• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

PDS rice
PDS ଚାଉଳରେ ମିଶିଛି ପ୍ଲାଷ୍ଟିକ୍‌?

PDS ଚାଉଳରେ ମିଶିଛି ପ୍ଲାଷ୍ଟିକ୍‌? ଚୋବେଇଲେ ଚିଣ୍ଡୁନି ...ଅଠାଳିଆ ଲାଗୁଛି। ସିଝେଇଲେ ବି ସିଝୁନି। ରିଟେଲରଙ୍କ ପାଖରୁ ଚାଉଳ ଆଣିବା ପରେ ଏବେ ଡରିକି ପିଡିଏସ ଚାଉଳରେ ରୋଷେଇ କରୁନାହାନ୍ତି ଲୋକ। ଯୋଗାଣ ଅଧିକାରୀ କହୁଛନ୍ତି...

News Fuse
ଲେଟ୍‌ରେ ଆସୁଛନ୍ତି..ପଚାରିଲେ କହୁଛନ୍ତି ଫିଲ୍ଡ ୱାର୍କରେ ଯାଇଥିଲୁ

ଆଲୋ ଆଲୋ...କ୍ୟାମେରା ଆଗରେ ମିଛ ? ଟାଇମ୍‌ରେ ଆସୁନ, କହିଲା ବେଳକୁ ଫିଲ୍ଡ ୱାର୍କରେ ଯାଇଥିଲ ବୋଲି କିଆଁ କହୁଛ? ନାରଣ ତୋର କାହିଁକି ମୁଣ୍ଡ ବିନ୍ଧିଲା ଦିଦି ଯେତେବେଳୁ ଆଇଲେ...ଏଇଠି ପରା 5-T…

ganja sized
ସାଇରନ ବାଜୁଥିଲା କେଁ କେଁ...ଭିତରେ ଥିଲା...

ରାସ୍ତାରେ କେଁ କେଁ କରି ଯାଉଥିଲା ଆମ୍ବୁଲାନ୍ସ । ଏଇ ଆମ୍ବୁଲାନ୍ସରେ ଗଂଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ଥିଲା ଅବକାରୀ ବିଭାଗ ପାଖରେ। ବାସ୍‌ ମଝି ରାସ୍ତାରେ ହେଲା ଚଢାଉ...ଆଉ ବାହାରିଲା...

Today Panchang
Today Panchang 24th Feb 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତ ଦେଖି ନୂତନ ଗାଡ଼ି କ୍ରୟ କରନ୍ତୁ

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

News Fuse
ରାଲି ପାଇଁ ଆସିଛନ୍ତି...ଜୟନାରାୟଣଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ କରିଦେଲେ

ଜୟ ନାରାୟଣ କାହାକୁ ବାଡେଇଛନ୍ତି ଏମାନେ ମୂଳରୁ ଜାଣିନାହାନ୍ତି, ହେଲେ ରାଲି କରିବା ଲାଗି ଆସିଛନ୍ତି। କି ଲାଜ କିଲୋ? ମୁଁ ମରିଯାଏ...ଚାଲ ଚାଲ ଏଇ ମାଉସୀଙ୍କୁ ପଚାରିବା କୁଆଡେ ଆଇଛନ୍ତି?

Today Panchang
Today Panchang 23rd Feb 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୨୩ ତାରିଖ ଗୁରୁବାର । ଚନ୍ଦ୍ର – ମୀନ ରାତ୍ରି ୦୩.୪୫ ଗତେ ମେଷ,ତିଥି – ୪ର୍ଥୀ ରାତ୍ରି ୦୧.୩୩ ଗତେ ୫ମୀ ,ଘାତ ଚନ୍ଦ୍ର – ଧନୁ ରାତ୍ରି ୦୩.୪୫ ଗତେ ମେଷ,ଘାତ ବାର- ତୁଳା...

Today Panchang
Today Panchang 22nd Feb 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Awas yojana fails
ଏମାନଙ୍କ ପାଇଁ ସାତ ସପନ ସରକାରୀ ଯୋଜନା

ଭୂମି ହୀନଙ୍କ ଲାଗି ସାତ ସପନ ପାଲଟିଛି ସରକାରୀ ଯୋଜନା l ଦୀର୍ଘ ବର୍ଷ ଧରି ଜରି ପାଲ ତଳେ ଝାଟି ମାଟି ଘରେ କଟୁଛି ଜୀବନ l

No wheelchair ramp youth carries disabled sister
ଭଉଣୀକୁ ପିଠିରେ ଲଦି ତାଜମହଲ ଦେଖାଇଲା ଭାଇ

ଭଉଣୀକୁ ପିଠିରେ ଲଦି ତାଜମହଲ ଦେଖାଇଲା ଭାଇ

News Fuse
ଜୟନାରାଣଙ୍କ ବିରୋଧରେ, କିନ୍ନରଙ୍କ ଏମିତି ବିକ୍ଷୋଭ

ବିରୋଧିଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ କିନ୍ନରଙ୍କ ବିକ୍ଷୋଭ । ଜୟନାରାୟଣ ଝିଅ ହାତରୁ ମିଠା ଖାଇ ଘରକୁ ବାହୁଡ଼ି ଗଲେ ବିକ୍ଷୋଭ କରୁଥିବା କିନ୍ନର...

Today Panchang
Today Panchang 21st Feb 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତ ଦେଖି ଗାଡି କ୍ରୟ କରନ୍ତୁ

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ମଙ୍ଗଳବାର । ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ମଙ୍ଗଳବାର ।

Poultry farming
କୁକୁଡ଼ା ଚିଆଁଙ୍କ ଲାଗି ହଟିଲା ବେକାରୀ ଟ୍ୟାଗ୍

ଏଇଠି ଅଛନ୍ତି ହଜାର ହଜାର କୁକୁଡା ଚିଆଁ.. ବିଭିନ୍ନ ପ୍ରଜାତିର ଦେଶୀ କୁକୁଡ଼ା ସହ ସୋନାଲି, କକରେଲ, ଡିପିକ୍ରସ କୁକୁଡ଼ା ଚିଆଁ..ଏହି ପ୍ରଜାତିର କୁକୁଡ଼ା ମାଂସ ଅଧିକ ସ୍ୱାଦିଷ୍ଟ ଥିବାରୁ ଗ୍ରାହକ ମଧ୍ୟରେ ଏମାନଙ୍କ ଚାହିଦା ବେଶୀ..

anganwadi building poses threat
ଏ ଅଙ୍ଗନବାଡ଼ି କେନ୍ଦ୍ର ଦିନେ ଜୀବନ ନେବ ! ସେତେବେଳେ ଆଖି ଖୋଲିବ..

କୋମଳମତି ଶିଶୁମାନେ ଭାଗ୍ୟକୁ ଭରସି ନିତି ଏଠାକୁ ପାଠ ପଢିବାକୁ ଆସୁଛନ୍ତି..

Woman seeks financial assistance
ରୁବି ମୋ ଜୀବନ.. ତା’ଛଡା ମୋର ଆଉ କେହି ନାହିଁ..

ଗୋଟିଏ ଫ୍ରେମରେ ଦୁଇଟି କାହାଣୀ.. ମାଆକୁ ହରାଇ ଜଣେ ବେସାହାରା, ଆଉ ଜଣେ ଛୁଆଙ୍କୁ ହରାଇ ଅସହାୟ ମାଆ..

Viral Boy
‘ଭାଇରାଲ୍ ବଏ’ର ଜୋସ୍ ଦେଖିଲେ.. ଆପଣଙ୍କ ହୋସ୍ ଉଡିଯିବ

ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଛି.. ହେଲେ ତା’ ଜୋସ୍ ଟିକିଏ ଦେଖନ୍ତୁ.. ଏଇ ବୟସରେ ପିଲା ବାପା କାଖ ଛାଡନ୍ତିନି

Gold Price Today
Gold Price Today 20th Feb 2023: ସାମାନ୍ୟ କମିଛି ସୁନା ଦର, ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି। ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୮୩୦ ଟଙ୍କା ହୋଇଛି।

News Fuse
ଏଠି କଷ୍ଟ କଲେ କମିଶନର୍ ମିଳନ୍ତି..

କମିଶନର୍ ନମସ୍କାର୍ ପକେଇଲେ, ମେୟର ଡେଣା ଧରି ଉଠେଇଲେଣି…

Today Panchang
Today Panchang 20th Feb 2023: କେଉଁ ମୁହୂର୍ତ୍ତ ହେବ ଶୁଭ,ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Free education
ସବୁ ଗରିବ ପିଲାଙ୍କୁ ମାଗଣାରେ ପାଠ ପଢେଇବା ଲାଗି ବ୍ୟବସାୟୀ ଖୋଲିଲେ କୋଚିଂ ସେଂଟର

ସବୁ ଗରିବ ପିଲାଙ୍କୁ ମାଗଣାରେ ପଢାଯିବ। କେହି ଅଶିକ୍ଷିତ ରହିବେ ନାହିଁ...ନିଇତି ୪.୩୦ ରୁ ୬.୩୦ ଯାଏଁ କୋଚିଂ ନେଉଛନ୍ତି ପିଲା

Today Panchang
Today Panchang 19th Feb 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ପୂଜା

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।