• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Panchang
Panchang Today 26th April 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ନୂତନ ଦ୍ରବ୍ୟ କ୍ରୟ କରନ୍ତୁ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୨୬ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ

minors riding bike
ବୟସ ଖୁବ୍ କମ୍... ହେଲେ ବାଇକ୍ ଚଳାଉଛି ବାଳକ...ଦେଖନ୍ତୁ ଭିଡିଓ...

ବୟସ ଖୁବ୍‌ କମ୍... ହେଲେ ବାଇକ୍‌ ଚଳାଉଛି ବାଳକ । ଦେଖନ୍ତୁ ଏହି ଭିଡିଓକୁ... ଗାଡ଼ିରେ ବସିବା ପରେ ପିଲାଟିର ଗୋଡ଼ ତଳକୁ ଠିକ୍‌ ସେ ବି ଲାଗୁନି । ହେଲେ ନିଜେ ବାଇକ୍‌ ଚଳାଇବା ସହ ପଛରେ ଅନ୍ୟ ଜଣେ ବାଳକକୁ ବସାଇଛି ।

UPSC ଟପ୍ପର
ଦୁଇ ଆଙ୍ଗୁଠିରେ UPSC ଟପ୍ପର

ସାରିକା... UPSC ୨୦୨୩ରେ କୃତକାର୍ଯ୍ୟ ହୋଇଥିବା ନାଁଟିଏ । ଘର କେରଳରେ । ୯୨୨ ରାଙ୍କ ପାଇଥିବା ସାରିକାଙ୍କ ସଂଘର୍ଷ ପଛର କାହାଣୀ ଜାଣିବା ପରେ ଆପଣ ବି ତାଙ୍କୁ ସାଲ୍ୟୁଟ୍ କରିବେ । ସାରିକାଙ୍କ ଏ ସଫଳତା ପଛରେ ଦୁଃଖର କାହାଣୀଟିଏ ଯୋଡା ହୋଇଛି ।

gold necklace
Gold Price Today 25th April 2024: କମିଲା ସୁନା ଦର, ଜଲଦି କିଣନ୍ତୁ ଗହଣା

ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୨୦୦ ଟଙ୍କା ହୋଇଛି । ସୋହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୨୫୦ ଟଙ୍କା ରହିଛି ।

Maoist insurgency
ବୌଦ୍ଧରେ କମ୍ବିଂ ଅପରେସନ,ଟଳିଲେ ୨ ମାଓବାଦୀ

ବୌଦ୍ଧରେ ଟଳିଲେ ୨ ମାଓବାଦୀ! ବୌଦ୍ଧରେ କମ୍ବିଂ ବେଳେ ଏସଓଜି ଯବାନ-ମାଓବାଦୀ ଗୁଳି ବିନିମୟ । ବୌଦ୍ଧ କଣ୍ଟାମାଳ ଥାନା ପଢ଼େଲ ଡ୍ୟାମ୍ ନିକଟ ଜଙ୍ଗଲରେ ଏନକାଉଣ୍ଟର ।

job fraud
ଚାକିରି କରେଇ ଦେବାକୁ କହି ଠକିଦେଲେ,୨ କୋଟିରୁ ଅଧିକ ଟଙ୍କାର ଠକେଇ

ବ୍ୟାଙ୍କରେ ଚାକିରି କରାଇ ଦେବାକୁ କହି ଠକିଦେଲେ । ଚାକିରି ଲୋଭ ଦେଖାଇ ଠକି ସାରିଲେଣି ୨ କୋଟି ଊର୍ଦ୍ଧ୍ୱ ଟଙ୍କା। ୫୦ରୁ ଅଧିକ ବ୍ୟକ୍ତିଙ୍କୁ ଠକିଛନ୍ତି ବ୍ୟବସାୟୀ ।

mango khiri
ପର୍ବପର୍ବାଣୀରେ ଘରେ ବନାନ୍ତୁ 'ଆମ୍ବ ଖିରି'

ଚାଉଳ ଖିରି ହେଉ କି ସିମେଇ ଖିରି ଆପଣ ଏହିଭଳି ଖିରି ଘରେ ବନେଇ ଥିବେ । କିନ୍ତୁ ଆପଣ କେବେ କି ଆମ୍ୱରେ ଖିରି ପ୍ରସ୍ତୁତ କରିଛନ୍ତି କି ? ଆଜି ଆମେ ବନେଇବା ଆମ୍ବ ଖିରି । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ...

dark circles
ଡାର୍କ ସର୍କଲ ପାଇଁ ଚିନ୍ତିତ କି ? ଜାଣନ୍ତୁ ତିନୋଟି ମୁଖ୍ୟ କାରଣ

ଆଜିକାଲି ଅନେକ ଲୋକ ଡାର୍କ ସର୍କଲର ସମସ୍ୟା ଦ୍ୱାରା ଅସୁବିଧାରେ ପଡ଼ୁଛନ୍ତି । ଡାର୍କ ସର୍କଲର ସମସ୍ୟା ଯେକୌଣସି ବୟସରେ ହୋଇପାରେ । ଅନେକ ଥର, ନିଦ ଅଭାବରୁ ଆଖି ତଳେ ଡାର୍କ ସର୍କଲ୍ ଦେଖାଯାଏ । କିନ୍ତୁ ଏହି ସମସ୍ୟାର ଅନ୍ୟ ଅନେକ କାରଣ ଥାଇପାରେ ।...

weather
ଆହୁରି ବଢିବ ତାତି:୧୦ ଜିଲ୍ଲାକୁ ସିଭିୟର ହିଟ୍ ୱେଭ୍ ୱାର୍ଣ୍ଣିଂ

ରାଜ୍ୟରେ ଆହୁରି ବଢିବ ତାତି । ଆସନ୍ତା ୫ ଦିନ ପାଇଁ ୧୦ ଜିଲ୍ଲାକୁ ସିଭିୟର ହିଟ୍ ୱେଭ୍ ୱାର୍ଣ୍ଣିଂ । ୨୭ ଓ ୨୮ ତାରିଖରେ ହେବ ଅସମ୍ଭାଳ ତାତି ।

Panchang Today
Panchang Today 25th April 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୨୫ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ

chocolates
କେମିତି ତିଆରି ହୁଏ ଚକୋଲେଟ୍?

ଏହି ଫଟୋ ଦେଖି ଆପଣଙ୍କ ପାଟିରୁ ବି ଲାଳ ଗଡୁଛି ନାଁ.. ହଁ..ଇଏ ହେଉଛି ଚକୋଲେଟ୍ । ପିଲାଠୁ ବୁଢା ସମସ୍ତଙ୍କ ପସନ୍ଦ । ମାର୍କେଟରୁ ଆପଣ ବିଭିନ୍ନ ପ୍ରକାରର ଚକୋଲେଟ୍ କିଣି ଖାଇଥିବେ । ହେଲେ କେବେ ଭାବିଛନ୍ତି ଏହା କିପରି ତିଆରି ହୁଏ, କିଭଳି ଏହା...

Utkal Dibasa celebrated
ବିଦେଶ ମାଟିରେ ଶୁଭିଲା ଉତ୍କଳ ବନ୍ଦନା

ବିଦେଶ ମାଟିରେ ଶୁଭିଲା ଉତ୍କଳ ବନ୍ଦନା । ଦୁବାଇ ସହରରେ ଏକାଠି ହେଲେ ଗର୍ବିତ ଓଡ଼ିଆ । ଗର୍ବର ସହ ପାଳନ କଲେ ଉତ୍କଳ ଦିବସ । ଗତ ୧୮ ବର୍ଷ ଧରି ୟୁଏଇରେ ଥିବା ଓଡ଼ିଆ ସମାଜ ବା ଓସା ତରଫଲୁ ଏହାର ପାଳନ ହୋଇଆସୁଛି ।...

Samosa
ଜାଣିଛନ୍ତି କି ସିଙ୍ଗଡ଼ାର ଇତିହାସ

ଭାରତୀୟଙ୍କ ପ୍ରିୟ ଖାଦ୍ୟ ସିଙ୍ଗଡ଼ା । ସେ ସକାଳ ଜଳଖିଆ ହେଉ ବା ସନ୍ଧ୍ୟାର ଚା’ ଖଟି, ସବୁଠି ଲୋଡା ପଡେ ଏହି ସ୍ୱାଦିଷ୍ଟ ଖାଦ୍ୟ । ହେଲେ ଆପଣ ଜାଣିଛନ୍ତି କି ଏହା ଏକ ଭାରତୀୟ ଖାଦ୍ୟ ନୁହେଁ ବୋଲି । କ’ଣ ଆଶ୍ଚର୍ଯ୍ୟ ହୋଇଗଲେ ନାଁ...

Attention SBI account holders
ଆସୁଛି ଫେକ୍SMS; SBI ୟୁଜର୍ସ ସାବଧାନ !

SBI ୟୁଜର୍ସ ସାବଧାନ ! ଆସୁଛି ଫେକ୍SMS । ଲିଙ୍କରେ କ୍ଲିକ୍କରିବା ମାତ୍ରେ ଆକାଉଣ୍ଟ ହୋଇଯିବ ଖାଲି ! ଗତବର୍ଷ ଡିସେମ୍ୱର ମାସରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କୁ ଫେକ୍

 news anchor faints
ଖବର ପଢ଼ୁଥିଲେ ଆଙ୍କର; ହୋଇଗଲେ ବେହୋସ୍

ଅସହ୍ୟ ହେଉଥିଲା ଗରମ । ଷ୍ଟୁଡିଓରେ ବସି ଖବର ପଢ଼ୁଥିଲେ ନ୍ୟୁଜ ଆଙ୍କର । ପାଣିପାଗ ଉପରେ ଦେଉଥିଲେ ସୂଚନା । ହେଲେ ହଠାତ୍ହୋଇଗଲେ ଅଚେତ୍। ଏ ହେଉଛନ୍ତି ଡିଡି ବାଂଲାର ନ୍ୟୁଜ୍ଆଙ୍କର ଲୋପାମୁଦ୍ରା ସିହ୍ନା । ଯାହାଙ୍କ ଅସୁସ୍ଥ ହେବାବେଳର ଫଟୋ ଏବଂ ଭିଡିଓ ଏବେ ଖୁବ୍ଭାଇରାଲ...

Gold Price Today
Gold Price Today 23rd April 2024: କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ସୁନାର ଦାମ୍

ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୧୬୦ ଟଙ୍କା ହୋଇଛି । ସୋହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୧୫୦ ଟଙ୍କା ରହିଛି ।

Panchang Today
Panchang Today 23rd April 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଗୃହ ପ୍ରବେଶ କରନ୍ତୁ

ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ

Gold Price Today
Gold Price Today 22nd April 2024: ସାମାନ୍ୟ କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୩,୬୯୦ ଟଙ୍କା ହୋଇଛି।

defunct cold storage
‘ଶୀତଳ ଭଣ୍ଡାର ନାହିଁ ତ ନୋଟାରେ ପଡିବ ଭୋଟ’

ଭୁତ କୋଠି ପାଲଟିଲାଣି ପୁରୀ ଜିଲ୍ଲାରେ ନିର୍ମିତ ଶୀତଳ ଭଣ୍ଡାର.... ସେଠାରେ ଥିବା ଯନ୍ତ୍ରପାତି ଅଚଳ ହେବା ସହିତ ଅନେକ ସେଥିରୁ ଚୋରି ହେଇଗଲାଣି l କେଉଁଠି ଘର ର ଛାତ ନାହିଁ ତ ଆଉ କେଉଁଠି ଛାତ ଝଡି ପଡ଼ିଲାଣି, ସବୁ ଆଡେ ଏବେ ଜଙ୍ଗଲୀ ପରିବେଶ...

Blackbucks
ନା ମିଳୁଛି ପାଣି ନା ଅଛି ଛାଇ

ଡହ ଡହ ଖରାରେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ହରିଣ । ଵିଲବାଡ଼ି ,ଜଳାଶୟ ସବୁ ସୁଖିଲା ପଡିଥିବାରୁ ପାଣି ମୁନ୍ଦେ ପାଇଁ ଇତସ୍ତତ ହୋଇ ବୁଲୁଛନ୍ତି ଏହି ଜଙ୍ଗଲୀ ଜୀବ। ଏମିତିକି ବାଟବଣା ହୋଇ ଅନେକ ସମୟରେ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।