Body of Odia Jawan
ଭଉଣୀ ବାହାଘର ସାରି ଫେରିଥିଲେ। ଘରକୁ ଶବ ହୋଇ ଫେରିଲେ। ମାଆକୁ କଥା ଦେଇଥିଲେ ଏଥର ଆସିଲେ ନୂଆ ଘର କରିବା...ସବୁ ସ୍ୱପ୍ନ ଚୁରମାର ହୋଇଗଲା। ବାପାର ଶବକୁ ଶେଷ ଶ୍ରଦ୍ଧାଞ୍ଜଳି ଦେଉଛି କୁନି ଝିଅ। ସ୍ୱାମୀକୁ ହରାଇ ମୁଣ୍ଡ ବାଡ଼େଇ କାନ୍ଦୁଛି ୮ ମାସର ଗର୍ଭବତୀ ସ୍ତ୍ରୀ...ସେପଟେ ଭେଣ୍ଡିଆ ପୁଅକୁ ହରାଇ ପାଗଳ ପ୍ରାୟ ବାପା
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)