/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713148704.jpg)
Panchang Today
ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୧୫ ତାରିଖ ସୋମବାର । ଚନ୍ଦ୍ର- ମିଥୁନ ରାତ୍ରି ୦୮.୩୯ ଗତେ କର୍କଟ,ତିଥି- ୭ମୀ ଦିବା ୧୨.୧୧ ଗତେ ୮ମୀ,ଘାତଚନ୍ଦ୍ର- କନ୍ୟା ରାଶିର ରାତ୍ରି ୦୮.୩୯ ପର୍ଯ୍ୟନ୍ତ ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୨.୧୧ ଗତେ ୧ ପାଦ-କୁଟୁମ୍ବହାନି- ତିଳକାଞ୍ଚନ ଦାନ ରାତ୍ରି ୦୩.୦୬ ପର୍ଯ୍ୟନ୍ତ
Advertisment
ଶୁଭ ସମୟ:
ପ୍ରାତଃ- ୦୫.୩୨ ରୁ ୦୭.୦୫
ଦିବା- ୧୦.୩୧ ରୁ ୦୧.୦୧
ଦିବା-୦୪.୨୭ ରୁ ୦୫.୧୧
ସନ୍ଧ୍ୟା-୦୬.୪୭ ରୁ ୦୯.୦୫
ରାତ୍ରି- ୧୧.୪୬ ରୁ ୦୨.୨୭
ଅଧିକ ପଢ଼ନ୍ତୁ: ଆପଣ ନିଜ ଘରେ ଗଛ ଲଗାଇବାକୁ ପସନ୍ଦ କରନ୍ତି କି… ଜାଣନ୍ତୁ କେଉଁ ବୃକ୍ଷ ଦିଏ ଶୁଭ ଫଳ
ଅଶୁଭ ସମୟ:
ରାହୁକାଳ - ପ୍ରାତଃ ୦୭.୦୫ ରୁ ୦୮.୩୯
କାଳବେଳା- ପ୍ରାତଃ ୦୭.୦୫ ରୁ ୦୮.୩୯
ବାରବେଳା- ଦିବା ୦୨.୫୩ ରୁ ୦୪.୨୭
କାଳରାତ୍ରି- ରାତ୍ରି ୧୦.୨୦ ରୁ ୧୧.୪୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)