ଆପଣଙ୍କ ବେକରେ ଏହି ସବୁ ସମସ୍ୟା ଦେଖାଯାଉଛି କି? ଜମା ବି ଚିନ୍ତା କରନ୍ତୁ ନାହିଁ...ଏହି ଯୋଗ ଯଦି ଆପଣ ସବୁଦିନ କରିବେ ତେବେ ଆଉ କେବେ ହେବନି ବେକ ବଥା
Published: Pallipuspa Samal
Last updated: 28 March 2022, 11:53 AM IST
ଆୟୁର୍ବେଦ ଅନୁସାରେ ଶୀତଋତୁରେ ଅଧିକ ପରିମାଣ ରେ ହଳଦୀ ସେବନ ସ୍ୱାସ୍ଥ୍ୟ ପକ୍ଷରେ ହିତକର ହୋଇଥାଏ l ତା ସହିତ କରୋନା ସମୟରେ ମଧ୍ୟ ନିଜର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଁ ମଧ୍ୟ ହଳଦୀ ସେବନ କରିବାକୁ ପରାମର୍ଶ ଦିଆ ଯାଇଥାଏ l