• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Prativa Ray and Baba Balia
ବାବା ବଳିଆ ଓ ପ୍ରତିଭା ରାୟଙ୍କୁ ପଦ୍ମ ପୁରସ୍କାର

ଘୋଷଣା ହେଲା ସମ୍ମାନଜନକ ପଦ୍ମ ପୁରସ୍କାର। ଓଡ଼ିଶାର ୬ ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ।

RPN Singh
ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା: ବିଜେପିରେ ଯୋଗ ଦେଲେ ଆରପିଏନ୍ ସିଂହ

ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଧରଣର ଝଟକା । ବିଜେପିରେ ଯୋଗଦେଲେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂହ । ଗାନ୍ଧୀ ପରିବାରର ଅନ୍ୟତମ ଅନୁଗତ କୁହାଯାଉଥିବା ଆରପିଏନ୍ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦିଲ୍ଲୀ ମୁଖ୍ୟାଳୟରେ ବିଜେପିରେ...

Online games
ଅନଲାଇନ୍ ଗେମ୍ ପାଇଁ ଜୀବନ ହାରିଲା ୧୧ ବର୍ଷୀୟ ବାଳକ

ପିଲାଙ୍କ ପାଇଁ ବିପଦ ସାଜିଛି ଅନଲାଇନ୍ ଗେମ୍ । ପୂର୍ବରୁ ମଧ୍ୟ ସମସ୍ତେ ଦେଖି ଆସିଛନ୍ତି ଯେ ଅନଲାଇନ୍ ଗେମ୍ କିପରି ପିଲାଙ୍କ ଘାତକ ସାବ୍ୟସ୍ତ ହୋଇଆସିଛି । ଏଭଳି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି । ଅନଲାଇନ୍ ଗେମ ପାଇଁ ୧୧ ବର୍ଷର ବାଳକଟି ଆତ୍ମହତ୍ୟା...

Minor Girl Raped
ଦିନକୁ ଦିନ ରାକ୍ଷସ ପାଲଟୁଛି ମଣିଷ; ଚିକେନ୍ ଖାଇବାକୁ ଡାକି ୫ ବର୍ଷର ଶିଶୁକୁ ଦୁଷ୍କର୍ମ

ରାଜ୍ୟରେ ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସୁଛି । ଆଜି ଦୁଇ ଦୁଇଟି ଦୁଷ୍କର୍ମ ହୋଇଥିବାର ସୂଚନା ମିଳିଛି । ଏକ ୫ ବର୍ଷର ଶିଶୁକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ଗତ ରବିବାର ଘରକୁ ଚିକେନ ଖାଇବାକୁ ଡାକିନେଇ ଶିଶୁଟିକୁ...

sec announces dates where no nominations were filed
ପ୍ରାର୍ଥୀପତ୍ର ଦାଖଲ ପାଇଁ ମିଳିଲା ଆଉ ଏକ ସୁଯୋଗ

'ଯେଉଁ ସ୍ଥାନରୁ କୌଣସି ପ୍ରାର୍ଥୀପତ୍ର ଦାଖଲ ହୋଇ ନାହିଁ ବା ତ୍ରୁଟି କାରଣରୁ ନୋମିନେସନ ଖାରଜ ହୋଇ ଯାଇଛି ସେଠି ଆଉ ଥରେ ନୋମିନେଶନ ପାଇଁ ସୁଯୋଗ ରହିଛି

22 policemen from Odisha to get Police Medals on the occasion
ଓଡ଼ିଶାରୁ ୨୨ ଜଣ ପାଇବେ ପୋଲିସ୍ ମେଡାଲ

ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୨୨ ଜଣ ପାଇବେ ପୋଲିସ୍ ମେଡାଲ । ଦେଶରେ ମୋଟ ୯୩୯ ପୋଲିସ୍ ଅଧିକାରୀ ପୁରସ୍କୃତ ହେବେ।

Republic Day Guidelines
ସାଧାରଣତନ୍ତ୍ର ଦିବସ ପାଳନ ପାଇଁ SRC ର ନୂଆ ଗାଇଡଲାଇନ୍

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଜାରି ନୂଆ ଗାଇଡଲାଇନ । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ(SRC) ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ତେବେ ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୨୨ ଜଣ ପାଇବେ ପୋଲିସ୍ ମେଡାଲ । ଦେଶରେ ମୋଟ ୯୩୯ ପୋଲିସ୍ ଅଧିକାରୀ ପୁରସ୍କୃତ ହେବେ ।...

Odisha Cricketer
ଆଇପିଏଲ ୨୦୨୨ ରେ ସ୍ଥାନ ପାଇବେ ପାଞ୍ଚ ଓଡିଆ କ୍ରିକେଟର

୨୦୨୨ରେ ଖେଳାଯିବାକୁ ଥିବା ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇଛନ୍ତି ପାଞ୍ଚ ଜଣ ଓଡିଆ ଯୁବ ଖେଳାଳି । ଏହି ପାଞ୍ଚ ଖେଳାଳୀଙ୍କ ମଧ୍ୟରେ ଅଛନ୍ତି ଢେଙ୍କାନାଳର ଯୁବ ଅଲରାଉଣ୍ଡର ବିକାଶ କୁମାର ରାଉତ । ସେ ପୂର୍ବରୁ ସୟେଦ୍ ମୁସ୍ତାକ ଅଲ୍ଲୀ ଟି-୨୦ ,ବିଜୟ ହଜାରେ ଏକ ଦିବସୀୟରେ...

India's Covid Cases Fall To 2.55L
ଦେଶରେ ତଳମୁହାଁ କରୋନା ଗ୍ରାଫ୍‌; ୨ ଲକ୍ଷକୁ ଖସିଲା ଆକ୍ରାନ୍ତ ସଂଖ୍ୟା

ଦେଶରେ ଦିନକରେ ୨ ଲକ୍ଷ ୫୫ ହଜାର ୮୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲିଠାରୁ ୫୦ ହଜାର ୧୯୦ ଜଣ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ପଜିଟିଭିଟି ହାର ୧୫.୫୨ ପ୍ରତିଶତ ରହିଛି । ଦିନକରେ ୬୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି...

Covid Cases Decline In Odisha, 5891 New Infections Detected
ଓଡ଼ିଶାରେ କମି ଚାଲିଲା କରୋନା

ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଦିନରେ କେତେ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି ଦେଖି ନିଅନ୍ତୁ

Major Drug Bust In Nayagarh- Latest Updates
ଜବତ ହେଲା ୪ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗର

ନୟାଗଡ଼ ଜିଲ୍ଲା ପିଡବ୍ଲୁଡି ଲେନରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି। ଏସଟିଏଫ୍ ଟିମ୍‌ ଚଢଉ କରି ୪ କେଜିରୁ ଅଧିକ ବ୍ରାଉନସୁଗର ସହ ୬୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି। ଘଟଣାସ୍ଥଳରୁ ୩ଟି ବନ୍ଧୁକ ସହ ୩ଟି ମାଗାଜିନ୍ ଏବଂ ୪୩ ରାଉଣ୍ଡ ଅଫୁଟା ଗୁଳି...

Taste Of Odisha | Want To Enjoy Country Style Chicken, Try ‘Chicken Besara’
Taste Of Odisha | Want To Enjoy Country Style Chicken, Try ‘Chicken Besara’

Taste Of Odisha | Want To Enjoy Country Style Chicken, Try ‘Chicken Besara’ OdishaTV is Odisha\'s no 1 News Channel. OTV being the first private satellite

KHOLA KATHA EP 736|JANUARY 20 2022| ଡାକ୍ତର ନାରାୟଣ ମିଶ୍ର, ଛାତିରୋଗ ବିଶେଷଜ୍ଞ
KHOLA KATHA EP 736|JANUARY 20 2022| ଡାକ୍ତର ନାରାୟଣ ମିଶ୍ର, ଛାତିରୋଗ ବିଶେଷଜ୍ଞ

A unique chat show that probes our celebrities to face the facts and rumors about themselves and bring forth the truth for the audience. This show aims

News Fuse 24th January 2022
News Fuse 24th January 2022

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

News Fuse | BJP Leader Breaks Down After Being Denied Ticket In Mathura; Quits Party
News Fuse | BJP Leader Breaks Down After Being Denied Ticket In Mathura; Quits Party

News Fuse | BJP Leader Breaks Down After Being Denied Ticket In Mathura; Quits Party OdishaTV is Odisha\'s no 1 News Channel. OTV being the first private

Drunken Man Sets His Own House On Fire In Odisha ଘରେ ତାଲା ପକାଇ ବାପା ମାଆ ଓ ସ୍ତ୍ରୀକୁ ଜାଳିଦେଲା ଯୁବକ
ଘରେ ତାଲା ପକାଇ ବାପା ମାଆ ଓ ସ୍ତ୍ରୀକୁ ଜାଳିଦେଲା ଯୁବକ

ମଦ୍ୟପ ପୁଅର ଉନ୍ମତ୍ତକାଣ୍ଡ । ନିଜ ଘରେ ନିଜେ ଲଗାଇ ଦେଲା ନିଆଁ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ କୋକ୍ସା ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା ।

Drunken Man Sets His Own House On Fire In Odisha
ନିଜ ଘର ପୋଡ଼ିଦେଲା ମଦୁଆ ପୁଅ

ପୁଅ ମଦ ପିଇ ନିଜ ଘରେ ନିଆଁ ଲଗେଇ ଦେଇଛି। ଅଳ୍ପକେ ବର୍ତ୍ତିଲେ ବାପା, ମାଆ, ସ୍ତ୍ରୀ। ସମସ୍ତଙ୍କୁ ଘର ଭିତରେ ପୂରାଇ ବାହାରେ ତାଲା ମାରି ନିଆଁ ଲଗାଇଦେଇଥିଲା ପୁଅ। ଦେଖନ୍ତୁ ଖବର।

corona update
ରାଜ୍ୟରେ କମିଛି କରୋନା; ଗୋଟିଏ ଦିନରେ ୫୮୯୧ ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୮୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୩,୪୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୪୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

BWF World Tour Inaugural 2022 Odisha Open Badminton To Kick Off Today In Cuttack
ଆଜିଠାରୁ କଟକରେ ୱାର୍ଲ୍ଡ ଟୁର୍ ବ୍ୟାଡମିଣ୍ଟନ୍ ଓଡ଼ିଶା ଓପନ୍

ଆଉ କେଇ ଘଣ୍ଟାର ଅପେକ୍ଷା। କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହେଉଛି BWF ଓ୍ୱାଲର୍ଡ ଟୁର୍ ବ୍ୟାଡମିଣ୍ଟନ 'ଓଡିଶା ଓପନ'।

Cold Wave To Increase In Odisha From Tomorrow
କାଲିଠାରୁ ବଢ଼ିବ ଶୀତ

ଆସନ୍ତା କାଲିଠାରୁ ରାଜ୍ୟରେ ବଢ଼ିବ ଶୀତ। କେଉଁ କେଉଁ ଜିଲ୍ଲାରେ ପ୍ରବଳ ଶୀତ ହେବ ଜାଣି ନିଅନ୍ତୁ