• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Food Delivery man prepares for UPSC Exam
ଟ୍ରାଫିକ୍ ଭିଡ଼ରେ UPSC ପାଇଁ ପାଠ ପଢ଼ିଲେ ଡେଲିଭରୀ ବୟ

ଖଚାଖଚ୍ ଟ୍ରାଫିକ୍ ଭିଡ଼... ଭିଡ଼ ଭିତରେ ଦେଖନ୍ତୁ ଏଇ ଜୋମାଟୋ ଡେଲିଭରୀ ବୟଙ୍କୁ... ଟ୍ରାଫିକ୍‌ ଭିଡ଼ରେ କେମିତି ଫସି ରହିଛନ୍ତି... ଆଉ ସେତିକି ସମୟରେ ମଧ୍ୟ ନିଜ ମୋବାଇଲରୁ କମ୍ପିଟେଟିଭ୍ କୋଚିଂ ଭିଡିଓ ଦେଖି, UPSC ପାଇଁ ହେଉଛନ୍ତି ପ୍ରସ୍ତୁତ। ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ହେଉଛି...

Panchang
Panchang Today 31st March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୩୧ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Red banded mango pests destroy
କଷି ଅବସ୍ଥାରେ ଝଡି ପଡୁଛି ଆମ୍ବ

ଚିନ୍ତାରେ ଢେଙ୍କାନାଳର ଆମ୍ବ ଚାଷୀ। କାରଣ ଶହ ଶହ ଏକର ଆମ୍ବ ବଗିଚାରେ ମାଡି ଗଲାଣି ରେଡବ୍ୟାଣ୍ଡ ପୋକ। ଅମଳ ହେବା ପୂର୍ବରୁ ଗଛରୁ ଝଡି ପଡୁଛି ସବୁ ଆମ୍ବ। ଦିନକୁ ଦିନ ଏହି ପୋକ ଆମ୍ବ ନଷ୍ଟ କରିଦେଉଥିବାବେଳେ ଆତଙ୍କିତ ହୋଇ ପଡିଛନ୍ତି ଜିଲ୍ଲାର ଅଧିକାଂଶ ଚାଷୀ।

sports complex remains incomplete
କ୍ରୀଡାବିତଙ୍କ ଅସନ୍ତୋଷ,କେବେ ହେବ କୋରାପୁଟ ସ୍ପୋର୍ଟସ୍ କମ୍ପ୍ଲେକ୍ସ ?

କୋରାପୁଟ ସହରରେ ଅଟକି ରହିଛି ଆଉଟ୍ ଡୋର ସ୍ପୋର୍ଟସ୍ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ । ବିଦ୍ୟୁତ୍ ବିଭାଗକୁ ଦୋଷ ଦେଇ ଖସିଯାଉଛି କୋରାପୁଟ ପୌର ପରିଷଦ ।

Jojona Ra Hariloot
ନଦୀ ଗର୍ଭରେ ପଥର ବ୍ଲାଷ୍ଟିଂ

ବୌଦ୍ଧ ଜଳସେଚନ ବିଭାଗର ବିଚିତ୍ର ନ୍ୟାୟ... ନଦୀ ଗର୍ଭରେ କରୁଛି ବେଆଇନ ପଥର ବ୍ଲାଷ୍ଟିଂ... ନଦୀର ପ୍ରାକୃତିକ ଶଯ୍ୟା ବେଆଇନ ବ୍ଲାଷ୍ଟିଂ କରୁଛି ସଂପୃକ୍ତ ଠିକାସଂସ୍ଥା... ନଦୀ ଗର୍ଭରେ ପଥର ବ୍ଲାଷ୍ଟିଂ କରି କୂଳରେ ନିର୍ମାଣ କରୁଛି ସୁରକ୍ଷା ପାଚେରୀ

Water ATMs
ତାତି ସାଙ୍ଗକୁ ତାଳ ଦେଇ ବଢ଼ୁଛି ଜଳକଷ୍ଟ

ଖରା ତାତି ସାଙ୍ଗକୁ ତାଳ ଦେଇ ବଢ଼ୁଛି ଜଳକଷ୍ଟ । ପୁରା ପଶ୍ଚିମ ଓଡ଼ିଶାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା...ରାଉରକେଲା ମହାନଗର ନିଗମପକ୍ଷରୁ ଲାଗିଥିବା ୱାଟର ଏଟିଏମ ଏବେ ଅଚଳ ଅବସ୍ଥାରେ...

irregularities in beautification work
ସୌନ୍ଦର୍ଯ୍ୟକରଣ ନାଁ ରେ କୋଟି କୋଟି ଟଙ୍କା ଲୁଟ୍ !

ଭଦ୍ରକ ଚାନ୍ଦବାଲି ବୈତରଣୀ ନଦୀ ପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ନାଁ ରେ କୋଟି କୋଟି ଟଙ୍କା ଲୁଟ୍ ଅଭିଯୋଗ ! ୧୮ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୨୩ ଏପ୍ରିଲ ୨୦ ତାରିଖରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଭିତ୍ତି ପ୍ରସ୍ତର ଶୁଭ ଦେଇଥିବାବେଳେ ଜଳ ସଂପଦ ବିଭାଗକୁ...

Panchang
Panchang Today 30th March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ପୂଜା

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୩୦ ତାରିଖ ଶନିବାର । ଚନ୍ଦ୍ର- ବିଛା ଅହୋରାତ୍ର,ତିଥି- ୫ମୀ ରାତ୍ରି ୦୯.୧୪ ଗତେ ୬ଷ୍ଠୀ ଘାତଚନ୍ଦ୍ର- ନାସ୍ତି,ଘାତବାର- ବୃଷ,ସିଂହ ଓ କନ୍ୟା ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

Yellow watermelon
ଭଲ ରୋଜଗାର ଦେଉଛି ଥାଇଲାଣ୍ଡ ତରଭୁଜ

ଥାଇଲାଣ୍ଡରେ ବହୁଳ ଚାଷ ହେଉଥିବା ହଳଦିଆ ତରଭୁଜ । ଯାହା ଏବେ କେନ୍ଦୁଝର ତେଲକୋଇ ବ୍ଲକରେ ବହୁଳ ଭାବରେ ଚାଷ ହେଉଛି । ସମାନ ଖର୍ଚ୍ଚରେ ଭଲ ରୋଜଗାର ବି ହେଉଛି ।

2 friends killed
ସାଥିହୋଇ ଚାଲିଗଲେ ଦୁଇବନ୍ଧୁ

ଏକା ସାଥିରେ ରହୁଥିଲେ, ଏକାଠି ଖାଉଥିଲେ ଆଉ ଏକାଠି ପାଠ ବି ପଢୁଥିଲ । ଖାଲି ସେତିକି ନୁହେଁ ଦୁଇବନ୍ଧୁ ଏକା ସାଙ୍ଗରେ ବେଦାନ୍ତ କମ୍ପାନୀରେ ଚାକିରୀ ବି ପାଇଥିଲେ । ହେଲେ କିଏ ଜାଣିଥିଲା ଦୁଇବନ୍ଧୁ ଦିନେ ସାଥିହୋଇ ଆରପାରିକୁ ଚାଲିଯିବେ ।

 rooftop telescope
ଟେଲିସ୍କୋପରେ ଗ୍ରହ ନକ୍ଷତ୍ର ଦେଖା

ପିଲାମାନେ ଧାଡ଼ିଧାଡ଼ି ହୋଇ ଆସୁଛନ୍ତି…ଟେଲିସ୍କୋପରେ ମହାକାଶର ଦୃଶ୍ୟ ଦେଖୁଛନ୍ତି । ଆପଣ ଭାବୁଥିବେ ଏ କୌଣସି ବିଜ୍ଞାନାଗାରର ଦୃଶ୍ୟ । ଏହା ନା କୌଣସି ବିଜ୍ଞାନାଗାର ନା କୌଣସି ସରକାରୀ କାର୍ଯ୍ୟାଳୟ । ଏ ହେଉଛି ନୀଳଗିରି ସାନଅତା ଅଞ୍ଚଳର ସୁଜିତ୍ ମହାନ୍ତିଙ୍କ ଘର ଛାତ ଉପରର ଦୃଶ୍ୟ...

Nirmala Sitharaman
ଦେଶର ଅର୍ଥମନ୍ତ୍ରୀଙ୍କ ପାଖରେ ନାହିଁ ଅର୍ଥ

ଦେଶର ଅର୍ଥମନ୍ତ୍ରୀଙ୍କ ପାଖରେ ନାହିଁ ଅର୍ଥ । ଆଉ ଟଙ୍କା ନଥିବାରୁ ନିର୍ବାଚନ ଲଢ଼ିବେନି ବୋଲି ନିଜେ ମନା କରିଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିଜେପି ଲୋକସଭା ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ଅଗ୍ରାହ୍ୟ କରିଦେଇଛନ୍ତି ।

Khariar\'s watermelon farmers seek market opportunities
ବଜାର ଖୋଜୁଛି ତରଭୁଜ

ବିଲରେ ହସୁଛି ତରଭୁଜ । ଆଉ ଏ ସୁନାର ଫସଲ ସ୍ୱାବଲମ୍ବୀ କରିଛି ଏହି ମହିଳାମାନଙ୍କୁ । ସେଥିପାଇଁ ତ ଏହି ଉତ୍ସାହ । ତରଭୁଜ ଉତ୍ପାଦନ ଭଲ ହୋଇଛି । ହେଲେ ବିକ୍ରି ପାଇଁ ଭଲ ବଜାର ନାହିଁ । ଫଳରେ କମ ଦାମରେ ବିକ୍ରି କରିବାକୁ...

Gold Price Today
Gold Price Today 29th March 2024: ସୁନା ଦରରେ ଲାଗୁନି ରୋକ୍, ୬୩ ହଜାର ଛୁଇଁଲା

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୮,୩୧୦ ଟଙ୍କା ହୋଇଛି।

Panchang Today
Panchang Today 29th March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଭୂମି କ୍ରୟ କରନ୍ତୁ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୨୯ ତାରିଖ ଶୁକ୍ରବାର । ଚନ୍ଦ୍ର- ତୁଳା ଦିବା ୦୨.୦୮ ଗତେ ବିଛା,ତିଥ- ୪ର୍ଥୀ ରାତ୍ରୀ ୦୮.୨୧ ଗତେ ୫ମୀ,ଘାତଚନ୍ଦ୍ର- ନାସ୍ତି,ଘାତବାର- ବିଛା,ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୮.୩୫ ପର୍ଯ୍ୟନ୍ତ ।

Yami Gautam against Kangana
ମୁହାଁମୁହିଁ ହେବେ କଙ୍ଗନା-ୟାମି?

ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରେ ହୋଇପାରେ ଜୋରଦାର ଟକ୍କର । ମୁହାଁମୁହିଁ ହେବେ କି କଙ୍ଗନା-ୟାମୀ । ବିଜେପି ଏହି ଆସନରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏବେ ୟାମୀ ଗୌତମଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଜୋର ଧରିଛି ।...

Gold Price Today
Gold Price Today 28th March 2024: ବଢିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୭,୩୧୦ ଟଙ୍କା ହୋଇଛି।

WIFE SECOND HAND
ସ୍ତ୍ରୀକୁ ସେକେଣ୍ଡହ୍ୟାଣ୍ଡ କହିଥିଲେ ଗଣିବେ ୩କୋଟି

ବାହା ହେଲେ, ଏକାଠି ହନିମୁନକୁ ଗଲେ। ପତ୍ନୀଙ୍କ ପ୍ରେମ ରସରେ ବୁଡ଼ିବା ଆଗରୁ ପତି ହାସ୍ୟରସ ଆରମ୍ଭ କଲେ। ହେଲେ କଥାଟା ଟିକେ ହାର୍ଡ ଥିଲା। ମାନେ, ଡାର୍ଲିଂଙ୍କୁ ଡାକୁ ଡାକୁ ଡାକିଦେଲେ, ସେକେଣ୍ଡହ୍ୟାଣ୍ଡ। ହନିମୁନ୍ ମୁଡ୍ ବିଗିଡିଗଲା। ଆଉ ତା ପରେ ଶୁଣିବାକୁ ମିଳୁଛି, କୁଆଡେ ଲକ୍ଷେ...

Water scarcity haunts
ପାଣି ଟୋପେ ପାଇଁ ହିନସ୍ତା କାଠକଟାବାସୀ

ଗାଁରେ ପାନୀୟ ଜଳ ସଂଯୋଗ ପାଇଁ ନଳ ବସିଛି । ହେଲେ ପାଣିର ଦେଖାନାହିଁ । ଏମିତି ଚାଲିଛି ସରକାରୀ ଯୋଜନାରେ ପାନୀୟ ଜଳ ଯୋଗାଣ । ଏ ହେଉଛି କେନ୍ଦୁଝର ଆନନ୍ଦପୁର ବ୍ଲକ ଅନ୍ତର୍ଗତ କାଠକଟା ଗାଁର ଦୃଶ୍ୟ । ଆଦିବାସୀ ବହୁଳ ଏହି ଗାଁରେ ପାଣି...

X to rollout streaming service
ୟୁଟ୍ୟୁବ ଓ ନେଟଫ୍ଲିକ୍ସକୁ ଟକ୍କର ଦେବ 'ଏକ୍ସ'

ୟୁଟ୍ୟୁବ ଓ ନେଟଫ୍ଲିକ୍ସକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି କି ଏଲନ୍ ମସ୍କ୍ । କାରଣ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ 'ଏକ୍ସ' ନିଜ ୟୁଜର୍ସ ମାନଙ୍କ ପାଇଁ ଆଣିବାକୁ ଯାଉଛି ଏକ ନୂଆ ଫିଚର । ଯେଉଁଥିରେ ଆପଣ 'ଏକ୍ସ'ରେ ଦେଖି ପାରିବେ ଲମ୍ୱା ଭିଡ଼ିଓ ।

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।