""
ବିବିଧ Videos ବିଦେଶ ମାଟିରେ ଶୁଭିଲା ଉତ୍କଳ ବନ୍ଦନା ବିଦେଶ ମାଟିରେ ଶୁଭିଲା ଉତ୍କଳ ବନ୍ଦନା । ଦୁବାଇ ସହରରେ ଏକାଠି ହେଲେ ଗର୍ବିତ ଓଡ଼ିଆ । ଗର୍ବର ସହ ପାଳନ କଲେ ଉତ୍କଳ ଦିବସ । ଗତ ୧୮ ବର୍ଷ ଧରି ୟୁଏଇରେ ଥିବା ଓଡ଼ିଆ ସମାଜ ବା ଓସା ତରଫଲୁ ଏହାର ପାଳନ ହୋଇଆସୁଛି । ଯାହାର ନାଁ ଦିଆଯାଇଛି ଉତ୍ସବ ୨୦୨୪ । Pallipuspa Samal 23 Apr 2024 13:11 IST Utkal Dibasa celebrated Dubai Utkal DibasaAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ