ସାଂସଦ ଜୁଏଲ୍ ଓରାମଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ। ଖାଲି ଅଭିଯୋଗ ନୁହେଁ। ଯୁବତୀ ଜଣକ ଫୋନ୍ କରି ସିଧା ଶୁଣାଇ ଦେଲେ ମାଡାମ୍ ଜୁଏଲ୍ ବାବୁଙ୍କୁ କହିଦେବେ ଆଜି ତାଙ୍କ ଅଭିସ୍ ଝଡ଼ିଲା।
କୋଭିଡର ଅତି ସଂକ୍ରମଣ ପ୍ରଜାତି ହେଉଛି ଓମିକ୍ରନ୍। ଡେଲଟା ଭାଇରସ୍ ତୁଳନାରେ ଏହା ପାଞ୍ଚ ଗୁଣା ଅଧିକ ସଂକ୍ରମଣ ହେଉଛି। ତେବେ କେମିତି ରହିବେ ସୁରକ୍ଷିତ? ଶୁଣନ୍ତୁ ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ସି.ବି.କେ ମହାନ୍ତିଙ୍କ ମୁହଁରୁ...
ଏ ଏମିତିକା ବେଳ, ସ୍ଥାନ କାଳ ପାତ୍ର କିଛି ମାନୁ ନାହାଁନ୍ତି ପ୍ରାର୍ଥୀ। ଘର ତ ଘର, ବିଲରେ ପୋଷ୍ଟର ମାରୁଛନ୍ତି ଏମାନେ। ଯାହାକୁ ନେଇ ଏଠି ତୁମ୍ଭି ତୋଫାନ...
ଆଜି ମଙ୍ଗଳବାର। କାଲି ହେବ ବୁଧବାର। ଏହି ଆମିଷ ବାରକୁ ହାତ ଛଡା କରନ୍ତୁ ନାହିଁ। ଚିକେନ୍ ଆଣି ତିଆରି କରନ୍ତୁ ଚିକେନ୍ ବେସର। ରୁଟି ହେଉ କି ଭାତ ସବୁଥିବେ ଖାଇ ପାରିବେ ଏହି ସ୍ପେଶାଲ୍ ଆଇଟମ୍...
ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ଗାଁ ଗହଳି। ପୋଷ୍ଟର ଓ ବ୍ୟାନର୍ ପାଇଁ ଯେତିକି ଗହଳି ଗୀତ ପାଇଁ ଷ୍ଟୁଡିଓରେ ଜବରଦସ୍ତ ଭିଡ଼। କବିମାନେ ବି ଚୁପ୍ ନ ବସି ଗାଉଛନ୍ତି ଏମିତି ଗୀତ...
ସତରେ ନିର୍ବାଚନ ଗୋଟିଏ ନିଶାରେ ନାରଣ। ଯଦି ନେତା ଦଳୀୟ ଟିକେଟ୍ ପାଇଲା, ତା ହେଲେ ମନ କୁଣ୍ଢେ ମୋଟ। ଯଦି ଟିକେଟ୍ ନ ମିଳେ, ତାହେଲେ ଏମିତି ଦେଖିବାକୁ ହେବରେ...
ତରଙ୍ଗ ସିନେ ପ୍ରଡକସନ୍ ଆପଣମାନଙ୍କ ପାଇଁ ନେଇ ଆସୁଛି ଏକ ଭିନ୍ନ ସ୍ୱାଦର ରୋମାଟିକ୍ ସିନେମା ‘ସମାପାଜୁର ରଘୁ’। ଯାହାକୁ ଦେଖିବାକୁ ଦର୍ଶକ ଚାହିଁ ରହିଥିବା ବେଳେ ଆଜି ଦେଖନ୍ତୁ ଏହି ରୋମାଟିକ୍ ଟ୍ରାକ୍...
ବନ୍ଧୁକ ମୁନରେ ଡରାଇ ଧମକାଇ ଜମି ହଡ଼ପ କରିନେଉଥିଲା। ସେ ଆସିଲେ ଭୟରେ ଲୋକଙ୍କ ପାଟି ଫିଟୁ ନଥିଲା। ଲେଡି ଡନଙ୍କ ବେଶ ଯେମିତି ଠାଣି ସେମିତି। ହେଲେ ଶେଷରେ ଲେଡି ଡନ୍ ପିଙ୍କି ପ୍ରଧାନଙ୍କର ଖେଳ ଖତମ୍ ହୋଇଯାଇଛି। ତାଙ୍କ ଠିକଣା ଏବେ ଚୌଦ୍ୱାର ଜେଲ୍। ଦେଖନ୍ତୁ...
ତୁମେ ମତେ ଭୁଲ୍ ବୁଝିବନି। ମୁଁ ଯଦି ଜାଣି ଥାଆନ୍ତି ମତେ ଏତେ ବଡ଼ ରୋଗ ହୋଇଛି, ତାହାଲେ କେବେ ବି ତୁମ ହାତ ଧରି ନ ଥାଆନ୍ତି। ମତେ କ୍ଷମା କରିଦେବ ଏଲି... ମୁଁ ସବୁଦିନ ପାଇଁ ଘର ଛାଡ଼ି ଯାଉଛି... ମତେ ପ୍ଲିଜ୍ ଭୁଲ୍ ବୁଝିବନି......
ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହେଉଛି BWF ଓ୍ୱାଲର୍ଡ ଟୁର୍ ବ୍ୟାଡମିଣ୍ଟନ ‘ଓଡିଶା ଓପନ’ ୨୦୨୨।
ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୨୫ ତାରିଖ, ମଙ୍ଗଳବାର, ମକର୧୨ଦିନ, ମାଘମାସ, କୃଷ୍ଣପକ୍ଷ, ସପ୍ତମୀ ଯୁକ୍ତ ଅଷ୍ଟମୀ ତିଥି, ଚିତ୍ରାନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୨୫ ତାରିଖ, ମଙ୍ଗଳବାର, ମକର୧୨ଦିନ, ମାଘମାସ, କୃଷ୍ଣପକ୍ଷ, ସପ୍ତମୀ ଯୁକ୍ତ ଅଷ୍ଟମୀ ତିଥି, ଚିତ୍ରାନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଦଶମ ଓ ଦ୍ୱାଦଶରେ ହେବ ଅଫଲାଇନ୍ ପରୀକ୍ଷା । ଏନେଇ ସଂକେତ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସେପଟେ ପରୀକ୍ଷା କରାଇବା ନିଷ୍ପତ୍ତିକୁ ନେଇ କିନ୍ତୁ ଏବେଠୁ ତେଜିଲାଣି ଅସନ୍ତୋଷ । କିଛି ଛାତ୍ରଛାତ୍ରୀ ଅଫ୍ ଲାଇନ୍ ପରୀକ୍ଷାକୁ ସ୍ୱାଗତ କରିଥିବାବେଳେ...
ପଞ୍ଚାୟତ ନିର୍ବାଚନ ପାଇଁ ଆଗ୍ରହ ସହିତ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ହେଲେ ଏବେ ଏବେ ନିଜ ନିଜ ଭିତରେ ଆପୋଷ ବୁଝାବଣା କରି ପ୍ରତ୍ୟାହାର କରୁଛନ୍ତି ପ୍ରାର୍ଥୀପତ୍ର...
ଦଶମ ଓ ଦ୍ୱାଦଶ ପରୀକ୍ଷା ପ୍ରସଙ୍ଗରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ରାଜ୍ୟରେ ବର୍ତ୍ତମାନ କରୋନା ତଳମୁହାଁ ହେଉଛି। ତେଣୁ ଦଶମ, ଦ୍ୱାଦଶ ପରୀକ୍ଷା କରିବାକୁ ଆମର ଆଗ୍ରହ ରହିବ। ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ରୁହନ୍ତୁ’।...
ଦେଶରେ ବହୁ ସ୍ଥାନରେ ଓମିକ୍ରନ୍ ଗୋଷ୍ଠୀ ସଂକ୍ରମଣ ହେଲାଣି। ଓଡ଼ିଶାରେ ବି ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଛି। ଖୁବ୍ ଶୀଘ୍ର ଗୋଷ୍ଠୀ ସଂକ୍ରମଣ ହୋଇଯିବ ବୋଲି ଆଶଙ୍କା କରାଯାଉଛି।
ଦକ୍ଷିଣ ଆଫ୍ରିକା କେପ୍ ଟାଉନ୍ରେ ଝିଅ ଭାମିକାଙ୍କ ଫଟୋ ଭାଇରାଲ ହେବାପରେ ବିରାଟ ଓ ଅନୁଷ୍କା ନିଜ ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ଏକ ପୋଷ୍ଟ ସେୟାର କରିଛନ୍ତି। ତେବେ ଏହି ପୋଷ୍ଟରେ ସେ କ’ଣ କହିଛନ୍ତି, ଜାଣନ୍ତୁ...