ଆପଣ ହ୍ୱାଟସଆପ ଗ୍ରୁପର ଆଡମିନ କି। ଯଦି ହଁ, ତାହେଲେ ଜାଣିବା ଦରକାର ଏସବୁ ନିୟମ। ନଚେତ କୌଣସି ମୁହୁର୍ତ୍ତରେ ଆପଣ ଅସୁବିଧାରେ ପଡି ପାରନ୍ତି। ଆଉ ଏସବୁ କାମ କରିବା ଆଗରୁ ଏହା ଉପରେ ବିଶେଷ ଭାବରେ ଧ୍ୟାନ ରଖନ୍ତୁ।
ଅରୁଣାଚଳ ପ୍ରଦେଶ ସୀମାରୁ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଇଷ୍ଟ ଅରୁଣାଚଳ ପ୍ରଦେଶ ସାଂସଦ ତାପିର ଗାଓ ଅଭିଯୋଗ କରିଥିଲେ । ଏପରିକି ତାଙ୍କୁ ଉଦ୍ଧାର କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ ମଧ୍ୟ କରିଥିଲେ । ଏବେ ଯୁବକଙ୍କୁ ଭାରତକୁ ଫେରାଇବା ପାଇଁ ଔପଚାରିକ ପ୍ରକ୍ରିୟା ଆରମ୍ଭ...
କ୍ଷମା ମାଗିଲା ନେସ୍ଲେ ଇଣ୍ଡିଆ। ଶେଷରେ କିଟ୍କାଟ୍ ଚକଲେଟକୁ ବଜାରରୁ ଫେରାଇ ନେଲା ସ୍ୱିସ୍ କମ୍ପାନୀ ନେସଲେ ଇଣ୍ଡିଆ। ସାରା ଭାରତରେ ବିରୋଧ ପରେ ଏମିତି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି ପ୍ରମୁଖ ଖାଦ୍ୟ ଉତ୍ପାଦନକାରୀ କଂପାନୀ ନେସ୍ଲେ ଇଣ୍ଡିଆ।
କମ୍ ବୟସରେ କମାଲ୍ କଲେ ଯୁକ୍ତ ୩ ବାଣିଜ୍ୟ ଛାତ୍ର । କଟକ ପ୍ରତାପ ନଗରୀ ଅଞ୍ଚଳର ଯୁକ୍ତ ତିନି ବାଣିଜ୍ୟ ଛାତ୍ର ସୁଶାନ୍ତ ରାଉତ ନିଜ ହାତରେ ତିଆରି କରିଛନ୍ତି ଏକ ସ୍ପୋର୍ଟସ୍ କାର । ଯାହାକୁ ନେଇ ଏବେ ସେ ବେଶ୍ ଚର୍ଚ୍ଚାରେ ଅଛନ୍ତି...
ପୁଣି ଫେରିଲା ଲକ୍ଡାଉନ୍ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋରଳ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ଲକ୍ଡାଉନ୍ କରାଯିବାର ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣ ଚେନରେ ବ୍ରେକ୍ ଦେବା ଲାଗି ଆସନ୍ତା ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ଲକ୍ଡଡାଉନ୍ ଘୋଷଣା କରାଯାଇଛି ।
ମୁମ୍ବାଇ କମଲା ବିଲ୍ଡିଂ ଅଗ୍ନିକାଣ୍ଡର ତଦନ୍ତ ହେବ । ବ୍ରିହନ ମୁମ୍ବାଇ ମହାନଗର ନିଗମ ପକ୍ଷରୁ ପୁରା ଘଟଣାର ତଦନ୍ତ କରାଯିବ । ଡେପୁଟି ମୁନିସିପାଲ୍ କମିଶନର୍ଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଟିମ୍ ଏହି ତଦନ୍ତ କରିବେ ।
ଥମୁନି ହାତୀଙ୍କ ଉପଦ୍ରବ । ଢେଙ୍କାନାଳ କପିଳାସ ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଗାଁରେ ହାତୀ ଆକ୍ରମଣରେ ଜଣ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଗୋପାଳପୁର ଗାଁର ଫକୀର ନାୟକ ବୋଲି ସୂଚନା ମିଳିଛି ।
Odisha Panchayat Polls | College Classroom Turns \'Community Hall\' For Candidates | News Fuse OdishaTV is Odisha\'s no 1 News Channel. OTV being the
ହ୍ୱାଟସଆପ୍ ଗ୍ରୁପ ଆଡମିନ୍ ଏସବୁ କଥା ନିହାତି ଜାଣିବା କଥା। ନଚେତ୍ କୌଣସି ସମୟରେ ଆପଣଙ୍କୁ ଜେଲ୍ ଯିବାକୁ ପଡିପାରେ। ଏସବୁ ଭୁଲ୍ ଯଦି କରୁଥାନ୍ତି, ତେବେ ଆଜିଠାରୁ ହୋଇଯାଆନ୍ତୁ ସାବଧାନ। ନଚେତ୍..
ତୁ କିଏ ବେ? ସୋସିଆଲ ମିଡ଼ିଆରେ ଏହି ଗୀତ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି... କିଛିଦିନ ପୂର୍ବରୁ କଲେଜ କର୍ତ୍ତୃପକ୍ଷଙ୍କ ନାଁରେ ଅଭିଯୋଗ କରି କହିଥିଲେ ସାର୍ କହୁଛନ୍ତି ଅଣ୍ଡା, କଦଳୀ ଖାଉନ ଝଡ଼ି ଗଲଣି... ଆଉ ଏବେ ସେହି ଗୀତ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ...
ସେ ଯୁକ୍ତ ୩ ବାଣିଜ୍ୟ ଛାତ୍ର। ୟୁଟ୍ୟୁବ ଦେଖି ନିଜ ହାତରେ ତିଆରି କଲେ ଏକ ସ୍ପୋର୍ଟସ କାର। ଯାହାକୁ ନେଇ ଚାରିଆଡ଼େ ତାଙ୍କ ଚର୍ଚ୍ଚା। ଏବେ ଜାଣନ୍ତୁ ସେ କିଏ? କାହିଁକି ଏମିତି କାର୍ ତିଆରି କରିବାକୁ ହେଲା ମନ?
ଏଠି କାହିଁକି ଭିଡ଼ ଜଣା ପଡୁନାହିଁରେ ନାରଣ... ଏବେ ତ ପାଠ ପଢା ଅନଲାଇନରେ ହଉଛି। ହେଲେ ଏ କ୍ଲାସରୁମରେ କଣ ସବୁ ଚାଲିଛି ଦେଖ...
ସେ ଥିଲେ ଭାରତ ମାଆର ବୀରପୁଅ। ଯାହାଙ୍କ ନାଁ ଶୁଣିଲେ ଥରହର ହେଉଥିଲେ ଇଂରେଜ। ଯୁଦ୍ଧ କରିବା ତ ଦୂରର କଥା ତାଙ୍କ ନାଁ କାନରେ ପଡିଲେ ପଛେଇ ପଛେଇ ଧାଉଁଥିଲେ ଗୋରା ସାହେବ। ଆମେ କହୁଛୁ ଭାରତର ସେହି ଅଗ୍ରଣୀ ସ୍ଵାଧୀନତା ସଂଗ୍ରାମୀ ତଥା ସାରା ବିଶ୍ଵରେ...
ଆପଣ କିଟ୍କାଟ୍ ଚକୋଲେଟ୍ ନାଁ ନିଶ୍ଚୟ ଶୁଣିଥିବେ। ହେଲେ କିଟ୍କାଟ୍ ଭୁଲ ମାଗିବା କଥା କେବେ ଶୁଣିନଥିବେ। ଏମିତି ଭୁଲ୍ ପାଇଁ ଭୁଲ୍ ମାଗିବାକୁ ବାଧ୍ୟ ହୋଇଛି କିଟ୍କାଟ୍..
ଏହି ଆପ୍ରେ ଆପଣ ଗ୍ୟାସ୍ ବୁକିଂ କଲେ ୫୦ ଟଙ୍କା କମ୍ରେ ମିଳିବ ଗ୍ୟାସ୍। ତେବେ ଜାଣନ୍ତୁ କେମିତି ଓ କେଉଁ ଆପ୍ରେ ବୁକିଂ କରିବେ ଗ୍ୟାସ୍.
କଟକଣା ଜାନୁଆରୀ ୨୨ ଅର୍ଥାତ୍ ପର୍ଯ୍ୟନ୍ତ ରହିଥିବା ବେଳେ କାଲିଠୁ ପୁଣି ଆଉ ସପ୍ତାହେ ବଢ଼ାଯାଇଛି । ବିଧାନସଭା ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟ ସମେତ ବର୍ତ୍ତମାନ ସମୟରେ ଚାଲୁଥିବା ଅନ୍ୟ ସମସ୍ତ ପ୍ରକାର ନିର୍ବାଚନ ପ୍ରକ୍ରିୟା ପାଇଁ ଏହା ପ୍ରଜୁଯ୍ୟ ହେବ ବୋଲି କୁହାଯାଇଛି ।...
ରାଜ୍ୟରେ କମୁଛି ସଂକ୍ରମଣ । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୨,୨୬୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୩୨, କଟକରୁ ୭୮୯, ଷ୍ଟେଟ୍ପୁଲ୍ରୁ ୪୬୬ ଜଣ ମୋଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୪ ହଜାର ୬୬୦କୁ ବୃଦ୍ଧି...
ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୨୩ତାରିଖ, ରବିବାର, ମକର୧୦ ଦିନ, ମାଘମାସ, କୃଷ୍ଣପକ୍ଷ ପଞ୍ଚମୀତିଥି, ଉତ୍ତରାଫାଲଗୁନୀ ନକ୍ଷତ୍ର, କନ୍ୟାରାଶିରେ ଚନ୍ଦ୍ର,ମେଷ ରାଶିର ଘାତବାର,ବୃଷ ରାଶିର ଘାତଚନ୍ଦ୍ର । ତେବେ ଜାଣନ୍ତୁ ମେଷ ରାଶିଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ..
ଆଜି ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜୟନ୍ତୀ । ୨୩ ଜାନୁଆରି ୧୮୦୯ରେ ଜନ୍ମଗ୍ରହଣ କରିଥିବା ବୀର ସୁରେନ୍ଦ୍ର ସାଏ ୨୮ ଫେବ୍ରୁଆରି ୧୮୮୪ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଇଂରେଜଙ୍କ ବିରୋଧରେ ସ୍ୱାଧିନତା ଆନ୍ଦୋଳନରେ ସକ୍ରିୟ ଭୂମିକା ନିଭାଇଥିଲେ ସୁରେନ୍ଦ୍ର ସାଏ ।
ନେତାଜୀ ସୁବାଷଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଲାଗି ସଜେଇ ହୋଇଛି କଟକ ଓଡିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରାହଳୟ । ଲଳିତ ଏକାଡେମୀ ପକ୍ଷରୁ ବଛା ବଛା ୧୫ ଜଣ ଭାସ୍କର୍ଯ୍ୟ ଶିଳ୍ପୀଙ୍କ ପ୍ରସ୍ତୁତି ସରିଛି । କିଏ ନେତାଜୀଙ୍କ ବିଦେଶ ଗସ୍ତକୁ ଭାସ୍କର୍ଯ୍ୟ କଳା ମାଧ୍ୟମରେ ପ୍ରଦର୍ଶିତ...