• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Silver wave aircraft
କଟକରେ ପ୍ରଥମ ହେବ ସୁନାର ଦୋଳ ବିମାନ

ତାରକଷି କାମ ପାଇଁ ଭାରତ ତଥା ବିଶ୍ଵ ଦରବାରରେ ବେଶ୍ ପରିଚିତ ରୌପ୍ୟ ନଗରୀ କଟକ । ଏପରିକି ନିକଟରେ କଟକର ତାରକସୀ କାମକୁ ଜିଆଇ ଟ୍ୟାଗ୍ ମାନ୍ୟତା ମଧ୍ୟ ମିଳିସାରିଛି । ପୂର୍ବରୁ ଚାନ୍ଦି ମେଢ଼, ଚାନ୍ଦି ଦୋଳ ବିମାନ କରି ସବୁଆଡ଼େ ଚର୍ଚ୍ଚିତ ଥିବା କଟକ...

Panchang Today
Panchang Today 16th March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ପୂଜା

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୬ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Gold Price Today
Gold Price Today 14th March 2024: ବଢିଲା ସୁନାର ମୂଲ୍ୟ, ଜାଣନ୍ତୁ କେତେ ରହିଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୬,୧୧୦ ଟଙ୍କା ହୋଇଛି।

Angadwadi center
ଅଙ୍ଗନୱାଡ଼ି କ୍ଷମାମୟୀଙ୍କ ନିଆରା ଶିକ୍ଷାଦାନ, ଆକୃଷ୍ଟ ହେଉଛନ୍ତି କୁନିକୁନି ପିଲା

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ବୋଡକ ପାଟଣା ଅଙ୍ଗନବାଡି କେନ୍ଦ୍ରରେ କୋମଳ ମତି ପିଲା ମାନେ ଶିକ୍ଷା କ୍ଷେତ୍ରରେ ନିଜର ପ୍ରଥମ ପାହାଚ ଚଢୁଛନ୍ତି। ପ୍ରଥମ ପାହାଚର ଶିକ୍ଷା ହିଁ ସେମାନଙ୍କୁ ଆଗକୁ ନେବାରେ ବେଶ୍ ସହାୟକ ହେବ।

I Love Pipili Selfie Point
ଚାନ୍ଦୁଆ ବ୍ୟବସାୟୀ ଓ କାରୀଗରଙ୍କ ମନୋବଳ ବଢ଼ାଇବ ସେଲଫି ପଏଣ୍ଟ୍

ଚାନ୍ଦୁଆ ବ୍ୟବସାୟୀ ଓ କାରୀଗରଙ୍କ ମନୋବଳ ବଢ଼ାଇବ ପିପିଲି ଛକରେ ସ୍ଥାପନ କରାଯାଇଛି ସେଲଫି ପଏଣ୍ଟ୍।

News Fuse
ମୋଦିଙ୍କ ସଭାରେ ଜଗଦେବ ଧମାକା ଡ୍ୟାନ୍ସ୍

ମୋଦିଙ୍କ ସଭାରେ ଜଗଦେବ ଧମାକା ଡ୍ୟାନ୍ସ୍ । ମୋଦିଙ୍କ ସଭାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଧମାକାଦାର୍ ଡ୍ୟାନ୍ସ୍...

Panchang Today
Panchang Today 14th March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଗୃହ ଶାନ୍ତି ପୂଜା କରନ୍ତୁ

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୪ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Gold Price Today
Gold Price Today 13th March 2024: ଆଜି ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ,ଜାଣନ୍ତୁ ତାଜା ଅପଡେଟ

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୫,୮୪୦ ଟଙ୍କା ହୋଇଛି।

Helpless man
ଦିନେ ନେତା ଥିଲେ, ଆଜି ଭତ୍ତା ଟିକକ ପାଇଁ ହନ୍ତସନ୍ତ

ଦେହରେ ବଳ ଥିବାବେଳେ ଗାଁର ଅନେକ ଅସହାୟ ଲୋକଙ୍କ ପାଇଁ ସେ ବଳ ସାଜୁଥିଲେ.. ହେଲେ ଆଜି ବଳ ବୟସ ଗଲାପରେ ସେ ନିଜେ ପାଲଟିଯାଇଛନ୍ତି ଅସହାୟ.. ନିଜର ହକ୍ ଟିକକ ପାଇଁ ସରକାରୀ ଦପ୍ତର ଧାଇଁ ଧାଇଁ ନିରାଶ ହୋଇପଡ଼ିଛନ୍ତି..

Subarnarekha Scheme
ସୁବର୍ଣ୍ଣରେଖା ସଂସ୍କାର ଯୋଜନା, ନିର୍ବାଚନୀ ଲଲିପପ୍ !

ଭୋଗରାଇ ଚାଷୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଛି.. ସୁବର୍ଣ୍ଣରେଖା ସଂସ୍କାର ଯୋଜନାକୁ ପ୍ରଶାସନିକ ମଞ୍ଜୁରୀ ମିଳିଛି.. ତେବେ ନିର୍ବାଚନ ଠିକ୍ ପୂର୍ବରୁ ସରକାରଙ୍କ ପଦକ୍ଷେପକୁ ନିର୍ବାଚନୀ ଲଲିପପ୍ କହିଛନ୍ତି ବିରୋଧୀ.. ଏହି ସଂସ୍କାର ଯୋଜନାରେ 20 ପ୍ରତିଶତ ଅର୍ଥ ବିଜେଡ଼ି ନିର୍ବାଚନରେ ଖର୍ଚ୍ଚ କରିବ ବୋଲି ଅଭିଯୋଗ...

murder
ଗୁପ୍ତ ସମ୍ପର୍କ ଦେଖିଦେଲା ବୋଲି..

ରାତିର ଅନ୍ଧକାରରେ ଘର ପଛପଟେ ଚାଲିଥିଲା ଗୁପ୍ତ ସମ୍ପର୍କ.. ସେଇପଟେ ଘରକୁ ଫେରୁଥିଲେ ବୁଢୀ ମାଉସୀ.. ଦୁର୍ଭାଗ୍ୟକୁ ଦେଖିଦେଲେ ଦେଢଶୂର ଭାଇବୋହୂର ଅନୈତିକ ସମ୍ପର୍କ.. ଆଉ ତା’ପରେ..

repair work of transformer
ଜୀବନ ଖାଇବାକୁ ଛକିଛି ଟ୍ରାନ୍ସଫର୍ମର୍..

ନା ଏଠାରୁ ଉଠୁଛି ନା କେହି ମରାମତି କରୁଛନ୍ତି..ଦାଣ୍ଡ ବାରଣ୍ଡାରେ ଜମ ଜଗିଲା ଭଳି ବର୍ଷ ବର୍ଷ ଧରି ଛକିଛି.. ଅନେକ ଗାଈଗୋରୁ, କୁକୁର ବିଲେଇଙ୍କୁ ଖାଇ ସାରିଲାଣି.. ମଣିଷ ମୁଣ୍ଡ ନେଲେ ଚେତା ପଶିବ କି !

Panchang Today
Panchang Today 13th March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଶୁଭ କାର୍ଯ୍ୟ କରନ୍ତୁ

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୩ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

'No road no vote' protest
ଗାଁରୁ ଶୁଭିଲା ଗର୍ଜନ, ଏଥର ଭୋଟ୍ ବର୍ଜନ

ବହୁତ ହୋଇଗଲା..!ଏକାଠି ହୋଇ ନିଜ ସ୍ୱରକୁ ଶାଣିତ କରିଛନ୍ତି.. ନିଷ୍ପତ୍ତି ନେଇଛନ୍ତି, ଆଉ ନେତାଙ୍କ ମିଛ ପ୍ରତିଶ୍ରୁତିରେ ଫସିବେନି.. ଜଣେ ଆରଜଣଙ୍କୁ ବୁଝାଉଛନ୍ତି.. ଆନ୍ଦୋଳନରେ ସାମିଲ ହୋଇ ନିଜ ହକ୍ କୁ ଛଡ଼ାଇଆଣିବାକୁ ଅଣ୍ଟା ଭିଡ଼ିଛନ୍ତି..

Poor woman deprived
ପାଞ୍ଚ ଆଙ୍ଗୁଠି ତୁଣ୍ଡକୁ ଗିଳିଲା ବାଲାଙ୍କୁ ଦେଉଛ..ଏ ଅସହାୟ ଟୁକୁନିକୁ ଦେଉନ !’

ଗୁହାଳ ପରି ଭଙ୍ଗା ଦଦରା ଘରେ ବି ମଣିଷ ରହୁଛନ୍ତି..ଆଉ ଏମିତ ଦୟନୀୟ ଜୀବନ ଜୀଉଁଛନ୍ତି..

power cut
ଚାଷୀଙ୍କ ମୁଣ୍ଡରେ ବିଦ୍ୟୁତ୍ ଚଡ଼କ !

ଫସଲ ମରି ମରି ଯାଉଛି, ଉଠା ଜଳସେଚନ ପଏଣ୍ଟ କାମ କରୁନି.. ମିଟର ବୋର୍ଡରେ ତାର ଲମ୍ବିଛି, ଗଭୀର ନଳକୂପରେ ମୋଟରକୁ ବି ତାର ଯାଇଛି, କିନ୍ତୁ ମୋଟର ଘୁରୁନି.. ମନଇଚ୍ଛା ଏକ ବିଦ୍ୟୁତ ବିଲ୍ ଧରାଇ ବିଦ୍ୟୁଦ ସଂଯୋଗକୁ ବିଛିନ୍ନ କରିଦେଇଛି ବିଦ୍ୟୁତ୍ ବିଭାଗ..

drinking water
ବିକଶିତ ଓଡ଼ିଶାର ବିକଳ ଚିତ୍ର!

ଅସନା ପାଣିକୁ ତୁଣ୍ଡରେ ମାରି ତୃଷ୍ଣା ମେଣ୍ଟାଉଛନ୍ତି.. ମନ ବୁଝାଇବାକୁ ଯାହା ହାଣ୍ଡି ଗରାରେ ଗାମୁଛା ପକାଇ ପାଣି ଛାଣି ନେଉଛନ୍ତି ମହିଳାମାନେ..ସତରେ କଣ କପଡ଼ାରେ ଛାଣି ନେଇ ଏ ପାଣି ବିଶୁଦ୍ଧ ହୋଇଯିବ ! ବିଡ଼ମ୍ବନା ଅସନା ପାଣିକୁ ପାଇବା ଲାଗି ବାଡ଼ିଆପିଟା ଲାଗିଯାନ୍ତି ମହିଳାମାନେ.. ହାୟ...

Woman marries lover who became divyang
ବିରଳ ପ୍ରେମ ବିବାହ

ଇଏ ରିଲ୍‌ ନୁହେଁ, ରିୟଲ ଲଭଷ୍ଟୋରୀ । ଦୁର୍ଘଟଣାରେ ପ୍ରେମିକ ଦିବ୍ୟାଙ୍ଗ ହେବା ପରେ ବି ବିବାହ କଲେ ପ୍ରେମିକା । ମନ୍ଦିରରେ ଅଗ୍ନିକୁ ସାକ୍ଷୀ ରଖି ପଡ଼ିଲା ହାତଗଣ୍ଠି ।

Panchang
Panchang Today 12th March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୨ ତାରିଖ ମଙ୍ଗଳବାର । ଚନ୍ଦ୍ର- ମୀନ ରାତ୍ରି ୦୮.୩୦ ଗତେ ମେଷ,ତିଥ- ୨ୟା ପ୍ରାତଃ ୦୭.୧୩ ଗତେ ୩ୟା(କ୍ଷୟ) ରାତ୍ରି ୦୪.୦୪ ଗତେ ୪ର୍ଥୀ,ଘାତଚନ୍ଦ୍ର- ଧନୁ ରାଶିର ରାତ୍ରି ୦୮.୩୦ ଗତେ ମେଷ ରାଶିର,ଘାତବାର- ମକର ,ପୁଷ୍କର ଦୋଷ-...

Yojana Ra Na Hariloot
ଅଙ୍ଗନବାଡ଼ି ଅର୍ଥ ଆତ୍ମସାତ୍‌

ଅଙ୍ଗନବାଡ଼ି କେନ୍ଦ୍ର ଉନ୍ନତୀକରଣରେ ଅର୍ଥ ତୋଷାରପାତ । ମୁକ୍ତା ଯୋଜନାରେ ଆସିଥିବା ଅନୁଦାନ ହରିଲୁଟ୍‌ । ପୁରୁଣା ଘରେ ଟାଇଲ୍‌ ପକାଇ ଟଙ୍କା ଲୁଟିଥିବା ଅଭିଯୋଗ

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।