ENews | Meet Star Casts Of Tarang’s Upcoming Movie
ବାଇକ୍ରେ ଏକାଠି ବୁଲିଲେ ଶୈଳେନ୍ଦ୍ର ଓ ଜାସ୍ମିନ। ଉଭୟ ଉଭୟଙ୍କୁ ଚାହୁଁଛନ୍ତି ହେଲେ କେହି କାହାକୁ କିଛି କହୁନାହାନ୍ତ। ତୁ ମୋ ପ୍ରେମ ଋତୁରେ ସତେ ଯେମିତି କଣ୍ଢେଇ... ତୁ ମେଘ ରାଜାର ଗେଲ୍ହେଇ ଝିଅ, ମୁଁ ଫଗୁଣ ରାଜାର ସାଧବ ପୁଅ...ୱା....ଜବରଦସ୍ତ ଆକ୍ଟିଂ କରୁଛନ୍ତି ଶୈଳେନ୍ଦ୍ର ଓ ଜାସ୍ମିନ୍।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)