ଚୀନ୍ର ନୂତନ ଆବିଷ୍କାର। ମଙ୍ଗଳବାର ଚୀନ୍ର ଜୁହାଇ ‘ଏୟାର ଶୋ’ ରେ ନିଜର ବାୟୁ ଶକ୍ତିର ପ୍ରଦର୍ଶନ କରିଛି ଚୀନ୍। ମାନବ ବିହୀନ ଡ୍ରୋନ୍ 'ୱିଙ୍ଗମ୍ୟାନ୍’ ର ଝଲକ ଦେଖାଇଛି ଚୀନ୍। ଏହା ଆମେରିକାର କ୍ରାଟୋସ୍ XQ-58A ଡ୍ରୋନ୍ ସଦୃଶ ବୋଲି ଚୀନ୍ ପକ୍ଷରୁ କୁହାଯାଇଛି।
କାନାଡାର ଟରୋଣ୍ଟୋରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ ନିକଟରେ ଏକ ସନ୍ଦିଗ୍ଧ ସୁଟକେସ ଥିବାର ଖବର ମିଳିଥିଲା। ଏହି ସୁଟକେସରେ ଏକ ବୋମା ରଖାଯଇଥିବାର ସୂଚନା ମିଳିଥିଲା। ତା’ପରେ ସେହି ପ୍ୟାକେଜ୍କୁ ସହର ଠାରୁ ଦୂରକୁ ନିଆଯାଇ ଡିଫ୍ୟୁଜ୍ କରି ଦିଆଯାଇଥିଲା। ବୋମା ରଖିବା ଅଭିଯୋଗରେ ପୋଲିସ ପକ୍ଷରୁ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।
ପୁଣି ଥରେ ପଦାରେ ପଡ଼ିଛି ପାକିସ୍ତାନର ଆତଙ୍କବାଦୀ ଚେହେରା। କିପରି ଆତଙ୍କବାଦୀଙ୍କୁ ପୃଷ୍ଟପୋଷକତା ଦେଉଛି ପାକ୍ ତାର ଗୋଟି ଗୋଟି କଥା କ୍ୟାମେରା ସମ୍ମୁଖରେ ବଖାଣିଛି ଉରୀ ସେରରୁ ଧରାପଡ଼ିଥିବା ୧୯ ବର୍ଷିୟ ଆତଙ୍କବାଦୀ ଅଲି ବାବର।
ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟା ଆଉ ଗୋଟିଏ ପାଦ ଆଗେଇଛି। ପାରଳାଖେମୁଣ୍ଡି DFO, ରୋଷେୟା ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ରିପୋର୍ଟ ଆସିଛି। ୩ ଜଣଙ୍କ ଲାଏ ଡିଟେକ୍ସନ ରିପୋର୍ଟ କ୍ରାଇମବ୍ରାଞ୍ଚ ପାଖକୁ ଆସିଛି।
ଆଜି ହେଉଛି ବିଶ୍ୱ ହୃତପିଣ୍ଡ ଦିବସ । ଲୋକଙ୍କୁ ହୃତପିଣ୍ଡ ଓ ହୃଦରୋଗ ବିଷୟରେ ସତର୍କ କରାଇବା ପାଇଁ ୨୦୦୦ ମସିହାଠାରୁ ବିଶ୍ୱ ହୃତପିଣ୍ଡ ଦିବସ ପାଳିତ ହେଉଛି । ବିଶ୍ୱରେ ପ୍ରତିବର୍ଷ ହୃଦରୋଗ ଜନିତ ମୃତ୍ୟୁ ସଂଖ୍ୟା ଉଦବେଗଜନକ ଭାବେ ବଢିବାରେ ଲାଗିଛି । ଏହି ଅବସରରେ...
ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ବିତିଲାଣି ୭୫ ଦିନ। ତଦନ୍ତକୁ ନେଇ ପୁଣି ପ୍ରଶ୍ନ ଉଠାଇଲେ ସୌମ୍ୟଙ୍କ ବାପା। ପୁଣି ମୂଳରୁ ତଦନ୍ତ ପାଇଁ ଏଡିଜିଙ୍କୁ ଦେଲେ ଦାବିପତ୍ର। ତଦନ୍ତର ଏଯାଏଁ କିଛି ଫଳାଫଳ ନ ବାହାରିବାରୁ ସେ ପୁଣି ଥରେ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି।
ଦଳୀୟ କନ୍ଦଳ ପାଇଁ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପଦରୁ ବିଦା ହେଲେ କ୍ୟାପଟେନ୍ ଅମରିନ୍ଦର ସିଂ । କଂଗ୍ରେସ ନୂଆ ମୁଖ୍ୟମନ୍ତ୍ରୀ ବାଛିଲା । ଅମରିନ୍ଦର ଏବେ କଂଗ୍ରେସ ଉପରେ ଖପ୍ପା । ଯାହାଙ୍କ ପାଇଁ ଏତେ ଖେଳ ହେଲା, ସେ ହେଉଛନ୍ତି ନବଜୋତ ସିଂ ସିଦ୍ଧୁ । ସେ...
ଏମିତି ଏକ ମୁଖ୍ୟମନ୍ତ୍ରୀ, ଯାହାଙ୍କ ଚର୍ଚ୍ଚା ଏବେ ସାରା ଦେଶରେ। କେତେବେଳେ ଷ୍ଟେଜରେ ନାଚନ୍ତି ତ ଆଉ କେତେବେଳେ ରାସ୍ତା ମଝିରେ ହଠାତ ଗାଡ଼ିକୁ ରଖି ନବବିବାହିତଙ୍କୁ ଆଶୀର୍ବାଦ କରିବା ସହ ମିଠା ମାଗି ଖାଇଥାନ୍ତି। ସେହି ମୁଖ୍ୟମନ୍ତ୍ରୀ ଜଣଙ୍କ ହେଉଛନ୍ତି ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଚରଣ ସିଂ...
ଏମିତି ଏକ ଯୋଜନା ଯେଉଁଥିରେ ସଂଚୟ କଲେ ଟଙ୍କା ମିଳିବ ନିଶ୍ଚୟ। ବୃଦ୍ଧ ଅବସ୍ଥାରେ ଆଉ ହାତ ପତାଇବାକୁ ପଡିବ ନାହିଁ। ରାସ୍ତାକଡର ଠେଲା ଦୋକାନୀ, ରିକ୍ସା ଚାଳକ ଓ ଶ୍ରମିକ ଏହି ଯୋଜନାର ଲାଭ ଉଠାଇ ପାରିବେ। ପ୍ରତିଦିନ ମାତ୍ର ୨ ଟଙ୍କା ସଞ୍ଚୟ କରି ବାର୍ଷିକ...
ବିଶିଷ୍ଟ ଲେଖିକା ତଥା ‘ସମାଜ’ ଖବର କାଗଜର ପୂର୍ବତନ କାର୍ଯ୍ଯନିର୍ବାହୀ ସମ୍ପାଦିକା ମନୋରମା ମହାପାତ୍ର ଆଉ ନାହାଁନ୍ତି। ଆଜି ହେଉଛି ତାଙ୍କର ଦ୍ୱାଦଶାହ। ତେବେ ତାଙ୍କ ଦେହାନ୍ତର ମାତ୍ର କିଛିଦିନ ଆଗରୁ, ଅଗଷ୍ଟ ୨୯ ତାରିଖରେ ତାଙ୍କୁ ଭେଟିଥିଲେ #OTVର ଡିଜିଟାଲ୍ ଏଡିଟର ଅମରେଶ ବିଶ୍ୱାଳ। ଏହି ସାକ୍ଷତାକର...
ମିଛ କହୁଥିଲା ତାଲିବାନ। ପଦାକୁ ଆସିଲା ପ୍ରକୃତ ରୂପ। ଆଫଗାନିସ୍ତାନକୁ ଦଖଲ କରିବା ପରେ ତାଲିବାନ ଯାହା କହିଥିଲା, ତାହା ମିଛ ପ୍ରମାଣିତ ହୋଇଛି। ଆଉ ଏବେ ପଦାକୁ ଆସୁଛି ତାଲିବାନୀଙ୍କ ଅସଲ ଚେହେରା। ଆଫଗାନିସ୍ତାନରେ ପୁରୁଣା ଫତୱା ଜାରି କରିଛି ତାଲିବାନ। ଦାଢି କାଟିଲେ ମିଳିବ କଠୋର...
ବାୟା କଲାଣି ସୋସିଆଲ ମିଡିଆ । ବର୍ତ୍ତମାନର ଯୁବପିଢ଼ିଙ୍କୁ ସୋସିଆଲ ମିଡିଆ ଫେସ୍ବୁକ୍-ଇନ୍ଷ୍ଟାଗ୍ରାମ୍ ଆଦି ବାୟା କରୁଛି । ଯାହାଫଳରେ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି । ସେମିତି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ାରେ । ଇନଷ୍ଟଗ୍ରାମରେ ବନ୍ଧୁତା କରି ଘରୁ ଖସି ପଳାଇ ଆସିଥିବା ଜଣେ ୧୨...
ରାତି ପାହିଲେ ଦ୍ୱିତୀୟା ଓଷା । ଦ୍ୱିତୀୟା ଭାର ସହ ଘରେ ଘରେ ପ୍ରସ୍ତୁତ ହେବ ଘାଂଟ ତରକାରୀ । ଏଥିପାଇଁ ଆବଶ୍ୟକ ବିଭିନ୍ନ କିସମର ପନିପରିବା । ତେବେ ଏହି ସମୟରେ ପନବିପରିବା ଦର ଆକାଶ ଛୁଆଁ ହୋଇଛି ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାହକ...
ଦିଲ୍ଲୀ ସରକାରଙ୍କ ଦ୍ୱାରା ରାଜଧାନୀ ଦିଲ୍ଲୀ ପାଇଁ ଏକ ନୂତନ ଏକ୍ସାଇଜ୍ ନିୟମ ଲାଗୁ କରାଯାଇଛି। ଏହି ନିୟମ ଲାଗୁ ହେବା ପରେ ମଦ ବ୍ୟବସାୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅକ୍ଟୋବର ୧ ରୁ ସମସ୍ତ ଘରୋଇ ମଦ ଦୋକାନ ବନ୍ଦ କରାଯାଇଥିବା ବେଳେ କେବଳ ସରକାରୀ ମଦ...
ଆମେରିକାରେ ମାତ୍ର ଛଅ ମାସର ଶିଶୁ ୱାଟର ସ୍କିଙ୍ଗରେ ବିଶ୍ୱ ରେକର୍ଡ କରିଛି। ସୋସିଆଲ ମିଡିଆରେ ଏହି ଶିଶୁର ଭିଡିଓ ଦିନକୁ ଦିନ ବେଶ ଭାଇରାଲ ହେବାରେ ଲାଗିଛି। ଆମେରିକାର ଉଟାହ୍ ରାଜ୍ୟର ପାୱେଲ୍ ହ୍ରଦରେ ୬ ମାସର ରିଚ୍ ହମ୍ଫ୍ରିଜ୍କୁ ୱାଟର ସ୍କିଙ୍ଗ୍ କରୁଥିବାର ଚିତ୍ର ସାମ୍ନାକୁ...
ମହାରାଷ୍ଟ୍ର ସରକାରଙ୍କ ସିନେମା ହଲ୍ ଖୋଲିବା ଘୋଷଣା ନେଇ ଚଳଚ୍ଚିତ୍ର ନିର୍ମାତା ଏବଂ ଅଭିନେତାମାନେ ଦୀର୍ଘ ନିଶ୍ୱାସ ଛାଡିଛନ୍ତି। କାର୍ତ୍ତିକ୍ ଆର୍ୟନ୍ ଅଭିନୀତ ‘ଭୁଲ୍ ଭୁଲୟା ୨' ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ବର୍ତ୍ତମାନ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୋଷଣା କରାଯାଇଛି। ନିକଟରେ ଅଭିନେତା କାର୍ତ୍ତିକ୍ ଆର୍ୟନ୍...
କୋଭାକ୍ସିନକୁ ମଞ୍ଜୁରୀ ଦେବାରେ ବିଳମ୍ବ କରୁଛି WHO। ଫଳରେ ଭାରତ ବାୟୋଟେକର କୋଭାକ୍ସିନ ନେଇଥିବା ଭାରତୀୟ ବିଶେଷ କରି ଛାତ୍ରମାନେ ବିଦେଶ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ଦେବାରେ ବିଳମ୍ବ କରୁଛି। WHOର ମଞ୍ଜରୀ...
ଏସିଆର ସବୁଠୁ ଲମ୍ବା ଟନେଲ୍ ଜୋଜିଲା। ଜୋଜିଲା ଟନେଲକୁ ଅନୁଧ୍ୟାନ କରିବେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କାରୀI ୪ ହଜାର ୫ଶହ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଜୋଜିଲା ଟନେଲ୍।
ଦଶହରା ଅଳ୍ପ ଦିନ ଥିବାରୁ କଟକରେ ପ୍ରସ୍ତୁତି ଜୋରସୋରରେ କରାଯାଉଛି। କୋଭିଡ୍ କଟକଣାରେ ଛୋଟ ମୂର୍ତ୍ତି ନିର୍ମାଣ କରି ପୂଜା କରାଯାଉଛି। କଟକର ବିଭିନ୍ନ ପୂଜା ମଣ୍ତପରେ ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ୪ ଫୁଟର ମୂର୍ତ୍ତି ନିର୍ମାଣ କରାଯାଇଛି। ମା’ଙ୍କ ଛୋଟ ମୂର୍ତ୍ତି ନେଇ ଲୋକଙ୍କ ମନରେ ଅସନ୍ତୋଷ...
ପୁରୀ ବଳଙ୍ଗା ଥାନା ବିସ୍ଫୋରଣ ମାମଲାରେ ତଦନ୍ତ ଆରମ୍ଭ। କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସ୍ପି ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। କିପରି ଏହି ବିସ୍ଫୋରଣ ହେଲା ? ବିସ୍ଫୋରକ କେତେ ପରିମାଣର ଥିଲା ସେ ସମ୍ପର୍କରେ ତଦନ୍ତ ହେଉଛି। ଆଡିସନାଲ ଏସ୍ପିଙ୍କୁ ଘଟଣାର ତଦନ୍ତ ପାଇଁ ଦାୟିତ୍ୱ...