Advertisment

ବଲିଉଡ ଡ୍ରଗ୍ସ ଲିଙ୍କ ଓ ରେଭ୍‌ ପାର୍ଟି

ବିଳାଶପୂର୍ଣ୍ଣ ଜାହାଜରେ ଚାଲିଥିଲା ରେଭ୍‌ ପାର୍ଟି। ଥିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯନ। ଏବେ ସେ ଡ୍ରଗ୍ସର ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି। ବଲିଉଡ଼ ଡ୍ରଗ୍ସ ଲିଙ୍କ ଓ ରେଭ୍‌ ପାର୍ଟିକୁ ନେଇ ସ୍ପେଶାଲ ରିପୋର୍ଟ ‘ବଲିଉଡ ରେଭ୍ ପାର୍ଟି’।

author-image
Otv Khabar Bureau

ବିଳାଶପୂର୍ଣ୍ଣ ଜାହାଜରେ ଚାଲିଥିଲା ରେଭ୍‌ ପାର୍ଟି। ଥିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯନ। ଏବେ ସେ ଡ୍ରଗ୍ସର ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି। ବଲିଉଡ଼ ଡ୍ରଗ୍ସ ଲିଙ୍କ ଓ ରେଭ୍‌ ପାର୍ଟିକୁ ନେଇ ସ୍ପେଶାଲ ରିପୋର୍ଟ ‘ବଲିଉଡ ରେଭ୍ ପାର୍ଟି।

Advertisment
Bollywood Rave Party OTV Report
Advertisment
Advertisment