• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

gold necklace
Gold Price Today 25th April 2024: କମିଲା ସୁନା ଦର, ଜଲଦି କିଣନ୍ତୁ ଗହଣା

ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୨୦୦ ଟଙ୍କା ହୋଇଛି । ସୋହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୨୫୦ ଟଙ୍କା ରହିଛି ।

Maoist insurgency
ବୌଦ୍ଧରେ କମ୍ବିଂ ଅପରେସନ,ଟଳିଲେ ୨ ମାଓବାଦୀ

ବୌଦ୍ଧରେ ଟଳିଲେ ୨ ମାଓବାଦୀ! ବୌଦ୍ଧରେ କମ୍ବିଂ ବେଳେ ଏସଓଜି ଯବାନ-ମାଓବାଦୀ ଗୁଳି ବିନିମୟ । ବୌଦ୍ଧ କଣ୍ଟାମାଳ ଥାନା ପଢ଼େଲ ଡ୍ୟାମ୍ ନିକଟ ଜଙ୍ଗଲରେ ଏନକାଉଣ୍ଟର ।

job fraud
ଚାକିରି କରେଇ ଦେବାକୁ କହି ଠକିଦେଲେ,୨ କୋଟିରୁ ଅଧିକ ଟଙ୍କାର ଠକେଇ

ବ୍ୟାଙ୍କରେ ଚାକିରି କରାଇ ଦେବାକୁ କହି ଠକିଦେଲେ । ଚାକିରି ଲୋଭ ଦେଖାଇ ଠକି ସାରିଲେଣି ୨ କୋଟି ଊର୍ଦ୍ଧ୍ୱ ଟଙ୍କା। ୫୦ରୁ ଅଧିକ ବ୍ୟକ୍ତିଙ୍କୁ ଠକିଛନ୍ତି ବ୍ୟବସାୟୀ ।

mango khiri
ପର୍ବପର୍ବାଣୀରେ ଘରେ ବନାନ୍ତୁ 'ଆମ୍ବ ଖିରି'

ଚାଉଳ ଖିରି ହେଉ କି ସିମେଇ ଖିରି ଆପଣ ଏହିଭଳି ଖିରି ଘରେ ବନେଇ ଥିବେ । କିନ୍ତୁ ଆପଣ କେବେ କି ଆମ୍ୱରେ ଖିରି ପ୍ରସ୍ତୁତ କରିଛନ୍ତି କି ? ଆଜି ଆମେ ବନେଇବା ଆମ୍ବ ଖିରି । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ...

dark circles
ଡାର୍କ ସର୍କଲ ପାଇଁ ଚିନ୍ତିତ କି ? ଜାଣନ୍ତୁ ତିନୋଟି ମୁଖ୍ୟ କାରଣ

ଆଜିକାଲି ଅନେକ ଲୋକ ଡାର୍କ ସର୍କଲର ସମସ୍ୟା ଦ୍ୱାରା ଅସୁବିଧାରେ ପଡ଼ୁଛନ୍ତି । ଡାର୍କ ସର୍କଲର ସମସ୍ୟା ଯେକୌଣସି ବୟସରେ ହୋଇପାରେ । ଅନେକ ଥର, ନିଦ ଅଭାବରୁ ଆଖି ତଳେ ଡାର୍କ ସର୍କଲ୍ ଦେଖାଯାଏ । କିନ୍ତୁ ଏହି ସମସ୍ୟାର ଅନ୍ୟ ଅନେକ କାରଣ ଥାଇପାରେ ।...

weather
ଆହୁରି ବଢିବ ତାତି:୧୦ ଜିଲ୍ଲାକୁ ସିଭିୟର ହିଟ୍ ୱେଭ୍ ୱାର୍ଣ୍ଣିଂ

ରାଜ୍ୟରେ ଆହୁରି ବଢିବ ତାତି । ଆସନ୍ତା ୫ ଦିନ ପାଇଁ ୧୦ ଜିଲ୍ଲାକୁ ସିଭିୟର ହିଟ୍ ୱେଭ୍ ୱାର୍ଣ୍ଣିଂ । ୨୭ ଓ ୨୮ ତାରିଖରେ ହେବ ଅସମ୍ଭାଳ ତାତି ।

Panchang Today
Panchang Today 25th April 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୨୫ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ

chocolates
କେମିତି ତିଆରି ହୁଏ ଚକୋଲେଟ୍?

ଏହି ଫଟୋ ଦେଖି ଆପଣଙ୍କ ପାଟିରୁ ବି ଲାଳ ଗଡୁଛି ନାଁ.. ହଁ..ଇଏ ହେଉଛି ଚକୋଲେଟ୍ । ପିଲାଠୁ ବୁଢା ସମସ୍ତଙ୍କ ପସନ୍ଦ । ମାର୍କେଟରୁ ଆପଣ ବିଭିନ୍ନ ପ୍ରକାରର ଚକୋଲେଟ୍ କିଣି ଖାଇଥିବେ । ହେଲେ କେବେ ଭାବିଛନ୍ତି ଏହା କିପରି ତିଆରି ହୁଏ, କିଭଳି ଏହା...

Utkal Dibasa celebrated
ବିଦେଶ ମାଟିରେ ଶୁଭିଲା ଉତ୍କଳ ବନ୍ଦନା

ବିଦେଶ ମାଟିରେ ଶୁଭିଲା ଉତ୍କଳ ବନ୍ଦନା । ଦୁବାଇ ସହରରେ ଏକାଠି ହେଲେ ଗର୍ବିତ ଓଡ଼ିଆ । ଗର୍ବର ସହ ପାଳନ କଲେ ଉତ୍କଳ ଦିବସ । ଗତ ୧୮ ବର୍ଷ ଧରି ୟୁଏଇରେ ଥିବା ଓଡ଼ିଆ ସମାଜ ବା ଓସା ତରଫଲୁ ଏହାର ପାଳନ ହୋଇଆସୁଛି ।...

Samosa
ଜାଣିଛନ୍ତି କି ସିଙ୍ଗଡ଼ାର ଇତିହାସ

ଭାରତୀୟଙ୍କ ପ୍ରିୟ ଖାଦ୍ୟ ସିଙ୍ଗଡ଼ା । ସେ ସକାଳ ଜଳଖିଆ ହେଉ ବା ସନ୍ଧ୍ୟାର ଚା’ ଖଟି, ସବୁଠି ଲୋଡା ପଡେ ଏହି ସ୍ୱାଦିଷ୍ଟ ଖାଦ୍ୟ । ହେଲେ ଆପଣ ଜାଣିଛନ୍ତି କି ଏହା ଏକ ଭାରତୀୟ ଖାଦ୍ୟ ନୁହେଁ ବୋଲି । କ’ଣ ଆଶ୍ଚର୍ଯ୍ୟ ହୋଇଗଲେ ନାଁ...

Attention SBI account holders
ଆସୁଛି ଫେକ୍SMS; SBI ୟୁଜର୍ସ ସାବଧାନ !

SBI ୟୁଜର୍ସ ସାବଧାନ ! ଆସୁଛି ଫେକ୍SMS । ଲିଙ୍କରେ କ୍ଲିକ୍କରିବା ମାତ୍ରେ ଆକାଉଣ୍ଟ ହୋଇଯିବ ଖାଲି ! ଗତବର୍ଷ ଡିସେମ୍ୱର ମାସରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କୁ ଫେକ୍

 news anchor faints
ଖବର ପଢ଼ୁଥିଲେ ଆଙ୍କର; ହୋଇଗଲେ ବେହୋସ୍

ଅସହ୍ୟ ହେଉଥିଲା ଗରମ । ଷ୍ଟୁଡିଓରେ ବସି ଖବର ପଢ଼ୁଥିଲେ ନ୍ୟୁଜ ଆଙ୍କର । ପାଣିପାଗ ଉପରେ ଦେଉଥିଲେ ସୂଚନା । ହେଲେ ହଠାତ୍ହୋଇଗଲେ ଅଚେତ୍। ଏ ହେଉଛନ୍ତି ଡିଡି ବାଂଲାର ନ୍ୟୁଜ୍ଆଙ୍କର ଲୋପାମୁଦ୍ରା ସିହ୍ନା । ଯାହାଙ୍କ ଅସୁସ୍ଥ ହେବାବେଳର ଫଟୋ ଏବଂ ଭିଡିଓ ଏବେ ଖୁବ୍ଭାଇରାଲ...

Gold Price Today
Gold Price Today 23rd April 2024: କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ସୁନାର ଦାମ୍

ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୧୬୦ ଟଙ୍କା ହୋଇଛି । ସୋହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୧୫୦ ଟଙ୍କା ରହିଛି ।

Panchang Today
Panchang Today 23rd April 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଗୃହ ପ୍ରବେଶ କରନ୍ତୁ

ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ

Gold Price Today
Gold Price Today 22nd April 2024: ସାମାନ୍ୟ କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୩,୬୯୦ ଟଙ୍କା ହୋଇଛି।

defunct cold storage
‘ଶୀତଳ ଭଣ୍ଡାର ନାହିଁ ତ ନୋଟାରେ ପଡିବ ଭୋଟ’

ଭୁତ କୋଠି ପାଲଟିଲାଣି ପୁରୀ ଜିଲ୍ଲାରେ ନିର୍ମିତ ଶୀତଳ ଭଣ୍ଡାର.... ସେଠାରେ ଥିବା ଯନ୍ତ୍ରପାତି ଅଚଳ ହେବା ସହିତ ଅନେକ ସେଥିରୁ ଚୋରି ହେଇଗଲାଣି l କେଉଁଠି ଘର ର ଛାତ ନାହିଁ ତ ଆଉ କେଉଁଠି ଛାତ ଝଡି ପଡ଼ିଲାଣି, ସବୁ ଆଡେ ଏବେ ଜଙ୍ଗଲୀ ପରିବେଶ...

Blackbucks
ନା ମିଳୁଛି ପାଣି ନା ଅଛି ଛାଇ

ଡହ ଡହ ଖରାରେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ହରିଣ । ଵିଲବାଡ଼ି ,ଜଳାଶୟ ସବୁ ସୁଖିଲା ପଡିଥିବାରୁ ପାଣି ମୁନ୍ଦେ ପାଇଁ ଇତସ୍ତତ ହୋଇ ବୁଲୁଛନ୍ତି ଏହି ଜଙ୍ଗଲୀ ଜୀବ। ଏମିତିକି ବାଟବଣା ହୋଇ ଅନେକ ସମୟରେ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି...

shield birds and animals from sweltering
ପଶୁପକ୍ଷୀ ପ୍ରେମୀ ଚିନ୍ମୟୀ

ଦିନକୁ ଦିନ ବଢ଼ିଚାଲିଛି ଖରା ...ଆଉ ତା ସାଙ୍ଗକୁ ଭୟଙ୍କର ଗୁଳୁଗୁଳି....ପାଣି ଟୋପେ ପାଇଁ ମଣିଷଙ୍କ ଠୁ ପଶୁ ପକ୍ଷୀ ସମସ୍ତେ ଡହଳ ବିକଳ...ସେପଟେ ବିଭିନ୍ନ ଜଳାଶୟ ଶୁଖିଲା ପଡିଥିବାରୁ ପାଣି ମୁନ୍ଦେ ପାଇଁ ହନ୍ତସନ୍ତ ହେଉଛନ୍ତି ଜୀବଜନ୍ତୁ.... ଏଭଳି ସ୍ଥିତିରେ ସମାଜସେବୀ ଚିନ୍ମୟୀଙ୍କ ସେବା ସତରେ ପ୍ରଶଂସନୀୟ.......

nonagenarian woman
ରଖେ ହରି ତ ମାରେ କିଏ ?

ଦୁନିଆରେ ଏବେ ବି ବଞ୍ଚି ରହିଛି ମଣିଷ ପଣିଆ ଆଉ ମାନବିକତା । ନିଜର ମଣିଷ ସିନା ପର କରିଦେଲା ହେଲେ ପର ମଣିଷଟି ନିଜ ଠୁ ବି ଆହୁରି ଅଧିକ ନିଜର କରିଛି । କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରି ପାରେ...

Panchang
Panchang Today 22nd April 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ପୂଜା

ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୨୨ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।