୨୬ ଜାନୁଆରୀ ୨୦୦୨ । ଏହି ଦିନ ଭୁବନେଶ୍ୱର ଗାନ୍ଧିମାର୍ଗର ସାଧାରଣତନ୍ତ୍ର ଉତ୍ସବ ପାଳନ ବେଳେ ଘଟିଥିବା ବେଲୁନ୍ ଗ୍ୟାସ୍ ବିସ୍ଫୋରଣ ହୋଇଥିଲା । ୨୧ ଜଣ ଦୁର୍ଘଟଣାର ଶିକାର ହୋଇଥିବାବେଳେ ୯ ଜଣ ନିଜ ଦୃଷ୍ଟିଶକ୍ତି ହରାଇଥିଲେ । ଦୁର୍ଘଟଣାକୁ ଆଜି ୨୦ ବର୍ଷ ପୂରିଛି ।...
ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏକ ଦମ୍ପତି ସେମାନଙ୍କ ବିବାହ ପାଇଁ ସ୍ୱତନ୍ତ୍ର ଆୟୋଜନାର ପ୍ରସ୍ତୁତ କରି ନିଜ ବିବାହ ଉତ୍ସବକୁ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି ।
ରାଜ୍ୟ ବିଜେପି ପାର୍ଟି ଅଫିସରେ ପାଳିତ ହୋଇଛି ୭୩ ତମ ଗଣତନ୍ତ୍ର ଦିବସ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପାର୍ଟି ଅଫିସରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।
The Great Odisha Political Circus | Poem On Panchayat Polls & Civic Polls OdishaTV is Odisha\'s no 1 News Channel. OTV being the first private satellite
A stand-up comedy show that uses satire to address political issues. Contestants present their talent by ticking the ribs of the audience by using scenarios
Making News | Bikal TV To Solve Father-Son Dispute OdishaTV is Odisha\'s no 1 News Channel. OTV being the first private satellite TV channel in Odisha
Doctor Doctor | Omicron Variant Symptoms, Precautions OdishaTV is Odisha\'s no 1 News Channel. OTV being the first private satellite TV channel in Odisha
This show is the most challenging show as it focuses on resolving real life issues of the people. It looks into family complications, misunderstanding
News Fuse | Anyone Can Say Anything, Says OPCC President OdishaTV is Odisha\'s no 1 News Channel. OTV being the first private satellite TV channel in
ରାଜ୍ୟରେ ସଂକ୍ରମଣ ହାର କମିବାରେ ଲାଗିଛି । ରାଜ୍ୟରେ ଆଜି ୭ ହଜାର୪୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରେ କ୍ୱାରେଣ୍ଟିନରୁ ୪ ହଜାର ୩୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଥିବା ବେଳେ ଲୋକାଲ୍ କେସ୍ ୩ ହଜାର ୧୨୦ ଚିହ୍ନଟ ହୋଇଛନ୍ତି ।...
ଛୋଟିଆ ଝିଅଟିଏ। ସେ ଯେତେବେଳେ ଜନ୍ମହେଲା, ସମସ୍ତେ ତା ପାଇଁ ଚିନ୍ତିତ ଥିଲେ। କେମିତି ଚଳିବ, କେମିତି ଏ ସଂସାରକୁ ସାମ୍ନା କରିବ, ସେଥିପାଇଁ ବ୍ଯସ୍ତ ହୋଇପଡ଼ିଥିଲେ ବାପା ମାଆ। ଆଜି କିନ୍ତୁ ଝିଅଟି ପାଇଁ ସମସ୍ତେ ଗର୍ବିତ। ସୁରତର ରବର ଗାର୍ଲ ଭାବେ ପରିଚିତ ଦିବ୍ଯାଙ୍ଗ ଝିଅ...
ଚାନ୍ଦିନୀଙ୍କ ମୋବାଇଲକୁ ଦିନେ ଜଣେ ଅଜଣା ଯୁବକଙ୍କ ମିସ୍ କଲ୍ ଆସିଲା। କଥା ହେଉ ହେଉ ପ୍ରେମ ହେଇଗଲା। ଚାନ୍ଦିନୀ ଚାହିଁଲେ, ସେ ତାଙ୍କ ପ୍ରେମିକଙ୍କୁ ବିବାହ କରିବେ। ସେଥିପାଇଁ ଗାଁକୁ ଡକାଇଲେ। ଆଉ ଦେଖିଲେ ଯେ, ସେ ଯେଉଁ ଯୁବକ ଜଣଙ୍କୁ ପ୍ରେମ କରି ବସିଛନ୍ତି, ସେ...
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘରେ ଲୁଚିଛନ୍ତି, ବାହାରେ ଲୁଚିଛନ୍ତି ନା ହୋଟେଲରେ ଲୁଚିଛନ୍ତି । ଜଣାପଡୁନି । ଓଡିଶାରେ କୋଉ ପୁଅ ନାଇଁ ନିରଞ୍ଜନଙ୍କୁ ଟପିକି ମାଲ୍ କାଢିବ । କଂଗ୍ରେସର ବଡ ନେତା ଏମିତି କହୁଛନ୍ତି ।
ସମସ୍ତଙ୍କର କିଛି ନା କିଛି ପ୍ୟାସନ ରହିଛି । ସ୍ମିତାଙ୍କର ବି ଜର୍ଣ୍ଣି ଏମିତି ବି ହୋଇଥିଲା । ତାଙ୍କର ଅଭିଜ୍ଞତା ଥିଲା ଏମିତି କିଛି । ତଥାପି ସେ ନିଜ ରାସ୍ତାରେ ଚାଲିଥିଲେ ।
ଚନ୍ଦ୍ରମାଙ୍କ ସାହସ ଓ ମନୋବଳକୁ ମାନିବାକୁ ପଡ଼ିବ। ନିଜେ ଦିବ୍ଯାଙ୍ଗ। ବାପ ଛେଉଣ୍ଡ ଆଉ ଘରର ବଡ଼ ଝିଅ। ନିଜେ ଖଟି ଭାଇଭଉଣୀଙ୍କୁ ବଡ଼ କରିଛନ୍ତି। ପରିବାର ଚଳାଇଥିଲେ। ଏବେ ସେ ଗୋଡ଼ କାଢ଼ିଛନ୍ତି ପଞ୍ଚାୟତ କଥା ବୁଝିବେ, ଲୋକଙ୍କ ସେବା କରିବେ। ଏବେ ସେ ସରପଞ୍ଚ ପ୍ରାର୍ଥିନୀ।
ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୨୬ ତାରିଖ, ବୁଧବାର, ମକର୧୩ ଦିନ, ମାଘମାସ, କୃଷ୍ଣପକ୍ଷ, ନବମୀତିଥି, ସ୍ୱାତୀନକ୍ଷତ୍ର, ତୁଳା ରାଶିରେ ଚନ୍ଦ୍ର, କର୍କଟ ରାଶିର ଘାତବାର, ଲାଉ ନ ଖାଇଲେ ଭଲ । ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟ କଣ ରହିଛି । ତେବେ...
ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଏଥିରେ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୨୫ ପ୍ଲାଟୁନ ଫୋର୍ସ, ୭୦ ଜଣ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ବ୍ୟବସ୍ଥାକୁ ଗୁରୁତ୍ୱ ସହ ସଂପୂର୍ଣ୍ଣ ଗାନ୍ଧୀମାର୍ଗକୁ ସଂଯୋଗ କରୁଥିବା ସମସ୍ତ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଦେଶବାସୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ବୋଧନ । ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ ଦେଇଛନ୍ତି ।