• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

IPL 2024
ହାରିଲା ଚେନ୍ନାଇ,୭ ୱିକେଟରେ ଚେନ୍ନାଇକୁ ମାତ୍ ଦେଲା ପଞ୍ଜାବ

ହାରିଲା ଚେନ୍ନାଇ, ଜିତିଲା ପଞ୍ଜାବ । ଗତକାଲି IPLରେ ଆଉ ଏକ ରୋମାଞ୍ଚକର ମ୍ୟାଚ୍ ଚେନ୍ନାଇକୁ ୭ ୱିକେଟରେ ମାତ୍ ଦେଲା ପଞ୍ଜାବ । ପଂଜାବ ୧୬୩ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ୧୭.୫ ଓଭରରେ ୩ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ

heatwave
ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରକୋପ,୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ। ଆଜି ବି ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିବ । ୧୦ ଜିଲ୍ଲାକୁ ଅରେଞ୍ଜ ଓ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

Goldy Brar
ମରିନି ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଗୋଲ୍ଡି ବ୍ରାର୍‌ !

ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଗୋଲ୍ଡି ବ୍ରାର୍‌କୁ ହତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଲ୍ଡିର ମୃତ୍ୟୁନେଇ କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । କିନ୍ତୁ ଏବେ US ପୋଲିସ ଏହାକୁ ଖଣ୍ଡନ କରିଛି । ସିଦ୍ଧୁ ମୁସେୱାଲା ହତ୍ୟା ଓ ସଲମାନ ଖାନଙ୍କୁ ଧମକ...

bjp protest
ସୋସିଆଲ ମିଡିଆରେ ପ୍ରତ୍ୟୁଷା ରାଜେଶ୍ବରୀଙ୍କୁ କଟାକ୍ଷ,ଶତାଧିକ ମହିଳାଙ୍କ ଶୋଭାଯାତ୍ରା

ସୋସିଆଲ ମିଡିଆରେ ନୟାଗଡ଼ ରାଣୀ ତଥା ବିଜେପି ବିଧାୟକ ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ବରୀଙ୍କୁ ସୋସିଆଲ ମିଡିଆରେ ଅଶ୍ଳୀଳ କଟାକ୍ଷ । ନୟାଗଡ଼ରେ ଶତାଧିକ ମହିଳାଙ୍କ ଶୋଭାଯାତ୍ରା । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ।

Elderly Kalahandi woman
ଏହି ମହିଳାଙ୍କ ଘରକୁ ଆସିଥିଲେ ରାଜୀବ ଗାନ୍ଧି

ଖବର ପରିବେଷଣ ବେଳେ ଆପଣ ଅନେକ ଥର କେବିକେ କଥା ଶୁଣିଥିବେ। କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟର ଉନ୍ନତୀ ପ୍ରସଙ୍ଗ ମଧ୍ୟ ଆପଣଙ୍କ କାନରେ ବାଜିଥିବ। ହେଲେ କେବେ ଭାବିଛନ୍ତି ଏହି କେବିକେ ଯୋଜନାର ଅନ୍ତରାଳରେ କ’ଣ ରହିଛି କାହାଣୀ। କାହା ପାଇଁ ଏ ଯୋଜନା ?

tomato rasam
ଘରେ ସହଜରେ ବନେଇ ପାରିବେ ‘ଟମାଟୋ ରସମ୍‌’

ଖାଦ୍ୟ ପ୍ରିୟ ଲୋକଙ୍କ ପାଇଁ ଆମେ ଆଣିଛୁ ଏକ ଚଟପଟା ରେସିପି । ଏହି ରେସିପିଟିକୁ ବନେଇବା ଯେତେ ସହଜ, ସ୍ୱାଦ ମଧ୍ୟ ସେମିତି ଦମଦାର । ଘରେ ଏହାକୁ ପ୍ରସ୍ତୁତ କରନ୍ତୁ ଓ ପରିବାର, ସାଙ୍ଗସାଥୀଙ୍କ ସହ ଖାଇବାର ମଜା ନିଅନ୍ତୁ।

Plastic manufacturing
ରୋଜଗାର ଦେଉଛି ପ୍ଲାଷ୍ଟିକ କମ୍ପାନୀ

ରୋଜଗାର ଦେଉଛି ପ୍ଲାଷ୍ଟିକ କାରଖାନା । ଶତାଧିକ ଲୋକଙ୍କୁ ମିଳିଛି ନିଯୁକ୍ତି । ଯେଉଁ ଅଞ୍ଚଳର ଲୋକେ ଦିନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିଲେ ।

Gold Price Today
Gold Price Today 30th April 2024: ଆଜି ସାମାନ୍ୟ କମିଛି ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ଦାମ୍

ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୬୦୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୫୫୦ ଟଙ୍କା ରହିଛି ।

cancer-causing chemicals in popular Indian spice brands
ଖାଦ୍ୟରେ ବ୍ୟବହାର କରୁଛନ୍ତି କି ମସଲା ?

ଖାଦ୍ୟରେ ବ୍ୟବହାର କରୁଛନ୍ତି କି ମସଲା ? ହୋଇଯାଆନ୍ତୁ ସାବଧାନ ! ନାମିଦାମୀ କମ୍ପାନୀରେ ପ୍ରସ୍ତୁତ ହେଉଥିବା ମସଲା ମଧ୍ୟ କେତେ କ୍ଷତିକାରକ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ ।

 Cow protects calf from scorching heat
ମା’ ପରି କିଏ ହେବ...

ସେ ବି ମା’ । ଦେଖୁନାହାନ୍ତି ନିଜର ପିଲାକୁ ଟିକିଏ ଛାଇ ଦେବାକୁ କେମିତି ଡହଡହ ଖରାରେ ଛିଡ଼ା ହୋଇଛି...

Controversy erupts
ବିବାଦୀୟ ପୋଷ୍ଟ କରି ହଟହଟ୍ଟା ହେଲେ ପାଠୁଆ ପ୍ରଫେସର

ଚାକିରିଆ ମହିଳାଙ୍କୁ ବାହାହେବା ମନା ! ଉଚ୍ଚ ଶିକ୍ଷିତାଙ୍କୁ କରନ୍ତୁନି ବିବାହ ! ଶିକ୍ଷିତ ମହିଳା ହେଉଛନ୍ତି ବିଗ୍ରେଡ୍ଫ୍ଲାଗ୍! ଅର୍ଥାତ୍ ବଡ଼ ବିପଦ ।

Panchang Today
Panchang Today 30th April 2024: ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତରେ ଘରେ କରନ୍ତୁ ଶୁଭ କର୍ମ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୩୦ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Political parties embrace digital campaigns
ପଲିଟିକାଲ୍ ପ୍ରଚାରରେ ଟ୍ରେଣ୍ଡିଂ ରିଲ୍ସ

ପଲିଟିକାଲ୍ ପ୍ରଚାର ମୈଦାନରେ ବେଶ୍ ଗ୍ରହଣୀୟ ହୋଇଛି ଡିଜିଟାଲ୍ ଫଣ୍ଡା । ଟ୍ରେଣ୍ଡି ଗୀତରେ ଭଳିକି ଭଳି ରିଲ୍ସ, ଯେତିକି ମନଛୁଆଁ ହୋଇଛି, ସେତିକି ଭାଇରାଲ୍ ହେଉଛି ୩ ପ୍ରମୁଖ ଦଳର ଏଜେଣ୍ଡା ଏବଂ ବାର୍ତ୍ତା । ଏକକୁ ଆରେକ ବଳି ରିଲ୍ସ ଏବଂ ସଟ୍ସ...

Centurian man
ମଉସାଙ୍କ ଜିଦ୍‌‌ ବୁଥ୍‌ରେ ଭୋଟ୍‌ ଦେବି

ବୟସ ଶହେ ଟପିଲାଣି । ଭାରତର ପ୍ରଥମ ନିର୍ବାଚନରେ ଭୋଟ୍‌ ଦେଇଥିଲେ ଏମାନେ । ନିଜର ମତ ସାବ୍ୟସ୍ତକରି ଗଢ଼ିଥିଲେ ସରକାର ।

Dr Laxmi Gautam
ବୃନ୍ଦାବନର ମାଆ ଲକ୍ଷ୍ମୀ !

ନାଁ ତାଙ୍କର ଲକ୍ଷ୍ମୀ ... ନାଁ ଯେମିତି, ମଣିଷ ବି ସେମିତି । ଦୁଃଖୀର ଦୁଃଖରେ ସେ ଦୁଃଖୀ । ଅସହାୟର ସେ ସାହାରା । ମହିଳା ହୋଇ ବି ନିଜ କାନ୍ଧରେ ଉଠାଇଛନ୍ତି ଶହଶହ ଶବ । ଅସହାୟ ଗରିବ ମହିଳାଙ୍କ ପାଇଁ ପାଲଟିଛନ୍ତି ସେ ଚଳନ୍ତି...

Son of security guard
ବାପା ସିକ୍ୟୁରିଟି, ପୁଅ IAS

ପୁଳାପୁଳା ସମ୍ମାନ... ତାଳିରେ ଫାଟି ପଡ଼ୁଛି ସ୍କୁଲ... ଏ ସମ୍ବର୍ଦ୍ଧନାକୁ ଦେଖି ବାପ ମନ ଆଜି କୁଣ୍ଢେମୋଟ... ବାପା ସିନା ସିକ୍ୟୁରିଟି ଗାର୍ଡ... ହେଲେ ପୁଅ ବନିଗଲେ IAS ଅଫିସର ।

Gold Price Today
Gold Price Today 29th April 2024: ସୁନା ଦରରେ ପରିବର୍ତ୍ତନ, ଜାଣି ନିଅନ୍ତୁ ଆଜିର ଦାମ୍

ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୬୦୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୫୫୦ ଟଙ୍କା ରହିଛି ।

Panchang Today
Panchang Today 29th April 2024: ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତରେ ଭୂମି କ୍ରୟ କରନ୍ତୁ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୨୯ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

News Fuse
ଏଠି ଅକ୍ଷର, ବିନ୍ଦୁ ସବୁ ଫୁଟି ଦିଶୁଛି

ଲୁଚିଛି ନା ଗୋଡ ଦୁଇଟା ଦିଶୁଛି। ଏଠି ସବୁ ଘୋଡାଇ ରଖା ଯାଇଛି, ତଥାପି ଜଳ ଜଳ ହୋଇ ଦିଶୁଛି। କେଉଁଠି କେଉଁଠି ତ ଖାଲି କପଡା ପଡିଛି, ଆଉ କେଉଁଛି ଟୋଟାଲ୍ ମେଲା।

Snake helpline
ଯବାନଙ୍କ ବାରାକ୍ ଭିତରେ ପଶିଗଲା ବିରାଟ ବଡ଼ ସାପ

ଏସ୍ଏସ୍ବି ଯବାନଙ୍କ ବାରାକ୍ ଭିତରୁ ଊଦ୍ଧାର ହେଲା ବିରାଟ ବଡ ସାପ। ପ୍ରାୟ ୬ ଫୁଟିଆ ଢମଣା ସାପଟି ବାଥରୁମର ହାତଧୁଆ ବେସିନ ଫାଙ୍କରେ ଲୁଚି ରହିଥିଲା।

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।