""
ବିବିଧ Videos ଖବର ପଢ଼ୁଥିଲେ ଆଙ୍କର; ହୋଇଗଲେ ବେହୋସ୍ ଅସହ୍ୟ ହେଉଥିଲା ଗରମ । ଷ୍ଟୁଡିଓରେ ବସି ଖବର ପଢ଼ୁଥିଲେ ନ୍ୟୁଜ ଆଙ୍କର । ପାଣିପାଗ ଉପରେ ଦେଉଥିଲେ ସୂଚନା । ହେଲେ ହଠାତ୍ହୋଇଗଲେ ଅଚେତ୍। ଏ ହେଉଛନ୍ତି ଡିଡି ବାଂଲାର ନ୍ୟୁଜ୍ଆଙ୍କର ଲୋପାମୁଦ୍ରା ସିହ୍ନା । ଯାହାଙ୍କ ଅସୁସ୍ଥ ହେବାବେଳର ଫଟୋ ଏବଂ ଭିଡିଓ ଏବେ ଖୁବ୍ଭାଇରାଲ ହେବାରେ ଲାଗିଛି । Pallipuspa Samal 23 Apr 2024 12:31 IST news anchor faints HeatwaveAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ