""
ବିବିଧ Videos ଅକ୍ସିଜେନ୍ ପ୍ଲାଣ୍ଟରେ ଚଢ଼େଇ ବସା କେବେ କାର୍ଯ୍ୟକ୍ଷମ ହେବ ଅକ୍ସିଜେନ୍ ପ୍ଲାଣ୍ଟ ? ଗତ ଦୁଇ ବର୍ଷ ହେବ ରାଜ୍ୟ ସରକାରଙ୍କ ଭାଙ୍ଗୁନି ନିଦ । ରାଜ୍ୟରେ ବିଜେଡି ସରକାର ସମୟରେ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଦୁଇ ଦୁଇଟି ଅକ୍ସିଜେନ୍ ପ୍ଲାଣ୍ଟ ବନ୍ଦ ହୋଇଛି । ହେଲେ ନୂଆ କରି ଓଡ଼ିଶାରେ ବିଜେପି ସରକାର ଆସିଥିବାରୁ ଏହି ପ୍ଲାଣ୍ଟ ପୁଣି ଥରେ କାର୍ଯ୍ୟକ୍ଷମ ହେବ ବୋଲି ଅଶାକରିଛନ୍ତି ସ୍ଥାନୀୟ ଲୋକେ । Pallipuspa Samal 13 Jul 2024 13:57 IST Koraput's Medical College Koraput Medical CollegeAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ