""
ବିବିଧ Videos ଗଛ ଲଗାଇବୁ ୫୦ କିମି’ ବନ ମହୋତ୍ସବ ଆସିଲେ ଗଛ ଲଗାଇବା ଚିନ୍ତା ମନକୁ ଆସେ l ସରକାରୀ ଯୋଜନାରେ ବୃକ୍ଷ ରୋପଣ କରାଯାଏ l କିନ୍ତୁ ବୃକ୍ଷ ରୋପଣ ପରେ ଭୁଲି ଯାଆନ୍ତି ଗଛର କଥା l ନୂଆପଡା ଜିଲ୍ଲାର ଜଣେ ଦମ୍ପତି ନିଆରା ଉଦ୍ୟମ ଆରମ୍ଭ କରି ବୃକ୍ଷରୋପଣ କରୁଛନ୍ତି l Pallipuspa Samal 10 Jul 2024 14:25 IST Plant Trees Feeling Of TreesAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ