ସୈାର ମୀନ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୦୯ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସାରା ରାଜ୍ୟ ଗ୍ରୀଷ୍ମ ପ୍ରବାହରେ ଜଳୁଛି । ମୁଣ୍ଡ ଉପରେ 40ଡିଗ୍ରୀ ଖରା । ଦେଖନ୍ତୁ ଏଠି କେମିତି ପାଣି ଟୋପେ ପାଇଁ ସଂଘର୍ଷ କରୁଛନ୍ତି ଆଦିବାସୀ ।, ହାତରେ ହାଣ୍ଡି ଗରା ଧରି ଜଙ୍ଘଲରେ ଚାଲି ଚାଲି ପାଣି ସନ୍ଧାନରେ ଲୋକେ ।
ଗାଈ ଡାକ୍ତର ହରିଆ ମଉସା । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ କିନ୍ତୁ ଏହା ହେଉଛି ଭକ୍ତ ମାନଙ୍କ ଶ୍ରଦ୍ଧା ଏବଂ ବିଶ୍ୱାସର କଥା । ଏ ହେଉଛି ସତ୍ୟବାଦୀ ବ୍ଲକ ବଳପୁର ଅନ୍ତର୍ଗତ ବାବା ହରି ସହଦେବଙ୍କ କଥା ।
ଜନ୍ମରୁ ହାତ ଅସଂପୂର୍ଣ୍ଣ ଥିବାରୁ ବାପା ମା ନାଆ ଦେଇଥିଲେ କାଳିଆ। ତଥାପି ହାର ମାନି ନାହାଁନ୍ତି ସେ । କାଳିଆ ସମସ୍ତଙ୍କ ଦୁଃଖ ବୁଝେ କିନ୍ତୁ କାଳିଆର ଦୁଃଖ କିଏ ବୁଝୁଛି…
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୧,୭୨୦ ଟଙ୍କା ହୋଇଛି।
ଯନ୍ତ୍ରଣା ଦେଉଛି ଦୂଷିତ ପାନୀୟ ଜଳ । ଗାଁରେ ଥିବା ଦୁଇଟି ନଳକୂଅରୁ ବାହାରୁଛି ଗୋଳିଆ ପାଣି। ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ । ୧୦ ବର୍ଷରେ କିଡନୀ ରୋଗରେ ଗଲାଣି ଅନେକ ଲୋକଙ୍କ ଜୀବନ।
ମାର୍ଚ୍ଚ ଆରମ୍ଭରୁ କଫି ଗଛରେ ଫୁଲ ଧରିଲାଣି। ଏବର୍ଷ ଭଲ ଫୁଲ ଧରି ଥିବା ହେତୁ ଚାଷୀ ଖୁବ୍ ଉତ୍ସାହିତ ଅଛନ୍ତି। ହେଲେ ଚଳିତ ବର୍ଷ ହେଉଥିବା ତାପମାତ୍ରା ବୃଦ୍ଧି ଏବଂ ଆବଶ୍ୟକୀୟ ବର୍ଷା ହେଉ ନଥିବା ଯୋଗୁଁ ଏହି ଚାଷ ପ୍ରଭାବିତ ହେବ ବୋଲି କୃଷି ବୈଜ୍ଞାନିକ...
ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୦୮ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଦେହରେ ହଳଦିଆ ବସ୍ତ୍ର ହାତରେ ଝୁଲ ମୁଠା, କାନ୍ଧରେ ବାନା ବାଡ଼ି ଧରି ଗାଁକୁ ଗାଁ ଖାଲି ପାଦରେ ଚାଲିଛନ୍ତି ବ୍ରତଧାରୀ ଦଣ୍ଡୁଆ । ତତଲା ଭୂଇଁ ଓ ଡହ ଡହ ଖରାକୁ ଖାତିର ନକରି ପରିବାରର ମଙ୍ଗଳ ଓ ସମାଜର ଶୁଭ ମନାସି ବାହାରିଛନ୍ତି ଦଣ୍ଡ ଯାତ୍ରାରେ...
ବିଶ୍ୱ ଧନୀ ତାଲିକାରେ ପଛରେ ପଡ଼ିଲେ ଏଲନ୍ ମସ୍କ । ମସ୍କଙ୍କୁ ପଛରେ ପକାଇ ଜୁକରବର୍ଗ ହେଲେ ବିଶ୍ୱର ତୃତୀୟ ଧନୀ । ୨୦୨୦ ପରଠାରୁ ପ୍ରଥମ ଥର ପାଇଁ ଜୁକରବର୍ଗ ସମ୍ପତ୍ତି ଦୃଷ୍ଟିରୁ ମସ୍କଙ୍କୁ ଅତିକ୍ରମ କରିଛନ୍ତି ।
ଦୋକାନ ଆଗରେ ଜନ ଗହଳି । କାନ୍ଧରେ ନୂଆ ବସ୍ତ୍ର ହାତରେ ଖାଇବା ପୁଡ଼ିଆ ଧରି ଜଣେ ଜଣେ ବାହାରକୁ ଆସୁଛନ୍ତି । ଆପଣ ଭାବୁଥିବେ ଏଠି କଣ ଚାଲିଛି । ନୂଆ ବସ୍ତ୍ର ଓ ଖାଦ୍ୟ ପୁଡ଼ିଆ ବଣ୍ଟା ହେଉଛି ନା କଣ ? ଏହାର...
ଲିଭ୍-ଇନରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ସତର୍କତା । ଯଦି ଏପରି କିଛି ଭୁଲ୍ କରୁଛନ୍ତି ତ ଆପଣଙ୍କ ପାର୍ଟନରଙ୍କୁ ଦେବାକୁ ପଡ଼ିବ ଭରଣପୋଷଣ ଖର୍ଚ୍ଚ ।
ଗାଁରେ ବସୁଧା ଯୋଜନାରେ ପାଣିଟାଙ୍କି ବସିଛି l ହେଲେ ଘରେ ଘରେ ପହଞ୍ଚି ପାରୁନି ପିଇବା ପାଣି l ଖରାଦିନ ହୋଇଥିବା ବେଳେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ l
ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୦୭ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ବୌଦ୍ଧ ଜଳସେଚନ ଡିଭିଜନ ଅଧୀନରେ ଚାଲିଛି ବିଚିତ୍ର କାର୍ଯ୍ୟ । ନଦୀ ଗର୍ଭରେ ପଥର ବ୍ଲାଷ୍ଟିଂ କରି କୂଳରେ ଚାଲିଛି ସୁରକ୍ଷା ପ୍ରାଚୀର ନିର୍ମାଣ ।
ଭଙ୍ଗା ଦଦରା ଘର କାନ୍ଥରେ ଲାଗିଛି ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର । ଲେଖା ହୋଇଛି ମୁଁ ଚାହେଁ ମୋ ଓଡ଼ିଶାର ପିଲାମାନେ ସବୁବେଳେ ବଡ଼ ବଡ଼ ସ୍ଵପ୍ନ ଦେଖନ୍ତୁ ଏବଂ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ନ୍ତୁ । ଭଲ ପାଠ ପଢି, ନିଜ ସ୍ୱପ୍ନ ସାକାର କରନ୍ତୁ । ହେଲେ...
ଦର୍ଶକବନ୍ଧୁ ଦେଖନ୍ତୁ ଏଇ କୁନି ଝିଅକୁ... ବଡ଼ ବଡ଼ ବାବୁଙ୍କ ଆଗରେ ନିଜ ଗାଁ ସମସ୍ୟାକୁ କେମିତି ନେହୁରା ହୋଇ ଜଣାଉଛି...ଆଉ ଅଭିନବ ଢଙ୍ଗରେ ସାହସର ସହ ଅଭିଯୋଗ ବି କରୁଛି। ଏଇ ଭିଡିଓ କିଛି ଦିନ ତଳେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା ... ପ୍ରଶାସନିକ...
ଖଚାଖଚ୍ ଟ୍ରାଫିକ୍ ଭିଡ଼... ଭିଡ଼ ଭିତରେ ଦେଖନ୍ତୁ ଏଇ ଜୋମାଟୋ ଡେଲିଭରୀ ବୟଙ୍କୁ... ଟ୍ରାଫିକ୍ ଭିଡ଼ରେ କେମିତି ଫସି ରହିଛନ୍ତି... ଆଉ ସେତିକି ସମୟରେ ମଧ୍ୟ ନିଜ ମୋବାଇଲରୁ କମ୍ପିଟେଟିଭ୍ କୋଚିଂ ଭିଡିଓ ଦେଖି, UPSC ପାଇଁ ହେଉଛନ୍ତି ପ୍ରସ୍ତୁତ। ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ହେଉଛି...
ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୩୧ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଚିନ୍ତାରେ ଢେଙ୍କାନାଳର ଆମ୍ବ ଚାଷୀ। କାରଣ ଶହ ଶହ ଏକର ଆମ୍ବ ବଗିଚାରେ ମାଡି ଗଲାଣି ରେଡବ୍ୟାଣ୍ଡ ପୋକ। ଅମଳ ହେବା ପୂର୍ବରୁ ଗଛରୁ ଝଡି ପଡୁଛି ସବୁ ଆମ୍ବ। ଦିନକୁ ଦିନ ଏହି ପୋକ ଆମ୍ବ ନଷ୍ଟ କରିଦେଉଥିବାବେଳେ ଆତଙ୍କିତ ହୋଇ ପଡିଛନ୍ତି ଜିଲ୍ଲାର ଅଧିକାଂଶ ଚାଷୀ।