Advertisment

ଏବେ ଏଟିମ୍ ସ୍ବାପ୍ କରୁଥିଲେ ସାବଧାନ ଥିବେ

ଏଟିମ୍ ଲୁଟର ନୂଆ ଫଣ୍ଡା, ପୋଲିସ କବଜାରେ ୩ ଲୁଟେରାI ବଲାଙ୍ଗିରରେ ମାତିଛନ୍ତି ହରିୟାଣା ଲୁଟେରା, ସ୍ବାଇପ୍ ମେସିନରେ ଏମିତି ଚିଲିଛି ଲୁଟ୍। ଏନେଇ ପୋଲିସ କଡାକଡି ତଦନ୍ତ ଜାରି ରଖିଛି।

author-image
Otv Khabar Bureau

ଏଟିମ୍ ଲୁଟର ନୂଆ ଫଣ୍ଡା, ପୋଲିସ କବଜାରେ ୩ ଲୁଟେରାI ବଲାଙ୍ଗିରରେ ମାତିଛନ୍ତି ହରିୟାଣା ଲୁଟେରା, ସ୍ବାଇପ୍ ମେସିନରେ ଏମିତି ଚିଲିଛି ଲୁଟ୍। ଏନେଇ ପୋଲିସ କଡାକଡି ତଦନ୍ତ ଜାରି ରଖିଛି। କେମିତି କରୁଥିଲେ ଲୁଟ୍, ଏହାର ମାଷ୍ଟରମାଇଣ୍ତ କିଏ? ଏନେଇ ପୋଲିସର ତନାଘନା ଜାରି ରହିଛି।

Advertisment
Bolangir Arrest ATM Robbers
Advertisment
Advertisment