• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୨୫ ତାରିଖ ଗୁରୁବାର । ଚନ୍ଦ୍ର- ତୁଳା ରାତ୍ରି ୦୮.୦୦ ଗତେ ବିଛା,ତିଥ- ପ୍ରତିପଦ(ମଳ) ପ୍ରାତଃ ୦୬.୪୬ ଗତେ ୨ୟା,ଘାତଚନ୍ଦ୍ର- ନାସ୍ତି ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନଦାନ ପ୍ରାତଃ ୦୬.୪୬ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନଦାନ ରାତ୍ରି ୦୨.୨୩ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ

ଶୁଭ ସମୟ:

ପ୍ରାତଃ- ୦୫.୨୫ ରୁ ୦୭.୦୬

ଦିବା-୧୦.୨୮ ରୁ ୦୧.୦୦

ରାତ୍ରି-୦୨.୨୩ ରୁ ୦୩.୦୮

ଅଧିକ ପଢ଼ନ୍ତୁ: ଗୃହର ଏହି ଦିଗକୁ ଜଳ ନିଷ୍କାସିତ ହେଉଛି କି… ଗୃହକୁ ଆସିବ ମହା ସଂକଟ

ଅଶୁଭ ସମୟ:

ରାହୁକାଳ - ଦିବା ୦୧.୧୯ ରୁ ୦୨.୫୪

କାଳବେଳା- ଦିବା ୦୨.୫୪ ରୁ ୦୪.୨୯

ବାରବେଳା- ଦିବା ୦୪.୨୯ ରୁ ୦୬.୦୪

କାଳରାତ୍ରି- ରାତ୍ରି ୧୧.୪୪ ରୁ ୦୧.୦୯