/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713838193.jpg)
Panchang Today
ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ମଙ୍ଗଳବାର। ଚନ୍ଦ୍ର- କନ୍ୟା ଦିବା ୦୯.୧୭ ଗତେ ତୁଳା,ତିôଥ- ପୂର୍ଣ୍ଣିମା ନିଶାନ୍ତ ୦୫.୧୮ ଗତେ ପ୍ରତିପଦ,ଘାତଚନ୍ଦ୍ର- ବୃଷ ରାଶିର ଦିବା ୦୯.୧୭ ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।
Advertisment
ଶୁଭ ସମୟ:
ଦିବା- ୦୮.୩୫ ରୁ ୧୦.୨୯
ଦିବା-୦୧.୦୦ ରୁ ୦୧.୧୯
ଦିବା-୦୪.୨୯ ରୁ ୦୫.୧୩
ସନ୍ଧ୍ୟା- ୦୬.୦୩ ରୁ ୦୬.୪୯
ରାତ୍ରି- ୦୯.୦୫ ରୁ ୧୧.୨୧
ରାତ୍ରି-୦୧.୩୮ ରୁ ୦୩.୦୯
ଅଧିକ ପଢ଼ନ୍ତୁ: ଗୃହର ଏହି ଦିଗକୁ ଜଳ ନିଷ୍କାସିତ ହେଉଛି କି… ଗୃହକୁ ଆସିବ ମହା ସଂକଟ
ଅଶୁଭ ସମୟ:
ରାହୁକାଳ - ଦିବା ୦୨.୫୪ ରୁ ୦୪.୨୯
କାଳବେଳା- ଦିବା ୦୧.୧୯ ରୁ ୦୨.୫୪
ବାରବେଳା- ପ୍ରାତଃ ୦୭.୦୧ ରୁ ୦୮.୩୫
କାଳରାତ୍ରି- ସନ୍ଧ୍ୟା ୦୭.୨୮ ରୁ ୦୮.୫୪
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)