ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ସେ ଥିଲେ ନେତାଙ୍କର ନେତା । ସେଇଥିପାଇଁ ତାଙ୍କୁ ସମସ୍ତେ ନେତାଜୀ ବୋଲି ଡାକୁଥିଲେ । ଏହି ମହାନ୍ ଦେଶପ୍ରେମୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ 1897 ମସିହା ଜାନୁଆରୀ 23 ତାରିଖରେ କଟକ ସହରର ଓଡିଆ ବଜାରରେ ରେ ଜନ୍ମଗ୍ରହଣ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
Jajpur | Jatra Artist Deepak Nayak Suffering From Kidney Failure, Wife Seeks Govt Help OdishaTV is Odisha\'s no 1 News Channel. OTV being the first private
କାଲି ଯିଏ ଉପରେ ଆଜି ସିଏ ତଳେ, ତ ଆଜି ଯିଏ ତଳେ, କାଲି ଉପରେ । ଚଳିତ ପଞ୍ଚାୟତ ନିର୍ବାଚନରେ ଏ ଉକ୍ତିର ସତ୍ୟତା ଦେଖିବାକୁ ମିଳିଛି । କିଛି ପ୍ରାର୍ଥୀଙ୍କ କ୍ଷେତ୍ରରେ କିଏ ପୂର୍ବତନ ମନ୍ତ୍ରୀ ତ ଆଉ କିଏ ବିଧାୟକ ହୋଇ ବି ଏଥର...
ଦୁଇ ଦୁଇଟି ଦୁର୍ଘଟଣା, ଅତ୍ୟନ୍ତ ମର୍ମନ୍ତୁଦ ଅବେଳରେ ଲିଭି ଯାଇଛି ୧୧ଟି ଜୀବନ ଦୀପ । ବାଲେଶ୍ୱର ସୋରରେ ଏକ ଯାତ୍ରୀବାହୀ ବସ୍କୁ ପଛରୁ ଟ୍ରକ ଧକ୍କା ଦେବାରୁ ୬ଜଣଙ୍କ ଜୀବନ ଯାଇଛି । ସେମିତି ସୋନପୁରରେ ଏକ ବରଯାତ୍ରୀ ଗା଼ଡ଼ି ମହାନଦୀ ପୋଲ ଉପରେ ଟ୍ରକ୍ ସହ...
ମହାମାରୀ କରୋନାର ତୃତୀୟ ଲହର ସତ୍ତ୍ୱେ ଭାରତରେ ଆଇପିଏଲ ଆୟୋଜନ କରିବା ଆଶାରେ ନିଶ୍ଚିତ ରହିଛି ବିସିସିଆଇ। ଆଇପିଏଲର ୨୦୨୨ ସଂସ୍କରଣ ବେଳକୁ କରୋନା ବେଶ ପ୍ରଭାବ ନଥିବ। ତେଣୁ ଭାରତରେ ହିଁ ଆଇପିଏଲ ହେବ ବୋଲି ବିସିସିଆଇ ସଙ୍କେତ ଦେଇଛି।
ନୂଆଦିଲ୍ଲୀରେ ଆୟୋଜିତ ହେଲା ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ । ସବୁ ରାଜ୍ୟର ପାରମ୍ପରିକ ନୃତ୍ୟରେ ଝଲସି ଉଠିଲା ଏହି କାର୍ଯ୍ୟକ୍ରମ। ତେବେ ଦେଖନ୍ତୁ ଏହା ଉପରେ ଆଧାରିତ କିଛି ଫଟୋ..
ନକଲି ସାମଗ୍ରୀ ତିଆରି କରିବାର ପେଣ୍ଠସ୍ଥଳୀ ପାଲଟିଛି କଟକ । ଧରାପଡୁଛି ନକଲି କାରବାରର ଠିକଣା । କଟକ ଜଗତପୁରର ଅଞ୍ଚଳରେ ଅପମିଶ୍ରିତ ମସଲା କାରଖାନା ଠାବ କରିଛି ପୋଲିସ । ଏଠାରେ ଅପମିଶ୍ରିତ ଲଙ୍କା ଓ ହଳଦି ଗୁଣ୍ଡ ପ୍ରସ୍ତୁତ ହେଉଥିବାର ସୂଚନା ମିଳିଛି ।...
ସମଗ୍ର ଦେଶରେ କରୋନାର ତୃତୀୟ ଲହର ମଧ୍ୟରେ କର୍ଣ୍ଣାଟକର ଶିଭାମୋଗାରେ ପୁଣି ଏକ ନୂଆ ରୋଗ ଚିହ୍ନଟ ହୋଇଛି । କର୍ଣ୍ଣାଟକର ଶିଭା ଶିବାମୋଗାର ତିର୍ଥହାଲ୍ଲୀର କୁଡିଜେ ଗାଁର ଜଣେ ୫୭ ବର୍ଷ ବୟସ୍କା ମହିଳା କିଆସାନୁର ଫରୋଷ୍ଟ ଡିଜିଜ୍ରେ (Kyasanur Forest Disease) ଆକ୍ରାନ୍ତ ହୋଇଥିବା...
ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ଣ୍ଣରଙ୍କୁ ଏବେ ପୁଷ୍ପା ଜ୍ୱର ଘାରିଛି । ୱାର୍ଣ୍ଣର ଅଲ୍ଲୁ ଅର୍ଜୁନଙ୍କ ଭଳି ଅଭିନୟ କରି ଅନେକ ଭିଡିଓ ନିଜ ଇନଷ୍ଟାଗ୍ରାମ ପେଜ୍ରେ ସେୟାର କରୁଥିବାର ଦେଖିବାକୁ ମିଳିଛି । ଏହି ପୋଷ୍ଟ ଲକ୍ଷ ଲକ୍ଷ ପ୍ରଶଂସକଙ୍କ...
ପ୍ରିୟଙ୍କା ଓ ନିକ୍ଙ୍କ ବିବାହକୁ ନେଇ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ତାଙ୍କର ସନ୍ତାନ ହୋଇଥିବା ଖବର ନେଇ ମଧ୍ୟ ଚର୍ଚ୍ଚା ବେସ୍ ଜୋର ସୋର୍ରେ ଚାଲିଛି । ମା’ ହେବା ଖୁସିରେ ଦେଶୀ ଗାର୍ଲ ନିଜ ଫ୍ୟାନ୍ସକୁ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି ।...
ପ୍ରଥମେ ପ୍ରେମ ପ୍ରତିଶ୍ରୁତି ପରେ ପ୍ରତାରଣା ବିବାହ ପ୍ରଲୋଭନ ଦେଖାଇ ମହିଳାଙ୍କୁ ପ୍ରତାରଣା ଅଭିଯୋଗ ।
ପ୍ରେମ କଲେ ପ୍ରତିଶୃତି ବି ଦେଲେ ହେଲେ ବିବାହ ପ୍ରଲୋଭନ ଦେଖାଇ ମହିଳାଙ୍କୁ ମିଳିଛି କେବଳ ପ୍ରତାରଣା । ସୁନ୍ଦରଗଡ଼ ରାଜଗାଙ୍ଗପୁର ଅଞ୍ଚଳରୁ ଅସିଛି ଏଭଳି ସଙ୍ଗୀନ୍ ଅଭିଯୋଗ । ଜଣେ ମହିଳା ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ନାଁରେ ଏହି ଅଭିଯୋଗ ଆଣିଛନ୍ତି ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ମୁମ୍ୱାଇର ୨୦ ମହଲା କୋଠାର ୧୮ମହଲାରେ ଲାଗିଲା ନିଆଁ। ୨ଜଣଙ୍କ ମୃତ୍ୟୁହେବା ସହ ଅନେକ ଗୁରୁତର ହେବାର ସୂଚନା ମିଳୁଛି।
ମୁମ୍ବାଇ ୨୦ ମହଲା କୋଠାରେ ଅଗ୍ନିକାଣ୍ଡ । ଟାର୍ଡେଓ ଅଞ୍ଚଳରେ ଥିବା କମଲା ବିଲ୍ଡିରେ ନିଆଁ ଲାଗିଥିବା ସୂଚନା । ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ୧୫ରୁ ଅଧିକ ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି ।
ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୨୨ ତାରିଖ, ଶନିବାର, ମକର ୯ଦିନ, ମାଘମାସ, କୃଷ୍ଣପକ୍ଷ ଚତୁର୍ଥୀତିଥି, ପୂର୍ବାଫାଲଗୁନୀ ନକ୍ଷତ୍ର, ସିଂହରାଶିରେ ଚନ୍ଦ୍ର, ବୃଷ, ସିଂହ, କନ୍ୟା ରାଶିର ଘାତବାର,କର୍କଟ, ମକର ରାଶିର ଘାତଚନ୍ଦ୍ର, କଣ ରହିଛି ଆଜି ଦିନର ମହତ୍ତ୍ୱ ଜାଣନ୍ତୁ...
ଆଜି ଦେଶରେ ଦିନକରେ ୩ ଲକ୍ଷ ୩୭ ହଜାର ୭୦୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ପଜିଟିଭିଟି ହାର ୧୭.୨୨ ପ୍ରତିଶତରେ ପହଞ୍ଚିଛି । ଦିନକରେ ୪୮୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।