• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

News Fuse
ନିଆଁକୁ ଖାତିର ନ କରି ଜଣେ ଦେଶଭକ୍ତ ଜାତୀୟ ପତାକାକୁ ସୁରକ୍ଷିତ ତଳକୁ ଆଣିଲେ

ନିଆଁକୁ ଖାତିର ନ କରି ଜଣେ ଦେଶଭକ୍ତ ଜାତୀୟ ପତାକାକୁ ସୁରକ୍ଷିତ ତଳକୁ ଆଣିଲେ

Today Panchang
Today Panchang 30th Jan 2023: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ କେଉଁ ମୁହୂର୍ତ୍ତ ହେବ ଶୁଭ

ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Gold Price Today
Gold Price Today 28th Jan 2023: ବଢିଛି ସୁନା ରୁପା ଦାମ୍, କିଣିବା ପୂର୍ବରୁ ନଜର ପକାନ୍ତୁ କେତେ ରହିଛି ଦର

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୬,୮୦୦ ଟଙ୍କା ରହିଛି ।

UP woman drives e-rickshaw
ଝିଅ ହେବ ଡାକ୍ତର ମା ଦିନ ରାତି ଭିଡୁଛି ରିକ୍ସା

ଡାକ୍ତର ହେବା ପାଇଁ ପ୍ରବଳ ଟଙ୍କାର ଆବଶ୍ୟକତା ଅଛି। ଟଙ୍କା ଆଗରେ ହାର ମାନିଯିବକି ଏ ମାଆର ସ୍ୱପ୍ନ ଝିଅ ହେବ ଡାକ୍ତର ଦେଶ ସେବା କରିବ । ମାଆ ତା ପାଇଁ ଦିନ ରାତି ଭିଡୁଛି ଇ-ରିକ୍ସା ।

 youth amazes all with his painting skills
ଭାଗ୍ୟ ବଦଳାଇଦେଲା ୟୁଟ୍ୟୁବ୍, ପାଲଟିଗଲେ ଚିତ୍ରକର

ୟୁଟ୍ୟୁବ୍ ରୁ ଚିତ୍ର ଶିଖି ବିଦେଶରେ ବିକୁଛନ୍ତି । ସାଧାରଣ ପରିବାରରେ ଜନ୍ମ ନେଇଥିଲେ ହେଲେ ନିଜ ଭିତରେ ଥିବା କଳାକାର ତାଙ୍କୁ ଦେଲା ପରିଚୟ । ୟୁଟୁବ୍ ଦେଖି ପାଲଟିଗଲେ ଚିତ୍ରକର

Gambusia fish to control mosquito
ଏଇ ମାଛ ସବୁ ମଶାବଂଶ ନାଶ କରିବ

ମଶା ଖିଆ ଗମ୍ୱୁସିଆ ମାଛ । ଆଖି ପିଛୁଳାକେ ବଢିବ । ଖାଲି ମାଛ ଅଣ୍ଡା ଖାଇଯିବ । ଆପଣଙ୍କ ଘର ପାଖେ ପାଣି ଜମୁଛି କି ଗମ୍ୱୁସିଆ ଛାଡି ଦିଅନ୍ତୁ । ମେଲେରିଆରୁ ମୁକ୍ତି ପାଆନ୍ତୁ

jatra artist seeks financial assistant
ପରିବାର ପୋଷିବା ପାଇଁ ଦଣ୍ଡ ନାଚୁଛନ୍ତି ଦ୍ରୌପଦୀ

ପୁରାଣର ଦ୍ରୌପଦୀଙ୍କର ସଂଘର୍ଷ ଆପଣମାନେ ଜାଣିଥିବେ ହେଲେ, ଏ ଏମିତି ଜଣେ ଦ୍ରୌପଦୀ ଯେ ପରିବାର ପୋଷିବା ପାଇଁ କରୁଛନ୍ତି ସଂଘର୍ଷ । ବୟସ ମାତ୍ର ଷୋହଳ ହେଲେ ସେ ଏ ବୟସରେ ମୁଣ୍ଡେଇଛନ୍ତି ପରିବାରର ବୋଝ

Today Panchang
Today Panchang 28th Jan 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

News Fuse
ରାସ୍ତାରେ ଗଡୁଥିଲେ, ଏବେ ଗୋଶାଳାରେ ଗାଜର ଖାଉଛନ୍ତି

ନବୀନଙ୍କ ଗାଈ ପ୍ରେମ ଦେଖି ଏବେ ସମସ୍ତେ କାବା । ଭୁବନେଶ୍ୱର ରାସ୍ତାରେ ଗୋଟିଏ ବି ଗାଈ ନାହାନ୍ତି । ଏବେ ସମସ୍ତେ ଗୋଶାଳାରେ ସାଲାଡ୍ ଖାଉଛନ୍ତି ।

Gold Price Today
Gold Price Today 27th Jan 2023: ଜାଣନ୍ତୁ ଆଜି କେତେ ଅଛି ଆପଣଙ୍କ ସହରରେ ସୁନା ଦର

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ସ୍ଥିର ରହିଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୭,୨୭୦ ଟଙ୍କା ରହିଛି ।

 News Fuse
ଏତେ ସୁଆଦିଆ ଖାଇବା ଆମ ନାରଣର ଭାଗ୍ୟରେ ନାହିଁ

ଏତେ ସୁଆଦିଆ ଖାଇବା, ଦେଖିଲେ ପାଟିର ଲାଳ ବାହାରିବ, ଖାଇବାର ସୌଭାଗ୍ୟ କିନ୍ତୁ ନାରଣର ନାହିଁ...

news paper collector
ଶହେ ବର୍ଷରୁ ଅଧିକ ପୁରୁଣା ଖବର କାଗଜକୁ ସାଇତି ରଖିଛନ୍ତି କେନ୍ଦୁଝରର ସୁଜିତ

ହରିଜନ, ଦ ଷ୍ଟେଟସମ୍ୟାନ, ଗଡଜାତ ବିସିନୀ, ଉତ୍କଳ ବାର୍ତ୍ତା, ସମ୍ବଲପୁର ହୈତଷିଣୀ, ଓଡ଼ିଆ ଓ ନବସମ୍ବାଦ, ଗଞ୍ଜାମ, ଜନଶକ୍ତି, ଇଣ୍ଡିପେଣ୍ଡେଣ୍ଟ, 15 ଅଗଷ୍ଟ, ଉତ୍କଳ ଦୀପିକା । ଏମିତି ଆହୁରି କେତେ କଣ । ଶହେ ବର୍ଷରୁ ଅଧିକ ପୁରୁଣା ଖବର କାଗଜକୁ ସାଇତି ରଖିଛନ୍ତି କେନ୍ଦୁଝରର ସୁଜିତ...

Panchang
Today Panchang 27th Jan 2023: ଆପଣଙ୍କର କେଉଁ ମୁହୂର୍ତ୍ତ ହେବ ଶୁଭ ଜାଣନ୍ତି କି? ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Remembering Baji Rout
ବାର ବରଷର ବାଳୁତ ବୀର.. ବ୍ରହ୍ମଣୀ କୂଳେ ତାହାରି ଘର..

ସେଦିନ ଥିଲା ୧୯୩୮ ଅକ୍ଟୋବର ୧୧ତାରିଖ..ଏଇ ବ୍ରାହ୍ମଣୀ ନଦୀର ନୀଳକଣ୍ଠପୁର ଘାଟରେ ଘାଟ ଜଗିବା ପାଳି ପଡିଥିଲା..

News Fuse
୪୦ ଥର କଲେ ୧୫ ଦିନ ମଟନ ଫ୍ରି..

ଆଲୋ ଆଲୋ.. ଏଇଟା ତ ମେନ୍ ଆଉ.. ମଟନ୍ ଦେଇଦେଲେ ତ ଗଲା ଆଉ ୨୪ ପାଇଁ ପ୍ରସ୍ତୁତି ଶେଷ..

solemnises marriage
ପୂର୍ବତନ ବିଧାୟକଙ୍କ ମହାନତା, ବୋହୂର କରାଇଲେ ଦ୍ୱିତୀୟ ବିବାହ

ନେତା ହେବ ତ ଏମିତି ବଡ଼ ହୃଦୟର। କରୋନାରେ ତାଙ୍କ ପୁଅର ମୃତ୍ୟୁ ଯାଇଥିଲା। ଏବେ ସେ ନିଜ ବିଧବା ବୋହୂର ୨ୟ ବିବାହ ନିଜେ କରାଇଛନ୍ତି। ଏହି ଖବର ନିଜେ ପୂର୍ବତନ ବିଧାୟକ ନିଜ ଫେସବୁକରେ ପୋଷ୍ଟ କରି ଲେଖିଛନ୍ତି ଭାବପୂର୍ଣ୍ଣ କଥା।

System generating water from air
ପବନରୁ ତିଆରି ହେଉଛି ପାଣି

ଏହି ମେସିନ କୌଣଷି ୱାଟର ପ୍ୟୁରିଫାୟର ନୁହେଁ । ଏହା ହେଉଛି ୱାଟର ଜେନେରେଟର ବା ୱାଟର ଜେନ୍ । ପବନରୁ ପାଣି ତିଆରି କରୁଛି ଏହି ମେସିନ । ପ୍ୟାକେଜିଂ ପାଣି, ଟ୍ୟାପ ପାଣି କିମ୍ବା ନଳକୂପ ପାଣି ଠାରୁ ବହୁ ଗୁଣରେ ସ୍ଵାଦ ଓ...

Panchang
Today Panchang 26th Jan 2023: ଆଜିର ପଞ୍ଚାଙ୍ଗ,ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ

ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

News Fuse
ଇତିହାସ ଓ ନଗର ବିଜ୍ଞାନ ମନେପକେଇଦେଲେ କେଭି ସାର୍..

ହଇରେ ନାରଣ.. କି ଶୁଣିଲା ଏ କାନ..ଆମେ ଶୁଣିଥିଲୁ ଅଫିସର ସର୍ବେସର୍ବା, ନେତା ସବୁ ଶୂନ.. କେଭି ସାର୍ କହିଲେଣି ଅଫିସର ପିଅନ

Swachh Bharat Warrior
ସମସ୍ତେ ଶୋଇଯିବା ପରେ ରାତି ସାରା ଝାଡୁ ମାରନ୍ତି.. ସକାଳୁ ସହର ଚକାଚକ୍..

ସ୍ୱଚ୍ଛ ଭାରତର ଏ ହେଉଛନ୍ତି ଆଦର୍ଶ ମହିଳା.. ମାଗଣାରେ କରୁଛନ୍ତି ରାସ୍ତା ସଫା.. କୋଲାବ ସହରର ସ୍ୱଚ୍ଛ ଭାରତୀ ରମା ନୁନି.. ଜାଣନ୍ତୁ ତାଙ୍କ କାହାଣୀ..

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।