ଆଜି ୨୦୨୨ ମସିହା, ଜାନୁୟାରୀ ମାସ, ୩୧ ତାରିଖ, ସୋମବାର, ମକର ୧୮ ଦିନ, ମାଘମାସ, କୃଷ୍ଣପକ୍ଷ ,ଚତୁର୍ଦ୍ଦଶୀତିଥି, ଉତ୍ତରାଷାଢା ନକ୍ଷତ୍ର, ମକର ରାଶିରେ ଚନ୍ଦ୍ର, ମିଥୁନ ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ…
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ବୋହୂକୁ ପାଠ ପଢ଼ାଇ ବିବାହ କରାଇଲେ ଶାଶୂ । ରାଜସ୍ଥାନର ଫତେହପୁର ଶେଖୱାଟିର ବାସିନ୍ଦା କମଲା ଦେବୀ ତାଙ୍କ ବୋହୂକୁ ଅଧ୍ୟୟନ ଏବଂ ଚାକିରି ପାଇବାକୁ ଉତ୍ସାହିତ କରିବା ପାଇଁ ଏକ ପ୍ରେରଣା ପାଲଟିଛନ୍ତି ।
ଭାରି ସୁଆଦୁଆ ଚିକେନ୍ ବେସର ତନ୍ଦୁରି...ଥରେ ଚାଖିଲେ ଶହେଥର ଖାଇବାକୁ ଇଚ୍ଛା ହେବ, ଏବେ ଦେଖନ୍ତୁ କେମିତି ତିଆରି ହେଉଛି ଚିକେନ ବେସର ତନ୍ଦୁରୀ, ନିଜେ ଖାଆନ୍ତୁ ଓ ଅନ୍ୟକୁ ବି ଖୁଆନ୍ତୁ...
ଲଘୁଚାପ ଯଦି ବାତ୍ୟାର ରୂପ ନିଏ, ତେବେ ତାହା ଓଡ଼ିଶା ହେଉକି ପଶ୍ଚିମବଙ୍ଗ ନଚେତ୍ ଆନ୍ଧ୍ରପ୍ରଦେଶ ଆଡେ ମୁହାଁଇଥାଏ। ଗତ କିଛି ଦିନର ତଥ୍ୟକୁ ନେଇ ଏମିତି ରିପୋର୍ଟ ଦେଇଛି ଭାରତୀୟ ପାଣିପାଗ ବିଭାଗ। ଆଉ କଣ କଣ ରହିଛି ଆଇଏମଡି ରିପୋର୍ଟରେ ଜାଣନ୍ତୁ...
ପାର୍କିଂ ଫି ଆଦାୟ ଆଇନସମ୍ମତ ନୁହେଁ । ଏବେ ମଲରେ ପାର୍କିଂ ଫି ନେଉଛ, ଆଗକୁ ଲିଫ୍ଟ ଚାର୍ଜ ନେବ । ପାର୍କିଂ ଫି ଆଦାୟ ଆଦୌ ଗ୍ରହଣୀୟ ନୁହେଁ ବୋଲି ସଫା ସଫା କହିଛନ୍ତି ହାଇକୋର୍ଟ ।
କରୋନାର ଭୟାବହତା ଜୀବନ ଜୀବିକା ଉପରେ ପକାଇଛି ପ୍ରଭାବ। କିଏ ଚାକିରି ଛାଡି ଘରେ ବସିଛି ତ ଆଉ କିଏ ବେପାରରେ ହାତ ବାନ୍ଧି ବସିଛି। ଏଭଳି ଭଳି ଘଡିସନ୍ଧି ମୁହୁର୍ତ୍ତରେ ଜଣେ ରୋଷେୟାକୁ ବଂଚିବାର ନୂଆ ବାଟ ଦେଖାଇଛି ଥାଇଲାଣ୍ଡ ବରକୋଳି ଚାଷ...
ଭାଇ ତୁମ ମୁଣ୍ଡ ଠିକ୍ ଅଛି ଟି? ଏ କଣ ମମିତା ମେହେରଙ୍କୁ ବିଜେଡି ବାଲା ମାରିଛନ୍ତି ବୋଲି କହୁଛନ୍ତି...ପୁଣି ଏତେ ଗ୍ୟାରେଣ୍ଟିର ସହ?
ପାଗଳ କରିଛି ଦେଶପ୍ରେମ। ୫୦ ଲକ୍ଷ ଟଙ୍କାର ଚାକିରି ଛାଡ଼ି ଦେଶର ଗରିବ ଲୋକଙ୍କ ସେବା କରୁଛନ୍ତି ଯୁବ IPS ସନ୍ତୋଷ ମିଶ୍ରା। ଡ୍ୟୁଟି ସରିବା ପରେ ସ୍କୁଲରେ ପାଠ ପଢାଉଛନ୍ତି ପୁଣି ରାସ୍ତାରେ ଥିବା ଅସହାୟଙ୍କୁ ସାହାଯ୍ୟ କରୁଛନ୍ତି...ତାଙ୍କ କାମକୁ ନେଇ ଦେଶରେ ଏବେ ଭାରି ଚର୍ଚ୍ଚା
ଯେଉଁ ବୟସରେ ପରିବାର ଚଳାଇବା କଥା ସେହି ବୟସରେ ପରିବାର ଉପରେ ସେ ହୋଇଗଲେ ବୋଝ...ଚିକିତ୍ସା ପରେ ବି ଚାଲିପାରୁନି ଭେଣ୍ଡିଆ ପୁଅ...ଆପଣଙ୍କ ସାହାଯ୍ୟ ଅପେକ୍ଷାରେ ପରିବାର
ଗର୍ଭ ଯନ୍ତ୍ରଣାରେ କଷ୍ଟ ପାଉଥିଲେ ଦିବ୍ୟାଙ୍ଗ ମହିଳା,ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ଲୋକେ । ଏହିପରି ମାନବିକତା ଦେଖାଇବାରୁ ବିଭିନ୍ନ ଦିଗରୁ ସେମାନଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଆସୁଛି ।
ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ହସ୍ପିଟାଲ ନେଲେ ଉପଜିଲ୍ଲାପାଳ । ଏଭଳି ମଣିଷ ପଣିଆର ଉଦାହରଣ ଦେଇଛନ୍ତି ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ।
Apana Eka Nuhanti- Bid-Ridden Youth\'s Family Appeals For Financial Aid For Kidney Transplant OdishaTV is Odisha\'s no 1 News Channel. OTV being the first
News Fuse- \'BJD Worker\' Claims Party Members\' Involvement In Mamita Meher Murder Case OdishaTV is Odisha\'s no 1 News Channel. OTV being the first
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଗିରଫ ହେଲେ ଜମତରା ଗ୍ୟାଙ୍ଗର ୩ ଠକ । ଭୁବନେଶ୍ୱରରୁ ଏହି ୩ ଠକ ଗିରଫ ଗିରଫ ହୋଇଛନ୍ତି । ଏମାନଙ୍କ କ୍ୱାଲିଫିକେସନ୍ ନବମ ଫେଲ୍ ହେଲେ ଦେଶର ୨୦ଟି ରାଜ୍ୟର ୧୭୧ଟି ସାଇବର ଲୁଟ୍ କରିଛନ୍ତି । ଭୁବନେଶ୍ୱର ରସୁଲଗଡ଼ ପାଖରୁ ୩ ଜଣ ଝାଡ଼ଖଣ୍ଡି ସାଇବର...
ଦୁନିଆର ସର୍ବ ପୁରାତନ ଜୀବନ୍ତ କଇଁଛ ଜୋନାଥନ୍ । ଯାହାକୁ ୧୯୦ ବର୍ଷ ବର୍ଷ ପୂରିଛି । ସବୁଠୁ ବଡ଼ କଥା ହେଉଛି ଜୋନାଥନ୍ ସର୍ବ ପୁରାତନ ପଶୁର ମର୍ଯ୍ୟଦା ହାସଲ କରିଛି । କଇଁଛଟି ଏତେ ବର୍ଷ ବଞ୍ଚିଲାଣି ଯେ ତାକୁ ପିଢ଼ି ପରେ ପିଢି ଲୋକେ...
ଜଣେ କୁବେର ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍ । ରାୟଗଡ଼ା ବିଇଓ ଅଫିସ୍ରେ କାର୍ଯ୍ୟରତ ଶିକ୍ଷକ ଶିଶିର ସେମେଳି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶିଶିରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି । ଚଢ଼ାଉରୁ ବର୍ତ୍ତମାନ ସୁଦ୍ଧା ୪ କୋଟି ୭୩ ଲକ୍ଷ ୮୭ ହଜାର ଟଙ୍କାର...
ଆଉ ଏକ ନୂଆ କରୋନା ଭୂତାଣୁକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା । ବାଦୁଡ଼ି ଦେହରେ ବୁଲୁଛି ଅତି ଘାତକ ନିଓକୋଭ୍ ଭୂତାଣୁ । ମଣିଷ ଦେହକୁ ଆସିପାରେ ବୋଲି ସତର୍କ କଲେ ଉହାନ୍ ବୈଜ୍ଞାନିକ । ସଂକ୍ରମଣ ବ୍ୟାପିଲେ ପ୍ରତି ୩ ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣଙ୍କର ହେବ...