ଦିନକୁ ଦିନ ବଢ଼ିଚାଲିଛି ଖରା ...ଆଉ ତା ସାଙ୍ଗକୁ ଭୟଙ୍କର ଗୁଳୁଗୁଳି....ପାଣି ଟୋପେ ପାଇଁ ମଣିଷଙ୍କ ଠୁ ପଶୁ ପକ୍ଷୀ ସମସ୍ତେ ଡହଳ ବିକଳ...ସେପଟେ ବିଭିନ୍ନ ଜଳାଶୟ ଶୁଖିଲା ପଡିଥିବାରୁ ପାଣି ମୁନ୍ଦେ ପାଇଁ ହନ୍ତସନ୍ତ ହେଉଛନ୍ତି ଜୀବଜନ୍ତୁ.... ଏଭଳି ସ୍ଥିତିରେ ସମାଜସେବୀ ଚିନ୍ମୟୀଙ୍କ ସେବା ସତରେ ପ୍ରଶଂସନୀୟ.......
ଦୁନିଆରେ ଏବେ ବି ବଞ୍ଚି ରହିଛି ମଣିଷ ପଣିଆ ଆଉ ମାନବିକତା । ନିଜର ମଣିଷ ସିନା ପର କରିଦେଲା ହେଲେ ପର ମଣିଷଟି ନିଜ ଠୁ ବି ଆହୁରି ଅଧିକ ନିଜର କରିଛି । କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରି ପାରେ...
ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୨୨ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ମାଟିର କାନ୍ଥ, ମାଟି ବି ଚଟାଣ । ଘରର ସୁନ୍ଦର ସୁନ୍ଦର ଡିଜାଇନ୍ସବୁ ମାଟିରେ ତିଆରି । ଏ ଘରର ମାଲିକ କୌଣସି ଗରିବ ନୁହଁନ୍ତି । କି ଏହି ଘରଟି ପୁରୁଣା ସମୟର ବି ନୁହେଁ । ଜଣେ ଧନୀ ବ୍ୟକ୍ତି ଏହି ଘରକୁ କରିଛନ୍ତି ।...
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୪,୨୪୦ ଟଙ୍କା ହୋଇଛି।
ଆପେ ଆପେ ଷ୍ଟାର୍ଟ ହେଉଛି ବୋଲେରୋ । ଆଉ ଧୀରେ ଧୀରେ ଆଗକୁ ବଢ଼ୁଛି । ନା ଡ୍ରାଇଭର ଅଛନ୍ତି । ନା ଗାଡ଼ିରେ କେହି ବସିଛନ୍ତି । ସବୁ କିଛି ଠିକ୍ଠାକ୍ଚାଲିଛି । ଆଉ ଧୀରେ ଧୀରେ ଗାଡ଼ିର ବେଗ ମଧ୍ୟ ବଢ଼ିବାକୁ ଲାଗୁଛି
ମାଆଟିଏ ଯେତେବେଳେ ଅଫିସର ହୁଏ, ତା ପାଇଁ ଆସେ ଏମିତି ସମସ୍ୟା । ଏ ଭିଡିଓ ହିଁ ଦର୍ଶେଇ ଦେଉଛି ଜଣେ କର୍ମଜୀବୀ ମହିଳାଙ୍କ ସମସ୍ୟା । କିନ୍ତୁ ସୁଖର କଥା, ଆଜିର ମହିଳା ସେ ସମସ୍ୟା ଆଗରେ ହାରିଯାଏ ନାହିଁ ।
ଇତିହାସର ପୃଷ୍ଠାରୁ ହଜିଯାଇଥିବା ଜଣେ ମହାରାଣୀ, ଯିଏ ନିଜ ଅଳଙ୍କାରକୁ ବିକ୍ରି କରି ନିଜ ପ୍ରଜାଙ୍କୁ ଯୋଗାଇ ଦେଇଥିଲେ ପାଣି । ଆସନ୍ତୁ ଜାଣିବା ମହୀଶୂରର ମହାରାଣୀ କେମ୍ପାନନ୍ ଜମାନୀ ଦେବୀଙ୍କ ବିଷୟରେ।
ଦୃଢ଼ ଇଚ୍ଛାଶକ୍ତି ଆଣିଦେଲା ସଫଳତା । ବାରମ୍ବାର ବିଫଳତା ପରେ ସଫଳତାର ସ୍ୱାଦ ଚାଖିଲେ ଅଙ୍କିତ । ଇଞ୍ଜିନିୟରରୁ ବନିଗଲେ ଅଫିସର ।
ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୨୧ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ମାଛ ଖାଇବାକୁ ସାଧାରଣତଃ ସମସ୍ତେ ଭଲ ପାଆନ୍ତି । ମାଛରୁ ବିଭିନ୍ନ ପ୍ରକାରରେ ଫ୍ୟୁଜନ ଓ କଣ୍ଟିନେଣ୍ଟାଲ ରେସିପି ମଧ୍ୟ ତିଆରି ହୁଏ। ଆଜି ଆମେ ଏଠାରେ ଆପଣଙ୍କୁ ମାଛର ଏକ ଖାଣ୍ଟି ଦେଶୀ ରେସିପି ବିଷୟର କହିବାକୁ ଯାଉଛି ଯାହାର ନାଁ ହେଲା ‘ରୋହି ମାଛ ପୋସ୍ତ’।...
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୪,୨୪୦ ଟଙ୍କା ହୋଇଛି।
ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅଜବ କାରନାମା। ସ୍କୁଲରେ ‘ଫେସିଆଲ୍’ ହେଉଥିଲେ ! ଭିଡ଼ିଓ କରିବାରୁ ସହକର୍ମୀଙ୍କୁ ମାଡ ମାରି ଲହୁଲୁହାଣ କରି ରକ୍ତାକ୍ତ କରିବା ସହ କାମୁଡି ଦେଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟରେ। ଯାହାର ଭିଡିଓ ଏବେ ସୋସିଆଲ...
ଷ୍ଟାଇଲିସ୍ ପୋଲିଂ ଅଫିସର୍ ଈଶା ଅରୋରା ନେଇ ଏବେ ସବୁଠି ଚର୍ଚ୍ଚା। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ ଓ ଭିଡ଼ିଓ...
ବେଶ ପରିପାଟି ଯେମିତି, ଠାଣି ମଧ୍ୟ ସେମିତି। ମଞ୍ଚ ଉପରେ ରାଜା ଦୁର୍ଯ୍ୟୋଧନ, ତଳେ ଅଭିଭୂତ ଦର୍ଶକ। ନିଶର ମୋଟେଇ ଯେମିତି, କାନ୍ଧରେ ପଡ଼ିଥିବା ଗଦାଟି ମଧ୍ୟ ସେମିତି। କିନ୍ତୁ ମହାଭାରତର କଠୋର ଚରିତ୍ର ଦୁର୍ଯ୍ୟୋଧନଙ୍କ ଭୂମିକାରେ ଠିଆ ହୋଇଥିବା ଏହି କଳାକାରଙ୍କ ହୃଦୟ ଖୁବ୍ କୋମଳ।
ମସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ରାଜ୍ୟ ଅନେକ୍ ଯୋଜନା ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ବ୍ୟାଙ୍କ ମାଧ୍ୟମରେ ସହାୟତା ଯୋଗାଇ ଦେଉଛନ୍ତି। ଯେଉଁଥିରେ ଗ୍ରାମାଞ୍ଚଳର ମହିଳାମାନେ ବେଶ୍ ଉପକୃତ ହେଉଛନ୍ତି। ସକାଳ ପାଇଲେ ଏହି ଗୋଷ୍ଠିର ମହିଳା ମାନେ ପାଳି କରି ତଦାରଖ କରିବାକୁ ପୋଖରୀ ଆଡ଼କୁ...
ଚାରିଆଡ଼େ ଏବେ ନିର୍ବାଚନୀ ମାହୋଲ୍। ନିର୍ବାଚନକୁ ନେଇ ସରଗରମ ରାଜନୀତି। କିଏ ଜିତିବ କିଏ ହାରିବ ସେନେଇ ଅଙ୍କକଷା ଚାଲିଛି। ପ୍ରାର୍ଥୀ ମାନେ ସବୁପ୍ରକାର ଉଦ୍ୟମ କରୁଛନ୍ତି ନିର୍ବାଚନ ବୈତରଣୀ ପାର ହେବାକୁ। ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ ପ୍ରାର୍ଥୀନୀ। ବିଶେଷ କରି ଡିଜିଟାଲ...
ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୨୦ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ପୁତିଗନ୍ଧମୟ ପରିବେଶରେ ଜୟପୁର ସହର । ପୌରପ୍ରଶାସନର ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥା କେବଳ ଧର୍ମକୁ ଆଖି ଠାର ଥିବା ଅଭିଯୋଗ କରିଛନ୍ତି ସାଧାରଣ ଲୋକେ । ସହରକୁ ସଫା ରଖିବା ଲାଗି କୋଟି କୋଟି ଟଙ୍କା ପ୍ରଶାସନର ପକ୍ଷରୁ ଖର୍ଚ୍ଚ କରାଯାଉଥିବାବେଳେ କେଉଁଠି ହେଉଛି ସଫେଇ,ତାକୁ ନେଇ...
ଆପଣ ଅନେକ ପ୍ରକାର ଚିଙ୍ଗୁଡ଼ିର ସୁଆଦିଆ ରେସିପି ଖାଇଥିବେ କିନ୍ତୁ କେବେ ‘ପଣସ କଠା ଓ ଚିଙ୍ଗୁଡ଼ି’ ତରକାରୀ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ଚିଙ୍ଗୁଡ଼ିର ଏହି ଦେଶୀ ରେସିପି ।