ତାଲିବାନ୍ ଟାର୍ଗେଟ୍ରେ ଗଣମାଧ୍ୟମ । ଆଫଗାନ୍ରେ ସାମ୍ୱାଦିକଙ୍କ ଅବସ୍ଥା ଏବେ ଦିନ ମଜୁରିଆ ପାଲଟି ଯାଇଛନ୍ତି । ସେମାନଙ୍କ ଅବସ୍ଥା ଏତେ ହୀନ ହେଲାଣି ଯେ, ସେମାନଙ୍କୁ କୌଣସି ଚାକିରୀ ମିଳୁନାହିଁ । ବାଧ୍ୟ ହୋଇ ଶେଷରେ ସେମାନେ ଦିନ ମଜୁରୀଆ କାମ କରି ନିଜ ପେଟ ପୋଷୁଛନ୍ତି...
ପ୍ଲେନ୍ ସହ ମୁହାଁମୁହିଁ ଧକ୍କା ହେଲା ହେଲିକପ୍ଟର । ଆମେରିକାରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା । ଆମେରିକାର ଆରିଜୋନା ବିମାନବନ୍ଦରର ନିକଟସ୍ଥ ଆକାଶମାର୍ଗରେ ଏକ ବିମାନ ଏବଂ ହେଲିକପ୍ଟର ମୁହାଁମୁହିଁ ଧକ୍କା ହୋଇଛି ।ଏହି ଦୁର୍ଘଟଣା ଫଳରେରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ହେଲିକପ୍ଟରଟି ଛିଟ୍କି ଏକ ପଡିଆରେ...
ଚୀନ୍କୁ ଝଟ୍କା ଦେଲା ଭାରତ । ଶ୍ରୀଲଙ୍କା ରାଜଧାନୀ କଲମ୍ୱୋର ସମୁଦ୍ରରେ କଣ୍ଟେନର ଟର୍ମିନାଲ୍ ନିର୍ମାଣ ଦାୟିତ୍ୱ ଭାରତକୁ ମିଳିଛି । ଚୀନ୍ ଏହି ଗୁରୁ ଦାୟିତ୍ୱ ବହନ କରିବା ପାଇଁ ଆଶାବାନ୍ଧିଥିଲେ ସତ୍ତ୍ୱେ ଭାରତକୁ ଏହି ପ୍ରକଳ୍ପର ଦାୟିତ୍ୱ ଭାର ଦିଆଯାଇଛି । ଯାହା ଦ୍ୱାରା ଏବେ...
ଆବର୍ଜନାରୁ ତିଆରି କଲେ ଆଇରନ୍ ମ୍ୟାନ୍ ସୁଟ୍ । ମଣିପୁରର ଯୁବକ ପ୍ରେମ୍ ଏଭଳି ଏକ ନିଆରା କଳାକୃତି କରି ଏବେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ସୋସିଆଲ୍ ମିଡିଆରେ ଯୁବକଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ସେ ଆଇରନ୍ ମ୍ୟାନ୍ର ମାକ୍ସ...
ମୁଣ୍ଡରେ ବସୁଛି, କାନ୍ଧରେ ବସୁଛି। ମିଟୁ ମିଟୁ ଡାକୁଛି। ସାଙ୍ଗରେ ସ୍କୁଲ୍ ଯାଉଛି। ଛୁଆ ଦେଖି ଖାଲି କୁରୁକୁରୁ ହୋଇ ହସୁଛନ୍ତି।
ବ୍ରିଟେନ ପ୍ରତି ଭାରତର ଯେସାକୁ ତେସା ନୀତି । ଏବେ ବ୍ରିଟେନରୁ ଯିଏ ମଧ୍ୟ ଆସିବ, ସେ ଭାରତରେ ୧୦ ଦିନିଆ କ୍ୱାରେଣ୍ଟିନରେ ରହିବ ।
ତାଲିବାନୀଙ୍କ କବଜାରେ ଥିବା ଆଫଗାନିସ୍ତାନରେ ରହିଛି ଏସବୁ ସ୍ଥାନ। ଯାହାକୁ ଦେଖିବା ପରେ ଆପଣ ସେଠାରୁ ଆସିବାକୁ ମନ କରିବେନି।
ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ବଢ଼ିଲେ ରାଜ୍ୟ ସରକାର। ପଞ୍ଚାୟତ ସଂଶୋଧନ ଆଇନ କାର୍ଯ୍ୟକାରୀ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି।
ଲୁହାପଥର ଓ କୋଇଲା କିଣା ନେଇ ୫୬ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଦେଶର ବିଭିନ୍ନ ସ୍ଥାନରେ ଚଢ଼ଉ। ନୂଆଦିଲ୍ଲୀ ସ୍ଥିତ PEC ଲିମିଟେଡ୍ ଓ ସୁନ୍ଦରଗଡ଼ରେ ଥିବା ଏକ ଘରୋଇ କମ୍ପାନିରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଆକ୍ସନ୍ ମୁଡରେ ସିବିଆଇ।
ଗାନ୍ଧି ଜୟନ୍ତୀ ଅବସରରେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁ କରିଛନ୍ତି ବାଲୁକା କଳା। ୧୫ ଫୁଟ୍ ଓସାର ବିଶିଷ୍ଟ ଏହି ବାଲୁକା କଳାରେ ୧୫ ଟନ୍ ବାଲି ବ୍ୟବହାର ହୋଇଛି।
ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
କରୋନା ମହାମାରୀର ମୁକାବିଲା ପାଇଁ ବଜାରକୁ ଖୁବ ଶୀଘ୍ର ଆସିବ ପ୍ରଥମ କୋଭିଡ୍ ବଟିକା ମୋଲନୁପିରାଭିର୍ । ଫାର୍ମା କଂପାନୀ ମର୍କ ଆଣ୍ଡ କୋ ଇଙ୍କ୍ ଏହି ଔଷଧ ପ୍ରସ୍ତୁତ କରିଛି।
୯ବର୍ଷ ହେଲାଣି ହିତାଧିକାରୀ ଯିଏ ସିଏ ଚାଲିଗଲେଣି ଆର ପାରିକୁ। ହେଲେ ତାଙ୍କ ନାଁରେ ଭତ୍ତା ଟଙ୍କା ଉଠୁଛି। ଦେଖନ୍ତୁ କେନ୍ଦୁଝରରୁ ଏହି ରିପୋର୍ଟ।
ନିତି ଆୟୋଗଙ୍କ ଆକାଂକ୍ଷୀ ଜିଲ୍ଲା ତାଲିକାରେ ସଭା ଉପରେ ଅଛି ଗଜପତି ଜିଲ୍ଲା।
ଅଳିଆ ହେଲା କାଳ । ଆବର୍ଜନାରେ ଖେଳୁ ଖେଳୁ ଶିଶୁଟିର ମସ୍ତିଷ୍କରେ ପଶିଗଲା ପୋକ । ଆମେରିକା ସ୍ଥିତ ଟେକ୍ସାସ୍ର ଆର୍ଲିଙ୍ଗଟନ୍ରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ସେଠାରେ ରହୁଥିବା ଗୋଟିଏ ଛୁଆର ମସ୍ତିଷ୍କରେ ଏକ ପୋକ ପଶିଯିବାରୁ ତାର ମୃତ୍ୟୁ ଘଟିଛି । ଏହି...
ଓଡ଼ିଶାକୁ ଭଲ ବେଶ ପାଉଥିଲେ ଗାନ୍ଧିଜୀ। ସ୍ୱରାଜ ଆଶ୍ରମରେ ପଡିଥିଲା ଅହିଂସା ଆନ୍ଦୋଳନ ଛାପ। କଟକରେ ରାତି କଟାଉଥିଲେ ମହାତ୍ମା। ଶାନ୍ତିର ବାର୍ତ୍ତା ଦେଇ ଇଂରେଜମାନଙ୍କ ବିରୋଧରେ ଲଢିବା ଓଡ଼ିଆଙ୍କ କାନରେ ଫୁଙ୍କିଥିଲେ ମନ୍ତ୍ର...
ସେ ଦିନ ଯଦି ବିରାଟ ସତ୍ୟାଗ୍ରହ ହୋଇ ନଥାନ୍ତା, ଆଜି ବି ଆମେ ପରାଧୀନ ହୋଇ ଥାଆନ୍ତେ। ଅନ୍ୟାୟ ବିରୋଧରେ ସ୍ୱର ଉଠାଇଲେ ପିଠିରେ ବାଜୁ ଥାଆନ୍ତା ବେତ ପାହାର।
ଆଜି ୨୦୨୧ ମସିହା, ଅକ୍ଟୋବର ମାସ ୧ ତାରିଖ, ତାରିଖ ଶନିବାର, କନ୍ୟା ୧୬ ଦିନ ଆଶ୍ୱିନ ମାସ କୃଷ୍ଣପକ୍ଷ ଏକାଦଶୀ ତିଥି ଅଶ୍ଳେଷା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଦିଲ୍ଲୀ ଟ୍ରାଫିକ୍ ପୋଲିସର ସାହାସିକତାର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଗାଡିର କାଗଜପତ୍ର ଯାଞ୍ଚ ବେଳେ ଖସି ପଳାଉଥିବା ବ୍ୟକ୍ତିକୁ ଡ୍ୟୁଟିରେ ଥିବା ଟ୍ରାଫିକ୍ ପୋଲିସ ଅଟକାଇବାକୁ ଯାଇ ଦୀର୍ଘ ୧ କିଲୋମିଟର ଯାଏଁ ଚଳନ୍ତା ଗାଡିର ବନେଟ୍ରେ ବସିଥିବାର ଭିଡିଓ ଭାଇରାଲ...
ମିଳିତ ଜାତିସଂଘ (UN)ର ସଭାପତି ଆଣ୍ଟୋନିଓ ଗୁଟେରସ୍ ଏକ ସାଧାରଣ ବୈଠକରେ ଆଶ୍ଚର୍ଯ୍ୟଜନକ ତଥ୍ୟକୁ ସାମ୍ନାକୁ ଆଣିଛନ୍ତି । ତାଙ୍କ କହିବାନୁଯାୟୀ ମିଆଁମାର ସେନାର ଏକଛତ୍ରବାଦୀ ଶାସନ ଯୋଗୁଁ ଲୋକମାନେ ଅତିଷ୍ଠ ହୋଇପଡ଼ୁଛନ୍ତି ।