""
ବିବିଧ Videos ମା’ ତାରାତାରିଣୀଙ୍କ ପୀଠ ନା ଏ ଅଳିଆ ଗଦା ? ଗଞ୍ଜାମର ମା’ ତାରାତାରିଣୀଙ୍କ ପୀଠ । ଶୀତଦିନ ହେଲେ ଏଠାରେ ଲାଗେ ପର୍ଯ୍ୟଟକଙ୍କ ପ୍ରବଳ ଗହଳି । ହେଲେ ଏହି ସ୍ଥାନରେ ପର୍ଯ୍ୟଟକଙ୍କ ପାଇଁ ସେପରି କୌଣସି ଉତ୍ତମ ବ୍ୟବସ୍ଥା ନଥିବାରୁ ଧୀରେ ଧୀରେ ଏହି ସ୍ଥାନ ଅଳିଆ ଗଦାର ରୂପ ନେଲାଣି । Pallipuspa Samal 12 Apr 2024 09:27 IST Improper garbage management Garbage Management FailureAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ