"ସୁନାପୁଟର ଲୋକେ" ଉପନ୍ୟାସରେ ଅତ୍ୟାଚାର ଓ ଶୋଷଣକୁ ନିର୍ବିକାର ଚିତ୍ତରେ ସହିଯିବାକୁ ଗ୍ରହଣ ନ କରି ଶୋଷିତ ଓ ନିର୍ଯାତିତମାନଙ୍କ ଭିତରେ ସୁପ୍ତ ଶକ୍ତିର ଜାଗ୍ରତ କରିଛନ୍ତି କଥାକାର। ତାଙ୍କ ମନ ଚୈତନ୍ୟ ବିଦ୍ରୋହୀ ହୋଇ ଶୋଷକର ବିନାଶ ଚାହିଁଛି।
ଲଗାତାର ୫ ଦିନ ଧରି ରାଜଧାନୀର ବିଭିନ୍ନ ଦୋକାନରୁ ଲୁଟି ନେଲେଣି ଲୁଟେରା । କେବେ ମେଡ଼ିସିନ ଦୋକାନ ତ, ଆଉ କେବେ ଗ୍ରୋସେରୀ ଦୋକାନ, ଏଥିପାଇଁ ରାଜଧାନୀର ବ୍ୟବସାୟୀମାନେ ଛାନିଆ ହୋଇପଡିଛନ୍ତି ।
ବିଶାଳ, ବର୍ଣ୍ଣାଢ୍ୟ, ଭବ୍ୟ ହେବ ଆସନ୍ତା ସାଧାରଣତନ୍ତ୍ର ଦିବସ ସମାରୋହ । ୭ଟି ନୂଆ ରାଫେଲ୍ ଫାଇଟର୍ ଜେଟ୍, ଅନ୍ୟ ବିମାନ ଓ ହେଲିକପ୍ଟରକୁ ମିଶାଇ ରାଜପଥ ଉପରେ ଫ୍ଲାଏପାଷ୍ଟ କରିବେ ସର୍ବାଧିକ ୭୫ଟି ବାୟୁଯାନ । ଏଥିପାଇଁ ନୂଆଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପରେଡ...
ସଂସଦରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ମୂର୍ତ୍ତି ସ୍ଥାପନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି । ଉଭୟ ବିଜେପି ଓ ବିଜେଡି ଏହି ଦାବି ଯଥାର୍ଥ ବୋଲି କହିଛନ୍ତି ।
ହାଡଭଙ୍ଗା ଶୀତରେ ଶୂନଶାନ ରାତିରେ ଚାଷୀଙ୍କ ଠାରୁ ସିଧାସଲଖ ମିଲ ଭିତରକୁ ଧାନ ଯାଉଥିବା ଭିଡିଓରେ ରେକର୍ଡ ହୋଇଛି । ଟ୍ରାକ୍ଟର ଯୋଗେ ଗୋଟିଏ ପରେ ଗୋଟିଏ ଗାଡି ଯାଉଛି । ଦିନବେଳା ମଣ୍ଡି ଚାଲିଥିବା ବେଲେ ରାତିରେ ଚୋରି କାରବାର ଚାଲିଛି ।
ସାଧାରଣତନ୍ତ୍ର ଦିବସର ଅବସରରେ ଭୁବନେଶ୍ୱରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ପରେଡ୍ ଉତ୍ସବ ପାଇଁ ରାଜଧାନୀରେ ଆୟୋଜିତ ହୋଇଛି ଅଭ୍ୟାସ ପରେଡ୍ ।
ବ୍ୟାଟେରୀ ଦୋକାନ କ୍ୟାସ ବକ୍ସରୁ ଲୁଟେରା ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଗତ ୧୮ ତାରିଖରେ ଏହି ଲୁଟ୍ ହୋଇଥିବା ବେଳେ ଆଦି ଲୁଟ ବେଳର ସିସିଟିଭି ଫୁଟେଜ ଆସିଛି ।
। ଦଶମ ଓ ଦ୍ୱାଦଶ ପରୀକ୍ଷା ପ୍ରସଙ୍ଗରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ରାଜ୍ୟରେ ବର୍ତ୍ତମାନ କରୋନା ତଳମୁହାଁ ହେଉଛି। ତେଣୁ ଦଶମ, ଦ୍ୱାଦଶ ପରୀକ୍ଷା କରିବାକୁ ଆମର ଆଗ୍ରହ ରହିବ। ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ...
ଭୁବନେଶ୍ୱରରେ ପୁଣି ମାତିଲେ ଲୁଟେରା । ଇନଫୋସିଟି ଥାନା ଅ଼ଞ୍ଚଳର ଶିଖରଚଣ୍ଡୀ ବସ୍ତି ନକଟରେ ଥିବା ଏକ ବ୍ୟାଟେରୀ ଦୋକାନ କ୍ୟାସ ବକ୍ସରୁ ଲୁଟେରା ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି ।
ହ୍ୱାଟସ୍ଆପ୍ ଓ ଟେଲିଗ୍ରାମ୍ ବ୍ୟବହାରକୁ ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ସରକାରୀ କର୍ମଚାରୀଙ୍କୁ ଗୁପ୍ତ ତଥ୍ୟ ବାଣ୍ଟିବା ପାଇଁ ସୋସିଆଲ୍ ମିଡିଆ ଆପ୍ ବ୍ୟବହାର ନକରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ସାଧାରଣତନ୍ତ୍ର ଦିବସର ଅବସରରେ ଭୁବନେଶ୍ୱରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ପରେଡ୍ ଉତ୍ସବ ପାଇଁ ରାଜଧାନୀରେ ଆୟୋଜିତ ହୋଇଛି ଅଭ୍ୟାସ ପରେଡ୍ ।
News Fuse | BJD Takes ‘God Promise’ From Candidates OdishaTV is Odisha\'s no 1 News Channel. OTV being the first private satellite TV channel in
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀର ଇଣ୍ଡିଆ ଗେଟ୍ରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ହୋଲଗ୍ରାମ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି। ଏଠାରେ ହିଁ ନେତାଜୀଙ୍କ ଏକ ପ୍ରତିମୂର୍ତ୍ତି ଖୁବ୍ ଶୀଘ୍ର ସ୍ଥାପିତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ…
ଜେନେରାଲ ସର୍ଜନ ଓ ବିଶେଷଜ୍ଞ (ଜେନେରାଲ ମେଡିସିନ୍) ପଦବୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ କରିଛି ଏନ୍ଟିପିସି ଲିମିଟେଡ୍। ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀ ଅନ୍ଲାଇନ୍ରେ ଏଥିପାଇଁ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇସାରିଥିବା ବେଳେ…
ଚାଷୀଙ୍କ ମୁହଁରେ ଫୁଟିଲା ହସ। ପନିପରିବା, ଫୁଲ ଓ ଫଳର ସୁରକ୍ଷାକୁ ନେଇ ଚାଷୀ ପୂରା ବିନଦାସ୍। ଚାଷୀଟିଏ ତା ଜିନିଷକୁ ଶୀତଳ ଭଣ୍ଡାରରେ ମାସେ ରଖୁ କି ୧୫ ଦିନ। ତାକୁ କିଲୋ ପିଛା ଏକ ଟଙ୍କା ହିଁ ଦେବାକୁ ପଡ଼ିଛି। ଜାଣନ୍ତୁ କେଉଁଠି କେମିତି ମିଳୁଛି...
ସବୁଦିନେ ମସଲା ଖାଉଛନ୍ତି। ପାଟିକୁ ସ୍ପାଇସରୁ ମୁକ୍ତି ଦେବା ପାଇଁ କିଛି ମିଠା ହୋଇଯାଉ। ଏଥି ପାଇଁ ଆଜି ଘରେ ହିଁ ତିଆରି କରନ୍ତୁ କଦଳୀରେ ତିଆରି ଗୋଲାପ୍ ଜାମୁନ୍। ପରିବାର ସହ ମିଶି ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖୁଆଇବାକୁ ଦିଅନ୍ତୁ..
ବିଧାୟକ ହେବାର ୨ ବର୍ଷ ପରେ ଦେଖା ମିଳିଲା। ତାତିଲେ ଲୋକେ। ଦଶପଲ୍ଲା ବିଧାୟକଙ୍କୁ ଉପରେ ଖୁବ ବର୍ଷିଲେ। ସାରି ଦେଲେ ସବୁ ଦିନର ରାଗ। ଆଉ କହିଲେ ଏମିତି କଥା ଯାହାକୁ ଆପଣ ଶୁଣିବା ଜରୁରୀ...
ଗାଁଠୁ ପଡା ସବୁଠି ପଞ୍ଚାୟତ ନିର୍ବାଚନ। କାହାକୁ ଦେବା ଭୋଟ। କେଉଁଠି ଉଡୁଛି ନୋଟ୍। କେଉଁଠି ହେଉଛି ଭୋଜି। କେଉଁଠି ବଣ୍ଟା ଯାଉଛି ମାଲ୍। ଏସବୁ ଦେଖି ପାଇଁ ଗାଁ ଗାଁ ବୁଲୁଛନ୍ତି ସର୍କସର ନନା...
ଆଜିଠୁ ୩ ଦିନ ପାଇଁ ଜିଲ୍ଲାର ସରକାରୀ କର୍ମଚାରୀ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ I ୨ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମାଡ଼ ଅଭିଯୋଗ ଘଟଣାର କରିବେ ପ୍ରତିବାଦ। ଏନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏଡିଏମ୍ ରୁଦ୍ର ନାରାୟଣ ମହାନ୍ତି ।
ଶ୍ରୀକ୍ଷେତ୍ର ପୁରୀରେ ଲଜ୍ଜା: ଟାଉନଥାନା ଅଂଚଳରେ ୫ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ Iଗୁରୁତର ଅବସ୍ଥାରେ ନାବାଳିକା ଜଣକ କଟକ ବଡ଼ ମେଡିକାଲ ସ୍ଥାନାନ୍ତର I ଫେରାର ଅଭିଯୁକ୍ତକୁ ଖୋଜିବା ପାଇଁ , ୪ ଟିମ ଗଠନ କରି ପୋଲିସର ଚାଲିଛି ସର୍ଚ୍ଚ ଅପରେସନ