• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Allegation against father-in-law
ଶ୍ୱଶୁର ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ସ୍ୱାମୀ କି ଶାଶୂ ଘରେ କେହି ନଥିଲେ। ଏକୁଟିଆ ସୁଯୋଗ ନେଇ ବୋହୂର ଶୋଇବା ଘରେ ପଶିଗଲା ଶ୍ୱଶୁର । ଅଳ୍ପକେ ଦୁଷ୍କର୍ମ ହେବାରୁ ବଞ୍ଚିଗଲେ ବୋହୂ । ଏବେ ବାପଘର ଲୋକ ଶ୍ୱଶୁରଙ୍କୁ ବହେ ଛେଚିଲେ, ଜୋତାମାଳ ପିନ୍ଧାଇଲେ

Being married can improve life expectancy!
ଆଶ୍ଚର୍ଯ୍ୟ !! ବାହା ହେଉଥିଲେ ଅଧିକ ଦିନ ବଞ୍ଚିବେ ପୁରୁଷ

ବାହା ହେବା ପୁରୁଷ ଅଧିକ ଦିନ ବଞ୍ଚୁଛନ୍ତି । ରକ୍ତଚାପ, ହାର୍ଟଆଟାକ୍‌ ପରି ରୋଗ ବି କମ୍‌ ହେଉଛି। ଜାଣନ୍ତୁ ଏମିତି କେମିତି ହେଉଛି ସମ୍ଭବ ?

Gold Price Today
Gold Price Today 1st March 2023: ସୁନା ଦରରେ ପରିବର୍ତ୍ତନ, କିଣିବା ପୂର୍ବରୁ ନଜର ପକାନ୍ତୁ କେତେ ଅଛ ରେଟ୍?

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୨୯୦ ଟଙ୍କା ହୋଇଛି।

Today Panchang
Today Panchang 1st March 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

missing’ man
ମରିଗଲା ଭାବି ଶୁଦ୍ଧିକ୍ରିୟା କରିଥାନ୍ତେ, ହଠାତ୍ ଆସି ପହଞ୍ଚିଲେ ସ୍ୱାମୀ

ହଜିଯାଇଥିଲେ.. ବହୁତ ଖୋଜା ଖୋଜି ପରେ ବି ପତ୍ତା ମିଳୁ ନଥିଲା.. କେତେ ଆଉ ଅପେକ୍ଷା କରିଥାନ୍ତେ.. ଶୁଦ୍ଧିକ୍ରିୟା କରିବାକୁ ନିଷ୍ପତ୍ତି ନେଲେ..ହେଲେ ସ୍ୱପ୍ନ ଦେଖି ଘରକୁ ଫେରିଆସିଲେ ସ୍ୱାମୀ.. ସବୁ ଆଶ୍ଚର୍ଯ୍ୟ

Gold Price Today
Gold Price Today 28th Feb 2023: ସୁନା ଦରରେ ପରିବର୍ତ୍ତନ, ଜାଣନ୍ତୁ କେତେ ଅଛି ରେଟ୍

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି। ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୧୨୦ ଟଙ୍କା ହୋଇଛି।

watermelon farming
ହଳଦିଆ ତରଭୁଜ ଚାଷ କରିଛି ସ୍ବାବଲମ୍ବୀ

ତରଭୁଜ ଚାଷ କଲେ, ୮ ପରିବାର ମୁହଁରେ ଦାନା ଦେଲେ । ଭଲ ଲାଭ ଦେଉଛି ହଳିଦିଆ ତରଭୁଜ...ଯେତେ ଖଟିବ ସେତେ ଟଙ୍କା ଲାଭ ହେବ

Retd Army officer runs e-rickshaw
ଯବାନ ଚଲାଉଛନ୍ତି ଅଟୋ.. ମାଗଣାରେ କରୁଛନ୍ତି ରୋଗୀ ସେବା

ଏଇ ଅଟୋରେ ମାଗଣାରେ ହସ୍ପିଟାଲ ଯାଆସ କରନ୍ତି ଅସହାୟ ରୋଗୀ.. ଦୂର ଦୂରାନ୍ତକୁ ଗାଡି ଭଡ଼ା କରି ଯାଇ ନପାରୁଥିବା ଗରୀବ ଲୋକଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ମାଗଣାରେ ପହଞ୍ଚାଇ ଦିଅନ୍ତି ଏ ବ୍ୟକ୍ତିଜଣଙ୍କ..

News Fuse
କଣ କଲ ହେ ନବୀନ.. ଏମପି କ୍ୱାର୍ଟର୍ସରୁ ସିଧା ବସ୍ତି ବିଛଣା

ଲୋକଟା ଉପାସରେ ଆଉ ଶୋଇପଡିନାହାନ୍ତି ତ ? ବିଚରା ଟିକିଏ ଶାନ୍ତିରେ ଶୁଅନ୍ତୁ..

Today Panchang
Today Panchang 28th Feb 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

OTV Impact
ଅଙ୍ଗନବାଡ଼ି କେନ୍ଦ୍ରରେ ପଡିଲା ତାଲା.. ଏବେ ସୁରକ୍ଷିତ କୁନି କୁନି ପିଲା

ଓଟିଭିରେ ଖବର ପ୍ରସାରଣ ପରେ ପ୍ରଶାସନର ତତ୍ପରତା..ଏବେ ସୁରକ୍ଷିତ କୁନି କୁନି ପିଲା.

GI tag demand for Chhena Poda
ଆୟୁଷ୍ମାନଙ୍କ ଟ୍ୱିଟ୍ ପରେ ଟେନସନରେ ନୟାଗଡ଼ିଆ..

ବଲିଉଡ ଷ୍ଟାର୍ ଆୟୁଷ୍ମାନ୍ ଖୁରାନାଙ୍କ ଛେନାପୋଡ ଟ୍ୱିଟ୍ ପରେ ଚାରିଆଡେ ଛେନାପୋଡକୁ ନେଇ ଜୋରଦାର ଚର୍ଚ୍ଚା.. ହେଲେ ଏସବୁ ଭିତରେ ଚିନ୍ତାରେ ପଡିଛନ୍ତି ନୟାଗଡ଼ ବାସୀ..

Fitness of this 73 YO
୭୩ ବର୍ଷର ଭେଣ୍ଡିଆ କୋଚ୍.. ଜୋସ୍ ଦେଖିଲେ ହୋସ୍ ଉଡିଯିବ

ଦେଖୁଛନ୍ତି ତ ଜୋଶ୍..କିଏ କହିବ ୟାଙ୍କୁ 73 ବର୍ଷ ବୟସ ବୋଲି..ଏବେ ବି ଜିତୁଛନ୍ତି ସ୍ୱର୍ଣ୍ଣ ପଦକ

News Fuse
ମିଛ କହିଦେଲେ ନରଂସିହ ମିଶ୍ର ! ଏଟା ପିଟାପିଟି ନା ପ୍ରେମ ?

ହଇରେ ନାରଣ.. ଏଇଠି ଫିତା କଟା ହେଉଛି..ମନ୍ତ୍ରୀ, ବିଧାୟକ ଅଛନ୍ତି..ଏଭଳି ଏକ ପବିତ୍ର ମାହୋଲରେ ତୁ କାହିଁକି ପାଣି ପକାଉଛୁ ରେ..ନାରଣ?

treat tree
ଆଶ୍ଚର୍ଯ୍ୟ !! କଥା କହୁଛି ଗଛ?

ଆଶ୍ଚର୍ଯ୍ୟ ଲାଗିଲେ ବି ସତ...ଗଛ ସହ କଥା ହେଉଛନ୍ତି, ସେମାନଙ୍କୁ ଗୀତ ଗାଇ ଶୁଣାଉଛନ୍ତି ଅବସରପ୍ରାପ୍ତ ଶିକ୍ଷକ। ସାଙ୍ଗରେ ସାହାଯ୍ୟ କରୁଛନ୍ତି ପତ୍ନୀ...ଛାତ ଉପରେ, ବାଡିରେ...ସବୁଆଡେ ଭର୍ତ୍ତି ହୋଇ ରହିଛି ଗଛ

Daughter-in law
କମାଲ୍‌ କଲେ ଶ୍ରୀକ୍ଷେତ୍ର ବୋହୂ : ଜାତୀୟ ସ୍ତରରେ ଚମକିଲେ

ମୁଁ ଶ୍ରୀକ୍ଷେତ୍ର ବୋହୂ, କୋଉଠି ହାରିବିନି....ସ୍ୱାମୀଙ୍କଠାରୁ ପ୍ରେରଣା ପାଇ ଜାତୀୟ ସ୍ତରରେ ମେଡାଲ ଜିତିଲେ। ଏବେ ଅନ୍ତର୍ଜାତୀୟ ସ୍ତରରେ ମେଡାଲ ପାଇଁ ଆରମ୍ଭ କରିଦେଲେଣି ପ୍ରସ୍ତୁତି

gold necklace
Gold Price Today 25th Feb 2023: କମିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି। ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୧୮୦ ଟଙ୍କା ହୋଇଛି।

News Fuse
ସରକାରୀ ଅଫିସ୍‌ରେ ଖାସି ମାଂସ କିଏ ଆଣିଲା?

ଏଇଟା ସରକାରୀ ଅଫିସ୍‌ ତ? ଇଏ କଣ? ଦେଶୀ ଖାସି ମାଂସ ତରକାରୀ...ମଦ..ଆଲୋ ଏଇଡୁ କଣ? ଆମକୁ ଦେଖି ବାବୁ କଣ ଏତେ ଜୋରରେ ହସୁଛନ୍ତି?

Gold Price Today
Gold Price Today 24th Feb 2023: ନଜର ପକାନ୍ତୁ କେତେ ଅଛି ଆଜିର ସୁନା ଦର

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି। ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୫୧୦ ଟଙ୍କା ହୋଇଛି।

MP saving passenger’s
ମଝି ଆକାଶରେ ଜୀବନ ବଂଚାଇଲେ ସାଂସଦ

ଆକାଶରେ ଉଡୁଥିଲା ବିମାନ । ହଠାତ୍‌ ସେନ୍ସଲେସ୍‌ ହେଲେ ଯାତ୍ରୀ...ବାସ୍‌ ସାଙ୍ଗେ ସାଙ୍ଗେ ଚିକିତ୍ସା ଆରମ୍ଭ କରିଦେଲେ ସାଂସଦ । ମାତ୍ର କିଛି ସମୟ ପରେ ଉଠିକି ବସିଲେ ଯାତ୍ରୀ । ଏମିତି କାମକୁ ସମସ୍ତେ କରୁଛନ୍ତି ପ୍ରଶଂସା

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।