନା କିଣିବାକୁ ଯାଉଛନ୍ତି କି? ନଜର ପକାନ୍ତୁ ଆଜି କେତେ ରହିଛି ଦର

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୮୭୦ ଟଙ୍କା ହୋଇଛି।

 gets felicitated for fitness
ଫିଟନେସ୍‌ ଲାଗି ପୁରସ୍କାର ପାଇଲେ ପୋଲିସ୍‌

ପେଟ ବଢିଯାଉଛି, ଅଳସୁଆ ହୋଇଯାଉଛି ପୋଲିସ୍‌ । ଫିଟ୍‌ ନରହିଲେ ଚାକିରି ଯିବ..ଏମିତି ଚର୍ଚ୍ଚା ଭିତରେ ଏବେ ନିଜର ଫିଟ୍‌ନେସ୍‌ ପାଇଁ ପୁରସ୍କାର ପାଇଲେ ଜଣେ ପୋଲିସ ଅଧିକାରୀ । ସିଏ ପୁଣି ଜାତୀୟ ସ୍ତରର...

News Fuse
ଛି ଛି...ବାଦାମ ପ୍ୟାକେଟ୍‌ରେ ପୋକ

ଛି ଛି ଛି...ବାଦାମ ପ୍ୟାକେଟ୍‌ରେ ସାଲୁବାଲୁ ହେଉଛନ୍ତି ପୋକ । ୟାକୁ ଖାଇଲେ କଣ ହେବ?

couple adopts
ଜନ୍ମ କଲା ମାଆ ଫୋପାଡି ଚାଲିଗଲା, ଜର୍ମାନୀରୁ ଆସି କୋଳେଇ ନେଲେ ଦମ୍ପତି

ଦିନେ ଜୀବନ ସହ ସଂଘର୍ଷ କରୁଥିଲା ନବଜାତ ଶିଶୁକନ୍ୟାଟି.. ହେଲେ ଆଜି ଦେଖନ୍ତୁ କୁନି ପରୀ ଟିଏ ଭଳି ଦିଶୁଛି.. ଟୁକୁ ଟୁକୁ ଅନାଇ ଖିଲି ଖିଲି ହସୁଛି..କୋଳରେ ଗେହ୍ଲା ହୋଇ ବୋତଲ ଧରି କ୍ଷୀର ଖାଉଛି.. ଏଇ କୁନି ଝିଅକୁ ଈଶ୍ୱର ସାହା ହୋଇଛନ୍ତି.. ଆଉ ସେ...

Today Panchang
Today Panchang 7th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ କ୍ରୟ କରନ୍ତୁ ନୂତନ ଦ୍ରବ୍ୟ

ସୈାର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୭ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

News Fuse
ପ୍ୟାଣ୍ଟ ପିନ୍ଧାଇଲା କିଏ?

ସ୍ୱାଧୀନତା ଦେଇଥିଲେ, ଧୋତି ପିନ୍ଧୁଥିଲେ । ହେଲେ ପୌର ପ୍ରଶାସନ ତାଙ୍କୁ ପିନ୍ଧାଇଲା ପ୍ୟାଣ୍ଟ...ଏବେ ଦେଖନ୍ତୁ ହେଉଛି କଣ?

Teacher
ଆ ସୁନା ଘରୁ ବାହାରି ଆ...ପେଟେ ପିଇ ନାଚିଲେ ହେଡ୍‌ସାର୍‌

ଇଏ କାଳେ ଶିକ୍ଷକ । ପେଟେ ପିଇ ଦେଇ ନାଚିଲେ ଆ ସୁନା ଘରୁ ବାହାରି ଆ..ତାତିଲେ ଗ୍ରାମବାସୀ । ପୂର୍ବରୁ ବି ଏମିତି କାଣ୍ଡ ଶିକ୍ଷକ କରିଥିବା ନେଇ କଲେ ଅଭିଯୋଗ

Gold Price Today
Gold Price Today 6th April 2023: ସୁନା ଦର ଆକାଶ ଛୁଆଁ, ଜାଣନ୍ତୁ ଆଜି କେତେ ରହିଛି ମୂଲ୍ୟ

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୯୮୦ ଟଙ୍କା ହୋଇଛି।

teaching free
ଆଜୀବନ ମାଗଣା ପଢାଉଥିଲେ, ମଲା ବେଳେ ଆଖି ଦେଇଗଲେ

ଜୀବନ ସାରା ପିଲାଙ୍କୁ ମାଗଣାରେ ପଢାଇଲେ ପାଠ । ଏବେ ମରିଯିବା ପରେ ଦାନ କରିଦେଲେ ଆଖି...

Marigold Farming
ମାଲେମାଲ କରିଦେଲା ଗେଣ୍ଡୁ ଚାଷ...ରୋଜଗାର ଦେଖିଲେ

କେମିତି ରୋଜଗାର କରିବେ ବୋଲି ଭାବୁଥିଲେ, ଚିନ୍ତିତ ଥିଲେ । ଏବେ ଗେଣ୍ଡୁ ଚାଷ କରି ମାଲେମାଲ ହେଲେ । ମାସକୁ ରୋଜଗାର ଜାଣିଲେ ଉଡ଼ିଯିବ ହୋସ୍‌

Today Panchang
Today Panchang 6th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ପୂଜା

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୬ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Leo Zodiac
ଏହି ରାଶିର ବ୍ୟକ୍ତି ଠିକ୍ ସମୟରେ ପ୍ରତିପକ୍ଷକୁ ପାନେ ଦେବାରେ ପାରଙ୍ଗମ

ରାଶିକୁ ନେଇ ମନ ଭିତରେ ଅନେକ ଦ୍ୱନ୍ଦ ରହିଛି । ୧୨ଟି ରାଶି ମଧ୍ୟରେ ପଞ୍ଚମ ରାଶି ହେଉଛି ସିଂହ । ତେବେ ଆଜି ଆମେ ଜାଣିବା ସିଂହ ରାଶି ବିଷୟରେ...। କେମିତି କଟେ ଏମାନଙ୍କ ବ୍ୟକ୍ତିଗତ ଜୀବନ...ଏହି ରାଶିର ବ୍ୟକ୍ତିଙ୍କ ସ୍ୱଭାବ କିପରି ।

gold necklace
Gold Price Today 5th April 2023: ସୁନା କିଣିବା ପୂର୍ବରୁ ନଜର ପକାନ୍ତୁ ଆଜି କେତେ ରହିଛି ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୩୬୦ ଟଙ୍କା ହୋଇଛି।

chiken hongkong
ରେଷ୍ଟୁରାଣ୍ଟ ଷ୍ଟାଇଲରେ ଘରେ ପ୍ରସ୍ତୁତ କରନ୍ତୁ ‘ବୋନଲେସ୍‌ ଚିକେନ ହଂକଂ’

ଆପଣ କେବେ ‘ବୋନଲେସ୍‌ ଚିକେନ ହଂକଂ’ ରେସିପି ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି ଆଜି ହିଁ ରେଷ୍ଟୁରାଣ୍ଟ ଷ୍ଟାଇଲରେ ଘରେ ପ୍ରସ୍ତୁତ କରନ୍ତୁ ‘ବୋନଲେସ୍‌ ଚିକେନ ହଂକଂ’ । ତେବେ ଚାଲନ୍ତୁ ଜାଣିବା ‘ବୋନଲେସ୍‌ ଚିକେନ ହଂକଂ’ ଘରେ କିପରି ସହଜରେ ପ୍ରସ୍ତୁତ କରି ପାରିବେ...

Atabira NAC election
ଅତାବିରା ଏନଏସି ନିର୍ବାଚନରେ ବିଜେଡିର ବାଜିମାତ୍, ୧୧ଟି ୱାର୍ଡରେ ବିଜୟୀ

ଅତାବିରାରେ ବିଜେଡିର ବାଜିମାତ୍ । ବରଗଡ଼ର ଅତାବିରା ଏନଏସି ନିର୍ବାଚନରେ ବିଜେଡିର ବାଜିମାତ୍ । ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

Dog-man fight
କୁକୁର ମଣିଷ ଲଢେଇରେ କେବେ ଲାଗିବ ବ୍ରେକ....କିଏ ଏଥି ପାଇଁ ଦାୟୀ ?

ରାଜଧାନୀରେ କୁକୁରଙ୍କ ସଂଖ୍ୟା କମାଇବାକୁ ବିଏମ୍ ସିର ଗୁରୁତ୍ବ। ସେମାନଙ୍କ ଖାଦ୍ୟ ଏବଂ ସ୍ବାସ୍ଥ୍ୟ ସହ ସଂଖ୍ୟା କମାଇବାକୁ ଯୋଜନା କରୁଛି ବିଏମସି। ଦିନକୁ ଦିନ ବୃଦ୍ଧି ପାଉଥିବା କୁକୁର ମଣିଷ ଲଢେଇରେ ରୋକ ଲଗାଇବାକୁ ବିଭିନ୍ନ ପଦକ୍ଷେପ ନେବାକୁ ଯୋଜନା କରିଛି ବିଏମସି।

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।