• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Flower Village
ଆସ ବୁଲିଯିବା ଫୁଲର ଗାଁ; ଫୁଲ ଦେଖିବା ତୋଳି ଆଣିବା

ଫୁଲର ବଗିଚା ଭିତରେ ରହିଛି ଦୁଇଟି ଗାଁ । ଏହି ଗାଁକୁ ଥରେ ଗଲେ ଆଉ ଥରେ ଯିହାକୁ ମନ କହିବ ନିଶ୍ଚିତ । ଆସନ୍ତୁ ବୁଲିଯିବା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ସାଧୁସାହି ଓ ବ୍ରାହ୍ମଣଭୂଇଁ ଗାଁ...

death ritual feast of a bull
ବୁଲା ଷଣ୍ଢର ମୃତ୍ୟୁ ପରେ ଦଶାହ ଭୋଜି ଦେଲେ ଲୋକେ

ବଦଳୁଥିବା ସମୟ ସହ ମଣିଷତ୍ୱ ବି ବଦଳୁଛି । ଯେଉଁଠି ରକ୍ତର ସମ୍ପର୍କ ଫିକା ପଡ଼ି ଯାଉଛି ସେହି ସମୟରେ ସମାଜକୁ ସ୍ନେହ ଶ୍ରଦ୍ଧା ଓ ଭାଇଚାରର ବାର୍ତ୍ତା ବାଣ୍ଟିବା ଭଳି ଏକ ଖବର ଆସିଛି ଭଦ୍ରକରୁ । ଏଠାରେ ଏକ ବୁଲା ଷଣ୍ଢର ମୃତ୍ୟୁ ଭୋଜିକୁ ନେଇ...

News Fuse
ଇଏ କଣ BDO ସାର୍ ଏମିତି ମିଡିଆକୁ ଆଡେଇ ମାଡିଯାଉଛନ୍ତି !

ଇଏ କଣ ଏମିତି ମିଡିଆକୁ ଆଡେଇ ମାଡିଯାଉଛନ୍ତି । କହିଲେଣି ମନାଅଛି ପ୍ଲିଜ ପ୍ଲିଜ୍ । ହେଲେ ସାମ୍ବାଦିକ ତ ତାଙ୍କ ପ୍ଲିଜକୁ ଖାତିର କରୁନାହାନ୍ତି... ଦେଖୁନ ତାଙ୍କ ପଛରେ ଗୋଡେଇଲେଣି...

Today Panchang
Today Panchang 22nd March 2023: ଜାଣନ୍ତୁ ଆଜିର ପଞ୍ଜାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ନୂତନ ବସ୍ତୁ କ୍ରୟ କରନ୍ତୁ

ସୌର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Watermelon
ସବୁ ସାରିଦେଲା ବର୍ଷା : ହିଡ଼ ମୁଣ୍ଡରେ କାନ୍ଦୁଛି ଚାଷୀ

ଥିଲା ଥିଲା ଢାଳିଦେଲା । ବିଲ ଭିତରେ ଆଣ୍ଠୁଏ ଉଚ୍ଚର ପାଣି...ଆଖି ସାମ୍ନାରେ କ୍ଷେତ ଉଜୁଡ଼ିଯିବାରୁ ଭୋ ଭୋ ହୋଇ କାନ୍ଦୁଛି ଚାଷୀ

Couple abandons infant
ବାପା ମାଆ ଫେରାର୍.. ଦିବ୍ୟାଙ୍ଗ ପିଉସୀ କୋଳରେ ବଢୁଛି ଶିଶୁକନ୍ୟା

ଜନ୍ମଦେଇ ଫେରାର୍ ହୋଇଗଲା ମାଆ..ଆଉ ଏବେ ବାପା ବି ତାକୁ ଛାଡ଼ି ପଳାଇଛି.. କୁନିଝିଅ ଜାଣିନି ତା ସହ କେତେ ବଡ଼ ଛଳନା ହୋଇଛି.

Without electricity
ପ୍ରତିଶ୍ରୁତି ହେଲା ପ୍ରତାରଣା : ୫ ବର୍ଷ ହେଲା ଗାଁରେ ଜଳୁନି ବିଜୁଳି

୫ ବର୍ଷ ହେଲାଣି ଗାଁକୁ ବିଜୁଳି ଦେବାର ବ୍ୟବସ୍ଥା କଲା ପ୍ରଶାସନ । ଆଜିଯାଏଁ କିନ୍ତୁ ଜଳିପାରିଲାନି ବିଜୁଳି...ବାରମ୍ବାର ଅଭିଯୋଗ କଲେ ହେଲେ ଲାଭ ମିଳୁନି ।

 Panchang
Today Panchang 21st March 2023: ଜାଣନ୍ତୁ, ଆଜିର କେଉଁ ମୁହୂର୍ତ୍ତ ହେବ ଶୁଭ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

what's your zodiac sign
ଆପଣଙ୍କର ବୃଷ ରାଶି କି...ଏହି ରାଶିର ବ୍ୟକ୍ତିଙ୍କୁ ବିବାହ କଲେ ଜୀବନ ହେବ ପ୍ରେମମୟ...

ରାଶିକୁ ନେଇ ମନ ଭିତରେ ଅନେକ ଦ୍ୱନ୍ଦ ରହିଛି । ୧୨ଟି ରାଶି ମଧ୍ୟରେ ଦ୍ୱତୀୟ ରାଶି ହେଉଛି ବୃଷ । ତେବେ ଆଜି ଆମେ ଜାଣିବା ବୃଷ ରାଶି ବିଷୟରେ...

free helmet to bikers
ହେଲମେଟ୍‌ ମ୍ୟାନ୍‌ ରାଘବେନ୍ଦ୍ର : କାର୍‌ ଭିତରେ ବି ପିନ୍ଧନ୍ତି ହେଲମେଟ୍‌

ହେଲମେଟ୍‌ ମ୍ୟାନ୍‌ ରାଘବେନ୍ଦ୍ର : କାର୍‌ ଭିତରେ ବି ପିନ୍ଧନ୍ତି ହେଲମେଟ୍‌...ରାସ୍ତାରେ ଯିଏ ହେଲମେଟ୍‌ ପିନ୍ଧନ୍ତି ନାହିଁ ସାଙ୍ଗେ ସାଙ୍ଗେ ତାଙ୍କୁ ଦିଅନ୍ତି ହେଲମେଟ୍‌

Mahua flowers
ଚାରିଆଡେ ପେନ୍ଥା ପେନ୍ଥା ମହୁଲ ଫୁଲ..

କାହା ପାଇଁ ନିଶା ତ କାହାର ଭାତହାଣ୍ଡି । ସରକାରଙ୍କୁ ମହୁଲ କରୁଛି ମାଲାମାଲ୍.. ହେଲେ ଆମକୁ ମିଳୁନି ପାଉଣା..

News Fuse
ଦେଖିଲେ ଦେଖିଲେ ପ୍ୟାଣ୍ଟ ଚୋରି କରି ନେଲେ

ଛି ଛି ଛି ...ଗେଟ୍‌ରେ ଶୁଖୁଥିଲା ଜିନ୍ସ ପ୍ୟାଣ୍ଟ । ଏଇ ବାବୁ ଆସି ଦେଖିଲେ ଦେଖିଲେ...ସାଙ୍ଗରେ ନେଇ ପଳାଇଗଲେ । ଏହେ...କାହାର କାଛୁକୁଣ୍ଡିଆ ହୋଇଥିବ...

Today Panchang
Today Panchang 19th March 2023: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ନୂତନ ଜିନିଷ କ୍ରୟ କରନ୍ତୁ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Daily Horoscope
Daily Horoscope 19th March 2023: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ନୂଆ ଘର କିଣିବାରେ ଦିନଟି ଶୁଭ ରହିବ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ରବିବାର । ଚନ୍ଦ୍ର – ମକର ଦିବା ୧୧.୧୬ ଗତେ କୁମ୍ଭ,ତିଥି – ୧୨ଶୀ ଦିବା ୦୮.୦୭ ଗତେ ୧୩ଶୀ,ଘାତ ଚନ୍ଦ୍ର – ସିଂହ ଦିବା ୧୧.୧୬ ଗତେ ମିଥୁନ , ମୀନ,ଘାତ ବାର- ...

Owner abandons camel
କାନ୍ଦୁଛି ଓଟ...ସ୍ୱାର୍ଥପର ମଣିଷକୁ ମାଗୁଛି ଜବାବ୍‌

ଓଟ ଆଖିରେ ଲୁହ । କାମ ସରିଗଲା ବୋଲି ଅଧା ରାସ୍ତାରେ ଛାଡିଦେଲା ମାଲିକ । ବୁଲିବୁଲି ମାଲିକକୁ ଖୋଜୁଛି...ମନେ ମନେ କହୁଛି ରେ ସ୍ୱାର୍ଥପର ମଣିଷ କାମ ସରିଗଲା ପରେ ମତେ ପର କେମିତି କରିଦେଲୁ?

5T in shambles
5-T ସ୍କୁଲ...ବାହାର ଚକ୍‌ଚକ୍‌, ଭିତର ଫମ୍ପା

ବାଃବାଃରେ ସରକାର । ଗୁମର ଖୋଲିଦେଲା ୫-ଟି ସ୍କୁଲର । ବାହାର ପୂରା କାଚମାର୍କା, ଭିତର ପୂରା ଫମ୍ପା । ଗୋଟିଏ କ୍ଲାସ୍‌ ରୁମ୍‌ରେ ଦୁଇଟି ଶ୍ରେଣୀର ପିଲାଏ ପଢୁଛନ୍ତି ପାଠ

Unique Bond
ଏମିତି ଭାଇ ଜଗତେ ନାହିଁ । ଦିବ୍ୟାଙ୍ଗ ଭାଇର ସେବା କରୁଛି ଦିବ୍ୟାଙ୍ଗ ଭାଇ

ଭାଇ ଅଛି ଯାହାର, ତାକୁ ଡର କାହାର? ୨୫ ବର୍ଷ ହେଲାଣି ମାନସିକ ଅନଗ୍ରସର ଭାଇର ସେବା କରୁଛି ମୁକ ଭାଇ । ଗାଳିଦେଲେ ଖାଇବାକୁ ଦେଉଛି, ମାଡି ମାରିଲେ ଆଉଁସି ଦେଉଛି

Today Panchang
Today Panchang 18th March 2023: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଗୃହ ପ୍ରବେଶ କରନ୍ତୁ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

News Fuse
ସେଦିନ ଲଡୁ, ଆଜି ଡାଲି ଖଟେଇ

ସେଦିନ ଲଡୁ, ଆଜି ଡାଲି ଖଟେଇ

Farmers turn barren land
ନିଜ ଉଦ୍ୟମରେ ଫଳାଇଲେ ସୁନାର ଫସଲ

ଦିନେ ଦୁବ ଘାସଟିଏ କଉଁଳୁ ନଥିଲା ଆଜି ସୁନାର ଫସଲ । ଚାରିପଟେ ପାହାଡ଼ ଥିଲେ ବି ନିଜ ଉଦ୍ୟମରେ ଗ୍ରାମବାସୀ ଜମିରେ ଫଳାଇଲେ ସୁନାର ଫସଲ..

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।